AUXILIARY VERB AND MODALS



·       Auxiliary verb / Helping verb : ସାହାର୍ଯ୍ୟକାରୀ କ୍ରିୟା | ଏହି verb ବାକ୍ୟ ଗଠନରେ ସାହାଯ୍ୟ କରନ୍ତି |

·      AUXILIARIES
AUXILIARIES

Primary
                                Secondary

Present
Past
Present
Past
Be-
Am, is, are
Be, being
Was, were
been
Can
Could
Do-
Do, does
did
Will
Would
Have-
Have, has
had
Shall
Should



May
Might



Used to




Ought to




Must




Dare




Need




·       Auxiliary verb ମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି |
A) Primary Auxiliary
B) Secondary Auxiliary


    A)   Primary Auxiliary:
i)    Be- am, is, are, was, were, be, being, been
ii)  Have- have, has, had
         iii) Do- do, does, did
    B)    Secondary Auxiliary (Modals):

Shall, should, will, would, can, could, may, might, Used to, Ought to, Must, Dare, Need

Modals for permission:

ମୁଁ ଆପଣଙ୍କର କଲମତି ବ୍ୟବହାର କରିପାରିବି କି?

Can I use your pen? (Formal)
May I use your pen? (More Formal)
Could I use your pen? (More polite)
Might I use your pen? (unnatural)

Permission(ଅନୁମତି) ମାଗିବା ପାଇଁ can (formal) could (ଅଧିକ polite) might (unnatural) ଓ may (more formal) ମଧ୍ୟ ବସିପାରେ |

Modals for Polite request

ମୋତେ ଟିକେ ସାହାଯ୍ୟ କରିବେ କି?

 Will you help me? (Formal)
 Can you help me? (General)
Could you help me? (Polite)
Would you help me? (More Polite)

Modals for Possibility

ବାପା ସନ୍ଧ୍ୟାରେ ଫେରିବେ |

Father may come back in the evening (more possibility)
Father might come back in the evening (less possibility)
Father could come back in the evening (least possibility)

May, might ଓ could ସମ୍ଭାବନା ଅର୍ଥରେ ବସେ | may ଅଧିକ ସମ୍ଭାବନା ଅର୍ଥରେ ବସେ ଓ could ସବୁଠାରୁ କମ୍ ସମ୍ଭାବନା ଅର୍ଥରେ ବସିବ |

Modals for Certainty

ମୁଁ ନିଶ୍ଚୟ ଆସିବି |

I shall surely come (surety)
I will come (promise)
I must come (promise)

Surety ବା certainty ପାଇଁ shall, will, ଓ must ବସେ |

 Modals for necessity

ବର୍ଷା ହେଉଛି, ମୋର ଛତା ନେବା ଦରକାର - It is raining, I must take the umbrella.
ବର୍ଷା ହେଉନାହିଁ, ମୋର ଛତା ନେବା ଦରକାର ନାହିଁ - It is not raining, I needn’t take the umbrella.

Mustn’t for prohibition

ତୁମେ ଅନ୍ୟ ଚିଠି ଖୋଲିବା ମନା - You mustn’t open other letters.
ଅଫିସକୁ ବିଳମ୍ବରେ ଆସିବା ନିଷେଧ - You mustn’t come to office late.

Dare for challenge

ମୁଁ ସେ ବାଘ ପାଖକୁ ଯିବାକୁ ସାହସ କରୁନାହିଁ - I daren’t go near that tiger.
ତୁମର ଏଡେ ସାହସ, ତୁମେ ମୋ ବିରୁଦ୍ଧରେ କହୁଛ ?- How dare you say against me?

Shall / will for willingness

ମୁଁ ତୁମକୁ ସାହାଯ୍ୟ କରିବି - I shall help you.
ସେ ମତେ ସାହାଯ୍ୟ କରିବେ - He will help me.
ମୁଁ ମୋ ଚଷମା ଭୂଲିଗଲି - I have forgotten my glasses.
ମୁଁ ଆଣି ଦେଉଛି - I will bring it for you.

Used to for past habit

ମୁଁ ଆଗେ କବିତା ଲେଖୁଥିଲି – I used to write poems.
ସେ ଆଗେ କ୍ରିକେଟ ଖେଳୁଥିଲେ – He used to play cricket.

Modal for promise

ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି |

I will help you.
I must help you.

Modals for invitation

ଆଜ୍ଞା, ଟିକେ ଶୁଣିବେ କି? – Will you kindly listen me, sir?
କାଲି ଆମ ଘର ଆଡେ ଟିକେ ଆସିବେ କି? – Would you mind visiting us tomorrow.

 Modals for future prediction

ସେ ଜଣେ ଡକ୍ତର ହେବ – He will become a doctor.
ବାପା ରାଗିବେ – Father will become angry.
ତୁମେ ମତେ ସାହାଯ୍ୟ କରିବ  - You will help me.



Shall ର ବିଶେଷ ବ୍ୟବହାର:

ଆଶା କରିବା ଅର୍ଥରେ shall

I shall meet him tomorrow.
We shall have the reward of our labour.

ଭବିଷ୍ୟତରେ କିଛି ଘଟିବାର ନିଶ୍ଚିତତା ଦର୍ଶାଇ shall

You shall meet your fate.
They shall learn a lesson.

Permission ମାଗିବା ଅର୍ଥରେ shall

Shall I go out?
Shall I help you?

d)Dramatic dialogue ରେ shall

Oh foolish king! You shall be punished.

Should ର ବିଶେଷ ବ୍ୟବହାର:

a)Obligation ଅର୍ଥରେ
You should respect your elders.
We should pay off our debts in time.

b)Asking for formal permission.
Should I continue the work?
c)Asking for suggestion.
What should we do now?
d)Giving advice.
Children should sleep long.
All should be truthful.
e)Expressing wish
The heaven should pour upon the earth.
I should get the book instantly.


Example-

I should go-ମୁଁ ଯିବା ଉଚିତ୍ |
 Should I go?- ମୋର ଯିବା ଉଚିତ୍ କି?
 I should not go- ମୋର ଯିବା ଉଚିତ୍ ନୁହେଁ |
 We should go- ଆମ୍ଭେମାନେ ଯିବା ଉଚିତ୍ |
 Should we go?- ଆମ୍ଭେମାନେ ଯିବା ଉଚିତ୍ କି?
 We should not go- ଆମ୍ଭେମାନେ ଯିବା ଉଚିତ୍ ନୁହେଁ |
You should read- ତୁମ୍ଭର ପାଠ ପଢିବା ଉଚିତ୍ |
 Should you read?- ତୁମ୍ଭର ପାଠ ପଢିବା ଉଚିତ୍ କି?
 You should not read- ତୁମ୍ଭର ପାଠ ପଢିବା ଉଚିତ୍ ନୁହେଁ |
 Rama should wait- ରାମ ଅପେକ୍ଷା କରିବା ଉଚିତ୍ |
 Should Rama wait?- ରାମ ଅପେକ୍ଷା କରିବା ଉଚିତ୍ କି?
 Rama should not wait- ରାମ ଅପେକ୍ଷା କରିବା ଉଚିତ୍ ନୁହେଁ |
 They should play- ସେମାନେ ଖେଳିବା ଉଚିତ୍ |
 Should they play?- ସେମାନେ ଖେଳିବା ଉଚିତ୍ କି?
 They should not play- ସେମାନେ ଖେଳିବା ଉଚିତ୍ ନୁହେଁ |

Example-

I should have gone- ମୋର ଯିବା ଉଚିତ୍ ଥିଲା |
 Should I have gone?- ମୋର ଯିବା ଉଚିତ୍ ଥିଲା କି?
 I should not have gone- ମୋର ଯିବା ଉଚିତ୍ ନଥିଲା |
 We should have play- ଆମ୍ଭମାନଙ୍କର ଖେଳିବା ଉଚିତ୍ ଥିଲା |
 Should we have play?- ଆମ୍ଭମାନଙ୍କର ଖେଳିବା ଉଚିତ୍ ଥିଲା କି?
 We should not have play- ଆମ୍ଭମାନଙ୍କର ଖେଳିବା ଉଚିତ୍ ନଥିଲା |
 You should have done- ତୁମ୍ଭର କରିବା ଉଚିତ୍ ଥିଲା |
 Should you have done?- ତୁମ୍ଭମାନଙ୍କର କରିବା ଉଚିତ୍ ଥିଲା କି?
 You should not have done- ତୁମ୍ଭମାନଙ୍କର କରିବା ଉଚିତ୍ ନଥିଲା |
 Rama should have written- ରାମର ଲେଖିବା ଉଚିତ୍ ଥିଲା |
 Should Rama have written?-ରାମର ଲେଖିବା ଉଚିତ୍ ଥିଲା କି?
 Rama should not have written- ରାମର ଲେଖିବା ଉଚିତ୍ ନଥିଲା |
 They should have finished-ସେମାନଙ୍କର ଶେଷ କରିବା ଉଚିତ୍ ଥିଲା |
 Should they have finished?- ସେମାନଙ୍କର ଶେଷ କରିବା ଉଚିତ୍ ଥିଲା କି?
 They should not have finished- ସେମାନଙ୍କର ଶେଷ କରିବା ଉଚିତ୍ ନଥିଲା |
 You should not have gone home so early-ଏତେ ଚଞ୍ଚଳ ଘରକୁ ଯିବା ତୁମର ଉଚିତ୍ ନଥିଲା |
 Hari should not have married so young- ଏତେ ଅଳ୍ପ ବୟସରେ ବିବାହ କରିବା ହରିର ଉଚିତ୍ ନଥିଲା |
 The boy should not have gone to school so soon- ଏତେ ଚଞ୍ଚଳ ସ୍କୁଲକୁ ଯିବା ପିଲାଟି ପକ୍ଷରେ ଉଚିତ୍ ନଥିଲା |
 The runners should not have run so fast- ଦୌଡାଳୀଙ୍କର ଏତେ ଜୋରରେ ଦୌଡିବା ଉଚିତ୍ ନଥିଲା |

Will ର ବିଶେଷ ବ୍ୟବହାର:

ଇଚ୍ଛା ପ୍ରକାଶ କରିବା ଅର୍ଥରେ

I will visit the place. (I am willing to visit the place)
Father will take some sweets.

ଆମନ୍ତ୍ରଣ କରିବା ଅର୍ଥରେ:

Will you visit us next week?
Will be join us at the dinner?

Request କରିବା ଅର୍ଥରେ:

Will you help me please?
 Will I help you in this circumstance?

d)Future happening ବିଷୟରେ କୁହାଗଲେ
The earth will oneday change.
The seed will sprout into a tree.

e)ସମୟକ୍ରମେ କୌଣସି ଘଟଣା ନିଶ୍ଚିତ ଘଟିଲେ

He will be twenty next summer.
It will rain the Rainy Season.

Would ର ବିଶେଷ ବ୍ୟବହାର

a)Will past from would.

ଏହା Indirect speech ରେ ବୁଅବହୃତ ହୁଏ |
Direct- He said, ‘’I will do the work.
Indirect- He said that he would do the work.

b)Possibility ବା ସମ୍ଭାବନା ଅର୍ଥରେ

It would rain. (It seems, it will rain)
The seed, under the soil, would sprout in a day or two.

c)Polite Expression ରେ

Would you mind posting the letter?
Would you lend me your pen please?

d)Expressing wish or desire.

I would like to visit my friend.
Father would make me complete the work.

e)Predicting for future (ଭବିଷ୍ୟତ କଥ କହିଲେ)

you would oneday realize your mistake.
The boy would admit his fault.

f)Past tense ରେ would have ବସେ | ଏହା ସମ୍ଭାବନା ଅର୍ଥରେ |
The Engineer would have finished the work, if the labourers had helped him.

Examples:-


I would go. I would have gone- ମୁଁ ଯାଇଥାନ୍ତି |
 I would not go. I would not have gone- ମୁଁ ଯାଇ ନଥାନ୍ତି |
 We would write. We would have written- ଆମ୍ଭେମାନେ ଲେଖିଥାନ୍ତୁ |
 We would not write. We would not have written- ଆମ୍ଭେମାନେ ଲେଖି ନଥାନ୍ତୁ |
 You would eat. You would have eaten- ତୁମ୍ଭେ ଖାଇଥାନ୍ତ |
-You would not eat. You would not have eaten- ତୁମ୍ଭେ ଖାଇ ନଥାନ୍ତ |
 Rama would teach. Rama would have taught- ରାମ ପଢାଇଥାନ୍ତା |
 Rama would not teach or would not have taught- ରାମ ପଢାଇ ନଥାନ୍ତା |
 They would speak. The would have spoken- ସେମାନେ କହିଥାନ୍ତେ |

May ର ବିଶେଷ ବ୍ୟବହାର:

Possibility ଅର୍ଥରେ

a)It may rain. (The sky look cloudy; it may rain at any time)
He may come today. (=implies that he had told to come by today)
b)Asking for formal permission (ଅନୁମତି ମାଗିବା ଅର୍ଥରେ)
May I come in, sir?
May I have your pen, please?

c)Expressing wish (ଇଚ୍ଛା ବା କାମନା ପ୍ରକଶ ଅର୍ଥରେ)

May God bless you!
May Heaven pour on you!

d)Giving permission\making one free to do as one wishes.

You may go if you please.
He may meet his friend.

e)Expression Hope
May friend may reach here in time.
The plant may live long.


Example-

I may go- ମୁଁ ହୁଏତ ଯାଇପାରେ, ଅର୍ଥାତ୍ ମୋର ଯିବାର ସମ୍ଭାବନା ଅଛି |
 May I go?- ମୁଁ ଯାଇପାରେ କି?
 I may not go-ମୁଁ ହୁଏତ ଯାଇ ନପାରେ |
 We may go- ଆମ୍ଭେମାନେ ହୁଏତ ଯାଇପାରୁ |
 May we go?- ଆମ୍ଭେମାନେ ଯାଇପାରୁ କି?
 We may not go- ଆମ୍ଭମାନଙ୍କର ଯିବାର ସମ୍ଭାବନା ନାହିଁ |
 You may fail-ତୁମ୍ଭେ ହୁଏତ ଫେଲ୍ ହୋଇପାର |
 He may die- ସେ ହୁଏତ ମରିଯାଇପାରେ, ଅର୍ଥାତ୍ ତାର ମରିଯିବାର ସମ୍ଭାବନା ଅଛି |
 He may not die- ସେ ମରିଯାଇ ପାରେ ନ ମଧ୍ୟ |
 They may fall down- ସେମାନେ ହୁଏତ ପଡିଯାଇ ପାରନ୍ତି | ଅର୍ଥାତ୍ ସେମାନଙ୍କର ପଡିଯିବାର ସମ୍ଭାବନା ଅଛି|
 They may not fall down-ସେମାନେ ପଡିଯାଇ ନ ପାରନ୍ତି ମଧ୍ୟ |
 In summer this well may dry up- ଖରାଦିନେ ଏ କୂଅ ଶୁଖିଯାଇପାରେ |
 In the rainy season this road may become muddy- ବର୍ଷା ଦିନେ ଏ ରସ୍ତାଟି କାଦୁଅ ହୋଇଯାଇପାରେ |
 In winter you may not get any lotus or lily- ଶୀତଦିନେ ତୁମେ ପଦ୍ମଫୁଲ ବା କଇଁଫୁଲ ନ ପାଇପାର |

Might ର ବିଶେଷ ବ୍ୟବହାର:

a)Maypast from might. ଏହା narrative from  ବା Indirect speech ରେ past tense ରେ may  ରସ୍ଥାନରେ ବସିବ |

Direct-The boy said, ‘’I may go there’’.
Indirect- The boy said that he might go there.

b)Possibility ଅର୍ଥରେ
He might meet his friend.
(ଏଠାରେ friend କୁ meet କରିବ arranged ବା planned ନୁହେଁ | ଅନିଶ୍ଚିତ ଭାବେ ଦେଖା ହୋଇପାରେ |)
He may meet his friend.

(ଏଠାରେ ସେ ତାର ବନ୍ଧୁଙ୍କୁ ଭେଟିବା ପାଇଁ ଆବଶ୍ୟକତା ଅଛି |)
ତେଣୁ ‘might’ expresses less possibility than ‘may’.

c)Suggestion ଅର୍ଥରେ

He might refuse to accept the offer.
The boy might learn Persian.
(Here, suggestion is quite formal, it may or may not be accepted)

d)Hope or expectation ଅର୍ଥରେ

Mr. Don might return today.
(It is expected that Mr. Don will return today.)
Past Tense ରେ ସମ୍ଭାବନା ଅର୍ଥରେ might have ବସେ |
The sailor might have reached the share if the weather were good.

Example-

I might go, I might have gone- ମୁଁ ହୁଏତ ଯାଇଥାନ୍ତି, ବା ମୁଁ ଯାଇପାରିଥାନ୍ତି, ଅର୍ଥାତ ମୋର ଯିବାର ସମ୍ଭାବନା ଥିଲା |
 I might not go. I might not have gone- ମୁଁ ହୁଏତ ନଯାଇଥାନ୍ତି |
 We might eat. We might have eaten- ଆମ୍ଭେମାନେ ହୁଏତ ଖାଇପାରିଥାନ୍ତୁ, ଅର୍ଥାତ୍ ଆମ୍ଭର ଖାଇବାର ସମ୍ଭାବନା ଥିଲା |
 You might pass. You might have passed-ତୁମ୍ଭେ ହୁଏତ ପାଶ୍ କରିଥାନ୍ତ ବା ତୁମର ପାଶ୍ କରିବାର ସମ୍ଭାବନା ଥିଲା |
 Rama might help you or He might have helped you- ରାମ ହୁଏତ ତୁମକୁ ସହର୍ଯ୍ୟ କରିଥାନ୍ତା ଅର୍ଥାତ ରାମ ତୁମକୁ ସହର୍ଯ୍ୟ କରିବାର ସମ୍ଭାବନା ଥିଲା |
 Rama might not have helped you- ସେ ତୁମ୍ଭଙ୍କୁ ସହର୍ଯ୍ୟ ନକରିପରିଥାନ୍ତା ମଧ୍ୟ |
 They might die. They might have died- ସେମାନେ ହୁଏତ ମରିଯାଇଥାନ୍ତେ ଅର୍ଥାତ୍ ସେମାନଙ୍କର ମରିଯିବାର ସମ୍ଭାବନା ଥିଲା |

Can ର ବିଶେଷ ବ୍ୟବହାର:

a)Ability ବା ସାମର୍ଥ୍ୟ ଅର୍ଥରେ

The old man can see the tree.
Tom can go across the river.

b)Possibility ବା ସମ୍ଭାବନା ଅର୍ଥରେ

That boy can be jean.
The tree in the orchard can grow fat.

c)Formal permission ମାଗିବା ଅର୍ଥରେ

can I do the work for you?
Can I meet you at night?

d)Giving permission.

You can take note of the matter
You can come at any time.

e)Expression certainty

This patch of land can be fertile if cultivated.
(May be, there are favorable conditions.)
You can win the contest, if you try.
(May be, there are few and not so intelligent competitors )

f)Expressing wish or desire

You can go there. (If you so wishes)

He can take any food. (as he wishes)

Examples:-

I can go- ମୁଁ ଯାଇପାରେ |
Can I go?- ମୁଁ ଯାଇପାରେ କି?
I cannot go- ମୁଁ ଯାଇପାରେ ନାହିଁ |
We can go- ଆମ୍ଭେମାନେ ଯାଇପାରୁ |
Can we go?- ଆମ୍ଭେମାନେ ଯାଇପାରୁ କି?
We cannot go- ଆମ୍ଭେମାନେ ଯାଇପାରୁ ନାହୁଁ |
You can go- ତୁମ୍ଭେ ଯାଇପାର |
Can you go?- ତୁମ୍ଭେ ଯାଇପାର କି?
You cannot go- ତୁମ୍ଭେ ଯାଇପାର ନାହିଁ |
He can go-  ସେ ଯାଇପାରେ |
Can he go?-  ସେ ଯାଇପାରେ କି?
He cannot go-  ସେ ଯାଇପାରେ ନାହିଁ |
They can go-  ସେମାନେ ଯାଇପାରନ୍ତି
Can they go?-  ସେମାନେ ଯାଇପାରନ୍ତି କି?
They cannot go- ସେମାନେ ଯାଇପାରନ୍ତି ନାହିଁ |
I can sing- ମୁଁ ଗୀତ ବୋଲିପାରେ |
Can I sing?- ମୁଁ ଗୀତ ବୋଲିପାରେ କି?
I cannot sing- ମୁଁ ଗୀତ ବୋଲିପାରେ ନାହିଁ |
We can fight- ଆମ୍ଭେମାନେ ଯୁଦ୍ଧ କରିପାରୁ |
Can we fight?- ଆମ୍ଭେମାନେ ଯୁଦ୍ଧ କରିପାରୁ କି?
You can win- ତୁମ୍ଭେ ଜିତିପାରିବ |
You cannot win- ତୁମ୍ଭେ ଜିତିପାରିବ ନାହିଁ |
He can steal- ସେ ଚୋରି କରିପାରେ |
Can he steal?- ସେ ଚୋରି କରିପାରେ କି?
He cannot steal- ସେ ଚୋରି କରିପାରେ ନାହିଁ |
They cannot catch- ସେମାନେ ଧରିପାରନ୍ତି ନାହିଁ |


Could ର  ବିଶେଷ ବ୍ୟବହାର:

a)CanPast tense from could | ଏହା Indirect speech ରେ can  ସ୍ଥାନରେ ବସେ |

Direct-He said, ‘’I can swim in water.
Indirect-He said that he could swim in water.

b)Polite behavior ପ୍ରକାଶ କରିବା ଅର୍ଥରେ
Could you lend me some money please?
Could you help me please?
(‘would’ ଏବଂ ‘may’ ଠାରୁ ଏହା ଅଧିକ polite)

c)Possibility ଅର୍ଥରେ

The pond could harvest much fishes this year.
He could come back, even though it rained.

d)ability  ପ୍ରକଶ କରିବ ଅର୍ଥରେ

The oldman could walk five kilometres, when he was young.
Mr. Harte could speak four languages, when he was a student at school.

e)Expressing intention

I could meet him at his residence.
The woman could talk with her husband about her daughter.

f)To speak about future.

We could go to the cinema tomorrow.

g)କରିବାର ସାମର୍ଥ୍ୟ ଥାଇ କରିନପାରିଲେ,could have ବସେ |

He could have finished work in time. You could have helped me.
Semimodals

Example-
 I could go- ମୁଁ ଯାଇପାରିଲି |
 Could I go- ମୁଁ ଯାଇପାରିଲି କି?
I could not go- ମୁଁ ଯାଇପାରିଲି ନାହିଁ |
 We could play- ଆମ୍ଭେମାନେ ଖେଳିପାରିଲୁ|
 Could we play?- ଆମ୍ଭେମାନେ ଖେଳିପାରିଲୁ କି?
 We could not play- ଆମ୍ଭେମାନେ ଖେଳିପାରିଲୁ ନାହିଁ |
 You could read – ତୁମ୍ଭେ ପଢିପାରିଲ |
 Could you read?- ତୁମ୍ଭେ ପଢିପାରିଲ କି?
 You could not read- ତୁମ୍ଭେ ପଢିପାରିଲ ନାହିଁ |
 Rama could finish- ରାମ ଶେଷ କରିପାରିଲା |
 Could Rama finish- ରାମ ଶେଷ କରିପାରିଲା କି?
 Rama could not finish- ରାମ ଶେଷ କରିପାରିଲା ନାହିଁ |
 They could answer- ସେମାନେ ଉତ୍ତର ଦେଇପାରିଲେ |
 Could they answer?- ସେମାନେ ଉତ୍ତର ଦେଇପାରିଲେ କି?
 They could not answer- ସେମାନେ ଉତ୍ତର ଦେଇପାରିଲେ ନାହିଁ |
 Hari could swim in the river- ହରି ନଈରେ ପହଁରି ପାରିଲା |
 The old man could not climb the mountain- ବୁଢାମାନେ ପର୍ବତ ଚଢିପାରିଲେ ନାହିଁ |
 The ass could not run like a tiger- ଗଧଟି ବାଘ ପରି ଦୌଡି ପାରିଲା ନାହିଁ |
 My sister could not win the first prize- ମୋ ଭଉଣୀ ପ୍ରଥମ ପୁରସ୍କାର ପାଇପାରିଲେ ନାହିଁ |


Example-
 I could have gone- ମୁଁ ଯାଇପାରିଥାନ୍ତି |
 Could I have gone?- ମୁଁ ଯାଇପାରିଥାନ୍ତି କି?
I could not have gone- ମୁଁ ଯାଇପାରି ନଥାନ୍ତି |
 We could have done- ଆମ୍ଭେମାନେ କରିପାରି ଥାଆନ୍ତୁ |
 Could we have done?- ଆମ୍ଭେମାନେ କରିପାରି ଥାଆନ୍ତୁ କି?
 We could not have done-  ଆମ୍ଭେମାନେ କରିପାରି ନଥାନ୍ତୁ |
 You could have forbidden him- ତୁମ୍ଭେ ତାଙ୍କୁ ମନା କରିପାରି ଥାଆନ୍ତ |
 Could you have forbidden him?- ତୁମ୍ଭେ ତାଙ୍କୁ ମନା କରୁପାରି ଥାଆନ୍ତ କି?
 You could not have forbidden him- ତୁମ୍ଭେ ତାଙ୍କୁ ମନା କରିପାରି ନଥାନ୍ତ |
 Rama could have won the race- ରାମ ଦୌଡରେ ଜିତିପାରିଥାଆନ୍ତା |
 Could Rama have won the race?- ରାମ ଦୌଡରେ ଜିତିପାରିଥାଆନ୍ତା କି?
 Rama could not have won the race- ରାମ ଦୌଡରେ ଜିତିପାରି ନଥାନ୍ତା |
 They could have built the house- ସେମାନେ ଘର ତୋଳି ପାରିଥାଆନ୍ତେ |
 Could they have built the house?- ସେମାନେ ଘର ତୋଳି ପାରିଥାଆନ୍ତେ କି?
 They could not have built the house- ସେମାନେ ଘର ତୋଳି ପାରି ନ ଥାନ୍ତେ |

Need to ବିଶେଷ ବ୍ୟବହାର:

Need to past tense from  ନାହିଁ | ଏହା ସର୍ବଦା present tense ରେ ବ୍ୟବହୃତ ହୁଏ |ଏହାକୁ past time ରୂପେ ପ୍ରକାଶ କରିବାକୁ ହେଲେ Need to have ବୋଲି ଲେଖିବାକୁ ହେବ |

b)Necessity ବା ଆବଶ୍ୟକତା ଅର୍ଥରେ

You need to go there.
The boy needs to do hard labour.

c)Negative Sentence ରେ

There is much time at hand, you need not drive so fast.
The son of a wealthy man need not worry for money.

d)Interrogative Sentence ରେ Need to
Need you to go remain awaken?

e)Need to have-
You need to have finished the book.
The children need to have leant the poem before the examination.

Use of Must:-

Example-

I must go- ମୁଁ ନିଶ୍ଚୟ ଯିବି |
 Must I go?- ମୁଁ ନିଶ୍ଚୟ ଯିବି କି?
 I must not go- ମୁଁ ନିଶ୍ଚୟ ଯିବି ନାହିଁ |
 We must work- ଆମ୍ଭେମାନେ ନିଶ୍ଚୟ କାମ କରିବୁ |
 Must we work?- ଆମ୍ଭେମାନେ ନିଶ୍ଚୟ କାମ କରିବୁ କି?
 We must not work- ଆମ୍ଭେମାନେ ନିଶ୍ଚୟ କାମ କରିବୁ ନାହିଁ |
 You must say- ତୁମ୍ଭେ ନିଶ୍ଚୟ କହିବ |
  Must you say?-ତୁମ୍ଭେ ନିଶ୍ଚୟ କହିବ କି ?
 You must not say- ତୁମ୍ଭେ ନିଶ୍ଚୟ କହିବ ନାହିଁ |
 Rama must write- ରାମ ନିଶ୍ଚୟ ଲେଖିବ |
 Must Rama write?- ରାମ ନିଶ୍ଚୟ ଲେଖିବ କି?
 Rama must not write- ରାମ ନିଶ୍ଚୟ ଲେଖିବ ନାହିଁ |
 They must buy- ସେମାନେ ନିଶ୍ଚୟ କିଣିବେ |
 Must they buy?- ସେମାନେ ନିଶ୍ଚୟ କିଣିବେ କି?
 They must not buy- ସେମାନେ ନିଶ୍ଚୟ କିଣିବେ ନାହିଁ |