ADJECTIVE
The girls are dancing.
Beautiful girls are dancing.
Boys are playing.
Tall boys are playing.
Horses are grazing.
White horses are grazing.
I need apples to eat.
I need four apples to eat.
ଉପରଲିଖିତ ଉଦାହରଣ ଗୁଡିକୁ ଲକ୍ଷ୍ୟ କର ।
Underline words ହେଲେ Noun Phrase
Italic words କ'ଣ ବୁଝାଉଛନ୍ତି?
Beautiful, Tall = qualityWhite = Colour
Four = quantity
So Quality, quantity, and color of the noun = ADJECTIVE
ମନେରଖ- Adjective କୁ ଆଜିକ୍ଟିଭ ପଢିବ |
ତେବେ Nounର quality (ଗୁଣ), quantity (ପରିମାଣ) ଓ colour
(ରଙ୍ଗ) ବୁଝାଥିବା word ସବୁକୁ Adjective କହନ୍ତି |
ଲକ୍ଷ୍ୟକର-
Roses are here.
Red roses are here.
Those are roses.
They are red roses.
ଉପରୋକ୍ତ Example ଗୁଡିକରେ Noun ପୂର୍ବରୁ Adjective ବସିଛନ୍ତି ।
ତେଣୁ ସେମାନେ Attributive Adjective
Roses are red.
Mangos are sweet.
The sky is blue.
ଏଠାରେ ଲକ୍ଷ୍ୟକରି Adjective ଗୁଡିକ Predicate Part ରେ Verb ପରେ ବସିଛନ୍ତି
ଓ ସେମାନଙ୍କର Noun ସହ Link ରହୁଛି ତେଣୁ ସେମାନେ Predicative Adjective.
We painted the house green.
I made the band long.
ଏଠାରେ Adjective ଗୁଡିକ Noun ପରେ ବସିଛନ୍ତି ତେଣୁ ସେମାନେ Post Positive Adjective.
ଅନୁସନ୍ଧାନ କର କେଉଁ Adjective ଗୁଡିକୁ Attributive କେବଳ;
Predicative ଓ Post Positive.
କେଉଁ ଗୁଡିକ ସମସ୍ତ ୩ଟି ହୋଇପାରିବ ।
CD is longer than AB.
EF is longer than CD.
AB is shorter than CD.
CD is shorter than EF.
E F is the longest of All.
AB is the shortest of all.
Adjective: long, longer, the longest
Radha got 75% marks.
Ranee got 79% marks.
Ruby got 82% marks.
Radha, Ranee & Ruby are intelligent.
Ruby is more intelligent than Radha.
Ruby is the most intelligent of all.
Adjective: Inteliģent, more intelligent, the most intelligent
Tina got 15%
Rina got 13%.
Mina got 10%.
Tina did bad in the exam.
Rina did worse than Tina.
Mina did worse than Rina.
Mina did the worst of all.
Adjective: bad, worse, worst
ମନେରଖ:- Positive degree ଗୋଟିଏ Noun aia Comparative
degree ଦୁଇଟି Noun ମରେ ତୁଳନା ପାଇଁ Superlative
ଦୁଇଟିରୁ ଅଧିକ Noun ମଧ୍ୟରେ ତୁଳନା ପାଇଁ Superlative
ପୂର୍ବରେ ସର୍ବଦା 'the' ବସିବ ।
ଆଉ କେତୋଟି Examples:-
ଅନୁସନ୍ଧାନ କର ଏପରି କାହିଁକି ହୁଏ ? -
i)କେତେକ Adj ସହ more ଓ the most ଲାଗି degree ପରିବର୍ତ୍ତନ ହୁଏ ।
ii)କେଉଁ ପ୍ରକାର Adj ସବୁ —er ଓ —est ବସି degree ପରିବର୍ତ୍ତନ ହୁଏ ।
iii) Adjective କିପରି form କରାଯାଏ ।
ORDER OF ADJECTIVES
ଅନେକ Adj. ଗୋଟିଏ Noun ପୂର୍ବରୁ ବସିପାରେ ।
ମାତ୍ର ଉପରୋକ୍ତ ଉଦାହରଣ ଲକ୍ଷ୍ୟ କର ।
ପ୍ରଥମ Adj. ଗୁଡିକ ପରିବର୍ତ୍ତନଶୀଳ ଏହା ବ୍ୟକ୍ତି ବିଶେଷରେ ବଦଳି ପାରେ
ମାତ୍ର ଦ୍ଵିତୀୟ Adj. ଗୁଡିକ ଆଦୌ ପରିବର୍ତ୍ତନଶୀଳ ନୁହନ୍ତି ।
ତେଣୁ ପ୍ରଥମେ General, ବା Opinion Adj. ବସିବ ଓ ତା’ପରେ Specific ବା Fact Adjective ବସିବ ।
.
Work for you:
ଗୋଟିଏ Noun Phrase ରେ କେତେ Adjective ବସିପାରିବ ଚେଷ୍ଟା କରି ଦେଖ ।
ପ୍ରାୟତଃ 7/8 ଟି ବିଭିନ୍ନ Adjective ବସାଇବାକୁ ଚେଷ୍ଟାକର ।
ମନେରଖ Adj. ସହ Noun ର Number ର କୌଣସି ସମ୍ପର୍କ ନ ଥାଏ |




