ବିପରୀତ ଶବ୍ଦ
ଅକ୍ଳାନ୍ତ- କ୍ଳାନ୍ତ
ଅକ୍ଷତ- କ୍ଷତ
ଅଖାଦ୍ୟ - ଖାଦ୍ୟ
ଅଗ୍ର- ପଶ୍ଚାତ୍+
ଅଗ୍ରଜ- ଅନୁଜ
ଅତୀତ- ଭବିଷ୍ୟତ
ଅର୍ଥ- ଅନର୍ଥ
ଅଧମର୍ଣ୍ଣ- ଉତ୍ତମର୍ଣ୍ଣ
ଅକୃତଜ୍ଞ- କୃତଜ୍ଞ
ଅକ୍ଷମ- କ୍ଷମ
ଅଗ- ମୂଳ
ଅଗ୍ରଗାମୀ- ଅନୁଗାମୀ
ଅଜ୍ଞ- ବିଜ୍ଞ
ଅତ୍ର- ତତ୍ର
ଅଧମ- ଉତ୍ତମ
ଅଧିକ- ଅଳ୍ପ, ଊଣା, ଅନଧିକ
ଅଧଃ- ଉର୍ଦ୍ଧ୍ୱ
ଅନନ୍ତ- ସାନ୍ତ
ଅନୁଗ୍ରହ- ନିଗ୍ରହ
ଅନୁରାଗ- ବିରାଗ
ଅପରାଧି- ନିରପରାଧି
ଅପାୟ- ଉପାୟ
ଅପୂର୍ବ- ସାଧାରଣ
ଅର୍ପଣ- ଗ୍ରହଣ
ଅଭିଜ୍ଞ- ଅନଭିଜ୍ଞ
ଅମୀର- ଫକୀର
ଅରୁଆ- ଉଷୁନା
ଅଳ୍ପ- ଅଧିକ, ବେଶୀ
ଅଲଣା- ଲୁଣିଆ
ଅସାଧାରଣ- ସାଧାରଣ
ଅସୁର- ସୁର
ଆକର୍ଷଣ- ବିକର୍ଷଣ
ଆକୁଞ୍ଚନ- ପ୍ରସାରଣ
ଆଗମନ- ନିର୍ଗମନ, ପ୍ରତ୍ୟାଗମନ
ଆଜ୍ଞା- ଅବଜ୍ଞା
ଆଦାନ- .ପ୍ରଦାନ
ଆଦ୍ୟ- ପ୍ରାନ୍ତ
ଆନନ୍ଦ- ବିଷାଦ, ନିରାନନ୍ଦ
ଆପଣା- ପର
ଆବରଣ- ନିରାବରଣ
ଆବାହନ- ବିସର୍ଜନ
ଆବିଳ- ଅନାବିଳ
ଆମ- ତାଙ୍କ
ଆମିଷ- ନିରାମିଷ
ଅଧ୍ୟକ୍ଷ- ଅନକ୍ଷ
ଅନୁକୂଳ- ପ୍ରତିକୂଳ
ଅନୁରକ୍ତ- ବିରକ୍ତ
ଅପଚୟ- ଉପଚୟ
ଅପରିଣାମ- ପରିଣାମ
ଅପୂର୍ଣ୍ଣ- ପୂର୍ଣ୍ଣ
ଅପେକ୍ଷା- ଉପେକ୍ଷା
ଅବତଳ- ଉତ୍ତଳ
ଅମୃତ- ବିଷ
ଅଯଥା- ଯଥା
ଅଳସ- କର୍ମଠ
ଅଳ୍ପାୟୁ- ଦୀର୍ଘାୟୁ
ଅସଲ- ନକଲ
ଅସୀମ- ସସୀମ
ଆଇନ- ବେଆଇନ
ଆକାଶ- ପାତାଳ
ଆଗ- ପଛ
ଆଚାର- ଅନାଚାର
ଆଦର- ଅନାଦର, ଘୃଣା
ଆଦି- ଅନ୍ତ
ଆଦ୍ର- ଶୁଷ୍କ
ଆନନ୍ଦିତ- ଦୁଃଖିତ
ଆପଦ- ନିରାପଦ
ଆବଶ୍ୟକ- ଅନାବଶ୍ୟକ
ଆବିର୍ଭାବ- ତିରୋଭାବ
ଆବୃତ୍ତ- ଅନାବୃତ୍ତ
ଆମଦାନୀ- ରପ୍ତାନି
ଆୟ- ବ୍ୟୟ
ଆରମ୍ଭ- ଶେଷ
ଆଲୁଅ- ଅନ୍ଧାର
ଆଶା- ନିରାଶା, ନୈରାଶ୍ୟ
ଆଶ୍ରୟ- ନିରାଶ୍ରୟ
ଆହାର- ଅନାହାର
ଇଚ୍ଛା- ଅନିଚ୍ଛା
ଇହକାଳ- ପରକାଳ
ଈଷତ- ପ୍ରଭୂତ
ଈଶ- ଅନିଷ
ଈହା- ଅନୀହା
ଉତ୍କର୍ଷ- ଅପକର୍ଷ
ଉଚିତ- ଅନୁଚିତ
ଉଚ୍ଚାରଣ- ଅନୁଚ୍ଚାରଣ
ଉଠାଣି- ଗଡ଼ାଣି
ଉଢ଼- ଅନୂଢ
ଉତ୍ଥାନ- ପତନ
ଉତ୍ତର- ଦକ୍ଷିଣ, ପ୍ରଶ୍ନ
ଉଦୟ- ଅସ୍ତ
ଉଦ୍ଘାଟନ- ଉଦ୍ଯାପନ
ଉନ୍ନତି- ଅବନତି
ଉପଚୟ- ଅପଚୟ
ଉପମା- ଅନୁପମା
ଉପସ୍ଥିତ- ଅନୁପସ୍ଥିତ
ଉପେକ୍ଷା- ଅପେକ୍ଷା
ଉଭା- ପୋତା
ଉଲ୍ଲିଖିତ- ନିମ୍ନଲିଖିତ
ଊଷା- ପ୍ରଦୋଷ
ଊହ୍ୟ- ବ୍ୟକ୍ତ
ଆରୋହଣ- ଅବରୋହଣ, ଅବତରଣ
ଆଲୋକ- ଅନ୍ଧକାର
ଆଶୀର୍ବାଦ- ଅଭିଶାପ
ଆସ୍ତିକ- ନାସ୍ତିକ
ଆହୂତ- ଅନାହୂତ
ଇହ- ପର
ଇହଲୋକ- ପରଲୋକ
ଈଷ୍ଟ- ଅନିଷ୍ଟ
ଈଶ୍ଵର- ଅନୀଶ୍ଵର, ନିରୀଶ୍ୱର
ଉକ୍ତ- ଅନୁକ୍ତ
ଉତ୍କୃଷ୍ଟ- ନିକୃଷ୍ଟ
ଉଚ୍ଚ- ନୀଚ
ଉଚ୍ଛୁର- ସଅଳ
ଉଠିବା- ପଡ଼ିବା, ବୁଡ଼ିବା
ଉତ- ଅନୂତ
ଉତ୍ତମ- ଅଧମ
ଉତ୍ତଳ- ଅବତଳ
ଉଦାର- କୃପଣ, ଅନୁଦାର
ଉଦ୍ଧତ- ବିନୀତ
ଉପକାର- ଅପକାର
ଉପତ୍ୟକା- ଅଧିତ୍ୟକା
ଉପର- ତଳ
ଉପାୟ- ଅପାୟ
ଉର୍ବର- ଅନୁର୍ବର , ଉଷର
ଉଭାବନ- ଆବିଷ୍କାର
ଉଶୃଙ୍ଖଳ- ଶୃଙ୍ଖଳା
ଊଣା- ଅଧିକ, ବେଶୀ
ଋଜୁ- କୁଟିଳ, ବକ୍ର
ଋତ- ଅନୃତ
ଋଦ୍ଧ- ମୁକ୍ତ
ଏକତ୍ର- ବିକ୍ଷିପ୍ତ
ଏକାନ୍ନ- ପୃଥକାନ୍ନ
ଏମନ୍ତ- ତେମନ୍ତ
ଏକ୍ୟ- ଅନୈକ୍ୟ
ଐହିକ- ପାରତ୍ରିକ
ଓଦା- ସୁଖିଲା
ଓସାରିଆ- ଲମ୍ବା
ଔଚିତ୍ୟ- ଅନୌଚିତ୍ୟ
କଠିନ- ସରଳ, କୋହଳ
କଥା- ଅକଥା
କଞ୍ଚି- କୋଲପ
କନ୍ୟା- ବର, ପୁତ୍ର
କମ୍- ବେଶୀ
କର୍ମ- ଅକର୍ମ
କରୁଣା- ଅକରୁଣା
କଳା- ଧଳା
କାଟିବା- ଯୋଡ଼ିବା
କାରଣ- ଅକାରଣ
କୀର୍ତ୍ତି- ଅପକୀର୍ତ୍ତି, ଅକୀର୍ତ୍ତି
କୁଣ୍ଠିତ- ଆକୁଣ୍ଠିତ
କୂଳ- ଅକୂଳ
କୃତଜ୍ଞ- ଅକୃତଜ୍ଞ, କୃତଘ୍ନ
କୃପଣ- ବଦାନ୍ୟ
କୋମଳ- କର୍କଶ
କ୍ରେତା- ବିକ୍ରେତା
କ୍ଲେଶ- ଅକ୍ଳେଶ
ରତି- ଅନୃତି (ଅଶୁଭ)
ଏକ- ଅନେକ
ଏକଦା- ସର୍ବଦା
ଏଣୁ- ତେଣୁ
ଐକତାନିକ- ବହୁତାନିକ
ଐଚ୍ଛିକ- ଅନୈଚ୍ଛିକ
ଓଜନିଆ- ହାଲୁକା
ଓଲଟା- ସିଧା
ଓହ୍ଲାଇବା- ଚଢ଼ିବା
କଟୁ- ମଧୁର
କତି- ଦୂର
କଞ୍ଚା- ପାକଳ, ପାଚିଲା
କନିଷ୍ଠ- ଜ୍ୟେଷ୍ଠ
କପଟ- ସାରଲ୍ୟ
କମେଇ- ବଢ଼େଇ
କରୁଣ- ନିଷ୍କରୁଣ
କଳଙ୍କ- ନିଷ୍କଳଙ୍କ
କଷ୍ଟ- ସହଜ
କାନ୍ଦ- ହସ
କାଳ୍ପନିକ- ବାସ୍ତବିକ
କୁଟିର- ପ୍ରାସାଦ
କୁତ୍ସିତ- ସୁନ୍ଦର
କୃତକାର୍ଯ୍ୟ- ଅକୃତକାର୍ଯ୍ୟ
କୃତ୍ରିମ- ପ୍ରାକୃତିକ
କୃଷ୍ଣ- ଶ୍ଵେତ
କ୍ରୟ- ବିକ୍ରୟ
କ୍ଳାନ୍ତ- ଅକ୍ଳାନ୍ତ
କ୍ଷଣସ୍ଥାୟୀ- ଚିରସ୍ଥାୟୀ
କ୍ଷଣିକ- ଚିରନ୍ତନ
କ୍ଷୁଦ୍ର- ବୃହତ
କ୍ଷମତା- ଅକ୍ଷମତା
କ୍ଷୀଣ- ପୃଥୁଳ
ଖାଉଟି- ବ୍ୟବସାୟୀ
ଖାତକ- ମହାଜନ
ଖାଲ- ଢିପ
ଖୋଲା, ଫିଟା- ବନ୍ଦ, ମୁଦା
ଗଡ଼ାଣି- ଉଠାଣି
ଗଣତନ୍ତ୍ର- ରାଜତନ୍ତ୍ର
ଗଦ୍ୟ- ପଦ୍ୟ
ଗର୍ବ- ବିନୟ
ଗଭୀର- ଅଗଭୀର
ଗମ୍ୟ- ଅଗମ୍ୟ
ଗରଳ- ଅମୃତ
ଗରିମା- ଲଘିମା
ଗାଧୁଆ- ଅଗାଧୁଆ
ଗାୟକ- ପାଳିଆ
ଗୁଣନ- ହରଣ
ଗୁରୁ- ଶିଷ୍ୟ, ଲଘୁ
ଗୋଟା- ଯୋଡ଼ା
ଗୌଣ- ମୁଖ୍ୟ
ଗ୍ରାମ- ନଗର
ଘଟଣ- ଅଘଟଣ
ଘନ- ତରଳ
ଘଷା- ଅଘଷା
ଘାତ- ପ୍ରତିଘାତ
ଚଉଡ଼ା- ଲମ୍ବା
ଚଢ଼ିବା- ଓହ୍ଲାଇବା
ଚଞ୍ଚଳ- ଧୀର
ଚଳନ୍ତି- ଅଚଳନ୍ତି
କ୍ଷତି- ଲାଭ
କ୍ଷମ- ଅକ୍ଷମ
କ୍ଷୟ- ବୃଦ୍ଧି
ଖରା- ବର୍ଷା
ଖାଣ୍ଟି- ଭେଜାଲ
ଖାଦ୍ୟ- ଅଖାଦ୍ୟ
ଖୁସି- ଦୁଃଖ
ଖ୍ୟାତି- ଅପଖ୍ୟାତି, କୁଖ୍ୟାତି \
ଗଢ଼ିବା- ଭାଙ୍ଗିବା
ଗଣ୍ୟ- ନଗଣ୍ୟ
ଗନ୍ଧ- ଦୁର୍ଗନ୍ଧ
ଗର୍ବୀ- ବିନୟୀ
ଗମନ- ଆଗମନ, ପ୍ରତ୍ୟାଗମନ
ଗରମ- ଶୀତଳ, ଥଣ୍ଡା
ଗରାଖ- ଦୋକାନି
ଗରିବ- ଧନୀ
ଗାଲୁଆ- ସତିଆ
ଗୁଣ- ଦୋଷ
ଗୁଣୀ- ନିର୍ଗୁଣ
ଗୃହୀ- ସନ୍ୟାସୀ
ଗୋପନୀୟ- ପ୍ରକାଶ୍ୟ
ଗ୍ରହଣ- ବର୍ଜନ, ତ୍ୟାଗ
ଗ୍ରୀଷ୍ମ- ଶୀତ
ଘଟଣା- ଦୁର୍ଘଟଣା
ଘର- ବାହାର
ଘାଟ- ଅଘାଟ
ଘୃଣା- ଆଦର, ଶ୍ରଦ୍ଧା
ଚଢା- ଉତ୍ତରା
ଚତୁର- ମୁର୍ଖ, ଅଚତୁର
ଚଳ- ଅଚଳ
ଚାକର- ମାଲିକ
ଚାକିରି- ବେକାରି
ଚିନ୍ତା- ଅଚିନ୍ତା
ଚିର- ଅଚିର
ଚିହ୍ନା- ଅଚିହ୍ନା
ଚେତା- ଅଚେତା
ଛଣା- ଅଛଣା
ଛାତ୍ର- ଶିକ୍ଷକ
ଛିନ୍ନ- ଅଛିନ୍ନ
ଛୋଟ- ବଡ
ଜଟିଳ- ସରଳ
ଜନତା- ନେତା
ଜନ୍ମ- ମୃତ୍ୟୁ
ଜମା- ଖର୍ଚ୍ଚ
ଜଳ- ସ୍ଥଳ
ଜାତି- ଅଜାତି
ଜିତିବା - ହାରିବା
ଜୀବ - ନିର୍ଜୀବ
ଜୁଆର- ଭଟ୍ଟା
ଜୋଇଁ- ଝିଅ
ଜ୍ଵଳନ୍ତ- ନିର୍ବାପିତ
ଜ୍ଞାତସାର- ଅଜ୍ଞାତସାର
ଝଅଟ- ମଠ
ଝାଡ଼- ଅଝାଡ଼
ଟଣା- ଓଟରା
ଟାଣିବା- ଓଟାରିବା
ଟୋକା- ବୁଢ଼ୀ
ଠିକ- ଭୁଲ
ଠେଲିବା- ଟାଣିବା
ଡେଙ୍ଗା- ବାଙ୍ଗରା, ଗେଡ଼ା
ଡେରି- ଚଞ୍ଚଳ
ଢିପ- ଖାଲ
ଚିକ୍ କଣ- ରୁକ୍ଷ
ଚିନ୍ତିତ- ନିଶ୍ଚିତ
ଚିରସ୍ଥାୟୀ- କ୍ଷଣସ୍ଥାୟୀ
ଚେତନ- ଅଚେତନ
ଚୋର- ସାଧୁ
ଛାଇ- ଆଲୁଅ
ଛିଣ୍ଡା- ଅଛିଣ୍ଡା
ଛୁଆଁ- ଅଛୁଆଁ
ଜଗା- ଅଜଗା
ଜଣା- ଅଜଣା
ଜନନୀ- ଜନକ
ଜପା- ଅଜପା
ଜୟ- ପରାଜୟ
ଜାଗ୍ରତ- ସୁପ୍ତ, ନିଦ୍ରିତ
ଜାତିୟ- ବିଜାତୀୟ
ଜିବିତ- ମୃତ
ଜୀବନ- ମରଣ
ଜ୍ୟେଷ୍ଠ- କନିଷ୍ଠ
ଜୋଡା- ଛଡା
ଜ୍ଞାତ- ଅଜ୍ଞାତ
ଜ୍ଞାନ- ଅଜ୍ଞାନ
ଝଞ୍ଜାଳିଆ- ଥୁଣ୍ଟା
ଝୁରିବା- ଭୁଲିବା
ଟାଣ- ନରମ
ଟେକିବା- ପକାଇବା
ଠିଆ- ବସା
ଠିକଣା- ବେଠିକଣା
ଡାକ୍ତର- ରୋଗୀ
ଡେବିରିହାତ- ଖାଇବା ହାତ
ଢ଼ଙ୍ଗ- ବେଢ଼ଙ୍ଗ
ତତଲା- ଶୀତଳ
ତନ୍ଦ୍ରା- ଅତନ୍ଦ୍ରା
ତବତ- ପଖାଳ
ତରତର- ମଠମଠ
ତାରିବା- ମାରିବା
ତିରସ୍କାର- ପୁରସ୍କାର
ତୃପ୍ତ- ଅତୃପ୍ତ
ତୋଷ- ରୋଷ
ଥଣ୍ଡା- ଗରମ
ଥାନ- ଅଥାନ
ଦଖଲ- ବେଦଖଲ
ଦକ୍ଷିଣ- ଉତ୍ତର
ଦଣ୍ଡ- ପୁରସ୍କାର
ଦୟାଳୁ- ନିର୍ଦ୍ଦୟ
ଦାତା- ଗ୍ରହିତା
ଦାନୀ- କୃପଣ
ଦୀର୍ଘ- ସଂକ୍ଷିପ୍ତ, ଦୁଗ୍ଧ
ଦୁର୍ନାମ- ସୁନାମ
ଦୁର୍ବଳ- ସବଳ
ଦୁଃଖ- ସୁଖ
ଦୂର- ନିକଟ
ଦେଣା- ପାଉଣା
ଦେବା- ନେବା
ଦୈବୀ- ମାନବୀ
ଦୋଷୀ- ନିର୍ଦ୍ଦୋଷୀ
ଧର୍ମ- ଅଧର୍ମ
ଧୀର- ଅଧିର, ଦୃଢ଼, ଚଞ୍ଚଳ
ଧ୍ୱଂସ- ସୃଷ୍ଟି
ନମ୍ର- ଉଗ୍ର
ନଶ୍ୱର- ଶାଶ୍ୱତ, ଅବିନଶ୍ୱର
ତନୁ- ଅତନୁ
ତମ- ଜ୍ୟୋତି
ତରଳ- କଠିନ
ତାତ- ମାତ
ତାଳ- ବେତାଳ
ତୁଷ୍ଟ- ରୁଷ୍ଟ
ତେମନ- ଯେମନ
ତ୍ୟାଗ- ଗ୍ରହଣ
ଥୟ- ଅଥୟ
ଥୋଡ଼ାଏ- ଗୋଟାଏ
ଦକ୍ଷ- ଅଦକ୍ଷ
ଦଢ଼- ଦଦରା, ଛିଣ୍ଡା, ଚିରା, ଫଟା
ଦଦେଇ- କକେଇ
ଦାଣ୍ଡ- ବାଡ଼ି
ଦାନ- ପ୍ରତିଗ୍ରହ
ଦିନ- ରାତି
ଦୀର୍ଘାୟୁ- ଅଳ୍ପାୟୁ
ଦୁର୍ଲଭ- ସୁଲଭ
ଦୁଷ୍ଟ- ଶିଷ୍ଟ
ଦୁଃଖି- ସୁଖୀ
ଦୃଢ- ମନ୍ଥର
ଦେବ- ଦାନ
ଦେଶ- ବିଦେଶ
ଦୋଷ- ଗୁଣ
ଧନୀ- ନିର୍ଦ୍ଧନ, ଦରିଦ୍ର
ଧଳା- କଳା
ଧୈର୍ଯ୍ୟ- ଅଧୈର୍ଯ୍ୟ
ନବୀନ- ପ୍ରାଚୀନ
ନରମ- ଟାଣ
ନାୟିକ- ଆସ୍ତିକ
ନାହିଁ- ଅଛି
ନିର୍ଜନ- ଜନୀକୀର୍ଣ୍ଣ
ନିଦା- ପୋଲା
ନିନ୍ଦା- ପ୍ରଶଂସା, ସ୍ତୁତି
ନିୟମ- ବେନିୟମ
ନିରପେକ୍ଷ- ସାପେକ୍ଷ, ପକ୍ଷପାତ
ନିଃଶ୍ୱାସ- ପ୍ରଶ୍ୱାସ
ନୂଆ- ପୁରୁଣା
ନେତା- ନୀତ
ପକ୍ଷପାତ- ନିରପେକ୍ଷ
ପଡ଼ିଆ- ଉଠିଆ
ପତଳା- ମୋଟା, ବହଳ
ପବିତ୍ର- ଅପବିତ୍ର
ପରିଣାମ- ଅପରିଣାମ
ପସନ୍ଦ- ଅପସନ୍ଦ
ପୀଡ଼ିତ- ସୁସ୍ଥ
ପୁରସ୍କାର- ତିରସ୍କାର
ପୂର୍ବ- ପଶ୍ଚିମ, ପର
ପ୍ରକାଶ୍ୟ- ଗୋପନୀୟ
ପ୍ରଖର- ଧୀର
ପ୍ରତ୍ୟୁଷ- ପ୍ରଦୋଷ
ପ୍ରବଳ- ଦୁର୍ବଳ
ପ୍ରବୃତ୍ତ- ନିବୃତ୍ତ
ପ୍ରଭୁ- ଭୃତ୍ୟ
ପ୍ରଶ୍ନ- ଉତ୍ତର ·
ପ୍ରଶଂସା- ନିନ୍ଦା
ପ୍ରସାରଣ- ସଂକୋଚନ
ପ୍ରାଚୀନ- ନୂତନ, ଅର୍ବାଚୀନ
ପ୍ରାପ୍ୟ- ଦେୟ
ପ୍ରିୟ- ଅପ୍ରିୟ
ଫଟା- ଗୋଟା, ଯୋଡ଼ା
ନିଜ- ପର
ନିତ୍ୟ- ଅନିତ୍ୟ
ନିଦ୍ରା- ଜାଗରଣ
ନିର୍ମଳ- ପଙ୍କିଳ
ନିରକ୍ଷର- ସାକ୍ଷର
ନିଶ୍ଚିନ୍ତ- ଚିନ୍ତିତ
ନୀତି- ଅନୀତି
ନୂତନ- ପୁରାତନ
ନ୍ୟାୟ- ଅନ୍ୟାୟ
ପଛୁଆ- ଆଗୁଆ
ପଣ୍ଡିତ- ମୁର୍ଖ
ପଥ- ଅପଥ
ପରିଚିତ- ଅପରିଚିତ
ପରିସ୍କୃତ- ଅପରିସ୍କୃତ
ପାଉଣା- ଦେଣା
ପୁଣ୍ୟ- ପାପ
ପୁରାତନ- ନୂତନ
ପୂର୍ବାହ୍ନ- ଅପରାହ୍ନ
ପ୍ରକୃତ- ବିକୃତ
ପ୍ରତକ୍ଷ- ପରୋକ୍ଷ
ପ୍ରଦାନ- ଆଦାନ
ପ୍ରବେଶ- ପ୍ରସ୍ଥାନ
ପ୍ରଭାତ- ପ୍ରଦୋଷ, ପ୍ରତ୍ୟୁଷ
ପ୍ରୟୋଜନ- ନିସ୍ପ୍ରୟୋଜନ
ପ୍ରଶ୍ୱାସ- ନିଶ୍ଵାସ
ପ୍ରସନ୍ନ- ବିଷର୍ଣ୍ଣ, ଅପ୍ରସନ୍ନ
ପ୍ରାକୃତିକ- କୃତ୍ରିମ
ପ୍ରାଚ୍ୟ- ପାଶ୍ଚାତ୍ୟ
ପ୍ରାସାଦ- କୁଟୀର
ଫକୀର- ଅମୀର
ଫମ୍ଫା- ନିଦା
ଫଳ- ନିଷ୍ଫଳ
ବର୍ଜନ- ଗ୍ରହଣ
ବନ୍ଦନ- ନିନ୍ଦନ
ବନ୍ଧନ- ଗୋପନ, ମୁକ୍ତି
ବନ୍ୟ- ଗ୍ରାମ
ବଳକା- ନିଅଣ୍ଟ
ବାଟ- ଅବାଟ
ବାସ୍ତବ- ଅବାସ୍ତବ
ବାହ୍ୟ- ଆନ୍ତରିକ
ବିଜ୍ଞ- ଅଜ୍ଞ
ବିପଦ- ସମ୍ପଦ
ବିରକ୍ତ- ଅନୁରକ୍ତ
ବିଶ୍ଵାସ- ଅବିଶ୍ଵାସ
ବିଷାଦ- ହର୍ଷ
ବୃଦ୍ଧି- ହ୍ରାସ
ବ୍ୟର୍ଥ- ଅବ୍ୟର୍ଥ
ବ୍ୟଷ୍ଟି- ସମଷ୍ଟି
ଭଦ୍ର- ଅଭଦ୍ର
ଭୟାଳୁ- ସାହସୀ
ଭାବ- ଅଭାବ
ଭିତର- ବାହାର
ଭୀରୁ- ନିର୍ଭିକ, ସାହସୀ
ଭେଦ- ଅଭେଦ, ସାମ୍ୟ
ମଙ୍ଗଳ- ଅମଙ୍ଗଳ
ମଧୁ- ତିକ୍ତ
ମଠୁଆ- ଚଞ୍ଚଳିଆ
ମପା- ଅମପା
ମରୁଭୂମି- ଉର୍ବରଭୂମି
ମସୃଣ- ବନ୍ଧୁର
ମହା- ହୀନ
ବକ୍ତା- ଶ୍ରୋତା
ବଡ଼- ଛୋଟ
ବନ୍ଦ୍ୟ- ନିନ୍ଦ୍ୟ
ବନ୍ଧ୍ୟା- ପୁତ୍ରବତୀ
ବର- କନ୍ୟା
ବଳବାନ- ଦୁର୍ବଳ
ବାଳକ- ବୃଦ୍ଧ
ବାହାର- ଭିତର
ବିଚ୍ଛିନ୍ନ- ଅବିଚ୍ଛିନ୍ନ
ବିନୀତ- ଉଦ୍ଧତ
ବିମଳ- ମଳିନ
ବିରାଗ- ଅନୁରାଗ
ବିଷ- ଅମୃତ
ବୁଦ୍ଧିମାନ- ନିର୍ବୋଧ
ବୃହତ୍- କ୍ଷୁଦ୍ର
ବ୍ୟୟ- ଆୟ
ଭଙ୍ଗା- ଗଢ଼ା
ଭୟ- ନିର୍ଭୟ
ଭଲ- ମନ୍ଦ
ଭାଷା- ଅଭାଷା
ଭୀମ- କ୍ଳାନ୍ତ
ଭୁଲ- ନିର୍ଭୁଲ
ଭ୍ରାନ୍ତ- ଅଭ୍ରାନ୍ତ
ମଇଳା- ସଫା
ମଠ- ଚଞ୍ଚଳ
ମତ- ଅମତ
ମର- ଅମର
ମଲା- ଜିଅନ୍ତା, ଜିଇଁଲା
ମହଙ୍ଗା- ଶସ୍ତା
ମହାଦେଶ- ମହାସାଗର
ମାନ- ଅପମାନ
ମିଛ- ସତ
ମିତ୍ର- ଶତୃ
ମିଳନ- ବିଚ୍ଛେଦ
ମୁକ୍ତି- ବନ୍ଧନ
ମୃତ- ଜୀବିତ
ଯଜମାନ- ପୁରୋହିତ
ଯତ୍ନ- ଅଯତ୍ନ
ଯାଚିବା- ମାଗିବା
ଯିବା- ଆସିବା
ଯେଣେ- ତେଣେ
ଯୋଗ- ବିୟୋଗ
ଯୋଡ଼- ବିଯୋଡ଼
ରାଜା- ପ୍ରଜା
ରାତି- ଦିନ
ରୁଚି- ଅରୁଚି
ରୋପଣ- ଉତ୍ପାଟନ
ଲଗ୍ନ- ଭିନ୍ନ, ଛିନ୍ନ
ଲଘୁ- ଗୁରୁ
ଲମ୍ବ- ଓସାର
ଲାଭ- କ୍ଷତି
ଲେଖା- ଅଲେଖା
ଲୋଭି- ନିର୍ଲୋଭି
ଶତ୍ରୁ- ମିତ୍ର
ଶୟନ- ଜାଗରଣ
ଶସ୍ତା- ମହର୍ଗ
ଶାନ୍ତି- ଅଶାନ୍ତି
ମାରଣ- ତାରଣ
ମିଠା- ଖଟା
ମିଥ୍ୟା- ସତ୍ୟ
ମୁଖ୍ୟ- ଗୌଣ
ମୂକ- ବାଚାଳ
ମୋଟା- ସରୁ
ଯଥା- ଅଯଥା
ଯଶ- ଅପଯଶ
ଯାମିନୀ- ଦିବସ
ଯୁବକ- ବୃଦ୍ଧ
ଯେଣୁ- ତେଣୁ
ଯୋଗ୍ୟ- ଅଯୋଗ୍ୟ
ରକ୍ଷକ- ଭକ୍ଷକ
ରାଜି- ଅରାଜି
ରୁଗଣ- ସୁସ୍ଥ, ନିରୋଗ
ରୋଗୀ- ନିରୋଗୀ
ଲଗା- ଅଲଗା
ଲଘିଷ୍ଠ- ଗରିଷ୍ଠ
ଲଘୁପାକ- ଗୁରୁପାକ
ଲାଞ୍ଜ- ମୁଣ୍ଡ
ଲିଖନ- ପଠନ
ଲୋଭ- ନିର୍ଲୋଭ
ଶଡ଼- ଅଶଡ଼
ଶବ୍ଦ- ନିଶବ୍ଦ
ଶଳା- ଭିଣୋଇ
ଶାକାହାରୀ- ମାଂସାହାରୀ
ଶାପ- ବର
ଶାରୀରିକ- ମାନସିକ
ଶିକ୍ଷକ- ଛାତ୍ର
ଶିକ୍ଷିତ- ଅଶିକ୍ଷିତ
ଶିଷ୍ଟ- ଦୁଷ୍ଟ
ଶୀଳ- ଅଶୀଳ
ଶୁକ୍ଳ- କୃଷ୍ଣ
ଶୁଣା- ଅଶୁଣା
ଶୁଭ- ଅଶୁଭ
ଶୂନ୍ୟ- ପୂର୍ଣ୍ଣ
ଶେଷୋକ୍ତ- ପୂର୍ବୋକ୍ତ
ଶୋଭନୀୟ- ଅଶୋଭନୀୟ
ଶମ- ବିଶ୍ରାମ
ଶ୍ଳୀଳ- ଅଶ୍ଳୀଳ
ସଙ୍ଖୁଡି- ନିସଙ୍ଗୁଡ଼ି
ସଜ- ବାସି
ସଞ୍ଜ- ସକାଳ
ସତ- ମିଛ
ସତ୍ୟ- ମିଥ୍ୟ, ଅସତ୍ୟ
ସଦଭାବ- ଅସଦଭାବ
ସଧବା- ବିଧବା
ସଫଳ- ବିଫଳ
ସବ୍ୟ- ଅପସବ୍ୟ
ସଦ୍ଭାବ- ଅଦ୍ଭାବ
ସମର୍ଥ- ଅସମର୍ଥ
ସମଷ୍ଟି- ବ୍ୟଷ୍ଟି
ସମ୍ପୂର୍ଣ୍ଣ- ଅସମ୍ପୂର୍ଣ୍ଣ
ସରଳ- ଜଟିଳ, କୁଟିଳ, ବକ୍ର
ସରାଗ- ବିରାଗ
ଶ୍ୱାଶତ- ନଶ୍ଵର
ଶିକ୍ଷା- ଅଶିକ୍ଷା
ଶିବ- ଅଶିବ
ଶିଷ୍ୟ- ଗୁରୁ
ଶୀତଳ- ଉଷ୍ମ
ଶୁଖିଲା- ଓଦା
ଶୁଦ୍ଧ- ଅଶୁଦ୍ଧ
ଶୁଷ୍କ- ଆଦ୍ର
ଶେଷ- ଅଶେଷ
ଶୋଇବା- ଚେଇଁବା
ଶ୍ରଦ୍ଧା- ଘୃଣା
ଶ୍ରୀଯୁକ୍ତ- ଶ୍ରୀହୀନ
ସକାମ- ନିଷ୍କାମ
ସଗମ- ଦୁର୍ଗମ
ସଜ୍ଜନ- ଦୁର୍ଜନ
ସତ୍- ଅସତ୍
ସତୃଷ୍ଣ- ବିତୃଷ୍ଣ
ସତ୍ୟବାଦୀ- ମିଥ୍ୟବାଦୀ
ସଦୟ- ନିର୍ଦ୍ଦୟ
ସପକ୍ଷ- ବିପକ୍ଷ
ସବଳ- ଦୁର୍ବଳ
ସଭ୍ୟ- ଅସଭ୍ୟ
ସମ- ବିଷମ
ସମୟ- ଅସମୟ
ସମ୍ପତ୍ତି- ବିପତ୍ତି
ସମ୍ପଦ- ବିପଦ
ସରସ- ନୀରସ
ସରୁ- ମୋଟା
ସଲଜ୍ଜ- ନିର୍ଲ୍ଲଜ
ସସ୍ନେହ- ନିଃସ୍ନେହ
ସହ୍ୟ- ଅସହ୍ୟ
ସହଯୋଗ- ଅସହଯୋଗ
ସଂକୋଚନ- ପ୍ରସାରଣ
ସଂକ୍ଷିପ୍ତ- ବିକ୍ଷିପ୍ତ, ବିସ୍ତୃତ
ସାକ୍ଷର- ନିରକ୍ଷର
ସାଧୁ- ଅସାଧୁ
ସାନ- ବଡ଼
ସାମାନ୍ୟ- ଅସାମାନ୍ୟ
ସାର- ଅସାର
ସୁଆଦିଆ- ଅସୁଆଦିଆ
ସୁକୃତ- ଦୁଷ୍କୃତ
ସୁଗମ- ଦୁର୍ଗମ
ସୁନ୍ଦର- ଅସୁନ୍ଦର
ସୁପୁତ୍ର- କୁପୁତ୍ର
ସୁବୋଧ୍ୟ- ଦୁର୍ବୋଧ୍ୟ
ସୁଲଭ- ଦୁର୍ଲଭ
ସୁସାଧ୍ୟ- କୁସାଧ୍ୟ
ସୃଷ୍ଟି-ପ୍ରଳୟ
ସ୍ଥାୟୀ- ଅସ୍ଥାୟୀ
ସ୍ଥୂଳ- ସୂକ୍ଷ୍ମ
ସ୍ଵକୀୟ- ପରକୀୟ
ସ୍ୱର୍ଗ- ନରକ
ସ୍ୱତନ୍ତ୍ର- ପରତନ୍ତ୍ର
ସ୍ଵାର୍ଥ- ପରାର୍ଥ
ସ୍ଵାଧୀନ- ପରାଧୀନ
ହର୍ଷ- ବିଷାଦ
ହଁ- ନାହିଁ
ସସ୍ତ୍ରୀକ- ଅସ୍ତ୍ରୀକଅସଂଲଗ୍ନ
ସସ୍ପୃହ- ନିସ୍କୃହ
ସହଜ- କଠିନ
ସଂକୀର୍ଣ୍ଣ- ପ୍ରଶସ୍ତ
ସଂକ୍ରମଣ- ନିଷ୍କ୍ରମଣ
ସାଧାରଣ- ଅସାଧାରଣ
ସାଧ୍ୟ- ଅସାଧ୍ୟ
ସାନ୍ତ- ଅନନ୍ତ
ସାମ୍ୟ- ବୈଷମ୍ୟ
ସିଦ୍ଧ- ଅସିଦ୍ଧ
ସୁକର- ଦୁଷ୍କର
ସୁଖ- ଦୁଃଖ
ସୁଦଶା- ଦୁର୍ଦ୍ଦଶା
ସୁନାମ- ଦୁର୍ନାମ
ସୁପ୍ତ- ଜାଗ୍ରତ
ସୁମତି- କୁମତି
ସୁଶିକ୍ଷା- କୁଶିକ୍ଷା
ସୁସ୍ଥ- ଅସୁସ୍ଥ, ରୁଗଣ
ସ୍ଥାବର- ଅସ୍ଥାବର, ଜଙ୍ଗମ
ସ୍ଥିର- ଅସ୍ଥିର
ସ୍ପଷ୍ଟ- ଅସ୍ପଷ୍ଟ
ସ୍ୱକୃତ- ଦୁଷ୍କୃତ
ସ୍ୱଜାତୀୟ- ବିଜାତୀୟ
ସ୍ଵଦେଶ- ବିଦେଶ
ସ୍ୱାର୍ଥପର- ନିସ୍ୱାର୍ଥପର
ସ୍ମରଣ- ବିସ୍ମରଣହସ- କାନ୍ଦ
ହାନି- ଲାଭ
ହାଲୁକା- ଓଜନିଆ
ହିତ- ଅହିତ
ହୀନ- ମହା
ହ୍ରାସ- ବୃଦ୍ଧି
ହାସ୍ୟ- କ୍ରନ୍ଦନ
ହିସାବ- ବେହିସାବ
ହ୍ରସ୍ୱ- ଦୀର୍ଘ
ହିଂସା- ଅହିଂସା
