ପଦ ପ୍ରକରଣ - ବିଶେଷଣ
ତଳେ ଲେଖାଯାଇଥିବା ବାକ୍ୟଗୁଡ଼ିକୁ ପଢ଼ । ବାକ୍ୟରେ ଥିବା କଳା ଅକ୍ଷରର ପଦଗୁଡ଼ିକୁ ଲକ୍ଷ୍ୟ କର ।
(କ) ) ବିନୟୀ ଲୋକ ମଧୁର ବଚନ କହିଥାଏ ।
• ନିର୍ମଳ ପରିବେଶ ଓ ସୁନ୍ଦର ମନ ହିଁ ସୁସ୍ତ ମଣିଷ ତିଆରି କରିପାରେ ।
(ଖ) • ଧୀର ପାଣିର ବେଗ ନାହିଁ, ଦରିଦ୍ର ଲୋକର ଆବେଗ ନାହିଁ ।
• ପୋକରା କାଠ ଆଉ ଭଙ୍ଗା ଦର୍ପଣ କାମକୁ ନୁହେଁ ।
(ଗ) • ଲୋଭରେ ଝିଅ ଆଣ୍ଠୁଏ ପାଣିରେ ହେଲାବେଳକୁ ପଦ୍ମ ପୁଞ୍ଚଯାଇ ବେକେ ପାଣିରେ ।
• କବି ଶ୍ରୀଜଗନ୍ନାଥଙ୍କୁ ମେଞ୍ଚାଏ ସୁନାରୁପା ନୁହେଁ, ମାତ୍ର ଶରଧା ବାଲିରୁ ହାତେ ମାଗିଥିଲେ ।
(ଘ) • ଓଡ଼ିଆଣୀ ବାର ମାସରେ ତେର ପର୍ବ ପାଳନ କରିଥାଏ ।
• ଓଡ଼ିଆ ଦୁଇହଜାର ବର୍ଷ ଧରି ଚଳି ଆସୁଥିବା ଚାରିକୋଟି ମଣିଷଙ୍କର ଭାଷା ।
(ଙ) • ପ୍ରଥମ ପାଳିରେ ଧର୍ମ ହାରେ ଦ୍ବିତୀୟ ପାଳିରେ ଅଧର୍ମ ମରେ ।
• ଖାରବେଳ ରାଜତ୍ବର ପଞ୍ଚମ ବର୍ଷରେ ରାଜ୍ୟ ଜୟ ପାଇଁ ବାହାରିଗଲେ ଓ ଦ୍ୱାଦଶ ବର୍ଷରେ ଦିଗ୍ବିଜୟୀ
ସମ୍ରାଟ ହେଲେ ।
କ— ବିଭାଗର ବାକ୍ୟ ଦୁଇଟିରେ ଲୋକ, ବଚନ, ପରିବେଶ, ମନ, ମଣିଷ ଏକ ଏକ ବିଶେଷ୍ୟ ପଦ ।
ଏହି ପଦଗୁଡ଼ିକୁ ପଢ଼ିଲେ କି ଶୁଣିଲେ ଆମ ମନରେ ଯେଉଁ ଚିତ୍ର ଅଙ୍କିତ ହୁଏ, ତାହାଠାରୁ ଏକ ଅଲଗା ଓ ଅଧିକ
ବିଶେଷିତ ଗୁଣର ଚିତ୍ର ବିନୟୀ ଲୋକ, ମଧୁର ବଚନ, ନିର୍ମଳ ପରିବେଶ, ସୁନ୍ଦର ମନ ଓ ସୁସୁ ମଣିଷ କହିଲା ବା
ଶୁଣିଲା ମାତ୍ରେ ଅଙ୍କିତ ହୋଇଯାଏ । ଏସବୁ ବିଶେଷ୍ୟ ପଦ ପୂର୍ବରୁ ଆମେ ବିନୟୀ, ମଧୁର, ନିର୍ମଳ, ସୁନ୍ଦର, ସୁସ୍ଥ
ଇତ୍ୟାଦି ପଦ ବସାଇଦେବା ଦ୍ବାରା ପ୍ରତିଟି ବିଶେଷ୍ୟ ପଦ ସ୍ବତନ୍ତ୍ର ଗୁଣରେ ବିଶେଷିତ ହୋଇଯାଉଛି ।
ଖ– ବିଭାଗର ଦୁଇଟିଯାକ ବାକ୍ୟରେ ପାଣି, ଲୋକ, କାଠ ଓ ଦର୍ପଣ- ଏ ଚାରୋଟି ବିଶେଷ୍ୟ ପଦ ରହିଛି ।
ଏହି ପଦଗୁଡ଼ିକର ପୂର୍ବରୁ ଧୀର, ଦରିଦ୍ର, ପୋକରା ଓ ଭଙ୍ଗା ପ୍ରଭୃତି ପଦଗୁଡ଼ିକର ବ୍ୟବହାର କରାଯାଇଛି ।
ଏହା ଦ୍ବାରା ବିଶେଷ୍ୟ ପଦଗୁଡ଼ିକର ଏକ ଏକ ନିର୍ଦ୍ଦିଷ୍ଟ ଅବସ୍ଥା ବିଶେଷିତ ହୋଇଥିବାର ବୁଝାପଡୁଛି ।
ଗ– ବିଭାଗର ଉଭୟ ବାକ୍ୟରେ ପାଣି, ସୁନାରୁପା ଓ ଶରଧାବାଲି ଆଦି ବିଶେଷ୍ୟ ପଦ ପୂର୍ବରୁ ଆଣ୍ଠୁଏ,
ବେକେ, ମେଞ୍ଚାଏ, ହାତେ– ଏ ଚାରୋଟି ପଦ ହେତୁ ବିଶେଷ୍ୟ ପଦଗୁଡ଼ିକର ନିର୍ଦ୍ଦିଷ୍ଟ ପରିମାଣ ସୂଚିତ ହେଉଛି ।
ଘ– ବିଭାଗର ବାକ୍ୟରେ ମାସ, ପର୍ବ, ବର୍ଷ ଓ ମଣିଷ ଚାରିଗୋଟି ବିଶେଷ୍ୟ ପଦ ରହିଛି ।
ଏହି ପଦଗୁଡିକର ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବାର, ତେର, ଦୁଇହଜାର ଓ ଚାରିକୋଟି ଆଦି ସଂଖ୍ୟାସୂଚକ ପଦ ପ୍ରକାଶ କରୁଛି ।
ଡ- ବାକ୍ୟଦୂରେପ୍ରା ଓ ବର୍ଷ- ବିଶେଷ୍ୟ ପଦ ରୂପେ ବ୍ୟବହୃତ । ଏହି ପଦ ପୂର୍ବରୁ ପ୍ରଥମ, ଦ୍ବିତୀୟ
ପଞ୍ଚମ ଓ ଦ୍ଵାଦଶ ଆଦି ପଦ ରହି ଏକ ଏକ୍ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଉଛି । ଏହିପରି ବାକ୍ୟରେ ବିଶେଷ୍ୟ ପଦଗୁଡିକ
ଆଉ ଏକ ପ୍ରକାର ପଦ ଦ୍ବାରା ବିଶେଷିତ ହୋଇଥାଏ । ବିଶେଷିତ ହେବାରେ ସାହାଯ୍ୟ କରୁଥିବା, ପଦ ହେତୁ ବିଶେଷ୍ୟ ପଦର ଗୁରୁତ୍ବ ବଢ଼ିଥାଏ ବା କମିଥାଏ ।
ବାକ୍ୟରେ ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ ନିର୍ଦ୍ଦିଷ୍ଟ
ଭାବେ ବିଶେଷିତ କରେ ବା ପ୍ରକାଶ କରେ, ତାହାକୁ 'ବିଶେଷଣ’ ପଦ କୁହାଯାଏ ।
ବାକ୍ୟରେ ଅନ୍ୟ ପଦର ବିଶେଷ ଧର୍ମ ବା ସ୍ୱତବ୍ୟକୁ ନିର୍ଦ୍ଦେଶ କରୁଥିବାରୁ ବିଶେଷଣକୁ ବାକ୍ୟର ବିଶେଷତ୍ଵ-ନିର୍ଦ୍ଦେଶକ ପର୍ବ ରୂପେ ବିଚାର କରାଯାଏ । ଏଥିପାଇଁ ତଳେଥିବା ଦୁଇ ପ୍ରକାରର ବାକ୍ୟକୁ ଲକ୍ଷ୍ୟ କର ।
ପ୍ରଥମ ପ୍ରକାର
(କ) ଶିକ୍ଷକ ଛାତ୍ରଙ୍କୁ ଆଦର କରନ୍ତି ।
(ଖ) ଅଜା ଏବେ ଜାମା ପିନ୍ଧିଲେଣି ।
ଦ୍ବିତୀୟ ପ୍ରକାର
ଉତ୍ତମ ଶିକ୍ଷକ ଭଲ ଛାତ୍ରକୁ ଆଦର କରନ୍ତି ।
ବୁଢ଼ା ଅଜା ଏବେ ସଫା ଜାମା ପିନ୍ଧିଲେଣି ।
କ ଓ ଖ ଭାଗର ପ୍ରଥମ ପ୍ରକାର ବାକ୍ୟରେ ଶିକ୍ଷକ, ଛାତ୍ର । ଅର୍ଜୀ, ବାପା ଦୁଇ ଦୁଇଟି ବିଶେଷ୍ୟ ପଦ ବ୍ୟବହୃତ ହୋଇଛି ।
ପ୍ରତ୍ୟେକ ବିଶେଷ୍ୟ ପଦ ସାଧାରଣ ଅର୍ଥ ପ୍ରକାଶ କରୁଛି । ଶିକ୍ଷକ, ଛାତ୍ର, ଅଜୀ, ଜାମା କହିଲାବେଳେ ଯେକୌଣସି ଶିକ୍ଷକ, ଛାତ୍ର, ଅଜାଙ୍କରଓ ଜାମାର ସାଧାରଣ ଚିତ୍ରଟିଏ ମନରେ ଉଙ୍କି ମାରୁଛି । ମାତ୍ର କ ଓ ଝ ଭାରର ଦ୍ବିତୀୟ ପ୍ରକାରର ବାକ୍ୟରେ- ଶିକ୍ଷକ ପୂର୍ବରୁ ଭରମ, ଛାତ୍ର ପୂର୍ବରୁ ଭଲ, ଅଜା ପୂର୍ବରୁ ବୁଢ଼ା ଓ କ୍ଲାମୀ ପୂର୍ବରୁ ସଫା ପଦ ବ୍ୟବହୃତ ହୋଇଥିବାରୁ ଚାରୋଟିଯାକ ବିଶେଷ୍ୟ ପ୍ର (ଶିକ୍ଷକ, ଛାତ୍ର, ଅକୀ, ଜାମା) ସମ୍ପର୍କରେ କିଛି ଅଧୁକ ସୂଚନା ଓ ନିର୍ଦ୍ଦିଷ୍ଟ ବିଶେଷତ୍ବ ମିଳୁଛି । ଉତ୍ତମ, ଭଲ, ବୁଢ଼ା ଓ ସତୀ- ଏହି ଚାରୋଟି ପଦ ଯଥାକ୍ରମେ ପ୍ରଥମ ପ୍ରକାର ବାଜ୍ୟରେ ଥିବା ଶିକ୍ଷକ, ଛାତ୍ର, ଅଜା ଓ ଜାମା ବିଶେଷ୍ୟ ପଦ ଚାରୋଟିର ବିଶେଷତ୍ବକୁ ଆମ ପାଖରେ ଭିନ୍ନ ଗୁଣରେ ଓ ଭିନ୍ନ ଅବସ୍ଥା ସୂଚକ କରି ଉଭା ଜରାଇଦେଉଛି ।ସୁତରୀ ଉତ୍ତମ, ଭଲ, ବୁଢ଼ା ଓ ସଫ) ପରି ସବୁ ପ୍ରକାରର । ବିଶେଷଣ ପଦଗୁଡ଼ିକ ବାକ୍ୟରେ ବିଶେଷ୍ୟ ପଦର ବିଶେଷ ଗୁଣ–
ଧର୍ମ - ସାମର୍ଥ୍ୟ – ଅର୍ଥ ଚମତ୍କାରିତାକୁ ଉଣା-ଅଧିକ ବା କମ୍-ବେଶୀ ଭାବରେ ଚିହ୍ନଟ କରିଦେଇଥାଏ ।
ଅତଏବ ବିଶେଷଣ ପଦଗୁଡ଼ିକ ବିଶେଷ୍ୟ ପଦର ଗୁଣ ଓ ଅବସ୍ଥା ଆଦି ବିଶେଷଟ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦିଏ ।
ବିଶେଷଣର ପ୍ରକାରଭେଦ
ଆମେ ଜାଣିଲେ, ବିଶେଷଣର କାର୍ଯ୍ୟ ହେଉଛି– ବାକ୍ୟର ଅନ୍ୟ ପଦକୁ ବିଶେଷିତ କରିବା ।
ଏହା ବାକ୍ୟରେ । ଥିବା ଅନ୍ୟ ପଦର ଅର୍ଥଗତ ସ୍ବାସ୍ଥ୍ୟ ପ୍ରତିପାଦନ କରେ ଓ ଅନ୍ୟ ପଦର ଭାବକୁ ସୂଚିତ କରେ ।
ଆମେ ବ୍ୟବହାର କରୁଥିବା ବିଶେଷ୍ୟ ପଦଗୁଡ଼ିକ– ସଜୀବ ବାଚକ ଓ ନିର୍ଜୀବ ବାଚକ ।
ବିଶେଷ୍ୟ ଓ ଅନ୍ୟାନ୍ୟ ନ ଷଣଗୁଡ଼ିକ ଏ ଦିଗରୁ 'ସଜୀବ-ନିର୍ଜୀବ ବା ପ୍ରାଣୀ-ଅପ୍ରାଣୀ ବାଚକ କ୍ରମେ ବ୍ୟାହୃତ ହୁଏ ଓ ଅର୍ଥ ପ୍ରତିପାଦନ କରେ । ଅର୍ଥଗତ ସ୍ନାତସ୍ୟା ଦୃଷ୍ଟିରୁ ବିଶେଷଣଗୁଡ଼ିକୁ 'ନିମ୍ନ ପ୍ରକୀରରେ ବିଚାର କରାଯାଇପାରେ । '
(କ) ଗୁଣବାଚକ 'ବିଶେଷଣ
(ଖ) ଅବସ୍ଥାବାଚକ ବିଶେଷଣ
(ଗ) ସଂଖ୍ୟାବାଚକ ବିଶେଷଣ
(ଘ) ପୂରଣବାଚକ ବିଶେଷଣ
(ଙ) ପରିମାଣବାଚକ ବିଶେଷଣ
(ଚ) ତୁଳନାତ୍ମକ ବିଶେଷଣ
ଗୁଣବାଚକ ବିଶେଷଣ
ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ପଢ଼ ଓ ବଡ଼ କଳା ଅକ୍ଷରର ପଦଗୁଡ଼ିକୁ ଚିହ୍ନି' ରଖ ।
(କ) ମେଧାବୀ ଛାତ୍ର ସଫଳତା ପାଏ ।
(ଖ) ଲୁଣି ବିସ୍କୁଟ ଭଲ ବିକ୍ରି ହେଉଛି ।
(ଗ)ସରଳ ଲୋକକୁ ସାହାଯ୍ୟ କର ।
ମେଧାବୀ, ଲୁଣି ଓ ସରଳ ଏକ ଏକ ବିଶେଷଣ ପଦ । ମେଧାବୀ ପଦଟି ଛାତ୍ରର ଗୁଣକୁ, ଲୁଣି ପଦଟି
ବିସ୍କୁଟର ଧର୍ମକୁ ଓ ସରଳ ପଦଟି ଲୋକରି ସ୍ଵଭାବକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରୁଛି ।
ବିଶେଷଣ ସଜୀବ ବିଶେଷ୍ୟର ସ୍ଵଭାବ, ଗୁଣ ଓ ପ୍ରକୃତିକୁ (ଭଲ ଅଥବା ମନ୍ଦ) ବିଶେଷିତ କରୁଥିବାବେଳେ
ନିର୍ଜୀବ ବିଶେଷ୍ୟଗୁଡ଼ିକର ଧର୍ମକୁ ବିଶେଷିତ କରିଥାଏ । ଆଉ କେତୋଟି ଉଦାହରଣକୁ ଲକ୍ଷ୍ୟ କରି ନାଟୁଆ ଲୋକ ।
କପଟୀ ମଣିଷ, ବିଶ୍ବାସୀ ବନ୍ଧୁ, ନିର୍ଭୟ ପଡ଼ୋଶୀ, ଭୋକିଲା ବାଘ, ସୁଧାର ଗାଈ, ଭଲ ପିଲା, ଭୁକିଲା କୁକୁର (ସଜୀବବାଚକ) ।
ନୀଳ ଜହ୍ନ । ଗୋଲାପୀ ଶାଢ଼ି । ଭାରି ଜିନିଷ । ନାଲି ଗାମୁଛା ! ଜଟିଳ ପ୍ରଶ୍ନ । ମଧୁର ଜଳ । ଖ ଫଳ । କଟୁ କଥା ।
ନିଦା ବାସନ । ହାଲୁକା କାଠ, ନିର୍ମଳ ମନ, ଅଇଣା ତରକାରୀ, କଷା : କୋଳି, ନରମି କଥା, କଅଁଳ ବଚନ, କଠିନ ସମୟ (ନିର୍ଜୀବ ବାଚକ) ।
ଏସବୁ ଗୋଟିଏ ଗୋଟିଏ ଗୁଣବାଚକ ବିଶେଷଣ ପଦର ନମୁନା । ଅତଏବ -
ବାକ୍ୟରେ ଯେଉଁ ପବ ବିଶେଷ୍ୟ ପଦର ଗୁଣକୁ (ଧର୍ମ-ସ୍ଵଭାବ-ପ୍ରକୃତି ଆଦିକୁ) |
ବିଶେଷିତ କରିଥାଏ ତା’କୁ ଗୁଣବାଚକ ବିଶେଷଣ କୁହାଯାଏ ।
ଅବସ୍ଥାବାଚକ ବିଶେଷଣ
(କ) ଭଙ୍ଗା ଘର, ଛିଣ୍ଡା ଜାମା ଓ ରୋଗଣା ଦେହକୁ ଭୁଲି ସେ କଳାର ସାଧନା କରିଥିଲେ ।
(ଖ) ତତଲା ପାଣିରେ ଘର ପୋଡ଼େନି ।
(ଗ) ଆମ ଗାଁରେ ଧନୀ ଲୋକ ସହିତ ଗରିବ ଲୋକ ଓ ମଧବିର ଲୋକ ଏକାଠି ରୁହନ୍ତି ।
ଏହି ତିନୋଟି ବାକ୍ୟରେ ଥିବା ବଡ଼ କଳା ଅକ୍ଷରି ପଦଗୁଡ଼ିକ ଏକ ଏକ ବିଶେଷଣ ପଦ । କ- ବାକ୍ୟରେ
ଭଙ୍ଗା, ଛିଣ୍ଡା ଓ ରୋଗଣା ପଦ ଚିନୋଟି ଯଥାକ୍ରମେ ଘର, ଜାମା ଓ ଦେହର ଅବସ୍ଥାକୁ, ଖ– ବାକ୍ୟରେ ତତଲା ପଦଟି
ପାଣିର ଅବସ୍ଥାକୁ ଏବଂ ଗ– ବାକ୍ୟରେ ଧନୀ, ଗରିବ ଓ ମଧ୍ୟବିତ୍ତ ପଦ ତିନୋଟି ଲୋକଙ୍କ ଆର୍ଥିକ ଅବସ୍ତାକୁ ବୁଝାଉଛି ।
ଏ ପ୍ରକାର ବିଶେଷଣ ପଦ ଦ୍ୱାରା ବିଶେଷ୍ୟ ପଦର ଅବସ୍ଥା ବିଷୟରେ ସୂଚନା ମିଳିଥାଏ ।
ସୁତରାଂ,
ବାଜ୍ୟରେ ଯେଇଁ ବିଶେଷଣ ପଦ ବିଶେଷ ପର ନିର୍ଦ୍ଦି ଅବସ୍ଥାକୁ ସୂଚିତ ବା ବିଶେଷିତ କରିଥାଏ, ତାକୁ 'ଅବସ୍ଥାବାଚକ' କୁହାଯାଏ ।
ଆଉ କେତୋଟି ଅବସ୍ଥା ବାଚକ ବିଶେଷଣ ପଦ ଦିଆଯାଉଛି, ସେଗୁଡ଼ିକୁ ପଢ଼, କନ୍ଧା କର ଓ ଏ ପ୍ରକାର
କିଛି ପଦ ନିଜେ ପ୍ରସ୍ତୁତ କରିବାକୁ ଚେଷ୍ଟା କର । ଯଥା- ଦଦରା ବିଆ, ଫଟା ମାଠିଆ, ଚିରା ଗାମୁଛା, କାହୁଆ
ରାପ୍ତା, ପାଣିଆ ଖିରି, କାଠୁଆ ଡାଲି (ନିର୍ଜୀବ ବାଚକ), ସବଳା ନିରୀ, ବୁଢ଼ୀ ମାଉସୀ, ଭେଣ୍ଡା ପୁଅ, ପତଳା ମଣିଷ (ସଜୀବ ବାଚକ) ।
ସଂଖ୍ୟା ବାଚକ ବିଶେଷଣ
(କ) ଓଡ଼ିଶାରେ ତିରିଶଟି ଜିଲ୍ଲା ଅଛି ।
(ଖ) ଆମ ସ୍କୁଲରେ ତିନୋଟି ଶ୍ରେଣୀ ଓ ପ୍ରତି ଶ୍ରେଣୀରେ ଷାଠିଏ ଜଣ ଛାତ୍ରଛାତ୍ରୀ ଅଛନ୍ତି ।
(ଗ) ବିରଜଣ କାରିଗର ମିଶି ଝିଅ ବର୍ଷରେ ଏ ମଣ୍ଡପଟିକୁ ଗଡ଼ିଲେ ।
ଏହି ଉଦାହରଣଗୁଡ଼ିକର ବଡ଼ କଛା ଅକ୍ଷରରେ ଲିଖୁତ ପଦଗୁଡ଼ିକ ଏକ ଏକ ସଂଖ୍ୟା ସୂଚକ ପଦ ।
ପ୍ରତ୍ୟେକ ପଦ ବିଶେଷିଣ ରୂପେ ବାକ୍ୟରେ ବ୍ୟବହୃତ ହୋଇଛି । କ— ବାରେ ତିରିଶ, ଝ– ବାକ୍ୟରେ ତିନୋଟି (ତିନି). ଷାଠିଏ ଓ ଗ– ବାକ୍ୟରେ ବାର ଓ ଝିଅ ପ୍ରତ୍ୟେକ ଗୋଟିଏ ଗୋଟିଏ ବଂଖ୍ୟା । ବିଶେଷଣ ପଦ ଭାବରେ ଏହି ସଂଖ୍ୟାଗୁଡ଼ିକ ଉପରଲିଖୁତ ବାଜ୍ୟରେ ସକ୍ରମେ ଜିଲ୍ଲା, ଶ୍ରେଣୀ, ଛାତୃଚ୍ଛାତ୍ରୀ, ୧ଜିର ଓ ବର୍ଷ- ପ୍ରଭୃତି ବିଶେଷ୍ୟ ପଦକୁ ବିଶେଷିତ କରୁଛି । ଅଭ୍ୟାସ ପାଠ ପାଇଁ ସଂଖ୍ୟା ବାଟକ ବିଶେଷଣର କେତୋଟି ନମୁନା : ଏକ ମିଟର କପଡ଼ା, ପାଞ୍ଚ ଭାଇ, ଛଅ ଋତୁ, ବାର ମାସ, ସାତ ବାର, ଶହେ ରନ୍, ସାତ ସମୁନ୍ଦ୍ର - ତେର ନଈ - ଅଠର କବାଟ, ଉଣେଇଶ ଶହ ସତଚାଳିଶି ମସିହା ଅଗଷ୍ଟ ପନ୍ଦର ତାରିଖ... ଇତ୍ୟାଦି ।
ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ନିର୍ଦ୍ଦି କ୍ରମାନୁଯ ବା କ୍ରମ ସୂଚକ ସଂଖ୍ୟାକୁ ବିଶେଷିତ କରେ ବା ପ୍ରକାଶ କରେ, ତାକୁ 'ସଂଖ୍ୟା ବା ବିଶେଷଣ କୁହାଯାଏ ।
ସଂଖ୍ୟା ବାଚକ ବିଶେଷଣ ପଦଟି ବିଶେଷ୍ୟ ପଦକୁ ସଂଖ୍ୟା ଦିଗରୁ ବିଶେଷିତ ଜଇବେ କ୍ରମାନ୍ୱୟରେ ସବୁ ସଂଖ୍ୟା ବା ସମଷ୍ଟିକୁ ବୁଝାଏ ।
ଯଥା- ବାରଶହ ବଢ଼େର ଖୋହଳବର୍ଷ ଲାଗି କୋଣୀର୍କ ମନ୍ଦିର ଗଢ଼ିଥିଲେ । ଏଠାରେ 'ବର' ଓ 'ଷୋହଳ' ଦୁରଟି ସଂଖ୍ୟା ବାଚକ ବିଶେଷଣ ।
ଶହ ଶହ କରି ‘ବାର’ଶହର ସମଷ୍ଟିକୁ ନେଇ ବଡ଼େଇମାନଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ରୂପେ ସୂଚିତ ହୋଇଛି ।
ସେହିପରି ଏକରୁ ଷୋହଳ ପର୍ଯ୍ୟନ୍ତ କ୍ରମାନ୍ୟରେ ଲାଗି ଗୋହଛ' ସଂଖ୍ୟାଟି । ବର୍ଷର ସଂଖ୍ୟାକୁ ନିର୍ଦ୍ଦିଷ୍ଟ ରୂପେ ବିଶେଷିତ କରୁଛି ।
ମନେରଖ, କ୍ରମାନୁୟରେ ସଂଖ୍ୟା ସମଷ୍ଟି (ସଂଖ୍ୟା ପରେ ସଂଖ୍ୟା)କୁ ବୁଝାଉଥିବା ଏକ ଅନ୍ୟ
ପ୍ରକାରର ସଂଖ୍ୟାବାଚକ ବିଶେଷଣ ଆମ ଭାଷାରେ ବ୍ୟବହୃତ ହୁଏ । ଯଥା- ଶବ କୁଣ ଦୁହେଁ ଯାଆଁଳା ଭାଇ ।
ରାମ ଅର୍ଜନ କବି ଓ ସଦେବ ଚାରିହେଁ ପାଣି ଆଣିବାକୁ ଯାଇ ଫେରିଲେ ନାହିଁ । ରାମ, କୃଷ୍ଣ ଓ ଅଜୁର ତିନିହେଁ ପଥର ଗଲେ ।
ଏଠାରେ ଦୁହେଁ, ତିନିହେଁ ଓ ଚାରିହେଁ ସଂଖ୍ୟା ବାଟକ ବିଶେଷଣର ଏକ ଭିନ୍ନ ରୂପ ।
ପୂରଣବାଚକ ବିଶେଷଣ -
ତଳଲିଖିତ ବାକ୍ୟଗୁଡ଼ିକ ପଢ଼ । ଏଥିରେ ଥିବା ବିଶେଷ୍ୟ ପଦିକୁ ଚିହ୍ନ । ବିଶେଷ୍ୟ ପଦ ପୂର୍ବରୁ ବଡ଼ କଳା
ଅକ୍ଷରରେ ଲେଖାଯାଇଥିବା ପଦଗୁଡ଼ିକୁ ଲକ୍ଷ୍ୟ କର । ଏଗୁଡ଼ିକ ବିଶେଷ୍ୟ ପଦର ଏକ ନିର୍ଦ୍ଦିଷ୍ଟ ସଂଖ୍ୟା
ରୂପକୁ ବୁଝାଉଥିବାରଦେଖିବ । ଯଥା-
(କ) ଏ ବର୍ଷ ମୋର ଅଷ୍ଟମ ଶ୍ରେଣୀ ଆଉ ମୋ’ ଭଉଣୀର ସପ୍ତମ ଶ୍ରେଣୀ ହେଲା ।
(ଖ) ବିଂଶ ଶତାବ୍ଦୀର ପୃଥିବୀ ସଂଘର୍ଷପୂର୍ଣ୍ଣ ଥିଲା; ମାତ୍ର ଏକବିଂଶ ଶତାବ୍ଦୀରେ ପୃଥିବୀ ସଭାବନାପୂର୍ଷ ହେବ ।
(ଗ) ଭାଗବତର ଦଶମ ସ୍କନ୍ଧ, ରାମାୟଣର ଷଷ୍ଠ-କା ଓ ଗୀତାର ଅଷ୍ଟାଦଶ ଅଧ୍ୟାୟ ପଢ଼ିବାକୁ ଭଲ ଲାଗେ ।
କ- ବାକ୍ୟରେ ଶ୍ରେଣୀ, ଖ– ବାକ୍ୟରେ ଶତାବ୍ଦୀ, ଗ– ବାକ୍ୟରେ ଦ୍ବିଦ୍ଧି; କାଣ୍ଡ ଓ ଅଧାୟ ଏକ ଏକ ବିଶେଷ୍ୟ ପଦ । ଏସବୁ ପଦର ନିର୍ଦ୍ଦିଷ୍ଟ ସଂଖ୍ୟା ସୂଚକ ପୂର୍ଣ୍ଣ ରୂପଟିକୁ ବିଶେଷିତ କରିବାକୁ ବା ବୁଝାଇବାକୁ ଯାଇ ଯଥାକ୍ରମେ ଅଷ୍ଟମ, ସପ୍ତମ, ବିଂଶ, ଏକବିଂଶ, ଦଶମି, ଷଷ୍ଠ ଓ ଅଷ୍ଟାଦଶ ଆଦି ସଂଖ୍ୟାଶ୍ରିତ ବିଶେଷଣ ପଦଗୁଡ଼ିକ ବ୍ୟବହୃତ ହୋଇଛି । ଏସବୁ ବିଶେଷଣ ପଦ ଗୋଟିଏ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ଆଶ୍ରୟ କରିଛି ଓ ପୂରଣ ଅର୍ଥ ସୂଚିତ କରୁଛି । ଅଷ୍ଟମ ବା ଆଠିକୁ, ସପ୍ତମ ବା ସାତକୁ, ଷଷ୍ଠ ବା ଛଅକୁ, ଦଶମ ବା ଦଶକୁ ଓ ଅଷ୍ଟାଦଶ ବା ଆଠ-ଦଶ.ବା ଅଠରକୁ ଆଶ୍ରୟ କରିଛି ଏବଂ ପୂରଣବୋଧକ ହୋଇଛି ।
କୌଣସି ସଂଖ୍ୟାବାଚକ ବିଶେଷଣ ପଦ କ୍ରମାନୁୟରେ ସବୁ ସିଂଖ୍ୟା ବା ସିପଷ୍ଟିକୁ ନ ବୁଝାଇ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଇଲେ ତାକୁ ପୂରଣବାଚକ ବିଶେଷଣ - କୁହାଯାଏ ।
ଆଉ କେତୋଟି ନମୁନାଁ : ବୃତୀୟ ପାଣ୍ଡବ, ଦ୍ବିତୀୟ ଈଶ୍ଵର, ପ୍ରଥମ ଶ୍ରାଦ୍ଧବାର୍ଷିକ, ଚତୁର୍ଦ୍ଦଶ ଶତାବ୍ଦୀ, ଚତୁର୍ଥ ସ୍ତମ୍ଭ ।
ମନେ ରଖୁବାକୁ ହେବ ଯେ ସଂଖ୍ୟାବାଚକ ବିଶେଷଣ ବିଶେଷ୍ୟକୁ ବିଶେଷିତ କଲାବେଳେ କ୍ରମାନ୍ୱୟରେ
ସବୁ ସଂଖ୍ୟାକୁ ସମଷ୍ଟି କରି ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ସୁଟିତ ହୁଏ । ପୂରଣବାଚକ ବିଶେଷଣ ସଂଖ୍ୟା ସମଷ୍ଟିକୁ ନବୁଝାଇ କେବଳ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଏ । ଏବେ ତଳ ବାଜ୍ୟଗୁଡ଼ିକୁ ଲକ୍ଷ୍ୟ କର ।
(କ) ଦଶରଥଙ୍କର ଚାରିପୁଅ ଥିଲେ । ଚତୁର୍ଥ ପୁଅଙ୍କ ନାମ ଶତ୍ରୁଘ୍ନ ।
(ଖ) ଆମ ସ୍କୁଲଘର ତିନି ମହଲା ବିଶିଷ୍ଟ । ତୂତୀୟ ମହଲାରେ ଆମ ଶ୍ରେଣୀ ।
ଉଭୟ କ-ଖ ଭାଗର ପ୍ରଥମ ଦୁଇଟି ବାଜ୍ୟରେ ଚାରି । ତିନି ଦୁଇଟିଯାକ ପଦ ବିଶେଷଣ ପଦ ।
ଚାରି ବିଶେଷଣଟି କ୍ରମାନୁୟରେ ଏକ-ଦୁଇ-ତିନି-ଚାରି ସଂଖ୍ୟାର ସମଷ୍ଟିକୁ ଓ ତିନି ବିଶେଷଣ 'ପଦଟି କ୍ରମାନ୍ୱୟରେ ଏକ ଦୁଇ-ତିନି ସଂଖ୍ୟାର ସମଷ୍ଟିକୁ ବୁଝାଉଛି । ଏ ଦୃଷ୍ଟିରୁ ଏ ଉଭୟକୁ ସଂଖ୍ୟାବାଚକ ବିଶେଷଣ ପିବ କହିବା । ଏବେ କି-ଖ ଉଦାହରଣର ଦ୍ବିତୀୟ ବାକ୍ୟ ଦୁଇଟିକୁ ବିଚାର କରିବା । କ-ଭାଗର ବାକ୍ୟରେ ପୁଅର ବିଶେଷଣ ଭାବରେ ଚତୁର୍ଥ ଓ ଖ– ଭାଗର ବାକ୍ୟରେ ମହଲାର ବିଶେଷ ଭାବରେ ତୃତୀୟ ବ୍ୟବହୃତ ହୋଇଛି । ଏଠି ଚତୁର୍ଥ ଓ ତତୀୟ ଏକ-ଦୁଇ-ତିନି-ଚାରି ଏପରି କ୍ରମାନ୍ୟ ରକ୍ଷା କରୁନାହିଁ । ଏକଦୂର ଠାରୁ ବିଚ୍ୟୁତ ହୋଇ କେବଳ ତିନିକୁ ତୃତୀୟ ରୂପେ ଓ ଏକ-ଦୁଇ-ତିନିକୁ, ଛାଡ଼ି କେବଳ-ଚାରିକୁ ଚତୁର୍ଥ ରୂପେ ବୁଝାଯାଉଛି ..
ତେଣୁ.ଗୋଟିଏ-ସଂଖ୍ୟାର ନିର୍ଦ୍ଦିଷ୍ଟତାକୁ ବୁଝାଉଥିବାରୁ ତୃତୀୟ ଓ ଚତୁର୍ଥ ପଦ ଦୁଇଟିକୁ ପୂରଣବାଚକ ବିଶେଷଣ ଭାବରେ ଗ୍ରହଣ କରିବା । ଅନେକ ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟାକୁ ନିର୍ଦ୍ଦିଷ୍ଟ କରୁଥିବାରୁ ଏ ପ୍ରକାର ପୂରଣ ବାଚକ ବିଶେଷଣକୁ ନିର୍ଦ୍ଦିଷ୍ଟତାବାଚକ ବିଶେଷଣ ବି କୁହାଯାଇପାରିବ ।
ଆମେ ସଂଖ୍ୟାବାଚକ ଓ ପୂରଣବାଚକ ବିଶେଷଣ ପଦକୁ ଉଭୟ ସଂଖ୍ୟା ରୂପରେ ଓ ଅକ୍ଷର ରୂପରେ
ଲେଖ୍ ବାକ୍ୟରେ ବ୍ୟବହାର କରିପାରିବା ଯଥା-
• ପାଞ୍ଚଟାରୁ ଦୁଇଟା ଆଣ । ୫ଟାରୁ ୨ଟା ଆଣ ।
• ସାତଥର ଗଙ୍ଗା ଗଲି । ୭ଥର ଗଙ୍ଗା ଗଲି ।.
ଆମେ ସଂଖ୍ୟା ଓ ପୂରଣବାଚକ ବିଶେଷଣଙ୍କୁ ନିମ୍ନ ପ୍ରକାରେ ଲେ ପାରିବା :-
ସଂଖ୍ୟାବାଚକ ସଂଖ୍ୟାରୁପ ଅକ୍ଷର ରୂପ ପୂରଣବାଚକ ସଂଖ୍ୟାରୁପ ପୂରଣବାଚକ ଅକ୍ଷର ରୂପ
୧ ଏକ ୧ମ ପ୍ରଥମ ୨ ଦୁଇ ୟ ଦ୍ବିତୀୟ
୩ ତିନି ୩ୟ ତୃତୀୟ
୧୧ ଏଗାର ୧୧ଶ ଏକାଦଶ
୧୬ ଷୋହଳ ୧୬ଶ ଷୋଡ଼ଶ
୧୯ ଊଣେଇଶ ୧୯ଶ ଉନବିଂଶ
୨୦ କୋଡିଏ ୨oଶ ବିଂଶ
ଲେଖାରେ ପୂରଣବାଚକ ସଂଖ୍ୟାରୂପ ଥିଲେ ତାହାକୁ ପଢ଼ିବା ବେଳେ ଏକମ,
ଦୁଇୟ ଏପରି ଉଚ୍ଚାରଣ କରାନଯାଇ ପ୍ରଥମ, ଦ୍ବିତୀୟ, ତୃତୀୟ ରୂପେ ଉଚ୍ଚାରିତ ହେବ ।
ପରିମାଣ ବାଚକ ବିଶେଷଣ
ଏବେ ତଳଲିଖୁତ ବାଜ୍ୟଗୁଡ଼ିକୁ ଲକ୍ଷ୍ୟ କର । ମୋଟା ଅକ୍ଷରର ପଦକୁ ଚିହ୍ନଟ କର ।
(କ) ଗାଈକୁ ବିଡ଼ାଏ ଘାସ ଦିଅ ।
(ଖ) ଏ ବର୍ଷ ଆମର ଭରଣେ ଧାନ ଅମଳ ହୋଇଛି ।
(ଗ) ଫୁଲଗଛରେ ମାଠିଆଏ ପାଣି ଦିଅ ।
ଏଠାରେ ବିଡ଼ାଏ, .ଭରଣେ, ମାଠିଆଏ ଆଦି ବିଶେଷଣ ପଦ ଯଥାକ୍ରମେ ଘାସ, ଧାନ ଓ ପାଣିର ପରିମାଣକୁ
ବୁଝାଉଥିବାରୁ ପରିମାଣବାଚକ ବିଶେଷଣ ପଦ ହୋଇଛି । ଏହିପରି ଗ୍ଲାସେ ସର୍ବତ । ମାଣେ ଜମି ।
ବେଲାଏ ପଖାଳ । କପେ ଚା । ବସ୍ତାଏ ଚାଉଳ । ବେତୁଲିଏ ମୁଗ । ହାଣ୍ଡିଏ ଉଖୁଡ଼ା । ଦୁଇଭାର ପରିବା ।
ଗୌଣିଏ ବିରି । ଖ ଗାମୁଛା । ବାରହାତିଆ ଲୁଗା । ଚାରିକିଲିଆ ମାଛି । ପୁଳାଏ ଛତୁଆ । କାନ୍ଦିଏ କଦଳୀ । ସୁତରାଂ
ବାକ୍ୟରେ ଯେଉଁ ବିଶେଷଣି ପଦ ବିଶେଷ୍ୟ ପଦର ପରିମାଣକୁ ବୁଝାଏ,
ତାହାକୁ ପରିମାଣବାଚକ ବିଶେଷଣ କୁହାଯାଏ ।
ତୁଳନାତ୍ମକ ବିଶେଷଣ
ଅନେକବେଳେ ଆମେ ସମକାତୀୟ, ସମଗ୍ରଣର ଓ ସମ ଅବସ୍ତାର ଦୁଇ ବା ତହିଁରୁ ଅଧିକ ବିଶେଷ୍ୟ ମଧ୍ୟରେ
ତୁଳନା କରି କମ୍ବ-ବେଶି, ଛୋଟ-ବଡ଼, ଉଚ୍ଚନୀଚ, ଉତ୍କର୍ଷ-ଅପକର୍ଷ ଆଦି ସ୍ଥିର କରିଥାଉ ।
ଏ କ୍ଷେତ୍ରରେ ତୁଳନା ବଖାଉଥିବା ଗୋଟିକିଆ ତୁଳନାତ୍ମକ ପଦକୁ ବାକ୍ୟରେ ବ୍ୟବହାର କରିଥାଉ ।
ତଳେ ଦିଆଯାଇଥିବା ବାଲ୍ୟଗୁଡ଼ିକୁ ମଧ୍ୟ କର ।
(କ) ଶ୍ୟାମବାବୁ ଧନୀ, ମଦନବାବୁ ତାଙ୍କଠାରୁ ଧନୀ ଓ ଦାମବାବୁ ସବୁଠାରୁ ଧନା ।
(ଖ) ରାଧୁ ଓ ମଧୁ ପରେ ରାଧୁ ବେଶୀ ବଳୁଆ ।
(ଗ) ହରି ନରି ଅପେକ୍ଷା ଚାଲାକ୍ ।
ପ୍ରଥମ ବାକ୍ୟରେ ଠାରୁ, ସବୁଠାରୁ, ଦ୍ବିତୀୟ ବାକ୍ୟରେ 'ବେଣୀ', ତୃତୀୟ ବାକ୍ୟରେ 'ଅପେକ୍ଷା’ ପଦଗୁଡ଼ିକ
ତୁଳନାତ୍ମିକ ଅର୍ଥ ବା ସୂଚକପଦ ଭାବରେ ବ୍ୟବହୃତ ହୋଇଛି । ଏସିବୁ ପଦ ମଧ୍ୟରୁ (କ) ବାକ୍ୟରେ 'ଠାରୁକୁ
ବ୍ୟବହାର କରି ଧନୀ ଦୃଷ୍ଟିରୁ ଶ୍ୟାମବାବୁ ଓ ପଦନବାବୁଙ୍କ ମଧ୍ୟରେ ତୁଳନା କରାଯାଇ ମହନବାବୁଙ୍କୁ ଧନୀ ବୁଝାଯାଇଛି ।
ସେହିପରି ଶ୍ୟାମବାବୁ ମହନବାବୁ ଓ ଦାମବାବୁଙ୍କ ମଧ୍ୟରେ ତୁଳନା କରାଯାଇ 'ଧନୀ’ ବିଶେଷଣ ପଦ ପୂର୍ବରୁ ‘ସବୁଠାରୁ' ତୁଳନାତ୍କକ ପଦଟି ବସାଯାଇ ଦୀପବାବୁଙ୍କୁ ସମସ୍ତଙ୍କ ମଧ୍ୟରେ ଧନୀ ବୋଲି ନିର୍ଦ୍ଦିଷ୍ଟ ଭାବେ ସୂଚିତ କରାଯାଇଛି ।
(ଖ) ବାକ୍ୟରେ ବଳୁଆ ସାଧାରଣ ବିଶେଷଣ ପଦଟି ପୂର୍ବରୁ 'ବେଶୀ ତୁଳନାତ୍ମକ ପଦଟି ବ୍ୟବହୃତ ହୋଇ
ରାଧୁକୁ ଅଧିକ ବଳୁଆଁ ବୋଲି ବୁଝାଇ ଦିଆଯାଇଛି । (ଗ) ବାକ୍ୟରେ ଚାଲାକୁ ଏକ ଗୁଣବାଚକ ବିଶେଷଣ ।
ଏହି ବିଶେଷଣ ପଦଟି ପୂର୍ବରୁ 'ଅପେକ୍ଷା ତୁଳନାତ୍ମକ ପଦଟି ବ୍ୟବହୃତ ହୋଇ ବରିକୁ ହରିଠାରୁ ଅଧୁକ ଚାଲାକ୍ ବୋଲି ଦର୍ଶାଯାଇଛି ।
ଏ କ୍ଷେତ୍ରରେ ମୂଳ ବା ସାଧୀରଣ ଦିଶେଷଣ ପଦ ପୂର୍ବରୁ ତୂଳନାସୂଚକ ପଦ ବସାଯାଇ ତୁଳନାତ୍ମକ ବିଶେଷଣ
ଗଠନ କରାଯାଇଥାଏ । ଦୁଇ ବା ତତୋଧିକ ବିଶେଷ୍ୟ ମଧ୍ୟରେ ତୁଳନା ପାଇଁ ଏହି ତୁଳନାତ୍କକ ବିଶେଷଣ ପଦ ବ୍ୟବହାର କରାଯାଏ । ଏବେ ଅଭ୍ୟାସ କର- ନଡ଼ିଆଗଛଟି ତାଳଗଛଠାରୁ ଉଚ୍ଚା ।
ଆମ ସ୍କୁଲଠାରୁ ତାଙ୍କ ସ୍କୁଲ ବେଶୀ ପୁରୁଣା । ମୁକ୍ତେଶ୍ଵର ମନ୍ଦିର ସର୍ବାପେକ୍ଷା ପୁରୁଣା । ମାଳିଠାରୁ କୁନି କମ୍ ପରିଶ୍ରମୀ ।
ଓଡ଼ିଆ ଭାଷାରେ ଆଉ ଏକ ପ୍ରକାର ତୁଳନାତ୍ମକ ବିଶେଷଣ ବ୍ୟବହାର ହୋଇଥାଏ । ଦୁଇ ବା ତହିଁର
ଅଧିକ ବିଶେଷ୍ୟ ପଦ ମଧ୍ୟରେ ତୁଳନା କରିବାବେଳେ ଆମେ ତୁଳନା ବୁଝାଉଥିବା ଗୋଟିକିଆ ପଦ ବି ବିଶେଷଣ ରୂପେ ବ୍ୟବହାର କରିଥାଏ । ଦୁଇଟି ବିଶେଷ୍ୟ ଭିତରେ ତୁଳନା କଲେ ଆମେ ଗୋଟିଏ ମୂକ ବିଶେଷଣ ପଦରେ ‘ତର' ' ଭୟାନ୍' ପ୍ରତ୍ୟୟ ଯୋଗକରି ଗୋଟିକିଆ ବିଶେଷଣ ପଦ ତିଆରି କରି ବ୍ୟବହାର କରିଥାଉ । ବହୁତ ବିଶେଷ୍ୟ ଭିତରେ ତୁଳନା କରାଗଲେ ମୂଳ ବା ସାଧାରଣ ବିଶେଷଣ ପଦରେ ‘ତମ'- 'ଇ' ଯୋଗକରି ଗୋଟିକିଆ ବିଶେଷଣ ତିଆରି କରି ବ୍ୟବହାର କରିଥାଉ । ଏପ୍ରକାର ବିଶେଷ ପଦ ଗଠନର ମୂର୍ତ୍ତଟି ଏହିପରି-
(ମୂଳ ବା ସାଧାରଣ ବିଶେଷଣ + ତର । ଈଯାନ୍ତି । ତମ । ଇଏ = ତୁଳନାତ୍ମକ ବିଶେଷଣ)
(କ) ବେଦ ପୃଥିବୀର ପ୍ରାଚୀନତମ (ପ୍ରାଚୀନ + ତମ) ଗ୍ରନ୍ଥ ।
(ଖ) ବ୍ରହ୍ମପୁତ୍ର ମହାନଦୀଠାରୁ ଦୀର୍ଘତର (ଦୀର୍ଘ + ତର) ।
(ଗ) ଜନ୍ମଭୂମି ଦୂର୍ଗଠୁ ଗରୀୟାନ (ଗୁରୁ + ଈୟାନ) ।
(ଘ) ସେ ଜଣେ ବରିଷ୍ଠ ଶିକ୍ଷକ (ବର + ଇଷ) ।
କ- ବାକ୍ୟରେ ମୂଳ ବିଶେଷଣ 'ପ୍ରାଚୀନ' ପରେ 'ତମ' ଯୋଗ ହୋଇ ଗୋଟିକିଆ ‘ପ୍ରାଚୀନତମ'
ବିଶେଷଣ ପଦଟି ସୃଷ୍ଟି । ପୃଥିବୀର ଅନେକ ଗ୍ରନ୍ଥ ଭିତରେ 'ଅଧୁକ ପ୍ରାଚୀନ' ଭାବେ ବେଦକୁ ଅର୍ଥନିଷ କରିବା ପାଇଁ ପ୍ରାଚୀନତମ (ପ୍ରାଚୀନ ସହିତ ତପ ଯୋଗହୋଇ) ବିଶେଷଣ ପଦଟି ଗଠିତ । ଏହା ଏକ ତୁଳନାତ୍ମକ ବିଶେଷଣ ପଦ ।
ଖ– ବାକ୍ୟରେ ବ୍ରହ୍ମପୁତ୍ର ଓ ମହାନଦୀ ଦୁଇଟି ବିଶେଷ୍ୟ ଭିତରେ ତୁଳନା ହୋଇଥିବାରୁ ପୂଳ ବିଶେପଣ 'ଦୀର୍ଘ' ପରେ 'ତର' ଯୋଗ ହୋଇ ତୁଳନାତ୍ମକ ଗୋଟିକିଆ ବିଶେଷଣ ପଦ 'ଦୀର୍ଘତର' ବ୍ୟବହୃତ ହୋଇଛି ।
ସେହିପରି ଗ ବାଜ୍ୟରେ ଦୁଇଟି ବିଶେଷ୍ୟ ଜନ୍ମମାଟି ଓ ସ୍ଵର୍ଗ ଭିତରେ ତୁଳନା କରାଯାଇଛି ।
ତୁଳନା ପାଇଁ ଗୋଟିକିଆ ତୁଳନାତ୍ମକ ବିଶେଷଣ ପଦ 'ରୀୟା', ବ୍ୟବହୃତ ହୋଇଛି । ଘ- ବାକ୍ୟରେ
'ଶିକ୍ଷକ' ବିଶେଷ୍ୟ ପଦଟିକୁ ସମସ୍ତଙ୍କ ମଧ୍ୟରେ ଶ୍ରେଷ୍ଠ ଏପରି ତୁଳନା ଅର୍ଥରେ ବିଶେଷିତ
କରିବା ପାଇଁ ଗୋଟିକିଆ ବିଶେଷଣ ପଦ ‘ବରିଏ’ର ବ୍ୟବହାର କରାଯାଇଛି ।
ଦୁଇ ବା ତହିଁରୁ ଅଧିକ ବିଶେଷ୍ୟ ମଧ୍ୟରେ ତୁଳନା ନିମନ୍ତେ ଯେଉଁ ବିଶେଷଣ
ପଦ ବ୍ୟବହୃତ ହୁଏ, ତାହାକୁ ତୁଳନାତ୍ମକ ବିଶେଷଣ କୁହାଯାଏ ।
ଏବେ ଅଭ୍ୟାସ ନିମରେ କେତୋଟି ତୁଳନାତ୍ମକ ବିଶେଷଣ ପଦ ଥିବା ବାକ୍ୟ ଦିଆଗଲା ।
ସାଧାରଣ ବିଶେଷଣ
କପିଳାସ ଉଚ୍ଚ
କୁଆଖାଇ ଗଭୀର
କଳାବଇଁଶୀ କ୍ଷୁଦ୍ର
ଗୁରୁ
ଲଘୁ
ବଳୀ
'ତର ପ୍ରତ୍ୟୟଯୁକ୍ତ ତୁଳନାତ୍ମକ ବିଶେଷଣ
ମେଘାସନ କପିଳାସଠାରୁ ଉଚ୍ଚତର
ଗଙ୍ଗା କୁଆଖାଇଠାରୁ ଗଭୀରତର
ଭାକୁରଠାରୁ କଳାବଇଁଶୀ କ୍ଷୁବ୍ରତର
ଗରୀୟାନ
ଲଘୀୟାନ୍
ବଳୀୟାନ୍
ତମ ପ୍ରତ୍ୟୟୟର ତୁଳନାତ୍ମକ ବିଶେଷଣ
ହିମାଳୟ ଉଚ୍ଚତମ
ବ୍ରହ୍ମପୁତ୍ର ଗଭୀରତମ
କେରାଣ୍ଡି କ୍ଷୁଦ୍ରତମ
ଗରିଷ୍ଠ
ଲଘିଷ୍ଠ
ବଳିଷ୍ଠ
କେବଳ ବିଶେଷ୍ୟ ପଦ ନୁହେଁ; ବାକ୍ୟରେ ଅନ୍ୟ ପଦ ସହିତ ବିଶେଷଣର ଅର୍ଥଗତ ସମ୍ବବ ରହିଛି ।
ଗଠନ, ବାକ୍ୟରେ ବସଣ ଶୃଙ୍ଖଳା ଓ ବ୍ୟବହାର ଦିଗରୁ ବିଶେଷଣର ବି କେତେକ ବିଶେଷତ୍ଵ ରହିଛି ।
ଅନ୍ୟପଦକୁ ବିଶେଷିତ କରିବା ପାଇଁ ବିଶେଷଣର କେତେକ ବ୍ୟାବହାରିକ ବିଧାନ ରହିଛି ।
ଗଠିନାଙ୍କିକ ଲକ୍ଷଣ ଓ ବ୍ୟାବହାରିକୁ ବିଧାନ ଦିଗରୁ ନିମ୍ନ ପ୍ରକାରେ ବିଶେଷଣର ବିଭାଗୀକରଣ କରାଯାଇଥାଏ ।
ବିଶେଷ୍ୟର ବିଶେଷଣ
ଆଗରୁ ଆମେ ଜାଣିଛେ ଯେ- ବିଶେଷଣ ବାକ୍ୟରେ ଥିବା ବିଶେଷ ପଦକୁ ବିଶେଷିତ କରେ ।
ଏ କାରଣରୁ ବାଜ୍ୟରେ ବିଶେଷଣ ପଦ ପ୍ରାୟତଃ ବିଶେଷ୍ୟ ପଦର ପାଖାପାଖୁ ସ୍ଥାନରେ ବା ପୂର୍ବରୁ ଓ ପରେ ବସିଥାଏ ।
ମନେ ବିଶ୍ୱବାକୁ ହେବ ଯେ ବାକ୍ୟରେ ଯାହା ବିଷୟରେ କହାଯାଏ ତାହା ଭଦ୍ଦେଶ୍ୟ ପଦ । ବିଶେଷ୍ୟ ହି
ମୁଖ୍ୟତଃ ବାକ୍ୟର ଉଦ୍ଦେଶ୍ୟ ପଦ । ଉଦ୍ଦେଶ୍ୟ ପଦ ବା ବିଶେଷ୍ୟ ପଦ ପର୍ବର ବସି ବିଶେଷଣ ତାହା ବିଷୟରେ ନିଦ୍ଦିଷ୍ଟ ସୂଚନା ଦିଏ ବା ତା’ର ବିଶୈଷତ୍ର ପ୍ରକାଶ ରେ । ଉଦାହରଣ ଦୁଇଟିକୁ ଲକ୍ଷ୍ୟ କର ।
(କ) ପିଲାଟି ବଗିଚାରେ ବସିଛି ।
(ଖ) ଶାର ପିଲାଟି ସୁନ୍ଦର ବଗିଚାରେ ବସିଛି ।
ପ୍ରଥମ ବାକ୍ୟଟିରେ ‘ପିଲା' ଓ 'ବଗିବା - ଦୁଇଟି ବିଶେଷ୍ୟ ପଦ । ନିର୍ଦ୍ଦିଷ୍ଟ ବିଶେଷତ୍ତି ନଥିବା ଦୁଇଟି ସାଧାରଣ ପ୍ରଦ । ବସିବା କାର୍ଯ୍ୟ ବ୍ୟତୀତ ଆଉ କିଛି ବିଶେଷଦ ବିଶେଷିତ ହେଉନାହିଁ । ତେଣୁ ବାଜ୍ୟଟି ସାଧାରଣ ବାକ୍ୟ ।
ଦ୍ବିତୀୟ ବାକ୍ୟଟିରେ 'ପିଲା' ଓ 'ବଗିଚା' ପଦ ‘ବିଷୟରେ କିଛି ଗୁଣତ୍ମଳ ସୂଚନା ଦିଆଯାଉଛି ।
ଉଭୟ ବିଶେଷ୍ୟ ପଦକୁ ଉଦ୍ଦେଶ୍ୟ କରି ଉଭୟ ଗୁଣକୁ ବିଶେଷିତ କରିବା ପାଇଁ ଉଭୟ ପଦର ପୂର୍ବରୁ 'ଶାନ୍ତ'
ଏବଂ ‘ସୁନ୍ଦର' ଦୁଇଟି ଗୁଣବାଚକ ବିଶେଷଣ ପଦ ବ୍ୟବହୃତ ହୋଇଛି । ଶାନ୍ତ ସୁନ୍ଦର' ଉଭୟ ବିଶେଷଣ: ଏଠି
ବିଶେଷ୍ୟର ବା ଉଦ୍ଦେଶ୍ୟ ପଦର: ପିଲା, ବଗିବାର ବିଶେଷଣ । ଏହିପରି-
ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦିର ପୂର୍ବରୁ ବସେ, ତାହାକୁ' 'ବିଶେଷ୍ୟର ବିଶେଷଣ’ ପଦ କୁହନ୍ତି ।
ଉଦ୍ଦେଶ୍ୟ ପଦ ପୂର୍ବରୁ ବସି ତା' ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦେଉଥିବାରୁ ବା ତାହା ବିଷୟରେ ବିଶେଷ କିଛି
କହୁଥିବାରୁ ଏ ପ୍ରକାର ବିଶେଷଣକୁ ‘ଉଦ୍ଦିଷ୍ଟ ବିଶେଷଣ' ମଧ୍ୟ କୁହାଯାଏ |
ବିଧେୟ ବିଶେଷଣ
ବାକ୍ୟର ମୁଖ୍ୟପଦ ବା ଉଦ୍ଦେଶ୍ୟ ପଦକୁ ଆଧାର କରି ତା' ପରେ 'ଯାହା କୁହାଯାଏ' ତାହାକୁ ‘ବିଧେୟ' କୁହାଯାଏ ।
ସାଧାରଣତଃ ବାକ୍ୟରେ କର୍ଭାଦି ବିଶେଷ୍ୟ ପଦର ପରବର୍ତ୍ତୀ ଅଂଶର ପଦଗୁଡ଼ିକ ବିଧେୟ ଅନ୍ତର୍ଭୁକ୍ତ ।
ଏ ଦୃଷ୍ଟିରୁ ମୁଖ୍ୟ ଉଦ୍ଦେଶ୍ୟ ପଦ ବା ବିଶେଷ୍ୟ ପଦ ପରେ ଯାହା ବ୍ୟବହୃତ ହୁଏ, ତାହା ବିଧେୟ ବାଚକ ହୁଏ ।
ବିଶେଷଣ ବ୍ୟବହାର କ୍ଷେତ୍ରରେ ବି ଏପରି ଘଟେ । ଯଥା
(କ) ଶିଳ୍ପୀ ସୁଦର ମୂର୍ତ୍ତିଟିଏ ଗଡ଼ିଲେ ।
(ଖ) ଶିଳ୍ପୀ ଗଢ଼ିଥିବା ମୂର୍ତ୍ତିଟି ସୁନ୍ଦର ।
‘କ ବାକ୍ୟରେ ବିଶେଷଣ ପଦ 'ସୁନ୍ଦର' ବିଶେଷ୍ୟ ପଦ 'ମୂଇଁ’ ପୂର୍ବରୁ ବସିଛି । ବିଶେଷ୍ୟ ପୂର୍ବରୁ ଆସି
ଆଗୁଆ ବିଶେଷ୍ୟକୁ ବିଶେଷିତ କରିବା ଏକ ସାଧାରଣ ବସାଣ ଶୃଙ୍ଖଳା । ମାତ୍ର ‘ଖ' ବାକ୍ୟରେ ବିଶେଷ୍ୟ ପବ ‘ମୃତ୍ତି ପରେ ବିଧେୟ ବାଚକ ହୋଇ ବିଶେଷଣ ପଦ ‘ସୁନ୍ଦର' ବ୍ୟବହୃତ ହୋଇଛି । ବାକ୍ୟର ବିଧେୟ ଅଂଶରେ ଏ ପ୍ରକାର ବସାଣ ପ୍ରୟୋଜନ ଦୃଷ୍ଟିରୁ ହୋଇଥାଏ । ବିଶେଷଣର ଏ ପ୍ରକାର ବ୍ୟବହାର ବିଶେଷ୍ୟକୁ ଆକର୍ଷଣୀୟ କରି ବିଶେଷିତ କରିଥାଏ ।
ବାକ୍ୟର ବିଧେୟ ଅଂଶରେ ବିଶେଷ୍ୟ,ଦ ପରେ ବ୍ୟବହୃତ ହେଉଥିବା ବିଶେଷଣ |
ପଦକୁ 'ବିଧେୟ ବିଶେଷଣ' କୁହାଯାଏ ।
କେତୋଟି ଅଧୁକ ଦୃଷ୍ଟାନ୍ତ- ରାସ୍ତା ନିର୍କକୁ । ଛବି ଚମକାର । ପିଲାଟି ଶାର । ବ୍ୟବହାର ମଧୁର ।
ବିଶେଷଣର ବିଶେଷଣ :
ତଳେ ଦିଆଯାଇଥିବା ଉଦାହରଣଗୁଡ଼ିକୁ ଲକ୍ଷ୍ୟକର । ''
୧ମ ପ୍ରକାର ବିଶେଷ୍ୟର ବିଶେଷଣ
(କ) ସେ ଜଣେ ଭଲ ଲୋକ ।
(ଖ) ଏ ପିଲାଟି ଚତୁର ।
(ଗ) ଗରମ ପାଣି ପିଅ ।
୨ୟ ପ୍ରକାର ବିଶେଷଣର ବିଶେଷଣ
ସେ ଜଣେ ଭାରି ଭଲ ଲୋକ ।
ଏ ପିଲାଟି ଅତ୍ୟନ୍ତ ଚତୁର ।
ସାମାନ୍ୟ ଗରମ ପାଣି ପିଅ ।
୧ମ ପ୍ରକାରର ତିନୋଟିଯାକ ବାକ୍ୟରେ ବ୍ୟବହୃତ ରେଖାଙ୍କିତ ପଦ ତିନୋଟି (ଭଲ । ଚତୁର । ଗରମ)
ତିନୋଟି ଏକ ଏକ ବିଶେଷଣ । ବିଶେଷ୍ୟର ବିଶେଷଣ ଭାବରେ ଏଗୁଡ଼ିକ ବ୍ୟବହୃତ ହୋଇଛି । ମାତ୍ର ୨ୟ ପ୍ରକାରର ପ୍ରତ୍ୟେକ ବାକ୍ୟରେ ଦୁଇ ଦୁଇଟି ବିଶେଷଣ ବ୍ୟବହୃତ । 'କ' ବାକ୍ୟରେ ‘ଭଲ’ ବିଶେଷଣର ଗୁଣକୁ ଆକ୍ୟ ଅର୍ଥରେ ‘ଭାରି ବିଶେଷଣଟି ବିଶେଷିତ କରୁଛି । 'ଖ' ବାକ୍ୟରେ 'ଚତୁର’ ବିଶେଷଣକୁ ଗୁଣାତ୍ମକ ଅର୍ଥରେ 'ଅତ୍ୟନ୍ତ’ ବିଶେଷଣ ପଦଟି ବିଶେଷିତ କରୁଛି । “ଗ' ବାକ୍ୟରେ ‘ଗରମ ବିଶେଷଣ ପଦର ବିଶେଷଣ ଭାବରେ ‘ସାମାନ୍ୟ ବ୍ୟବହୃତ ହୋଇଛି ।
ଏହିପରି ଭଲ - ଚତୁର - ସାମାନ୍ୟ ବିଶେଷଣ ପଦ ତିନୋଟିର ବିଶେଷଣ ଭାବରେ ଭାରି -
ଅତ୍ୟନ୍ତ - ସାମାନ୍ୟ ବିଶେଷଣର ବ୍ୟବହାର କରାଯାଇଛି । ସୁତରାଂ
ବାଜ୍ୟରେ ଗୋଟିଏ ବିଶେଷଣ ପଦ ଆଉ ଗୋଟିଏ ବିଶେଷଣ ପଦକୁ ବିଶେଷିତ କଲେ ତାହାକୁ 'ବିଶେଷଣର ବିଶେଷଣ' କୁହାଯାଏ ।
ବେଳେବେଳେ ଆମେ ଏମିତି ଧରଣର ବାକ୍ୟ କହୁ ଓ ଲେଖୁ ଯେଉଁଥିରେ ଦୁଇ ବା ଦୁଇରୁ ଅଧିକ
ବିଶେଷଣ ପଦ ଥାଏ । ଏପରିକି ଗୋଟିଏ ବିଶେଷଣ ପଦ ଦୋହରା ଯାଇଥାଏ । ଯଥା -
(କ) ନୀଳ ଗୋଟିଏ ଶାନ୍ତଶିଷ୍ଟ ସୁଧାର ପିଲା ।
(ଖ) କଳ୍ପନା ବଦ୍ଧିମତୀ ପରିଶ୍ରମୀ ଝିଅ ।
(ଗ) ମାଧବୀ ସବୁବେଳେ ଶସ୍ତା ସୁନ୍ଦର ମଳଉତ ଜିନିଷ କିଣେ ।
(ଘ) ଅସରାଏ ଅସରାଏ ବର୍ଷା ହେଉଛି ।
(ଙ) ସେ ମିଠା ମିଠା କଥା କୁହେ ।
(ଚ) ମଧୁ ବଡ଼ ବଡ଼ କାମରେ ହାତ ଦିଏ ।
ପ୍ରଥମ ତିନୋଟି ବାକ୍ୟରେ ଏକାଧୂକ ବିଶେଷଣ ପଦ ଗୋଟିଏ ବିଶେଷ୍ୟ ପଦର ଅବସ୍ଥା, ଗୁଣ ଓ ସଂଖ୍ୟାଦିକୁ
ବିଶେଷିତ କରୁଛି । ଏ ପ୍ରକାର ବିଶେଷଣକୁ ବିଶେଷଣର ବିଶେଷଣ କୁହାଯିବ ନାହିଁ । ବରଂ ଏହାକୁ ଏକ ନିଦ୍ଦିଷ୍ଟ ବିଶେଷ୍ୟର ବିଶେଷଣ ସମାହାର ଭାବରେ ଗ୍ରହଣ କରାଯାଇପାରେ । ଶେଷ ତିନୋଟି (ଘ, ଙ, ବ) ବାକ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ବିଶେଷଣ ଦ୍ବିଦ ହୋଇଛି ବା ଦୋହରା ଯାଇଛି । ଏଗୁଡିକ ବି ବିଶେଷ୍ୟର ବିଶେଷଣ । ମାତ୍ର ବିଶେଷଣର ବିଶେଷଣ ନୁହେଁ |
ମନେରଖ-ବିଶେଷଣ ଦ୍ୱିତ୍ୱ୍ ହେଲେ ଏହାର ବିଶେଷ୍ୟ ପଦ ବହୁବଚନର ଅର୍ଥକୁ ବୁଝାଏ |
ଉଦାହରଣ ସ୍ଵରୂପ : ବୁଢ଼ାବୁଢ଼ା ଲୋକ (ତ ବୁଢ଼ୀରୋକ), ନୂଆନୂଆ କାମ, ଛୋଟଛୋଟ.ମାଛ, ପିଲା,
ନାଚିଲାନାଚିଲା ଆଖି, ପାଚିଲାପାଚିଲା ପରି, ଧଳାଧଳା ଫୁଲ ପ୍ରଭୃତି ।
ସାର୍ବନାମିକ ବିଶେଷଣ
ସାଧାରଣତଃ ବାମ ବା ବିଶେଷ୍ୟ ପହି ପରିବର୍ତ୍ତେ ବିବଙ୍କ ପଦ ଭାବରେ ‘ସର୍ବନାମ' ପଦ ବନରେ ବ୍ୟବହୃତ ହୋଇଥାଏ ।
ମାତ୍ର ଅନେକ କ୍ଷେତ୍ରରେ ବିଶେଷ୍ୟର ନିର୍ଦ୍ଦିତା ଓ ନିର୍ଦ୍ଦିଟା ପ୍ରsଣ ପରେ ବନମ ପଦ ବିଶେଷଣର କାର୍ଯ୍ୟ ସମ୍ପାଦନ କରିଥାଏ ।
ଏଠାରେ ପରଝବାକୁ ହେବ ଯେ ବନ୍ୟମ ପଦ କେବେ ବି ବ ବିଶେଷଣ ଭାବରେ ବ୍ୟବହୃତ ହୋଇଥାଏ ।
ବିଶେଷଣର ବିଶେଷଣ ରୂପେ ସର୍ବନାମର ବ୍ୟବହବ ଏ ନହିଁ । ଏବେ "ଉଦାହରଣ ଦୂରଟିକୁ ଲକ୍ଷ୍ୟ କର ।
୧ମ ଉଦାହରଣ- ସେହି ଗାଁଟି ପୂର୍ଣ୍ଣ ସାକ୍ଷର ହେଲା ।
୨ୟ ଉଦାହରଣ- କେଉଁ ବାଟରେ ହେଲେ ଏହି କାମଟି କରି ?
ଦିଆଯାଇଥିବା ୧ମ ଉଦାହରଣରେ 'ସେହି ଏକ ପର୍ବର ପଦ । ଗାଁ- ବିଶେଷ୍ୟ ପଦର ପୂର୍ବରୁ
“ସେହି ସର୍ବକାମ ପଦଟି ବ୍ୟବହୃତ ହୋଇଛି । ଗାଁ ବିଶେଷ୍ୟ ପଦର ନିର୍ଦ୍ଦିଷ୍ଟ ସୂଚନୀ ହି ର୍ବବୀନ ପଦଟିର
ବିଶେଷଣାତ୍ମକ ବ୍ୟବହାରରୁ ମିଳୁଛି । ୨ୟ ଉଦାହରଣରେ ବିଶେଷ୍ୟ ପଦ ‘ବାଟ’ 'କମ ପୂର୍ବରୁ ଅରୂପେ ବ୍ୟବହାର କରାଯାଉଛି |
ସେହି । କେଉଁ। ଏହି ଇତ୍ୟାଦି ପଦ ସର୍ବନାମ ପଦ ହେଲେବି ଏଠାରେ ବିଶେଷଣ ଚୂପେ ବାର୍ଯ୍ୟ କରୁଛି । ଏ । ଦୃଷ୍ଟିରୁ-
ବାକ୍ୟରେ ଯେଇଁ ସର୍ବନାମ ପ୍ରତି ବିଶେଷଣ ପଦ ଛୁପେ ବ୍ୟବହୃତ ହୁଏ, ତାକୁ ସାର୍ବନାମିକ ବିଶେଷଣ କୁହାଯାଏ ।
ବେଳେବେଳେ ମୂଳ ସର୍ବନାମ ପଦ ସହିତ । ପରି, ମଚ, ମିଚି । ପ୍ରଭୃତି ଯୁକ୍ତ ହୋଇ ସର୍ବମିକ ବିଶେଷଣ
ପଦ ଗଠିତ ହୋଇଥାଏ । ଯଥା -
ଯେ + ମିତି = ଯେମିତି ପିଲା । ଯେମିତି ଦିଅଁ ସେମିତି ପୂଜା
ଏ+ମନ୍ତ=ଏମନ୍ତ ଭୂଇଁ/ଯେମନ୍ତ ବ୍ୟବହାର/କେମନ୍ତ କଥା
ଯେ + ପରି = ଯେପରି କାମ, ସେପରି ମୂଲ ।
ଏବେ ଅଧିକ ଜାଣିବା ପାଇଁ ଉଦାହରଣ : ଏଇ ଘର । ସେଇ ବହି । କେଉଁ କାମ । ଯେଉଁ ସମସ୍ୟା
ଏମନ୍ତ ବ୍ୟପୀର । ଯେଉଁ ତ ଖାଇବା । ଏଭଳି ବିଚାର । ତେମନ୍ତ ଘଟଣା ।
ମୋ କଥୀ । ତୋ କଥା । ୟା' କଥା । ତା' କଥା । ଯାହା କଥା ।
ଆମ ସମୟ ! ତ କାବ । ତାକୁ ଦିନ । ୟାକୁ ଦେବା । ସେମାନଙ୍କୁ ବେଳ ।
ସାର୍ବନାମିକ ସମ୍ଭନ୍ଧ ପଦ ମଧ୍ୟ ବିଶେଷଣ ରୂପେ କାର୍ଯ୍ୟ କରିଥାଏ ।
ବିଶେଷ୍ୟରୂପୀ ବିଶେଷଣ
ଆମେ ବେଳେବେଳେ ବାକ୍ୟରେ ଥିବା ବିଶେଷ୍ୟ ପଦକୁ ଅନ୍ୟ ବିଶେଷ୍ୟ ପଦକୁ ବିଶେଷିତ କରିବା ଲକ୍ଷ୍ୟରେ
ବ୍ୟବହାର କରିଥାଉ । ଉଦାହରଣଗୁଡ଼ିକୁ ଏହି ମର୍ମରେ ଲକ୍ଷ୍ୟ କର -
(କ) ମାଟିଚାଛଟି ଭୂଷୁଡ଼ି ପଡ଼ିଲା ।
(ଖ) ଶୀତ ଦିନରେ ପରିବା ଚାଷ ଭଲ ହୁଏ ।
(ଗ) ତାକ ଟାଇଇଘରଠାରୁ ଆମ ଛଣ କୁଡ଼ିଆ ଭଲ ।
(ଘ) ସାଧବ ତଅପୋଈ ପାଇଁ ସୁନା ଚାଦଟିଏ ବରାଦ ଦେଲେ ।
ଏସବୁ ବାକ୍ୟରେ ମୋଟ ଅକ୍ଷରର ପଦ (ମାଟି, ଶୀତ, ଟାଇଲ, ଛଣ, ସୁବା)ଗୁଡ଼ିକ ଏକ ଏକ ବିଶେଷ୍ୟ ପଦ ।
ଏଗୁଡ଼ିକ ବିଶେଷଣ ରୂପରେ କାଛୁ, ଦିନ, ଘର, କୁଡ଼ିଆ ଓ ଚାନ୍ଦ ବିଶେଷ୍ୟ ପଦଗୁଡ଼ିକୁ ବିଶେଷିତ କରୁଛି ।
ଏଠାରେ ପ୍ରଥମ ପ୍ରବାରର ବିଶେଷ୍ୟ (ମାଟି, ଶୀତ, ଟାଇଲ, ଛଣ, ସୁନା) ଦ୍ବିତୀୟ ପ୍ରବାରର ମୁଖ୍ୟ ବିଶେଷ୍ୟ
(କାନ୍ତି, ଦିନ, ଘର, କୁଡ଼ିଆଁ, ଚାନ୍ଦ)ର ବିଶେଷଣ ରୂପେ ବ୍ୟବହୃତ ହୋଇଛି ।
ଏ ବିଶେଷ ପ୍ରକୁ ନି ପିଳ ବିଶେଷଣ ରୂପେ ବ୍ୟବହାର କରଯାଇପାରେ ।
ଏ ପ୍ରକାର ବିଶେଷଣକୁ ବିଶେଷ୍ୟରୂପୀ ବିଶେଣେ' ଭାବରେ ଚିହ୍ନାଯାଏ |
ସମ୍ବନ୍ଧବାଚକ ବିଶେଷଣ
ବିଶେଷ୍ୟ ପଦକୁ ବିଶେଷଣ ରୂପେ ବ୍ୟବହାର କରିବାର ଅନ୍ୟ ଏକ ପ୍ରକାର ଭଙ୍ଗୀ ଆମ ଭାଷାରେ ରହିଛି ।
ନିମ୍ନଲିଖ ଦୃଷ୍ଟାଚଗୁଡ଼ିକରୁ ସେହି ଭଙ୍ଗୀକୁ ଜାଣିପାରିବ ।
ସୁଖର ସାଥୀ ଅନେକ, ଦୁଃଖର ସାଥୀ କେହି ନୁହନ୍ତି । ଦୀନବନ୍ଧୁ ପାରିବାର ଲୋକ ।
ତାଙ୍କ ସୁନାର ସଂସାର ଭାଙ୍ଗିଗଲା ।
ଏସବୁ ବାକ୍ୟରେ ଥିବା ବଡ଼ ଅକ୍ଷରର ପଦଗୁଡ଼ିକର ମୂଳରୂପ- ? ସୁଖ, ଦୁଃଖ, ପାରିବା, ସୁନା
ଏକ ଏକ ବିଶେଷ୍ୟ ପଦ । ଏଗୁଡ଼ିକ ଷଷ୍ଠୀ ବିଭକ୍ତି ବା ସମ୍ବନ୍ଧ ସୂଚକ ଚିହ୍ନ ‘ର' ଯୁକ୍ତ ହୋଇ ଅନ୍ୟ ବିଶେଷ୍ୟ ପଦକୁ (ସାଥୀ, ରୋକ, ସଂସାର) ବିଶେଷିତ କରୁଛି । ଏଗୁଡ଼ିକୁ ବିଶେଷ୍ୟର ବିଶେଷଣ ରୂପ ଭାବରେ ଗ୍ରହଣ କରାଯାଏ । ସୁତରାଂ ବାଜ୍ୟରେ ବିଶେଷ୍ୟ ପଦ ଷଷ୍ଠୀ ବିଭକ୍ତି ଯୁକ୍ତ ହୋଇ ବିଶେଷଣି ରୂପେ ବ୍ୟବହୃତ ହୋଇଥିଲେ, ତାକୁ ସମ୍ବନ୍ଧବାଚକ ବିଶେଷଣ ରୂପ ଭାବରେ ଗ୍ରହଣ କରାଯାଏ ।
ଅଧିକ ଜାଣିବା ପାଇଁ- କହିବାର କଥା । ଜାଣିବୀର ବିଷୟ । ଗଣର ପିଲା । ସୁଖର ଦିନ । ଦୁଭାଗ୍ୟର ବେଳ ।
ବୁଦ୍ଧିର ଖେଳ । ପାପର ଛାଇ । ପୁଣ୍ୟର ହାତ । ସୌଭାଗ୍ୟର ଅଧାୟ । ଧର୍ମର ଜୟ ।
କ୍ରିୟା ବିଶେଷଣ
ବାକ୍ୟରେ ବ୍ୟବହୃତ ବିଶେଷଣ ପିଦ ବିଶେଷ୍ୟ ପଦ ସହିତ ଅନ୍ୟ ‘ପଦକୁ ମଧ୍ୟ ବିଶେଷିତ କରେ ।
ବାଜ୍ୟରେ କ୍ରିୟା କିପରି ସାଧୁ ହୋଇଛି, କି ପ୍ରକାର ଅବସ୍ଥା ଓ ଧର୍ମକୁ ନେଇ କ୍ରିୟାରସାଧବ ଘଟିଛି-
ଏସବୁ ବିଷୟରେ କେତେକ ବିଶେଷଣ ପଦ କ୍ରିୟା ପଦ ପୂର୍ବରୁ ବ୍ୟବହୃତ ହୋଇ ନିର୍ଦ୍ଦିଷ୍ଟ ସୂଚନା ଦେଇଥାଏ ।
ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ପଢ଼ି ।
(କ) ବାତ୍ୟାଦିନ ଉପରବେଳାଠାରୁ ପବନ ବୋରେ ବହିଲା ।
(ଖ) ତୁମେ ଏଠିକି ସଅଳ ଆସ ।
(ଗ) ସବୁକଥା ଧୀରେଧୀରେ ଜଣାପଡ଼ିଲା ।
(କ) ବାକ୍ୟରେ ପବନ୍ନ କିପରି ବହିଳା ତାହାକୁ ‘କୋରିରେ ବିଶେଷଣ ପଦଟି ଜଣାଇ ଦେଉଛି ।
(ଖ) ବାକ୍ୟରେ କିପରି ଆସିବା କାର୍ଯ୍ୟ ହେବ ତାହାଳୁ"ସିଅଳ ବିଶେଷଣ ପଦଟି ସୂଚେଇ ଦେଉଛି ।
ଗ) ବାକ୍ୟରେ କଥାଟି କିପରି ଜଣାଗଲା ତାହାକୁ 'ଧୀରେଧୀରେ ପଦଟି ନିର୍ଦ୍ଦିଷ୍ଟ ରୂପେ ବୁଝାଇ ଦେଉଛି ।
ସୁତରାଂ 'ବହିଲା, ଆସ, -'ଜଣାପଡ଼ିଲା' ଇତ୍ୟାଦି କ୍ରିୟାପଦ କିପରି ଭାବରେ ସାତ ହେଉଛି,
ତାହା ଜୋରରେ, ସଅଳ ଓ ଧୀରେଧୀରେ ଆଦି ବିଶେଷଣ ପଦରୁ ବୁଝାପଡୁଛି ।
ଯେଉଁ ବିଶେଷଣ ପଦ ବାକିଂରେ କ୍ରିୟାକୁ ବିଶେଷିତ କରେ, ତାହାକୁ 'କ୍ରିୟା ବିଶେଷ' ପଦ କୁହାଯାଏ ।
କ୍ରିୟାଜ ବିଶେଷଣ / କ୍ରିୟାବାଚକ ବିଶେଷଣ
ଓଡ଼ିଆ ଭାଷାରେ କ୍ରିୟାକୁ ଆଧାର କରି ଦୁଇ ପ୍ରକାର ବିଶେଷଣ ପଦ ରହିଛି । ଗୋଟିଏ ପୂର୍ବରୁ ଆଲୋଚିତ କ୍ରିୟା ବିଶେଷଣ । ଏବେ ଆଉ ଗୋଟିଏ ପ୍ରକାରକୁ ନିମ୍ନଲିତ ଉଦାହରଣରୁ ଜାଣିବା ।
ରାଧୁ ଫେରନ୍ତା ଗାଡ଼ିରେ ଆସିବ । ସେ ଉଡ଼ନ୍ତା ଚଢ଼େଇର 'ପର ଗଣିଦେଇପାରେ ।
ଶୋଇଲା ପୁଅର ଭାଗ ନାହିଁ, ଚେତିଲା ପିଲା ଅମାର ଭରେ । ସେ ଜଣେ ଜଣାଶୁଣା ବ୍ୟକ୍ତି ।
ଉପରଲିଖୁତ ବାକ୍ୟଗୁଡ଼ିକରେ ବଡ଼ ଅକ୍ଷରରେ ମୁଦ୍ରିତ ହୋଇଥିବା ପଦଗୁଡ଼ିକ (ଫେରଚା, ଉଡ଼ନ୍ତା, ଶୋଇଲା,
ଚେତିଲା, ଜଣାଶୁଣା) ବିଶେଷଣ ପଦ ଭାବରେ ଗାଡ଼ି, ଚଢ଼େଇ; 'ପୁଅ, ପିଲା; ବ୍ୟକ୍ତି ଇତ୍ୟାଦି ବିଶେଷ୍ୟ ପଦକୁ
ବିଶେଷିତ କରୁଛି । ଏଗୁଡ଼ିକ କ୍ରିୟାପଦ ନୁହନ୍ତି । କ୍ରିୟାର ମୂଳ ପ୍ରକୃତି ଧାତୁରୁ ଗଠିତ । ଧାତୁ ବା କ୍ରିୟାର ମୂଳରୂପ ସହିତ 'ଅS, ଇଲା, ଆ’ ପ୍ରତ୍ୟୟ ଯୋଗରେ (ଫେର୍ + ଅରୀ = ଫେରନ୍ତା । ଉଡ୍ + ଅଟା = ଉଡ଼ରୀ । ଶୋ + ଇଲା = ଶୋଇଲା । ଚେତ୍ + ଇଲା = ଚେତିଲା । ଜାଣ + ଆ, ଶୁଣ + ଆ = ଜଣାଶୁଣା) ଏଗୁଡ଼ିକ ଗଠିତ ହୋଇଥିବାରୁ ଏଗୁଡ଼ିକୁ 'କ୍ରିୟାକୁ ବିଶେଷଣ ବା କ୍ରିୟାରୁ ବାତ- 'କ୍ରିୟାଳାତ ବିଶେଷଣ' କୁହାଯାଏ । ଅତଏବ -
କ୍ରିୟାରୁ କାତ ବା ଗଠିତ ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦକୁ ବିଶେଷିତ
କରିଥାଏ, ତାହାକୁ କ୍ରିୟାଜ ବିଶେଷଣ ବା କ୍ରିୟାବାଚକ ବିଶେଷଣ ପଦ କୁହାଯାଏ ।
ଏହିପରି ଥିଲାବାଲା, ଦେଥିବା ଦୃଶ୍ୟ, ଚିତ୍ରିତ ଚାହର, ନଥିଲା କିନିଷ, ଦେବା ଭୋଳ, ଜୋକିଲା
କଥା, ମଲା ଜହ୍ନ, ହସକୁରା ମଣିଷ, ଶୁକିଲା କୁକୁର, ଗରଜିଲା ମେଘ, ଶୋଇଲା ପୁଅ, ଫୁଟର ପାଣି ପ୍ରଭୃତି ।.
ବିଶେଷଣ ବ୍ୟବହାର ସମ୍ପର୍କରେ ଅଧିକ ଜାଣିବା କଥା
(୧) ନିମ୍ନଲିଖୁତ ବାକ୍ୟରେ ବଡ଼ ଅକ୍ଷରରେ ଥିବା ପଦଗୁଡ଼ିକୁ ଲକ୍ଷ୍ୟ କର ।
(କ) ଦୋଷୀକୁ ଦଣ୍ଡ ଦେଇ ନିର୍ଭେଷକୁ ଖଲାସ କର ।
(ଖ) ପାପୀକୁ ନୁହେଁ, ପାପକୁ ଘୃଣା କର ।
(ଗ) ପଣ୍ଡିତଙ୍କୁ ସମ୍ମାନ ଦିଅ । ଅଜ୍ଞାନଠୁଁ ଦୂରେଇ ରହ । ରାଗୀକୁ ବୁଝାଅ । ରୋଗୀ ପାଇଁ ଚିନ୍ତା କରନାହିଁ ।
ଉପରଲିଖିତ ବାକ୍ୟଗୁଡ଼ିକରେ ଥିବା ଚଡ଼ି ଅକ୍ଷରର ପଦଗୁଡ଼ିକ ଗୋଟିଏ ଗୋଟିଏ ବିଶେଷଣ ପଦ ।
ମାତ୍ର ଏସବୁ ପଦରେ କୁ (ଦୋଷୀ + କୁ = ଦୋଷୀକୁ । ନିର୍ବୋଷ + କୁ = ନିର୍ବୋଷକୁ । ପାପା+ କୁ = ପାପୀକୁ । ରାଗୀ + କୁ = ରାଗୀକୁ) (ପଣ୍ଡିତ + କୁ = ପଣ୍ଡିତଙ୍କୁ. (ଅଜ୍ଞାନ +ହୁଁ = ଅଜ୍ଞାନୟ) । ପାଇଁ (ଭୋଗୀ + ପାଇଁ = ଭୋଗୀପାଇଁ) ଇତ୍ୟାଦି ଯୋଗ ହୋଇଛି । ଏ ପ୍ରକାର ଯୋଗ ସାଧାରଣତଃ ବିଶେଷ୍ୟ ପଦ ପରେ ବିଭକ୍ତି ପ୍ରତ୍ୟୟ ଭାବରେ ବସିଥାଏ ।
ଏଠାରେ ଏ ପ୍ରକାର ବିଭକ୍ତିଯୁକ୍ତ ହୋଇ ବିଶେଷଣ ପଦଗୁଡ଼ିଳ ବିଶେଷ୍ୟ ଭଳି ବାକ୍ୟରେ ବ୍ୟବହୃତ ହୋଇଛି ।
ଏଥିରୁ ଜଣାଗଲା ଯେ ଓଡ଼ିଆ ଭାଷାରେ,
ଓଡ଼ିଆ ବାକ୍ୟରେ ବିଶେଷଣ ପଦକୁ ବି ବିଶେଷ୍ୟ ପଦ ରୂପେ ବ୍ୟବହାର କରାଯାଏ ।
(୨) ବେଳେବେଳେ ବିଶେଷ୍ୟ ପଦକୁ ବାକ୍ୟରେ ଦିଆନଯାଇ ବିଶେଷ୍ୟର ବିଶେଷଣ ପଦଟିକୁ ବି ବିଶେଷ୍ୟ
ରୂପେ ବ୍ୟବହାର କରାଯାଇଥାଏ । ଯଥା— ଦରିଦ୍ର ଦୟାର ପାତ୍ର । ଅହଙ୍କାରୀର ପତନ ନିଶ୍ଚିତ ଘଟେ ।
ଗର୍ବ ଦୁଃଖ ପାଏ । ଦୁଷ୍ଟ ଠୁ ଦୂରେଇ ରହ ।
ଏଠାରେ ଦରିଦ୍ର, ଅହଙ୍କାରୀ, ଗବୀ ଓ ଦୁଷ୍ଟ ପରେ ଲୋକ, ମଣିଷ, ବ୍ୟକ୍ତି, ପିଲା- ଇତ୍ୟାଦି ଯେକୌଣସି
ଗୋଟିଏ ବିଶେଷ୍ୟ ପଦ ବସିପାରନ୍ତା । ଯଥା- ଦରିଦ ମଣିଷ ଦୟାର ପାତୁ । ଅହଙ୍କାରୀ ଲୋକର ପତନ ନିଶ୍ଚିତ ଘଟେ ପ୍ରଭୁତି । ମାତ୍ର ‘ମଣିଷ•a. 'ଲୋକ' ଭଳି ବିଶେଷ୍ୟ ପଦ ନଲାଗି କେବଳ ବିଶେଷଣ ପଦ ଦରିଦ୍ର, ଅହକରୀ,ଗବୀ, ଦୁଷ୍ଟ ବ୍ୟବହୃତ ହୋଇଛି । ବିଶେଷଣ ପଦ ବିଶେଷ୍ୟ ରୂପେ ବ୍ୟବହୃତ ହୋଇ ଭାବ ପ୍ରତିପାଦନ କରୁଛି । ଭାବାର୍ଥ ପ୍ରକାଶରେ କୌଣସି ବାଧା ଉପୁକୁନାହିଁ-..ସୁତରାଂ ଓଡ଼ିଆ ଭାଷାରେ-
ବାକ୍ୟରେ ବିଶେଷ୍ୟ ପଦ ନଥାଇ କେବଳ ବିଶେଷଣ ପଦ ବି ବିଶେଷ୍ୟର
ଅନୁପସ୍ଥିତିରେ ବିଶେଷ୍ୟ ପଦ ଜଳି ଅର୍ଥ ପ୍ରକାଶ କରିଥାଏ ।
(୩) ବିଶେଷ ପଦରେ 'ଆ, ଇ, ଇଆ, ଇବା, ଇୟ, ଉଆ, ଇକ, ଣୀ, ଉଣୀ, ରାଉରା, ଇଲା, ଅଣା,ଯ
ଇତ୍ୟାଦି ପ୍ରତ୍ୟୟ ଯୋଗହୋଇ ବିଶେଷଣ ପଦ ଗଠିତ ହୁଏ । ଯଥା-
ଆ ଯୋଗ : ପାଣି + ଆ = ପାଣିଆ- ଡାଲି ପାଣିଆ ହୋଇଗଲା । ଏହିପରି- ପାଡ଼ିଆ, ମାଟିଆ ।
ଈ- ଯୋଗ : ଗୋଲାପ + ଈ = ଗୋଲାପା- ଗୋଲାପୀ ଶାଢ଼ି । ଏହିପରି- ରୋଗୀ, ରୋଗୀ, ତ୍ୟାଗୀ ।
ଇଆ- ଯୋଗ : ରୋଡ଼ାଣ -+ ଇ = ଗୋଡ଼ାଣିଆ– ଗୋଡାଣିଆ ଲୋକ । ଏହିପରି- ବହଳିଆ, ଯୋଗାଡ଼ିଆ. ଗୋଳିଆ ।
ଇବା- ଯୋଗ : ଶୋ + ଇବା = ଶୋଇବା– ଶୋଇବା ଘର । ଏହିପରି- ପିଇବା, ଭବା, ଦେବା ।
ଇୟ- ଯୋଗ : ଜାତି + ଇ = ଜାତୀୟ- ଜାତୀୟ ସଙ୍ଗୀତ । ଏହିପରି- ଭାରତୀୟ, ଉତ୍କଳୀୟ ।
ଉଆ- ଯୋଗ : ଗାତ + ଉଆ = ଗାତୁଆ ଗାଡ଼ିଆ ମୂଷା । ଏହିପରି- ପାଠୁଆ, ନାଟୁଆ, ଚାଳୁଆ ।
ଇକ ଯୋଗ : ସମାଚ୍ଚ + ଇ = ସାମାଜିକ- ସାମାଜିକ ପାଠ । ଏହିପରି- ସାମୁଦ୍ରିକ, ସାଂସାରିକ ।
ଣୀ- ଯୋଗ : ବର + ଣୀ = ବରଣୀ- ବରଣୀ କନ୍ୟା । ଏହିପରି-ଚୋରଣୀ ଘରଣୀ ।
ଉଣୀ- ଯୋଗ : ଅ + ଉଣୀ = ଅବୁଣୀ- ଅଣୀ ଛାତ୍ରୀ । ଏହିପରି- ବାଘୁଣୀ, ରଖୁଣୀ ।
ରୀ/ଉରା— ଯୋଗ : ଖତ + ରା = ଖତରା- ଖରା କାମ । ଦାଚୁରା, ମନ୍ତୁରା ।
ଇଲା— ଯୋଗ : ପାଟ + ଇଲା = ପାଚିଲା- ପାଚିଲା ଆମ୍ବ । ଫଳିଲା, ଗଡ଼ିଲା, ନାଚିରୀ, ଦେଲା ।
ଅଣା— ଯୋଗ : ପାର୍ + ଅଣା = ମାଗଣା– ମାଗଣା ଜିନିଷ । କାନ୍ଦଣା, ବାଜଣା, ମାରଣା ।
ଯ- ଯୋଗ : କଣ୍ଠ + ଯ = କଣ୍– କଣ୍ୟ ବର୍ଷ । ଓଷ୍ୟ, ଦଗ୍ୟ, ସୌନ୍ଦର୍ଯ୍ୟ, ସୌଜନ୍ୟ ।
(୪) ଓଡ଼ିଆରେ ସଂସ୍କୃତି ପରି ବିଶେଷ୍ୟ ପଦର ଲିଙ୍ଗ ଅନୁସାରେ ବିଶେଷଣ ପଦର ଲିଙ୍ଗରୂପ ମଧ୍ୟ ବ୍ୟବହାର ହୋଇଥାଏ । ଉଦାହରଣ:
କଣ୍ଠ ଜଣେ ମେଧାବୀ ଛାତୁ । ଲତା : ଜଣେ ମେଧାବିନୀ ଛାତ୍ରୀ । ।
ସେ ପୁଅଟି ଅତି ସରଳ । ସେ ଝିଅଟି ସରଳା ।
ସୌଭାଗ୍ୟବାନ୍ତି ପିଲାମାନେ ଯଶସ୍ୱୀ ହୁଅଛି । ସୌଭାଗ୍ୟବତୀ ବାଳିକାମାନେ ଯଶସ୍ତିନୀ ହୁଅନ୍ତି ।
(୫) ଆମ ଓଡ଼ିଆଭାଷାରେ ଅନେକ କ୍ଷେତ୍ରରେ ବିଶେଷଣ ପଦ ସ୍ତ୍ରୀ ବାଟକୁ ଅଥବା ଫୁଲିଙ୍ଗ ବାଚକ
ହୋଇନଥାଏ । ସ୍ତ୍ରୀ ବାଚକ ବିଶେଷ୍ୟର ବିଶେଷଣ ବି ଫୁଲିଙ୍ଗ ବାଚକ ବିଶେଷଣ ହୋଇଥାଏ ।
ଉଦାହରଣଗୁଡ଼ିକୁ ଲକ୍ଷ୍ୟ କର ।
କଳା ଗାଇ କାଳୀଗାଈ ଉଭୟ ବିଶେଷଣ,ଠିକ୍
ସୁନ୍ଦର ଝିଅ ସୁନ୍ଦରୀ ଝିଅ ଉଭୟ ବିଶେଷଣ ଠିକ୍
ବଡ଼ ଭାଇ ବଡ଼ ଭାଉଚ୍ଚ ଉଭୟ ବିଶେଷଣ ଠିକ
ମହା ରାଜା ମହା, ରାଣୀ ଉଭୟ ବିଶେଷଣ -ଠିକ
ଏପରି ଭାବରେ ଆମ ଭାଷାରେ ଉଭୟ ଲିଙ୍ଗରେ ଏକ ପ୍ରକାର ବିଶେଷଣ ମଧ୍ୟ ବ୍ୟବହାର କରାଯାଏ ।
