ଏକାର୍ଥକ ଶବ୍ଦ

ଅଗ୍ନି : ଅନଳ, ଆଶ୍ରୟାଶ, କୃଷାନୁ, ନିଆଁ, ପାବକ, ବହ୍ନି, ବୈଶ୍ଵାନର, ରୋହିତାଶ୍ୱ,
ଶୁଷ୍ମା, ହବ୍ୟବାହନ, ହିରଣ୍ୟରେତା, ହୁତାସନ ।
ଅଗ୍ର : ଉରମ, ପରାର୍ଘ, ପ୍ରଧାନ, ପ୍ରବେକ, ପ୍ରମୁଖ, ପ୍ରାଗ୍ରହର, ବରେଣ୍ୟ, ସଖ୍ୟ ।
ଅନୁକମ୍ପା : ଅନୁକ୍ରୋଶ, କରୁଣା, କାରୁଣ୍ୟ, କୃପା, ଦୟା ।
ଅଭିଜ୍ଞ : କୁଶଳ, କୃତମୁଖ, କୃତି, ନିପୁଣ, ପ୍ରବୀଣ, ବିଜ୍ଞ, ଶିକ୍ଷିତ ।
ଅସୁର : ଇନ୍ଦ୍ରାରି, ଦନୁଜ, ଦାନବ, ଦିତିସୁତ, ଦୈତେୟ, ଦୈତ୍ୟ, ଶୁକ୍ରଶିଷ୍ୟ ।
ଆକାଶ : ଅନନ୍ତ, ଅନ୍ତରୀକ୍ଷ, ଅଭ୍ର, ଅମ୍ବର, ଗଗନ, ନଭ, ପୁଷ୍କର, ବିଷ୍ଣୁପଦ, ବ୍ୟୋମ ।
ଆଖି : ଅକ୍ଷି, ଈକ୍ଷଣ, ଚକ୍ଷୁ, ଦୃକ୍, ଦୃଷ୍ଟି, ନୟନ, ନେତ୍ର, ଲୋଚନ ।
ଇଚ୍ଛା : ଅଭିଳାଷ, ଆକାଂକ୍ଷା, ଈହା, ତର୍ଷ, ବାଞ୍ଚା, ମନୋରଥ, ଲିପ୍ସା,ସ୍ପୃହା ।
ଇନ୍ଦ୍ର : ଦେବରାଜ, ବଜ୍ରପାଣି, ମଘବା, ମହେନ୍ଦ୍ର, ମେଘବାହନ, ଶଚୀପତି, ସହସ୍ରାକ୍ଷ, -ସୁନାସୀର,
ସୁରପତି, ହରିହୟ।
କନ୍ଦର୍ପ : ଅନଙ୍ଗ, କୁସୁମେଷୁ, ପଞ୍ଚଶର, ପୁଷଧନ୍ୱା, ବିଶ୍ଵକେତୁ, ବ୍ରହ୍ମସୂ, ମକରଧ୍ୱଜ,
ମଦନ, ମନ୍ମଥ, ମୀନକେତନ, ସଂବରାରି, ରତିପତି ।
କାଳୀ : ଅପର୍ଣ୍ଣା, ଈଶ୍ଵରୀ, ଗୌରୀ, ପାର୍ବତୀ, ରୁଦ୍ରାଣୀ, ଶର୍ବାଣୀ, ଶିବା, ହିମବତୀ ।
କୋକିଳ : କଳକଣ୍ଠ, କାକପୁଷ୍ଟ, ପରଭୃତ, ପରିପୁଷ୍ଟି, ପିକ, ବନପ୍ରିୟ, ବସନ୍ତଦୂତ ।
ଗଙ୍ଗା : · ଅଳକନନ୍ଦା, ଜହ୍ନୁ ତନୟା, ଜାହ୍ନବୀ, ତ୍ରୀପଥଗା, ଭାଗୀରଥୀ, ଭୀଷ୍ମ,
ବିଷ୍ଣୁପଦୀ, ସରିଦବରା ।
ଗଣେଶ : ଏକଦନ୍ତ, ଗଜାନନ, ଗଜାସ୍ୟ, ଗଣାଧିପ, ବିଘ୍ନରାଜ, ବିଘ୍ନେଶ, ବିନାୟକ,
ଲମ୍ବୋଦର ।
ଗାଈ : ଉସ୍ରା, ଗାବୀ, ଗାଭୀ, ଗୋମାତା, ଧେନୁ, ମାହେୟୀ, ରୋହିଣୀ, ଶୃଙ୍ଗିଣୀ,
ସୌରଭେୟୀ ।
ଗୁରୁ : ଆଙ୍ଗିରସ, ଗୀର୍ପତି,ଧିଷଣ, ବୃହସ୍ପତି, ଶିଖଣ୍ଡିଜ, ଶିକ୍ଷକ, ଶ୍ରେଷ୍ଠ, ସୁରାଚାର୍ଯ୍ୟ |
ଘର : ଆଗାର, ଆଳୟ, ଗୃହ, ନିକାଯ୍ୟ, ନିକେତନ, ନିଳୟ, ନିଶାନ୍ତ, ଭବନ, ସଦନ, ସଦ୍ମ ।
ଘୋଡ଼ା : ଅଶ୍ୱ, ଘୋଟକ, ତୁରଗ, ତୁରଙ୍ଗମ, ପୀତି, ବାହ, ସୈନ୍ଧବ, ହୟ ।
ଚନ୍ଦ୍ର : ଇନ୍ଦ୍ର, ଓଷଧୀଶ, କଳାନିଧି, ଚନ୍ଦ୍ରମା, ଜନ୍ମ, ଦ୍ବିଦ୍ଧରାଜ, ନକ୍ଷତ୍ରେଶ, ମୃଗାଙ୍କ, ରୋହିଣିଶ,
ଶର୍ବରୀଶ, ଶଶଧର, ଶଶାଙ୍କ, ଶଶି, ଶୀତଭାନୁ, ଶୁଭାଶୁ, ସୁଧାଧାର, ସୁଧାଂଶୁ, ହିମାଂଶୁ |
ଜଳ : ଅମ୍ବୁ, ଉଦକ, ଘନରସ, ତୋୟ, ନୀର, ପୟ, ପାଣି, ପାନୀୟ, ବାରି,ମେଘପୁଷ୍ପ
ଶମ୍ବର, ସଲିଳ |
ଦୁର୍ଗା :  ଅମ୍ବିକା, ଈଶ୍ୱରା, ଉମା, କାତ୍ୟାୟନୀ, ଚଣ୍ଡିକା, ଭବାନୀ, ମୃଡାନୀ, ସର୍ବମଙ୍ଗଳା ।
ଦିନ : ଅହ, ଘସ୍ର, ଦିବସ, ବାସର ।
ଦୁର  : ଅନାସନ୍ନ, ଅସନିକୃଷ୍ଟ, ବିପ୍ରକୃଷ୍ଟ |
ଦେବତା : ଅଦିତିନନ୍ଦନ, ଅମର୍ତ୍ତ୍ୟ, ଅମର, ଅମୃତାନ୍ଧ, ଆଦିତେୟ, ତ୍ରିଦଶ, ଦାନବାରି, ଦିବିଷଦ,
ଦୈବତ, ବୃନ୍ଦାରକ, ବିବୁଧ, ସୁମନା ।
ନଦୀ : ତଟିନୀ, ତରଙ୍ଗିଣୀ, ଦ୍ୱିପବତୀ, ଧୁନୀ, ନଈ, ନିମ୍ନଗା, ଶୈବଳିନୀ, ସରିତ୍,
ସ୍ରୋତସ୍ଵତୀ ।
ନିକଟ : ଅନ୍ତିକ, ଆସନ୍ନ, ଉପକଣ୍ଠ, ସଦେଶ, ସନୀଡ଼, ସମର୍ଯ୍ୟାଦ, ସମୀପ, ସଂନିକୃଷ୍ଟ ।
ପକ୍ଷୀ : ଅଣ୍ଡଜ, ଖଗ, ଗରୁମାନ, ଦ୍ୱିଜ, ପତଗ, ପତ୍ରରଥ, ବିହଙ୍ଗ, ବିହଙ୍ଗମ, ଶକୁନ୍ତ ।
ପଣ୍ଡିତ : କୋବିଦ, ଜ୍ଞାନୀ, ଦୀର୍ଘଦର୍ଶୀ, ଦୂରଦର୍ଶୀ, ଦୋଷଜ୍ଞ, ଧୀର, ବିଜ୍ଞ, ବିହ୍ୱାନ, ବୁଧ, ମନୀଷୀ ।
ପଦ୍ମ ; ଅରବିନ୍ଦ, କମଳ, ନଳିନ, ନୀରଜ, ପଙ୍କଜ, ବନଜ, ବନଜିନୀ, ବାରିଜ, ମହୋତ୍ପଳି, ରାଜୀବ,
ଶ୍ରୀବାସ, ସରୋଜ, ସରସୀରୁହ, ସରସ ।
ପବନ : ଅନିଳ, ଆଶୁଗ, ଗନ୍ଧବାହ, ନଭସ୍ୱାନ, ପବମାନ, ପ୍ରଭଞ୍ଜନ, ବାୟୁ, ମାରୁତ,  ସମୀର |

ପର୍ବତ : ଅଚଳ, ଅଦ୍ରୀ, ଅହାର୍ଯ୍ୟ, ଅହୀବ୍ର, ଗିରି, ଭୂଧର, ଭୂଭୃତ୍, ମହୀଧର, ଶିଖରୀ
ଶିଳୋଚ୍ଚୟ, ଶୈଳ ।
ପିତା: ଜନକ, ଜନିତା, ପ୍ରସବିତା, ପ୍ରସବୀ, ତାତ ।
ପୃଥିବୀ : ଅଚଳା, ଅନନ୍ତା, ଅବନୀ, କ୍ଷିତି, ଧରଣୀ, ଧରିତ୍ରୀ, ପୃଥୀ, ବସୁଧା, ବସୁନ୍ଧରା
ବସୁମତୀ, ବିଶ୍ଵମ୍ଭରା, ଭୂମି, ମହୀ, ମେଦିନୀ, ରସା, ସର୍ବଂସହା, ସରଘ ସ୍ଥିର ।
ପୋଖରୀ : କାସାର, ଜଳାଶୟ, ପୁଷ୍କରିଣୀ, ସରୀ, ସରସୀ, ହ୍ରଦ ।
ଫଳ : ଅଧିକ, କାର୍ଯ୍ୟସିଦ୍ଧି, ପରିଣାମ, ମୀମାଂସା, ଲାଭ, ହିତ ।
ଫୁଲ : କୁସୁମ, ପୁଷ୍ପ, ପ୍ରସୂନ, ସୁମ, ସୁମନ ।
ବଜ୍ର  : ଅଶନି, କୁଳିଶ, ଦମୋଳି, ପବି, ଭିଦୁଷୀ, ଶତଧାର, ଶମ୍, ହ୍ମାଦିନି ।
ବନ : ଅଟବୀ, ଅରଣ୍ୟ, କାନନ, ଗହନ, ବଣ, ବିପିନ ।
ବିଷ୍ଣୁ : ଅଚ୍ୟୁତ, ଆଦିଦେବ, ଉପେନ୍ଦ୍ର, କୃଷ୍ଣ, କେଶବ, ଗୋବିନ୍ଦ, ଚକ୍ରଧର, ଜଗନ୍ନାଥ,
ଦାମୋଦର, ନାରାୟଣ, ପଦ୍ମନାଭ, ପୀତାମ୍ବର, ପୁରୁଷୋତ୍ତମ, ବନମାଳୀ,
ବାସୁଦେବ, ମାଧବ, ଶ୍ରୀପତି, ହୃଷୀକେଶ ।
ମନୁଷ୍ୟ :  ନର, ମଣିଷ, ମନୁଜ, ମର୍ତ୍ତ୍ୟ, ମାନବ, ମାନୁଷ । ମୟୁର : କେକୀ, ନୀଳକଣ୍ଠ, ବହିଣ, ବହିଃ, ଭୁଜଙ୍ଗଭୁକ୍, ଶିଖାବଳ, ଶିଖୀ ।
ମାତା : ଜନନୀ, ଜନୟିତା, ଜନିକା, ଜନୀ, ଜନିତ୍ରୀ, ଜନୟୀତ୍ରୀ, ପ୍ରସବିତ୍ରୀ, ପ୍ରସୂ ।
ମୃଗ : ଅଜିଯୋନି, କୁରଙ୍ଗ, କୃଷ୍ଣସାର, ବାତାୟୁ, ହରିଣ ।
ମେଘ : ଅମ୍ବୁଦ, ଘନ, ଜଳଧର, ଜୀମୂତ, ଧାରାଧର, ଧୂମଯୋନି, ନୀରିଦ, ପୟୋଦ,
ପୟୋଧର, ବାରିଦ, ବାରିବାହ, ବଳାହକ, ମୁଦିର ।
ରାତ୍ରୀ : ତମସ୍ତିନୀ, ତ୍ରିଯାମା, ନିଶା, ନିଶୀଥୁନୀ, ବିଭାବରୀ, ଯାମିନୀ, ରଜନୀ,
ଶର୍ବରୀ, ଶ୍ୟାମା ।
ଇକ୍ଷ୍ମୀ : . ଇନ୍ଦିରା, କମଳା, ପଦ୍ମ, ପଦ୍ମାଳୟା, ପଦ୍ମବାସା, ପଦ୍ମାସନା, ରମା, ଶ୍ରୀ,
ହରିପ୍ରିୟା ।
ଶୀଘ୍ର : । ଅବିଳମ୍ବିତ, ଅର, ଆଶୁ, କ୍ଷିପ୍ର, ଚଞ୍ଚଳ, ଚପଳ, ତ୍ବରିତ, ଦୁତ, ସତ୍ଵର ।
ଶୁକ୍ଳ : ଅବଦାତ, ଗୌର, ଧବଳ, ଧଳା, ବଳକ୍ଷ, ବିଶଦ, ସିତ, ଶୁଭ୍ର, ଶ୍ଵେତ ।
ଶିବ :  ଈଶ, ଈଶାନ, ଉମାପତି, କୃରିବାସ, ଗଙ୍ଗାଧର, ତ୍ରିଲୋଚନ, ପଶୁପତି,
ମହାଦେବ, ମହେଶ୍ୱର, ମୃତ୍ୟୁଞ୍ଜୟ, ରୁଦ୍ର, ଶଙ୍କର, ଶମ୍ଭ, ଶୂଳୀ, ଶ୍ରୀକଣ୍ଡ । ।
ସମୁଦ୍ର : ଅବ, ଅକୃପାର, ଅସୁଧ, ଜଳନିଧ, ତୋୟନିଧ, ପୟୋନିଧ, ପାରାବାର,
ବାରି, ବାରିନିଧ, ମହୋଦଧ, ରନାକର, ସରିତୃପତି, ସାଗର, ସିନ୍ଧୁ ।
ସରସ୍ବତୀ : ଆର୍ଯ୍ୟ, ଶ୍ଵରୀ, ବାଗଦେବୀ, ବାଗୀଶ୍ୱରୀ, ବ୍ରାହ୍ମା, ବୈଦଗଭୀ, ଭଗବତୀ,
ଭାରତୀ, ମହାବାଣୀ, ମହାବିଦ୍ୟା, ଶାରଦା ।
ସଂସାର : ଜଗତ, ଜଗତୀ, ବିଷ୍ଟପ, ବିଶ୍ବ, ବ୍ରହ୍ମାଣ୍ଡ, ଭୂବନ, ଲୋକ ।
ସିଂହ : କେସରୀ, ପଞ୍ଚାସ୍ୟ, ପଶୁରାଜ, ମୃଗରାଜ, ମୃଗେନ୍ଦ୍ର, ହର୍ଯ୍ୟକ୍ଷ ।
ସୁନ୍ଦର : କାନ୍ତ, ଚାରୁ, ମଞ୍ଜୁଳ, ମନୋଜ୍ଞ, ମନୋରମ, ମନୋହର, ରୁଚିର, ଶୋଭନ,
ସୁଗମ ।
ସୂର୍ଯ୍ୟ : ଅର୍ଯ୍ୟମା, ଅରୁଣ, ଆଦିତ୍ୟ, ଗ୍ରହପତି, ତପନ, ଦିବାକର, ପ୍ରଭାକର, ଭାନୁ,
ଭାସ୍କର, ମିହିର, ରବି, ସବିତା, ସହସ୍ରଶୁ, ସୂର ।
ସ୍ତ୍ରୀ : ଅବଳା, କାନ୍ତା, ଯୌଷା, ଜାୟା, ଦାରା, ନାରୀ, ପନୀ, ବଧ, ବନିତା,
ବାମା, ଭାର୍ଯ୍ୟା, ମହିଳା ।
ସ୍ଵାମୀ : ଅଧିପ, ଈଶିତା, ଈଶ୍ଵର, କାନ୍ତ, ଧବ, ପତି, ପ୍ରଭୁ, ଭର୍ତ୍ତା ।
ହସ୍ତୀ :  କରି, କୁଞ୍ଜର, ଗଜ, ଦନ୍ତାବଳ, ଦନ୍ତୀ, ଦ୍ୱିରଦ, ପଦ୍ମୀ, ବନଜ, ବାରଣ,
ମତ୍ତଂଗଜ, ସ୍ତମ୍ୱେରମ, ହାତୀ ।