NOUN
Suvam, Supriya, Girl, Boys, Bhubaneswar, India,
Villege,City, table, happiness, dream,
Balu, house, road, candle, pen, temple,
Orissa, sorrow, Odisha
ଉପରଲିଖିତ word ଗୁଡିକ ପଢ ଓ ସେମାନଙ୍କ ଅର୍ଥ ବୁଝ | ସେଗୁଡିକ ପ୍ରତେକ ଗୋଟିଏ ଗୋଟିଏ name କୁ ବୁଝାଉଛି –ବ୍ୟକ୍ତିଙ୍କ ହେଉ, ସ୍ଥାନର ହେଉ, ଜିନିଷର ହେଉ, ବା ଅପ୍ରାକୃତିକ ପଦାର୍ଥ ହେଉ ତେଣୁ ସେଗୁଡିକ ସବୁ noun.
NOUN=any name/ what you can see or feel is a noun.
ଯାହା ତୁମେ ଦେଖିପାରିବ ବା ଅନୁଭବ କରି ପାରିବ , ତାହା noun ଏଥର ସେଗୁଡିକୁ ୩ ଭାଗରେ ବିଭକ୍ତ କରିବା :- (ଅର୍ଥ ଅନୁସାରେ)
Proper noun (ବ୍ୟକ୍ତି ବା ସ୍ଥାନର ନାମ)
Name of person:- Suvam, Sipra, Balu, Sila
Name of places:- Bhubaneswar, India, Orissa
Common noun- ଜିନିଷର ନାମ
Name of things in general- Girl,boys,village,city,table,house, Road,candle,pen,temple
Abstract noun- ଅପ୍ରାକୃତିକ ପଦାର୍ଥର ନାମ
Something we can't see but feels
Happiness, dream, sorrow
ତେବେ ଏହି ଉଦାହରଣରୁ ଜାଣିଲେ ଯେ Noun ୩ ପ୍ରକାରର ଯଥା;-
i. Proper noun – Name of person or place
ii.Common Noun- Name of things
iii.Abstract Noun – Name of quality, action or state.
ଆଉ କିଛି ଉଦାହରଣ ନେଇ Noun ର ଅନ୍ୟାନ category ବିଷୟରେ ଜାଣିବା |

Boys ,girl,book,milk,table, pen, people,cattle,
army,lady,crowd,children,air,ink,buses.
Countable: Nouns can be counted
Boys,girl,book,table,pen,lady,children,buses
Un countable: Nouns cant be counted
Water, milk, air, ink
Group/Collective: Nouns in group
People,cattle,army,crowd

Countable Nouns: The nouns that can be counted or having a definite number. (ଯାହା ଗଣି ହୁଏ)
Uncountable Nouns: The number that
can’t be counted ( but can be measured ) (ଯାହା ଗଣି
ହୁଏନାହିଁ କୁନ୍ତୁ ମାପି ହୁଏ )
Collective Nouns: The noun that refers
to a group.
CHANGE IN NOUNS
ପୁଣି କିଛି ଉଦାହରଣ ନେଇ Noun ର ବିଭିନ୍ନ
ପରିବର୍ତ୍ତନ ଲକ୍ଷ୍ୟ କରିବା |
ତଳ ଉଦାହରଣ ଗୁଡିକୁ ଲକ୍ଷ୍ୟ କର, ଅର୍ଥ ବିଝି ସେଗିଡିକ କି Noun ଚିହ୍ନ ଓ 2 ଟି ଭାଗରେ ବିଭକ୍ତ
କର |
boy, temple, tables, girls, children, Knives,
book, pens, pencils, building, clock.
Singular
Plural
Boy, temple, book, table, girl, children,
knives,pens
Building, Clock, amount one pencils, amount more than one
ତେବେ Countable noun ର 2ଟି ରୂପ ଥାଏ ଯଥା :-Singular ଓ plural
ଏଥିରେ ଲକ୍ଷ୍ୟ କରିବା କିପରି Singular
ସବୁ plural ହେଉଛି |
1. Singular Plural
boy boys
pen pens
girl girls
table tables
Noun Noun+s
ଅଧିକାଂଶ Nounରେ –s ଯୋଗକରି କରାଯାଏ |
2. Singular Plural
Box boxes
Box boxes
Bus buses
Glass Glasses
Class classes
Match matches
Noun Noun + es
କିନ୍ତୁ ଯେଉଁ Noun ଶେଷରେ –s, -sh, -x, ଓ –ch ଥିବ ସେଥିରେ –es ଯୋଗ ହେବ Plural କରିବାପାଇଁ |
3.
Singular
Plural
Hero
heroes
Echo
echoes
Patato Patatoes
Noun
Noun+es
ଲକ୍ଷ୍ୟକର କେତେକ Noun ଯାହା ଶେଷ –O ଥିବ | ସେଥିରେ Plural
ପାଇଁ –es ଯୋଗ ହେବ |
କିନ୍ତୁ କେତେକ ବ୍ୟତିକ୍ରମ :
4.
Singular
Plural
Dynomo dynamos
Ratio
ratios
Stereo stereos
Noun
Noun+s
କେତେକ Noun ଶେଷରେ –O ଥିଲେ ମଧ୍ୟ ପ୍ଲୁରଲ୍ ପାଇଁ –S ଯୋଗ ହୁଏ |
5.
Singular Plural
Baby Babies
Lady
ladies
City
cities
Noun
Noun-y+ies
କେତେକ Noun ଶେଷରେ –y ଥିଲେ ସେହି –y ଉଠି ସେଠାରେ –ies ବସିବ |
(ଲକ୍ଷ୍ୟକର ଏଠାରେ –y ପୂର୍ବରୁ consonant ରହିଛି |
6.
Singular
Plural
Wife
Wives
Knife
Knives
Calf
Calves
Wolf
Wolves
Noun
Noun-f/fe+ves
ପ୍ରାୟତଃ Noun ଶେଷରେ –f ବା –fe ଥିଲେ ସେଠାରେ –ves ବସି Plural ହୁଏ |
7.
Singular Plural
Proof Proofs
Safe Safes
Chief (Noun) Chiefs (Noun+s)
ଏଠାରେ Noun ଶେଷରେ –f ବା –fe ଥିଲେ ମଧ୍ୟ Plural ପାଇଁ କେବଳ –S ଯୋଗ ହେଉଛି |
8.
Singular Plural
Man men
Foot feet
Tooth teeth
କେତେକ Noun ର inside vowel ପରିବର୍ତ୍ତନ ହେଲେ Plural ହୁଏ |
Number charger in compound nouns
9.
Singular
Plural
Commander-in Chief
Commanders-in Chief
Son-in-law
Sons-in-law
Passer-by
Passers-by
Noun+Other
Noun+S+Others
ପ୍ରଥମ Part
ରେ –S ଯୋଗକରାଯାଇଥାଏ |
10.
Singular Plural
Step-son Step-sons
Maid-servant Maid servants
Step-daughter Step-daughters
Adj-Noun Adj-Noun+s
ଶେଷରେ –S ଯୋଗ ହୁଏ |
11. Singular Plural
Sheep Sheep
Deer deer
Noun Noun
କେତେକ Noun ର ଉଭୟ Singular ଓ Plural ରୂପ ସମାନ୍ |
ଏହିଭଳି Singular କୁ Plural ରେ ପରିଣତ କରାଯାଇଥାଏ |ତୁମ ପାଇଁ ଏତିକି ଯଥେଷ୍ଟ |
ଅଧିକ ଜାଣିବାକୁ ହେଲେ ଭଲ dicitionary ରେ ପ୍ରତ୍ୟେକ Non ର Plural ରୂପ ନୀରିକ୍ଷଣ କର |English ରେ ଅନେକ ବିଦେଶୀ ଭାଷା ପଶିଛି |ତେଣୁ ସେଗୁଡିକ କିପରି Plural ହେଉଛି ଲକ୍ଷ୍ୟ କର |
କେତେକ Noun ସର୍ବଦା Plural ରେ ଥାଏ |
ଯଥା :-Spectcles, Scissors, trousers, Brilliards,/କେତେକ Noun ଶେଷରେ -s ଥିଲେ ମଧ୍ୟ ସେଗୋଡିକ Singular ରେ ପରିଗଣିତ ହୁଅନ୍ତି |
Mathematics, Physics, News, Politics, innings, Measles, etc.
ଏହି ଉଦାହରଣ ଗୁଡିକୁ ଲକ୍ଷ୍ୟ କର |
A.
i) My Family lives in Kendrapara.
ii) My family are early risers.
B.
i) The present government is very popular.
ii) The government have not agreed with the change.
ଲକ୍ଷ୍ୟକର a (i) ଓ b (ii) ରେNoun ଗୁଡିକ Family ଓ government Singular verb ନେଉଛନ୍ତି | ତେଣୁ ସେଗୁଡିକ Singular ଓ ଗୋଟିଏ ଗୋଟିଏ group କୁ ବୁଝାଉଛନ୍ତି |
ସେହିଭଳି ଆଉ କେତେକ Noun ଯଥା- committee, audience, team, crowd (ଯାହାକୁ group ବା Collective noun କୁ ବୁଝାଏ )
The politic have arrested the thief.
The cattle are grazing.
ଏଠାରେ Police ଓ cattle ଯୋଗ –s ହୋଇନାହିଁ |କିନ୍ତୁ ସେମାନେ Plural. ସେହିଭଳି କେତେକ Noun ସର୍ବଦା Pluralରେ ରହନ୍ତି ଓ Plural verb ମଧ୍ୟ ନିଅନ୍ତି |ସେମାନଙ୍କର Singular ମଧ୍ୟ ଥାଏ | ଯଥ:-
Police a policeman
People person
Cattle cow or bull
Plural Singular
Arm arms=mare than one arm arms=weapons
Colour Colour=more than one colour Colours=flags
Custom Customs=more than one custom Customs=a type of tax
ଉପରୋକ୍ତ ଉଦାହରଣରୁ ଆମେ ଜାଣିଲେ କେତେକ Noun ର Plural ର –s ଯୋଗହେଲେ ଏହା Plural କୁ ବୁଝାଇବା ସହ ଅନ୍ୟ ଏକ ଭିନ୍ନ ଅର୍ଥକୁ ମଧ୍ୟ ବୁଝାଏ |
(ସେହିଭଳି ଅନ୍ୟ noun ଗୁଡିକର ଏକ ତାଲିକା କର |)
The poor=poor people
The rich=Rich people
The sick=Sick people
କେତେକ ‘adject’ ପୂର୍ବରେ ‘the’ ବସିଲେ ଏହା Plural count noun କୁ ବୁଝାଏ |
ଆମେ adjective ବିଷୟରେ ପରେ ପଢିବା |
Look at the example:
Boy girl child book
Man woman baby table
Cow bull calf cup
Brother sister cousin table
Dog bitch pop bench
Male female either male neither male female
Or female
Noun ପ୍ରାୟତଃ 4ଟି Gender କୁ ବୁଝାଏ ଯଥା: Masculine (male), Feminine (female), Common (both masculine and feminie) Neuter (Neither masculine nor feminine)
Masculine Feminine
Lion lioness
Host hostess
Poet poetess
Priest priestess
Prophet prophetess
Noun Noun+ess
କେତେକ Noun ଶେଷରେ –ess ଯୋଗ କଲେ feminineହୁଏ |
Masculine Feminine
Actor Actress
Hunter Huntress
Tiger Tigress
Waitor waitress
Noun Noun-last vowel+ess
କେତେକ Noun ର ଶେଷ vowel ଉଠାଇ, -ess ଯୋଗକଲେ Feminine ହୁଏ |
Masculine Feminine
Boy Girl
Man Woman
Father mother
Dog Biter
Cock hen
Son Daughter
Uncle Aunt
Husband Wife
King Queen
Noun Different Words
କେତେକ Noun ର feminine ପାଇଁ ସମ୍ପୂର୍ଣ୍ଣ Different word ବ୍ୟବହାର କରାଯାଏ |
Masculine feminine
He-goat She-goat
He-calf She-calf
He-bear She-bear
Man-servant Maid-servant
Masculine-noun femine-Noun
କେତେକ Compound Noun ର First Part କୁ change କରାଯାଇ Feminine କରାଯାଏ |
Masculine Feminine
Peakcock Peahen
Milkman Milk maid
Land lord Land lady
Noun+Masculine Noun+feminine
କେତେକ Compound Noun ର last part କୁ change କରାଯାଇ Feminine କରାଯାଏ|
ଏହିଭଳି ବିଭିନ୍ନ ଉପାୟରେ Macsuline Gender କୁ Feminine Gender ରେ ପରିଣତ କରାଯାଏ |
Friend, Child, baby, pupil, Student, enemy, orphan, courin ଇତ୍ୟାଦି common gender ଯେତେବେଳେ କୌଣସି Noun ର Gender clear ଭାବେ ଜଣା ନପଡେ ବା ଉଭୟ Masculine ଓ feminine କୁ ବୁଝାଏ, ତାହା Common Gender.
Looks at the nouns:
Table, chair, book, pen, pencil, school, cup, trees, flowers, etc
ଏହି noun ଗୁଡିକ ନା Feminine ନା Masculine ତେଣୁ ସେମାନେ Neuter Gender.
ତେଣୁ କୌଣସି ଏକ ‘Noun’ ଦେଖିଲେ ତାହାର gender ନିରୂପଣ କର ଏବଂ ଏହାପାଇଁ କଣ ପରିବର୍ତ୍ତନ ହେଉଛି ବାକ୍ୟରେ ଲକ୍ଷ୍ୟ କର |
CASES OE THE NOUNS
i.Father bought a pen.
ii.Suvam kicked the ball.
iii.children play cricket.
Look at the above examples:
i.ପ୍ରତେକ sentences ରେ ୨ଟି ଲେଖାଏଁ Noun ଅଛି |ସେଥିରେ underline କରାଯାଇଛି ଓ ୧,୨ ତଳେ ଲେଖାଯାଇଛି |
ii.ପ୍ରତେକ sentence ର ପ୍ରଥମ Noun ଗୁଡିକ ହେଉଛନ୍ତି Subject.ତେଣୁ ଯେଉଁ Noun Subject ରୂପେ ବ୍ୟବହୃତ ହୋଇଥାଆନ୍ତି, ତାକୁ Nominative case କହନ୍ତି |
iii.ପ୍ରତେକ sentence ରେ verb ପରେ Noun object ହିସାବରେ ବସିଛନ୍ତି |
ତେଣୁ ସେଗୁଡିକ Accusative ବା Objective Case.
ତେବେ ଯଦି Noun object ଭାବେ ବ୍ୟବହୃତ ହୋଇଥାଏ ତେବେ ତାହା Nouns
Accusative or Objective Case.
Look at these example :
a.This ia Mamuni’s hand.
b.That is hand of a chair.
c.That is Muni’s leg.
d.This is the leg of a table.
ଲକ୍ଷ୍ୟକର-
i. ପ୍ରତେକ Bold ହୋଇଥିବା Phrase ଗୋଟୋଏ ଲେଖାଏଁ Noun phrase
ii. a ଓ c ଦୁଇଟି ଲେଖାଏଁ Noun ରହିଛି ଓ MAMUNI’S ଓ Muni’s କୁ ଲକ୍ଷ୍ୟ କର |Nouns ରେ S ଯୋଗ ହୋଇଛି |ଏହାକୁ s apostoph-s କୁହାଯାଏ |
iii.b ଓ d ଦୁଇଟି Noun ମଝିରେ of ରହିଛି |ଏହାକୁ of-construction କୁହାଯାଏ |
iv.ତେବେ ଏହି s ଓ of-construction ଉଭୟକୁ possessive case କହନ୍ତି |
a.ତେବେ ଚିନ୍ତା କରିବା କେଉଁ ଭଳି Noun ପାଖରେ s ଓ କେଉଁ ଭଳି Noun ପାଖରେ of-construction ବସେ |
look at the following example:-
1.This is Mamuni’s hand.
2.That is Muni’s leg.
3.Here is a cow’s head.
4. This is my mother’s saree.
ଲକ୍ଷ୍ୟକର Mamuni’s, Muni’s, Cow’s, mother’s ଏଠାରେ Mamuni, Muni, cow, mother ସବୁ living beings |
i.ତେଣୁ ଯଦି Noun Singular ହୋଇଥାଏ 3,4 ଓ Proper Noun 1,2 ହୋଇଥାଏ ତେବେ ସେଠାରେ Possissive ପାଇଁ S ବସେ|
b. men’s club, Women’s college, Children’s park ଉପରୋକ୍ତ example ରେ Plural Noun ର Possessive ହୋଇଛି | ଲକ୍ଷ୍ୟକର ଏହି Plural Noun ଗୁଡିକର ଶେଷରେ s ନାହିଁ ତେଣୁ ସେଠାରେ s possive ପାଇଁ ବସିଲା|
iii.ତେବେ ମନେରଖ: ଯଦି Plural Noun ଶେଷରେ s ନଥିବ ତେବେ Possessive ପାଇଁ s ବସିବ |
c.Compare
Singular Possissive Plural Possissive
A boy’s shirt a boy’s High school
A girl’s frock a girl’s High school
ଲକ୍ଷ୍ୟ କର boy’s(singular) ଓ boys (Plural Possessive)
iii.ମନେରଖ-ଯଦି ହୋଇଥାଏ Possessive Plural ଓ ଶେଷରେ –s ଥାଏ ତେବେ ସେହି –s ପରେ........ବସେ |
Leg of the chair
Hand of the clock
Seed of a fruit
Noun of Noun Phrase
ଏହି example ଗୁଡିକ ସାଧାରଣତଃ Non-living things ର Possessive କୁ ବୁଝାଏ |
ଅତେଏବ Non-living things ର Possessive ପାଇଁ of-construction ବ୍ୟବହୃତ ହୁଏ |
Look at the following example and compare
a.This is my father’s portrait.
Here is my mother’s ring.
There is your brother’s bicycle.
Noun’s+Noun
b.This is a portrait of my father’s.
Here is a ring of my mother’s.
There is a book of your brother’s.
Side-a ରେ ଲକ୍ଷ୍ୟକର Possessive ପାଇଁ ସବେ s ବ୍ୟବହୃତ ହୋଇଛି |
Side-b ରେ ଦେଖ Possessive ପାଇଁ ......of.......S
ଯଦି ଉଭୟ construction ବ୍ୟବହୃତ ହୋଇଛି |ତେବେ ଏହାକୁ double-Possessive କହନ୍ତି |
ଯଦି କେବଳ S ବା କେବଳ of-construction ଥାଏ ତେବେ ଏହା single Possessive.
This is my mother’s ring
This is a ring of my mothers
ତେବେ ଆମେ ଏହିConclusion ରେ ପହଞ୍ଚିବା ଯେ, କେବେଳ ଗୋଟିଏ ଥିଲେ ଓ ଏହାକୁ ବୁଝାଇଲେ Sବା single Possessive ବସେ
ସେହିପରି ଅନେକ ଜିନିଷରୁ ଗୋଟିଏକୁ ଆଣିଲେ ସେଠାରେ double Possessive ବସେ |
କେତେକ Noun Single Possessive ହୁଏ ମାତ୍ର Double Possessive ହୁଏ ନାହିଁ |
ଲକ୍ଷ୍ୟକର
This is Rama’s father. This ia a father of Rama.
That is Hari’s mother. That is a mother of Hari’s.
Here is Mamuni’s best friend. Here is a best friend of Mamuni’s.
ଯାହା one and only one ହୋଇଥିବ ବା ଯାହାର କୌଣସି Second ନଥିବ ସେଠାରେ single Possessive ବସିବ.
ଲକ୍ଷ୍ୟକର;-
A day’s work.
An hour’s wait.
A week’s holiday.
A month salary
Time word’s +noun
Time expression ପାଖରେ ମଧ୍ୟ s ବସିପାରେ |
I visited my uncle’s yesterday.
He is going to the doctor’s.
ଯଦି place, building, shop ଆଦି ବୁଝାଏ ତେବେ S ପରେ ସେହି word ନଲେଖିଲେ ଚଳିବ |Possessive ବିଷୟରେ ଆହୁରି ଅଧିକ ଜାଣିବାକୁ ଚେଷ୍ଟା କର |
Appositions
Look at the following examples:-
Gopi our servant is very honest.
Madhavi your friend is here.
I met uncle shyam a brother of my mother.
Here is Bapuni your friend.
ଲକ୍ଷ୍ୟ କର ପ୍ରତ୍ୟେକ Noun phrase ରେ ୨ ଟି ଲେଖା Noun ପାଖାପାଖି ବସିଛିନ୍ତି | ସେମାନେ ମଧ୍ୟ ଜଣକୁ ହିଁ ବୁଝାଉଛନ୍ତି | ଏହାକୁ Apposition କହିବା |
(Apposition=Placing near)
ତେବେ ଯଦି ୨ ଟି Noun ପାଖାପାଖି ବସିଥାନ୍ତି ଓ ଗୋଟିଏ କୁ ହିଁ ବୁଝାଉଥାଆନ୍ତି | ତାହା Apposition.
Again look below:-
Mahatma Gandhi, the father of our nation was a great man.
Our headmaster, Mr. Sahoo is very strict.
Do you know anything about the Mahanadi, the largest river in Orissa.
ଏଠାରେ ପ୍ରତେକ sentence ରେ ୨ଟି ଲେଖାଏଁ Noun ପାଖାପାଖି ବସିଛନ୍ତି |ସେମାନେ ନିଶ୍ଚୟ ପରସ୍ପର apposition.
କିନ୍ତୁ ଲକ୍ଷ୍ୟ କର ଏଠାରେ ଉଭୟଙ୍କୁ ମଝିରେ[ , ] ‘comma’ ରହିଛି | ଏହାର କାରଣ?
ଜଦି ପ୍ରଥମ Noun ର ଅର୍ଥ ସୁସ୍ପଷ୍ଟ ହୁଏ ଓ ଦ୍ୱିତୀୟଟି ତା ବିଷୟରେ କିଛି ଅଧିକ ଧାରଣା ଦିଏ | ସେଠାରେ ଉଭୟ ମଝିରେ, ‘କାମ’ବସେ |
ଯଦି ପ୍ରଥମ Noun ର ଅର୍ଥ ପେଆଞ୍ଜଳ ହୁଏ ସେଠାରେ [ , ] ବସିବ ନାହିଁ |
ଲକ୍ଷ କର:-My father, your brother, his sister, are coming.
I need a pen, a pencil, two books.
ଏଠାରେ ଏକାଧିକ Noun ପାଖାପାଖି ବସିଛନ୍ତି ଓ ସେମାନଙ୍କ ମଧ୍ୟରେ [, ] ଅଛି ଏଠାରେ ସେମାନେ Apposition ରେ ନାହାନ୍ତି | କାଏଅଣ?
କାରଣା ସେମାନେ ଗୋଟିଏ Noun କୁ ବୁଝାଉନାହାନ୍ତି, ସେମାନେ ଅଲଗା ଅଲଗା Noun.
Uncountables
ପୁନଶ୍ଚ Noun ଏହି ଗୁଡିକୁ ଲକ୍ଷ୍ୟ କର |
Water, air, milk, sand, rice, ink, glass, chalk, soap, wheat, bread, wood, paper, iron, gold, ଇତ୍ୟଦି |
ମନେପକାଅ ଏଗୁଡିକ କି ପ୍ରକାରର Noun?
ଏଗୁଡିକ ହେଲେ Uncountable
Can you count them? No it is not possible.
But can you measure them? Yes, it is possible.
So the nouns which can’t be counted but they can be measure are called Uncountables.
ଯେଉଁ Noun ଗୁଡିକ ଗଣି ହୁଏ ନାହିଁ ତାହା Uncountable =.
Water is precious.
Gold is valuable.
Rice is food.
Milk needs boiling.
Uncountable noun ପରେ verb-from କୁ ଲକ୍ଷ୍ୟ କର:-
ପ୍ରତେକ uncountable noun singular verb from ( ଯାହାକି Third person singular ପାଖରେ ବସେ ) ସାଥିରେ ନିଏ |
Uncountable Noun ର amount କିପରି ପ୍ରକାଶତ ହୁଏ ଲକ୍ଷ୍ୟ କର |
A bucket of water.
A glass of milk.
A bag of rice.
A bottle of ink.
A piece of chalk.
A sheet of paper.
a…… of Uncountable
କେତେକ fixed expression ଏହି formula (a… of … ) ରେ ବସଲେ uncountable noun ର amount କୁ ବୁଝାଏ |
A bucket of water 5 bucket of water
A glass of water 3 glass of milk
A ton of coal 2 tons of coal
A bar of chocolate 6 bar of chocolate
ଏହିଭଳି Uncountable Noun ଗୁଡିକ Plural କରାଯାଇପାରେ କିନ୍ତୁ ସାଧାରଣତଃ countable ଭଳି-S ବା କିଛି ଯୋଗ ହେଲେ plural ହୁଏ ନା |
କେତେକ Uncountable noun ରେ-S ଯୋଗ ହେଲେ ତାହା countable Noun କୁ ବୁଝାନ୍ତି |
ଲକ୍ଷ୍ୟ କର:-
I need a pen and a piece of paper for writing.
This jug is made of glass.
Iron is a metal.
I am reading some papers on ‘Medicine’? (Paper= subject, articles.)
Where are my glasses? (glasses =spectacles ଚଷମା )
I need an iron. (an Iron=ଇସ୍ତ୍ରୀ )
ଏହି ଭଳି କେତେକ Uncountable noun କୁ countable ଭଳି singular o Plural କରାଯାଏ ମାତ୍ର ତାହାର ଅର୍ଥ ମୂଳ ଅର୍ଥଠାରୁ ଅଲଗା ହୁଏ |
ଆଉ କେତେକ ବ୍ୟତିକ୍ରମ:
Copper ତମ୍ବା Coppers=coins
Wood (=timber) woods(=forest)
Sand Sans (=desert)
Iron (=a metal) Iron (=hade cuffs)