PREFIX AND SUFFIX (ଉପସର୍ଗ ଓ ପ୍ରତ୍ୟୟ)
1.ଓଡିଆରେ ବ୍ୟବହାର ହେଉଥିବା କୋଡିଏଟି ଉପସର୍ଗ ନିମ୍ନରେ ଦିଆଯାଇଛି
|
ପ୍ର, ପରା, ଅପ୍, ସମ୍, ନି, ଅଢି, ସୁ, ନିର୍, ଉତ୍, ପରି, ପ୍ରତି, ଅବ, ଅନୁ, ଦୁର୍,
ବି, ଅଭି, ଅତି, ଉପ, ଅପି, ଆ |
ଏମାଙ୍କ ମଧ୍ୟରୁ ଅଧିକାଂଶ ଉପସର୍ଗ ଗୋଟିଏ ଶଦ୍ଦଏଅ ଆରମ୍ଭରେ ଲାଗିଲେ ମୂଳଶଦ୍ଦର ଅର୍ଥ
ବଦଳି ଯାଏ ବା ମୂଳଶଦ୍ଦଟିର ବିପରୀତ ଅର୍ଥ ହୋଇଯାଏ | ଅଳ୍ପ କେତେକ ଉପସର୍ଗ ଶଦ୍ଦ ଶେଷରେ
ଲାଗିଥାନ୍ତି | ଉଦାହରଣ:-
ଉପସର୍ଗ ମୂଳଶଦ୍ଦ
ଉପସର୍ଗ+ମୂଳଶଦ୍ଦ ନୂତନଶଦ୍ଦ
ପ୍ର ଧାନ ପ୍ର+ଧାନ ପ୍ରଧାନ
ବି ଧାନ ବି+ଧାନ ବିଧାନ
ଅବ ଧାନ ଅବ+ଧାନ ଅବଧାନ
ସମ୍ ଧାନ ସମ୍+ଧାନ ସଂଧାନ
ଅପ ମାନ ଅପ୍+ମାନ ଅପମାନ
ଉପସର୍ଗ ମୂଳଶଦ୍ଦ
ଉପସର୍ଗ+ମୂଳଶଦ୍ଦ ନୂତନଶଦ୍ଦ
ପ୍ର କାଶ ପ୍ର+କାଶ ପ୍ରକାଶ
ଆ କାଶ ଆ+କାଶ ଆକାଶ
ବି କାଶ ବି+କାଶ ବିକାଶ
ପରା ଜୟ ପରା+ଜୟ ପରାଜୟ
ଅପି ତଥା ତଥା+ଅପି ତଥାପି
2.ଇଂରାଜୀରେ ମଧ୍ୟ ଗୋଟିଏ word ର ଆରମ୍ଭରେ କିଛି particle
ଲାଗିଥଏ | ଏହାକୁ prefix
କୁହାଯାଏ | କିଛି particle
word ର ଶେଷରେ ଲାଗିଥଏ
| ଏହାକୁ suffix କୁହାଯାଏ | prefix ଓ suffix
ଲାଗିଲେ ମୂଳ word
ଟିର ଅର୍ଥ ବଦଳିଯାଏ |
ସାଧାରଣତଃ prefix ଗୁଡିକ ଲାଗିଲେ ମୂଳ word ର opposite
ହୋଇଥାଏ | ସେଥିପାଇଁ
ଏମାଙ୍କୁ negative prefix ମଧ୍ୟ କୁହାଯାଏ | e.g.
Prefix root word
new word
Ab normal abnormal
De efficient
deficient
Dis courage
discourage
Dis comfort
discomfort
Dis honest dishonest
Dis like
dislike
Dis appear
disappear
Mis count miscount
Mis use
misuse
Prefix root word
new word
De
press depress
De
grade degrade
Dis
connect disconnect
Dis
obey disobey
Dis
count discount
Dis
able disable
Mis
fit misfit
Mis
understand misunderstand
Mis
manage mismanage
Prefix root word new
word
Im possible
impossible
Im proper
improper
In
valid invalid
In
sufficient insufficient
Un
able unable
Un
believe unbelieve
Un
suitable un
suitable
Un
worthy unworthy
Ill legal, legible illegal, illegible
Prefix root word new
word
Im practicable
impracticable
Im balance
imbalance
In efficient inefficient
In essential
inessential
Un mindful unmindful
Un successful unsuccessful
Un used unused
Ill literate
illiterate
NOTE: Noun chapter ରେ suffix
ବିଷୟରେ detail
ଦିଆଯାଇଛି | ସେଥିପାଇଁ
ଏଠାରେ ଆଉ ଦିଆଯାଇ ନାହିଁ |
