(Signals) ଚେତାବନୀ/ସଂକେତ
Drive slow. ଧିରେ ଚଳାନ୍ତୁ ।
Keep to the left. ବାଁକୁ
ମାଡ଼ି ଚାଲନ୍ତୁ । ।
Dangerous turn ahead. ଆଗରେ
ବିପଦଜନକ ମୋଡ଼ ଅଛି ।
No parking here. ଏଠାରେ
ଗାଡ଼ି ଛିଡ଼ା କରନ୍ତୁ ନାହିଁ ।
Cross from here. ଏଠାରୁ
ସେପଟକୁ ଯାଆନ୍ତୁ ।
Dogs not permitted. କୁକୁରମାନେ
ଭିତରକୁ ଆସି ପାରିବେ ନାହିଁ ।
No entrance. ଭିତରକୁ
ପ୍ରବେଶ ନାହିଁ ।
Exit . ବାହାରକୁ
ଯିବା ରାସ୍ତା ।
Entrance. ଭିତରକୁ ଯିବା ରାସ୍ତା |
Keep off the grass. ଘାସ
ଉପରେ ଚାଲନ୍ତୁ ନାହିଁ ।
No entry without permission. ବିନା
ଅନୁମତିରେ ଭିତରକୁ ଆସିବା ମନା
No smoking. ଧୂମପାନ
କରନ୍ତୁ ନାହିଁ ।
Pull the chain. ଜଞ୍ଜିର
ଟାଣନ୍ତୁ ।
To let . ଭଡ଼ା ଦିଆଯିବ ।
School ahead . ଆଗରେ ବିଦ୍ୟାଳୟ ।
Road closed. ସଡ଼କ
ବନ୍ଦ ଅଛି ।
Dead end ahead . ଆଗକୁ ରାସ୍ତା ବନ୍ଦ ଅଛି ।
W.C. ପାଇଖାନା ।
Waiting room. ବିଶ୍ରାମ
କକ୍ଷ ।
Please stand in a queue. ଗୋଟିଏ
ଧାଡ଼ିରେ ଛିଡ଼ା ହୁଅ ।
For ladies only. କେବଳ
ମହିଳାମାନଙ୍କ ପାଇଁ ।
Heavy vehicles are not allowed.ଭାରି ଗାଡି ଚଳାଇବା ପାଇଁ ମନା |
Photography is prohibited. ଫଟୋ ଉଠାଇବା ପାଇଁ ମନା |
Beware of dogs. କୁକୁର
ପ୍ରତି ସାବଧାନ ।
Reserved . ଆରକ୍ଷିତ ସଂରକ୍ଷିତ |
Tow Away Zone. ଗାଡ଼ି
ପାର୍କ କରନ୍ତୁ ନାହିଁ ।