Active Voice and Passive Voice
Active Voice
He sings a song.ସେ ଗୀତ ଗାଏ ।
I delivered the message. ମୁଁ ସନ୍ଦେଶ ପହଞ୍ଚାଇ ଦେଲି ।
They'll play cricket ସେମାନେ କ୍ରିକେଟ ଖେଳିଲେ ।
Are you writing a letter? କ’ଣ ତୁମେ ଚିଠି ଲେଖୁଛ କି ?
Labourers were digging a canal. ମୁଲିଆମାନେ କେନାଲ ଖୋଳୁଥିଲେ ।
Have you finished this job? ତୁମେ କ’ଣ ଏହି କାମ ସାରିଛ କି ?
Will you have packed your luggage before the train's arrival ? କ’ଣ ରେଳଗାଡ଼ି ପହଞ୍ଚିବା ପୂର୍ବରୁ ତୁମେ ତୁମର ଜିନିଷ ପତ୍ର ବାନ୍ଧି ସାରିଥିଲ କି ?
Help him. ତାଙ୍କୁ ସାହାଯ୍ୟ କର ।
Passive Voice
A song is sung by him. ତାଙ୍କ ଦ୍ଵାରା ଗୀତ ବୋଲାଯାଏ ।
The message was delivered. ମୋ ଦ୍ୱାରା ସନ୍ଦେଶ ପହଞ୍ଚାଇ ଦିଆଗଲା ।
Cricket will be played by them. ; ସେମାନଙ୍କ ଦ୍ଵାରା କ୍ରିକେଟ ଖେଳାଯିବ ।
Is a letter being written by you ? କ’ଣ ତୁମ ଦ୍ଵାରା ଚିଠି ଲେଖା ଯାଉଛି ।
A canal was being dug by the labourers. ମୂଲିଆମାନଙ୍କ ଦ୍ୱାରା କେନାଲ ଖୋଳା ଯାଉଥିଲା ।
Has this job been finished by you ? ତୁମ ଦ୍ଵାରା କ’ଣ ଏହି କାମଟି କରା ସରିଛି କି ?
Will your luggage have been packed before the train's arrival ? କ’ଣ ରେଳଗାଡ଼ି ପହଞ୍ଚିବା ପୂର୍ବରୁ ତୁମଦ୍ୱାରା ତୁମର ଜିନିଷପତ୍ର ବନ୍ଧା ସରିବ କି ?
Let him be helped. (by you) ତାଙ୍କୁ ସାହାଯ୍ୟ କରାଯାଉ । .
(Passive Voice)
The Taj was built at an enormous cost. ତାଜ ମହଲ ବହୁତ ଖର୍ଚ୍ଚ କରି ତିଆରି କରାଯାଇଥିଲା ।
Maize is sown in the rainy season. ମକା ବର୍ଷାଋତୁରେ ବୁଣା ଯାଏ ।
You will be punished for your negligence. ଆପଣଙ୍କୁ ଆପଣଙ୍କ ହେଳାପାଇଁ ଦଣ୍ଡ ଦିଆଯିବ ।
He was accused of theft. ତାଙ୍କ ଉପରେ ଚୋରିର ଦୋଷ ଲଦି ଦିଆ ଯାଇଥିଲା ।
All the papers will have been marked. ସବୁ ଖାତା ଦେଖା ସରିଥିବ ।
Have you been cheated? କ’ଣ ଆପଣଙ୍କୁ ଭଣ୍ଡି ଦିଆ ଯାଇଛି କି ?
Has he been informed ? କ’ଣ ତାଙ୍କୁ ସୂଚନା ଦିଆ ଯାଇଛି କି ?
He was killed fighting the Chinese aggressors. ସେ ଚୀନା ଆକ୍ରମଣକାରୀଙ୍କ ସହିତ ଲଢ଼ାଇ କରି ମରି ଯାଇଥିଲେ ।
Gandhiji was born on 2nd October 1869. ଗାନ୍ଧୀଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ରେ ହୋଇଥିଲା ।
The Nauchardi fair is held every year at Meerut. . ନୌଚାନ୍ଦିମେଳା ପ୍ରତିବର୍ଷ ମିରଟ୍ରେ ଅନୁଷ୍ଠିତ ହୁଏ ।
Many dailies are published from Delhi. ଦିଲ୍ଲୀରୁ ବହୁ ଦୈନିକ ସମ୍ବାଦପତ୍ର ପ୍ରକାଶିତ ହୁଏ ।
He will be pleased/happy to see you. ଆପଣଙ୍କୁ ଦେଖି ସେ ଖୁସି ହେଲେ ।
I was surprised to see the fury of the floods. ମୁଁ ବଢ଼ିର ପ୍ରକୋପ ଦେଖୁ ଚକିତ ହେଲି ।
It is said/believed that Shivaji was an incarnation of Lord Shiva. କୁହାଯାଏ ଯେ ଶିବାଜୀ ପ୍ରଭୁ ଶିବଙ୍କର ଅବତାର ଥିଲେ ।