(Affection) ସ୍ନେହ-ପ୍ରଶଂସାର

That was very brave of you. ତମେ ବଡ ସାହସର କାମ କରିଛି ।
 Well done! Good show! Keep it up! ସାବାସ ।
That's wonderful. ବହୁତ ବଢ଼ିଆ କରିଦେଲ ।
Your work is praiseworthy. ତୁମର କାମ ପ୍ରଶଂସାର୍ହ ଅଟେ ।
You are so nice. / How nice you are. ତୁମେ କେତେ ଭଲ ।
You have been a great help to me. ଆପଣ ମୋତେ ବହୁତ ସାହାଯ୍ୟ କରିଛନ୍ତି ।