(Anger) କ୍ରୋଧ

You should be ashamed of yourself. / Shame on you. ଛି ଛି ଚୁଟୁକେ ପାଣିରେ ବୁଡ଼ି ମରୁନାହିଁ । ତୁମ ନିଜକୁ ଲଜ୍ଜିତ ହେବା ଉଚିତ୍ ।
You should be ashamed of yourself. ତୋତେ ଲଜ୍ଜା ଲାଗିବା ଉଚିତ ।
You are too clever / smart. ତୁ ବଡ଼ ସିହାଣିଆ
You are an extremely cunning man. ତୁ ବହୁତ ଚାଲୁ ଲୋକ ।
Shame on you. ଛି ଛି । ତମକୁ ଲାଜ ଲାଗିବା କଥା
You are a mean/cunning fellow. ତୁ ଭାରି ନୀଚ୍ଚ ଧୂର୍ତ୍ତ ଲୋକ ।
You can't get away like this. / You can't escape from this. ତୁମେ ଏପରି ଖସି ଯାଇପାରିବ ନାହିଁ ।
You don't deserve forgiveness. / You can never be forgiven. ତୁମେ କଦାପି କ୍ଷମା ପାଇ ପାରିବ ନାହିଁ । ତୁମକୁ କଦାପି କ୍ଷମା ଦିଆଯାଇ ପାରିବ ନାହିଁ ।
You're responsible for this/that. ଏଥିପାଇଁ |ସେଥିପାଇଁ ତୁମେ ପୁରାପୁରି ଦାୟୀ ।