(Animals) ଜୀବଜନ୍ତୁ
Which animals give us milk? କେଉଁ
ପଶୁ ଆମକୁ ଦୁଧ ଦିଏ ?
The cow, buffalo and goat. ଗାଈ, ମଇଁଷି ଓ ଛେଳି ।
Which animal barks? କେଉଁ
ପଶୁ ଭୁକେ ?
The dog. କୁକୁର ।
Which animal has a long neck. ? କେଉଁ ପଶୁର ବେକ ଲମ୍ବା ଅଟେ ।
The giraffe. ଜିରାଫ
।
Which animal give us wool? କେଉଁ
ପଶୁ ଆମକୁ ପଶମ ଦିଏ ।
The sheep. ମେଣ୍ଢା
।
Which animal has a bushy tail ? କେଉଁ ପ୍ରଶୁର ଲାଞ୍ଜ ଲୋମଶ ଅଟେ ।
The quirrel has a bushy tail. ଗୁଣ୍ଡୁଚି ମୂଷା।
Which animal is a cross between horse and donkey? କେଉଁ ପଶୁ ଅଧା ଘୋଡ଼ା ଓ ଅଧା ଗଧ ଅଟେ ?
The mule. ଖଚର ।
What do mules do? ଖଚର
କେଉଁ କାମରେ ଲାଗେ ?
They carry load. ସେମାନେ
ଭାରୀ (ଓଜନଦାର) ମାଲ ବୁହନ୍ତି ।
Which animal has a trunk? କେଉଁ
ପଶୁର ଶୁଣ୍ଢ ଥାଏ ?
The elephant. ହାତୀ।
|
Which animal has a hump on its back? କେଉଁ ପଶୁର ପିଠିରେ କୁଜ ଥାଏ ?
The camel. ଓଟ ।
Which animal has horns ? କେଉଁ
ପଶୁର ସିଂଗ ଥାଏ ?
The cow. ଗାଈ ।
Which animal pulls wagons?କେଉଁ
ପଶୁ ଗାଡ଼ି ଟାଣେ ?
Th horse/mule. ଘୋଡ଼ା, ଖଚର ।
Which insect lives in a hive? କେଉଁ କୀଟ ଫେଣାରେ ରହେ ।.
The bees. ମହୁମାଛି ।
Which bird hoots at night? ରାତିରେ
କେଉଁ ପକ୍ଷୀ କର୍କଶ ସ୍ଵର କରେ ?
The owl. ପେଚା।
Which animal resembles human beings? କେଉଁ ପଶୁର ମନୁଷ୍ୟ ସହିତ ସାମଞ୍ଜସ୍ୟ ଥାଏ ।
Which insect weaves webs? କେଉଁ
କୀଟ ଜାଲ ବୁଣେ ?
The spider. ବୁଢ଼ିଆଣୀ ।
Which are the beasts of prey? କେଉଁ ପଶୁମାନେ ଶିକାରୀ ଅଟନ୍ତି ?
Lion, wolf, leopard etc. ସିଂହ, ବାଘ, ଚିତା, ହେଟା, ପ୍ରଭୃତି
।