(Annoyance) ବିରକ୍ତି
Why do you contradict me? ଆପଣ ମୋ କଥା କାହିଁକି କାଟୁଛନ୍ତି ?. .
Why do you stare at me ? ଆପଣ ମୋ ଆଡକୁ ଘରି ଚାହିଁଛନ୍ତି କାହିଁକି
You just/simply waste your time. ତମେ ଅକାରଣରେ ଖାଲି ସମୟ ନଷ୍ଟ କରିଛି ।
Who is to blame?" କାହାର ଦୋଷ?
Have I hurt you? କ’ଣ ମୁଁ ଆପଣଙ୍କ ମନରେ ଦୁଃଖ ଦେଇଛି କି ? |
What a shame ! କି ଲଜ୍ଜାର କଥା !
I couldn't believe that you are not an honest person ! ମୁଁ ଏହା ବିଶ୍ୱାସ କରିପାରୁ ନାହିଁ ଯେ ତୁମେ ସାଧୁ ଲୋକ ନୁହଁ !
Whom can I trust? ମୁଁ କାହାକୁ ବିଶ୍ୱାସ କରିବି ?
It was not my fault...! ଏହାର ମୋର ଦୋଷ ନଥିଲା ।
Actually, it was done by mistake. ବାସ୍ତବିକ ବା ପ୍ରକୃତରେ ଅଜାଣତରେ ଏପରି ଭଲ ହୋଇ ଗଲା ।
He is a nuisance. ସେ ନାକେଦମ କରି ରଖିଛି ।
He has let me down. ସେ ମୋ ବିଶାସରେ ବିଷ ଦେଇଛି ।
He irritates me. ମୋତେ ସେ ଚିଡ଼ି ଚିଡ଼ା ଲାଗୁଛି ।
He has betrayed/cheated me.ସେ ମୋତେ ଠକି ଭଣ୍ଡି ଦେଇଛି ।