(Attending a Wedding) ବିବାହ-
ଉତ୍ସବରେ
Where has the barat come from ? ବରଯାତ୍ରୀ କେଉଁଠାରୁ ଆସିଛନ୍ତି ?
Where will the barat be going? ବରଯାତ୍ରୀ କୁଆଡ଼େ ଯିବେ ?
Do you have the dowry system? କ’ଣ
ଆପଣମାନଙ୍କର ଯୌତୁକ ପ୍ରଥା ରହିଛି ?
When is the muhurat for wedding ? ବିବାହ ମୁହୁର୍ଭ କେତେବେଳେ ?
I want to/would like to see the bride and groom. ମୁଁ ବରକନ୍ୟାଙ୍କୁ ଦେଖୁବାକୁ ଚାହୁଁଛି ।
The wedding/party was very good. ବିବାହ ଉତ୍ସବ ବହୁତ ଭଲ ଥିଲା।
Please accept this small/little gilt. ଏହି ଛୋଟ ଉପହାରଟି ଗ୍ରହଣ କରନ୍ତୁ ।