(Believing) ବିଶ୍ୱାସ

Don't you believe it? ଣ ଆପଣ ବିଶ୍ୱାସ କରୁ ନାହାଁନ୍ତି ।
It's only a rumour. ଏହା କେବଳ ଗୁଜବ ଅଟେ ।
 It's only a hearsay / rumour. ଏହା ଖାଲି ଶୁଣିବା କଥା |
Should/Can we trust this taxi driver ? ଣ ଆମକୁ ଏହି ଟ୍ୟାକ୍ସି ଡ୍ରାଇଭରକୁ ବିଶ୍ୱାସ କରିବା ଉଚିତ କି ? You can trust them fully. ଆପଣ ସେମାନଙ୍କୁ ପୁରା ବିଶ୍ୱାସ କରିପାରିବେ । '
I have full faith in him. ମୋର ତାଙ୍କ ଉପରେ ପୁରା ଭରସା ଅଛି ।