(Consolation) ସାନ୍ତ୍ୱନା

It's pity. / It's very sad.ବଡ ଦୁଃଖର କଥା |
Console him. ତାକୁ ସାନ୍ତ୍ୱନା ଦିଅ ।
That's the way things are. ସଂସାରରେ କିଛି ଏପରି ନିୟମ ଅଛି ।
It was God's will ଈଶ୍ଵରଙ୍କ ଇଚ୍ଛା ଏହା ଥିଲା ।
What cannot be cured must be endured. ଯେଉଁ କଷ୍ଟର ଉପଶମ ଚିକିତ୍ସା ନାହିଁ ତାହା ସହିବାକୁ ପଡ଼େ । Have faith in God, misfortune will pass. ଈଶ୍ଵରଙ୍କ ଉପରେ ଭରସା ରଖି ସଙ୍କଟ ଦୂର ହୋଇଯିବ ।
May God give you strength to bear this terrible blow. ଈଶ୍ଵର ଏହି ଗମ୍ଭୀର ଧକ୍କା ସହିବାକୁ ଶକ୍ତି ଦିଅନ୍ତୁ ।
We offer our condolences. ଆମେ ଆମର ସମବେଦନା ଜ୍ଞାପନ କରୁ ।
We are deeply grieved at the death of her father. ଆମେ ତାଙ୍କ ପିତାଙ୍କ ଦେହାନ୍ତ/ମୃତ୍ୟୁରେ ଗଭୀର ମର୍ମାହତ ଦୁଃଖିତ ।