Describing People / Things ଲୋକ/ଜିନିଷର ବର୍ଣ୍ଣନା
He is tall. ସେ
ଡେଙ୍ଗା
She is short. ସେ
ଗେଡୀ ।
Sameer is of medium height. ସମୀର ମଧ୍ୟମ ଉଚ୍ଚା ଅଟେ ।
Mamata is fat. ମମତା
ମୋଟି ଅଟେ ।
Kitty is slim. କିଟୀ
ପତଳି ଅଟେ ।
Nitin is well built. ନିତିନର ଶରୀର ସୁଢ଼ଳ ଅଟେ ।
Neha is pretty/beautiful.ନେହା
ସୁନ୍ଦରୀ ଅଟେ ।
Vipin is handsome. ବିପିନ
ସୁନ୍ଦର ଅଟେ ।
Simi is fair. ସିମୀ
ଗୋରୀ ଅଟେ ।
Saurabh is Black. ସୌରଭ
ଶ୍ୟାମଳ/କଳା ଅଟେ ।
This basket is oval ଏହି
ଝୁଡ଼ି ଅଣ୍ଡାକାର ଅଟେ ।
This book is circular. ଏହି
ପୁସ୍ତକଟି ଆୟତାକାର ଅଟେ ।
This well is very deep. ଏହି କୂପ
ବହୁତ ଗଭୀର ଅଟେ ।
This pond is shallow. ଏହି ପୋଖରୀ ଅଗଭୀର ଅଟେ ।
This route is long but safe. ଏହି
ରାସ୍ତା ଲମ୍ବା କିନ୍ତୁ ନିରାପଦ ।
This route is short but risky/dangerous. 'ଏହି ରାସ୍ତା ନିକଟ କିନ୍ତୁ ବିପଦ ସଙ୍କୁଳ ଅଟେ ।
This chapati is stale and hard. ଏହି ରୁଟି ବାସି ଓ ଟାଣ ଅଟେ ।
The bread is fresh and soft. ପାଉଁରୁଟି
ତାଜା ଓ ନରମ ଅଟେ ।
The food is delicious. ଖାଦ୍ୟ
ଭାରି ସ୍ୱାଦିଷ୍ଟ ଅଟେ ।
There is a high wall between the two houses. ଦୁଇଟି ଘର ମଝିରେ ଗୋଟିଏ ଉଚ୍ଚ ପାଚେରୀ ଅଛି । This room has a low
ceiling. ଏହି କୋଠରୀର ଛାତ ନୀଚ୍ଚ
ଅଟେ ।