ଅର୍ଥ ଉପରେ ଗୁରୁତ୍ୱ
Do come tomorrow - Don't forget. You must come tomorrow. କାଲି ନିଶ୍ଚୟ ଅସିବ, ଭୁଲି ଯିବ ନାହିଁ ।
Both Kamala and her brother came/dropped in to see me. କମଳା ଓ ତାର ଭାଇ ଦୁହେଁ ମୋତେ ଦେଖିବାକୁ ଆସିଥିଲେ ।
I will never forgive him. ମୁଁ ତାଙ୍କୁ କଦାପି କ୍ଷମା କରିବି ନାହିଁ ।
Indeed / Of course, I am happy. ମୁଁ ବାସ୍ତବିକ ପ୍ରସନ୍ନ ଅଟେ ।
You don't study hard, do you? ତୁ ପାଠପଢ଼ାରେ ବହୁତ ପରିଶ୍ରମ କରୁନାହିଁ, କରୁଛି କି ?
Of course, I do. ଅବଶ୍ୟ ମୁଁ କରେ ।
Please keep quiet / Please be quiet. ଚୁପ୍ ରୁହନ୍ତୁ ତ ।
Do write to your father. ତମେ ବାପାଙ୍କୁ ନିଶ୍ଚୟ ଚିଠି ଲେଖିଦିଅ ।