(Games) କ୍ରୀଡା

Rama is playing. ରମା ଖେଳୁଛି ।
Hope, you are not hurt badly. ଆପଣକୁ ବେଶୀ ଆଘାତ ଲାଗି ନାହିଁ ତ ?
I prefer riding to walking. ମୁଁ ଗାଡ଼ିଠାରୁ ପାଦରେ ଚାଲିଚାଲି ଯିବାକୁ ଅଧିକ ଭଲ ପାଏ ।
I am flying a kite. ମୁଁ ଗୁଡ଼ି ଉଡ଼ାଉଛି । 
We'll play chess today. ଆଜି ଆମେ ଚେସ ଖେଳିବୁ।
Who won? କିଏ ଜିତିଲା ।
What games do you play? ତୁମେ କେଉଁ ଖେଳଗୁଡ଼ିକ ଖେଳ ?
Come, let's play card. ଆସ, ତାସ ଖେଳିବା
You shuffle the cards and I'll cut. ତୁମେ ତାସ ଫେଣ୍ଟ ମୁଁ କାଟିବି ।
Our team has won, ଆମ ଦଳ ଜିତିଛି ।
Can you wield a lathi? ଣ ତୁମେ ଲାଠି ଚଳାଇ ପାର କି ?
Come, let's play. ଆସ, ଖେଳିବା ।
The game has started. ଖେଳ ଆରମ୍ଭ ହୋଇଗଲା ।
Games are as important as studies. ଖେଳ ପଢ଼ା ପରି ମହତ୍ତ୍ୱପୂର୍ଣ୍ଣ ।
I sprained my ankle while jumping. ଡେଇଁବା ବେଳେ ମୋର ଗଣ୍ଠି ମକଚି ହୋଇଗଲା ।
He has set a record in high jump. ସେ ଉଚ୍ଚ ଡିଆଁରେ ରେକର୍ଡ଼ କାଏମ ରଖିଛନ୍ତି ।
He is a fast sprinter/racer. ସେ ଜଣେ ଦ୍ରୁତ ଧାବକ ।
Do they teach you exercise/gymnastics in your school ? ଣ ତୁମ ବିଦ୍ୟାଳୟରେ ବ୍ୟାୟାମ ଶିକ୍ଷା ଦିଆଯାଏ ?
Our school has a big playground. ଆମ ବିଦ୍ୟାଳୟର ଗୋଟିଏ ଖେଳପଡ଼ିଆ ବଡ଼ ଅଛି ।
 Who is the captain of your baseball team? ତୁମ ବେସବଲ ଟିମର କ୍ୟାପଟେନ କିଏ ?
Can I play badminton with your racket? ମୁଁ ତୁମ ର୍ୟାକେଟ୍‌ରେ  ବ୍ୟାଡ଼ମିଣ୍ଟନ ଖେଳି ପାରିବି କି ?
Is your team also playing/taking part in the national football tournament? ଣ ତୁମର ଦଳ ମଧ୍ୟ ଜାତୀୟ ଫୁଟବଲ ପ୍ରତିଯୋଗୀତାରେ ଭାଗ ନେଉଛି କି ?
I like rowing. ମୋତେ ନୌକା ଚାଳନା ଭଲ ଲାଗେ ।  
She plays regularly for the team. ସେ ଟିମ ପାଇଁ ନିୟମିତ ଖେଳେ ।
 We do drill once a week. ଆମେ ସପ୍ତାହରେ ଥରେ ଡ୍ରିଲ କରୁ ।