ଋଢୀ ପ୍ରୟୋଗ ବାକ୍ୟ (Idiomatic Sentences) 

Bad habits should be nipped in the bud. ବଦଭ୍ୟାସ ଆରମ୍ଭରୁ ବନ୍ଦ କରିବା ଉଚିତ୍ ।
Mohan lives from hand to mouth. ମୋହନ କଷ୍ଟରେ ଜୀବନ କାଳାତିପାତ କରୁଛି ।
The dacoits are still at large.ଡକାୟତମାନେ ଏପର୍ଯ୍ୟନ୍ତ ଧରା ପଡ଼ି ନାହାଁନ୍ତି ।
The murderer was caught red-handed. ହତ୍ୟାକାରୀ ରଙ୍ଗା ହାତ ଧରାପଡ଼ିଲା ।
I got wind of this matter: ମୋତେ ଏକଥା ଜଣା ପଡ଼ିଲା ।
His days are numbered. ତାଙ୍କର ମୃତ୍ୟୁ ଏକଦମ୍ ନିକଟ ହେଲାଣି ।
Building castles in the air won't help. ଖିଆଲି ପଲାଉ ରାନ୍ଧିବାରେ କି ଲାଭ ?
He had a narrow escape in the lorry accident. ସେ ଲରୀ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲା ?
We should not lose our temper over trifles. ଆମେ ଛୋଟ ଛୋଟ କଥାରେ ନିଜର ଅଭିୟାର ଭିତରୁ ବାହାରି ଯିବା ଉଚିତ୍ ନୁହେଁ ।
He has seen many ups and downs in his life. ସେ ତାଙ୍କ ଜୀବନରେ ବହୁ ଉତ୍ଥାନ ପତନ ଦେଖିଛନ୍ତି ।  can work for twelve hours at a stretch. ମୁଁ ଏକାଥରେ ବାରଘଣ୍ଟା କାମ କରିପାରେ ।
He wants to reach the top by hook or by cook. ସେ ଯେ କୌଣସି ମତେ ସବୁଠାରୁ ଉଚ୍ଚପଦରେ ପହଞ୍ଚିବାକୁ ଚାହାଁନ୍ତି ।