Imperative Sentences (ଆଜ୍ଞା ବା ପ୍ରାର୍ଥନା ସୂଚକ ବାକ୍ୟାବଳୀ) 

Do this workଏହି କାମ କର ।
Let this work be done (by you) ଏହି କାମ କରାଯାଉ |
Ask him to sit down. ତାଙ୍କୁ ବସିବାକୁ କୁହ ।
Let him be asked to sit down. ତାଙ୍କୁ ବସିବାକୁ କୁହାଯାଉ ।
Punish him. ତାକୁ ଦଣ୍ଡ ଦିଅ ।
Let him be punished (by you) ତାକୁ ଦଣ୍ଡ ଦିଆଯାଉ ।
Advertise the post. ଖାଲି ପଦପାଇଁ ବିଜ୍ଞାପନ ଦିଅ ।
Let the post be advertised. ଖାଲି ପଦପାଇଁ ବିଜ୍ଞାପନ ଦିଆଯାଉ ।
Please don't smoke. ଦୟାକରି ଧୂମପାନ କରନ୍ତୁ ନାହିଁ ।
You are requested not to smoke. ଆପଣଙ୍କୁ ଧୂମପାନ ନ କରିବାକୁ ଅନୁରୋଧ।
Don't encourage indiscipline. ଅନୁଶାସନ ହୀନତାକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ ।
Indiscipline shouldn't be encouraged. ଅନୁଶାସନ ହୀନତାକୁ ପ୍ରସୋହିତ  କରା ନ ଯାଉ ।