(In the Cinema) ସିନେମା ହଲ ବା ପ୍ରେକ୍ଷାଳୟରେ  

Which film/movie is running in this cinema hall? ଏଠାରେ କେଉଁ ଫିଲ୍ମ ପଡ଼ିଛି ?
Is this a good movie? ଣ ଏହି ଫିଲ୍ମ ଭଲ କି ?
Please give me a ticket for the balcony. ଗୋଟିଏ ବାଲକୋନି ଟିକେଟ ଦିଅନ୍ତୁ ।
At what time/when will the film/movie start? ଫିଲ୍ମ କେତେବେଳେ ଆରମ୍ଭ ହେବ ?