(Instruction / Order) ନିର୍ଦ୍ଦେଶ/ଆଜ୍ଞା
Do your work. ; ଆପଣ ଆପଣଙ୍କ କାମ କରନ୍ତୁ ।
See him off at the station, ତାଙ୍କୁ ଷ୍ଟେସନରେ ଛାଡ଼ି ଦେଇ ?
Speak the truth, don't lie, ସତ କୁହ, ମିଛ କୁହ ନାହିଁ ।
Try this coat on, ଏହି କୋଟ ପିନ୍ଧିକରି ଦେଖ ।
Work whole heartedly, ମନ ଲଗାଇ କାମ କର ।
Don't drink, ମଦ ପିଅ ନାହିଁ ।
Fetch/get me a glass of fresh water. ମୋ ପାଇଁ ଗିଲାସେ ତାଜା ପାଣି ଆଣି ଦିଅ ।
Talk politely. / By polite. ଟିକିଏ ଧିରେ ରେ କଥା କୁହ ।
Reply by return post. ଚିଠିରେ ଉତ୍ତର ଫେରନ୍ତା ଡାକରେ ଦିଅ ।
Check the accounts. ହିସାବ ମିଳାଇ ନିଅ ।
Sip the hot tea slowly. ଗରମ ବା ରେ ଧିରେ ପିଅ ।
Get a tonga from the tonga-stand. । ଷ୍ଟାଣ୍ଡରୁ ଗୋଟିଏ ଘୋଡ଼ା ଗାଡ଼ି ଆଣ ।
Parking is not allowed here. ଏଠାରେ ଗାଡ଼ି ଛିଡ଼ା କରିବା ମନା ।
Squeeze two oranges. ଦୁଇଟି କମଳା ଚିପୁଡ଼ି ଦିଅ ।
Keep to the left. ବାମ କଡ଼କୁ ଚାଲ ।
Wake me up early in the morning. ମୋତେ ସକାଳୁ ସହଳ ଉଠାଇ ଦେବ।
Mend your ways. . ନିଜକୁ ନିଜେ ସୁଧାରି ନିଅ । |
Draw the curtain. ପରଦା ପକାଇ ଦିଅ । '
Take him round the city. ତାକୁ ସାରା ସହର ଦେଖାଇ ଦିଅ ।
Bring the guest in. ଅତିଥିଙ୍କୁ ଭିତରକୁ ନେଇଆସ ।
Be polite to all, / Speak politely with everybody. ସମସ୍ତଙ୍କ ସହିତ ନମ୍ର ତା’ର ସହ କଥାବାର୍ତ୍ତା କର । Remind me about of it at the proper time. ଏକଥା ମୋତେ ଠିକ୍ ସମୟରେ ସ୍ମରଣ କରାଇଦିଅ ।
Keep pace with me. ମୋ ସହିତ ପାଦ ମିଳାଇ ଚାଲ ।
Don't copy others. ଅନ୍ୟର ନକଲ କର ନାହିଁ ।
Hire a taxi, ଟ୍ୟାକ୍ସି ଭଡ଼ା କର ।
Button up your coat, କୋଟର ବୋତାମ ବନ୍ଦ କର ।
Keep the fire going. ନିଆଁ ଲିଭିବାକୁ ଦିଅ ନାହିଁ ।
Feed the horse with grass, ଘୋଡ଼ାକୁ ଘାସ ଖାଇବାକୁ ଦିଅ ।
Go, and blow your nose, ଯାଅ ନାକ ସଫା କର । ।
Don't forget to inform me, ମୋତେ ଖବର ଦେବାକୁ ଭୁଲ ନାହିଁ ।
Tighten your shoe-laces. ଜୋତାର ଫିତା କସି କରି ବାନ୍ଧ ।.
Don't study at the cost of your health. ସ୍ଵାସ୍ଥ୍ୟ ହାନି କରି ପଢ଼ି ନାହିଁ ।
Write a detailed lettter. / Write a long letter. ବିସ୍ତୃତ କରି ଚିଠି ଲେଖ ।
Don't do so in future. ଭବିଷ୍ୟତରେ ଏପରି କର ନାହିଁ ।
Post this letter yourself. ତୁମେ ନିଜେ ଏହି ଚିଠି ପକାଇ ଆସ ।
Be punctual. ସମୟାନୁବର୍ତ୍ତୀ ହୁଅ ।
Don't beat about the bush. ଇୟାଡୁ ସିଆଡୁ କଥା କୁହ ନାହିଁ ।
Don't pluck the flowers. ଫୁଲ ଛିଡ଼ାନ୍ତୁ ନାହିଁ ।
Give up bad habits. ଖରାପ ଅଭ୍ୟାସ ଛାଡ଼ି ଦିଅ।
Chew your food well. ଖାଦ୍ୟ ଭଲ ଭାବରେ ଚୋବାଇ ଖାଅ । ' |
Brush your teeth. ଦାନ୍ତ ବ୍ରସ କର ।
Don't chatter. / Don't talk nonsense. ବକ ବକ କର ନାହିଁ ।
Arrange / keep everything in order. ପ୍ରତ୍ୟେକ ଜିନିଷ ସଜାଇ ରଖ ।
Write in ink. କାଳିରେ ଲେଖ ।
Don't be silly. ମୁଖି ହୁଅ ନାହିଁ ।
Look after the guests. ଅତିଥି ମାନଙ୍କର ସେବା କର ।
Mind your own business. ତୁମେ ନିଜ କାମରେ ଧ୍ୟାନ ଦିଅ ।
Hold with both hands. ଦୁଇ ହାତରେ ଧରି ରୁହ ।
Sacrifice your life for the motherland / country. ଦେଶ ସେବାରେ ଜୀବନ ଦେଇ ଦିଅ ।
Don't hold up the work. କାମରେ ବାଧା ଦିଅ ନାହିଁ ।
Be careful against bad habits. ଖରାପ ଅଭ୍ୟାସରୁ ଦୂରେଇ ରୁହନ୍ତୁ ।
Rest the computer. କମ୍ପ୍ୟୁଟର ସଜାଡ଼ି ଦିଅ ।
Keep the change. ଏହି ଖୁଚୁରା ରଖ ।