ନିମନ୍ତ୍ରଣ

Come in, please. ଭିତରକୁ ଆସନ୍ତୁ ।
Please have something cold. କିଛି ଥଣ୍ଡା ପାନୀୟ ପିଅନ୍ତୁ ।
Will you please come over here? ଣ ଆପଣ ଟିକିଏ ଏଠାକୁ ଘୁଞ୍ଚି ଆସିବେ କି ?
Come for a walk, please. / Let's have a stroll. ବୁଲିବାପାଇଁ ଆସନ୍ତୁ ।
Will you spend the whole day with us? ଣ ଆପଣ ସାରାଦିନ ଆମ ସହିତ ବିତାଇବେ କି ?
I'll be glad/pleased to do so. ମୋତେ ସେପରି କରିବାରେ ଖୁସି ହେବ ।
Let's go by bus. ଆସ ବସ୍‌ରେ ଯିବା ।
Would you join me in the dance?/ May I dance with you? ଣ ଆପଣ ମୋ ସହିତ ନାଚିବେ କି ମୁଁ ଆପଣଙ୍କ ସହିତ ନାଚିପାରେ କି ?
No, I don't dance. ନାଁ ମୁଁ ନାଚେ ନାହିଁ ।
 No, I don't know how to play cards. ନାଁ ମୁଁ ତାଷ ଖେଳ ଜାଣେ ନାହିଁ ।
Please spend next Sunday with us. ଆପଣ ଆଗାମୀ ରବିବାର ଆମସହିତ କଟାନ୍ତୁ ।
Will you come with us in taxi to Fatepur Sikri? ଣ ଆପଣ ଫତେପୁର ସିକ୍ରୀ ପର୍ଯ୍ୟନ୍ତ ଟ୍ୟାକ୍ସିରେ ଆମ ସହିତ ଯିବେ କି ?