(Meals) ଆହାର
I am feeling hungry. ମୋତେ ଭୋକ ଲାଗୁଛି ।
What will you like to eat ? ଆପଣ କଣ ଖାଇବେ ?
Which pickles do you have ? ଆପଣଙ୍କ ପାଖରେ କେଉଁ କେଉଁ ଆଚାର ଅଛି ?
Have you had your breakfast ?କ’ଣ ଆପଣ ଜଳଖିଆ ଖାଇ ସାରିଛନ୍ତି କି ?
Not yet, Rama, ଏପର୍ଯ୍ୟନ୍ତ ନୁହେଁ, ରମା।
Prepare/make the breakfast, ଜଳଖିଆ ପ୍ରସ୍ତୁତ କର।
Let's have breakfast together. ଆସ ଆମେ ଏକା ସାଙ୍ଗେ ଜଳଖିଆ ଖାଇବା I
Just taste it. ଚାଖିକରି ଦେଖ
No, I have to attend a party. ନା, ମୋତେ ଗୋଟିଏ ପାଟିକୁ ଯିବାକୁ ଅଛି ।
What sweet dishes do you have ? ଆପଣଙ୍କ ପାଖରେ ମିଠା ଜିନିଷ କ’ଣ ଅଛି ?
Has Lata finished her meals ? କ’ଣ ଲତା ଖାଦ୍ୟ ଖାଇସାରିଲାଣି କି ?
Hurry up, food has been served. ଜଲଦି ଆସ ଖାଦ୍ୟ ବଢ଼ା ସରିଛି ।
Do you want a packet of cigarettes ? କ’ଣ ଆପଣଙ୍କୁ ଗୋଟିଏ ସିଗାରେଟ ପ୍ୟାକେଟ ଦରକାର ?
I prefer cigar to cigarettes. ମୁଁ ସିଗାରେଟ ଠାରୁ ସିଗାର ଅଧିକ ପସନ୍ଦ କରେ । '
You hardly ate/had anything. / You ate very little. ତୁମେ ତ କିଛି ଖାଇ ନାହିଁ ।
Have a little more. / Please have some more. ଆଉ କିଛି ନିଅ ।
Do you also smoke ? କ’ଣ ଆପଣ ମଧ୍ୟ ସିଗାରେଟ ଟାଣନ୍ତି କି ?
Would you have tea or coffee ?. ଆପଣ ଚା ନା କଫି ପିଇବେ ?
Bring/Get me a cup of coffee. ମୋତେ ଗୋଟିଏ କପ୍ କଫି ଆଣି ଦିଅ ।
Pour the Coffee. କଫି ଢାଳନ୍ତୁ ।
Waiter, the spoon is dirty/not clean. ବେହେରା, ଚାମଚ ସଫା ନାହିଁ ।
Pass me the salt, please. ଟିକିଏ ଲୁଣ ବଢ଼େଇ ଦିଅ ।
Give me some fresh butter, please. ମୋତେ ଅଳ୍ପ କିଛି ତାଜା ମଖନ ଦିଅନ୍ତୁ ।
Get/Bring some more, please. ଆଉ ଅଳ୍ପ ଆଣନ୍ତୁ ।
Help yourself, please. ନିଜେ ନେଇ ଖାଆନ୍ତୁ ।
Change the plates, please. ପ୍ଟେଟ ବଦଳାନ୍ତୁ ।
Are you a vegetarian ? କ'ଣ ଆପଣ ଶାକାହାରୀ ଅଟନ୍ତି ?
No, I am a non-vegeterian. ନା, ମୁଁ ମାସାହାରୀ ଅଟେ ।
I'll dine out today / I'll have my dinner out today. ଆଜି ମୁଁ ବାହାରେ ଖାଇବି ।
Would you like some milk? କ’ଣ ଆପଣ ଦୁଧ ପିଇବେ କି ?
I have just sat down to have my meals. ମୁଁ ଭୋଜନ ଖାଇବାକୁ ଏବେ ବସିଛି ।
I'm not fond of rice./I don't eat rice. ମୁଁ ଭାତ ଖାଇବାକୁ ଭଲ ପାଏ ନାହିଁ । ମୁଁ ଭାତ ଖାଏ ନାହିଁ ।
What is there for dessert ? ଖାଇବା ପରେ ମିଠା କ’ଣ ଅଛି ?
Two chappatis were not enough for me. ଦୁଇ ଖଣ୍ଡ ରୁଟିରେ ମୋର ଭୋଗ ମେଣ୍ଟିଲା ନାହିଁ ।
Alu-mutter is my favourite dish. ଆଳୁ ଓ ମଟର ମୋର ପ୍ରିୟ ତରକାରୀ ।
It is dinner time. Get ready. ଖାଇବା ବେଳ ହୋଇଗଲାଣି ପ୍ରସ୍ତୁତ ହୋଇଯାଅ ।
There is less salt in the vegetable/curry. ତରକାରୀରେ ଲୁଣ କମ ହୋଇଯାଇଛି ।
Don't take water on an empty stomach. ଖାଲି ପେଟରେ ପାଣି ପିଅନ୍ତୁ ନାହିଁ ।
What dishes are cooked today? ଆଜି କ’ଣ ତରକାରୀ ହୋଇଛି ?
Bring a pinch of salt from your mother. ତୁମ ମାଆଙ୍କ ଠାରୁ ଟିପେ ଲୁଣ ଆଣ ।
Potatoes is all we get here. ଆକୁ ଛଡ଼ା ଏଠାରେ ଆଉ କିଛି ମିଳେ ନାହିଁ ।
I'm still thirsty. ମୋର ଶେଷ ଏବେ ମେଣ୍ଟି ନାହିଁ ।
They have invited me to luch, ସେମାନେ ମୋତେ ଦିନରେ ଖାଇବାକୁ ଡାକିଛନ୍ତି ।
Please have your dinner with me. ଆପଣ ରାତ୍ରି ଭୋଜନ ମୋ ସହିତ ଖାଇବେ ।
Will you have boiled or fried eggs? ତୁମେ ସିଝା ଅଣ୍ଡା ନା ଭଜା ଅଣ୍ଡା ଖାଇବ ?
There were seven items/dishes at their party.ସେମାନଙ୍କ ଭୋଜିରେ ସାତ ପ୍ରକାର ବ୍ୟଞ୍ଜନ ହୋଇଥିଲା । Nina is an expert cook. ନୀନା ଭଲ ଖାଦ୍ୟ ରାନ୍ଧି ପାରନ୍ତି ।
May I have little/some more a gravy? ଆଉ ଟିକିଏ ଝୋଳ ଦେବେ କି ?
I like tandoori/grilled chicken very much. ମୋତେ ତନ୍ଦୁରୀ ଚିକେନ ବହୁତ ପସନ୍ଦ ଅଟେ ।
He's a glutton. ସେ ଭାରି ପେଟୁ ଅଟେ ।