ସାକ୍ଷାତ ଓ ବିଦାୟ
Good morning ! ନମସ୍କାର! ସଲାମ ! ସତ ଶ୍ରୀ ଅକାଳ !
Hello, how are you? ଆପଣ କିପରି ଅଛନ୍ତି ?
Very well, thank you. And you ? ଭାରି ବଢ଼ିଆ, ଆପଣଙ୍କୁ ଧନ୍ୟବାଦ । ଆପଣ କିପରି ଅଛନ୍ତି ?
I'm fine. ମୁଁ ଭଲ ଅଛି ।
I'm glad to see you. ଆପଣଙ୍କୁ ଭେଟି ମୋତେ ବିଶେଷ ଖୁସି ଲାଗିଲା ।
It's my pleasure. ଏହା ମୋ ଖୁସିର କଥା ଅଟେ ।
It's been a long time since we met. ବହୁତ ଦିନପରେ ଭେଟ ହେଲା ।
I've heard a lot about you. ମୁଁ ଆପଣଙ୍କ ବିଷୟରେ ବହୁତ ଶୁଣିଛି ।
Look, who is it? / Who is here? ଦେଖ, କିଏ ଏଠାରେ ଅଛି ?
Are you surprised to see me ? କ’ଣ ଆପଣ ମୋତେ ଦେଖି ଚକିତ ହୋଇଛନ୍ତି କି ?
I was there, but I returned/came back last week. ମୁଁ ସେଠାରେ ଥିଲି କିନ୍ତୁ ମୁଁ ସେଠାରୁ ଗତ ସପ୍ତାହରେ ଫେରିଲି ।
O.K. See you again. / O.K. We'll meet again. ଆଚ୍ଛା ପୁଣି ଦେଖାହେବ ।
Must you go / leave now ? କ’ଣ ଆପଣ ଏବେ ନିଶ୍ଚୟ ଯିବେ କି ?
Have a pleasant/nice journey ! ଆପଣଙ୍କ ଯାତ୍ରା ମଙ୍ଗଳ ହେଉ |
God bless you. ଈଶ୍ୱର ଆପଣଙ୍କ ପ୍ରତି କୃପା କରନ୍ତୁ ।
Please convey my regards / compliments to your father. ଦୟାକରି ଆପଣଙ୍କ ବାପାଙ୍କୁ ମୋର ନମସ୍କାର ଜଣାଇବେ ।
May luck be with yout. Best of luck. ସୌଭାଗ୍ୟ ଆପଣଙ୍କ ସହିତ ହେଉ ।
Good night. ଆଛା ବିଦାୟ ! (ରାତ୍ରି ବେଳା)
Bye bye / Goodbye. ନମସ୍ତେ ! (ବିଦାୟ ବେଳେ, ନମସ୍ତେର ଉତ୍ତର),