(Miscellaneous Sentences)

 Let's have food now. ଏବେ ଖାଇବା ଆସନ୍ତୁ ?
What would you like, tea or coffee? ଆପଣ କଣ ପସନ୍ଦ କରିବେଚା ନା କଫି ?
I will come to the station to see you off. ମୁଁ ଆପଣଙ୍କୁ ଷ୍ଟେସନ ପର୍ଯ୍ୟନ୍ତ ଛାଡ଼ିବାକୁ ଯିବି ।
Please look me up whenever you come to Delhi. ଆପଣ ଯେତେ ବେଳେ ଦିଲ୍ଲୀ ଆସିବେମୋ ସହିତ ଭେଟିବେ ।
Let me introduce you to my family. ଆସନ୍ତୁମୁଁ ଆପଣଙ୍କୁ ମୋ ପରିବାର ବର୍ଗଙ୍କ ସହିତ ପରିଚିତ କରାଏ । Please meet my wife Nisha my daughter Kitty and son Sumit. ମୋର ପତ୍ନୀ ନିଶାମୋର ଝିଅ କିଟି ଓ ପୁଅ ସୁମିତ ସହିତ ଭେଟନ୍ତୁ ।
You have lovely children. - ଆପଣଙ୍କ ପିଲାମାନେ ଭାରି ଭଲ ।
I think we have met before. ମୋତେ ଲାଗୁଛି ଆମେ ପୂର୍ବରୁ ପରିଚିତ ହୋଇଛେ ।
What's the hurry ? Please stay a little more. ଏତେ ଜଲଦି କାହିଁକି ଆଉ ଟିକିଏ ରୁହନ୍ତୁ ।
I have no words to express my thanks to you. The ଆପଣଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୋ ପାଖରେ ଭାଷା ନାହିଁ ।
You really saved my life. ଆପଣ ବାସ୍ତବିକ ମୋତେ ବଞ୍ଚାଇଦେଲେ ।
May you have a long, happy and prosperous married life. ଆପଣଙ୍କ ବିବାହିତ ଜୀବନ ଦୀର୍ଘସୁଖୀ ଓ ସମୃଦ୍ଧ ହେଉ ।