(Miscellaneous uses)

Who is that/he/she ? ସେ କିଏ ଅଟେ ?
It's my friend. ସେ ମୋର ମିତ୍ର ଅଟନ୍ତି ।
 It was not the correct answer. ଏହା ଠିକ୍ ଉତ୍ତର ନ ଥିଲା ।
This is your book. That is mine. ଏ ବି ତ ତୁମର ଅଟେ । ସେ ବହି ମୋର ଅଟେ ।
Who is there ? ସେଠାରେ କିଏ ଅଛି ?
It's me. ମୁଁ ଅଟେ |
Is it me you want to see? ଣ ମୋ ସହିତ ଭେଟିବାକୁ ଚାହିଁ କି ?
Is it me you are calling ? ଣ ମୋତେ ଆପଣ ଡାକୁଛନ୍ତି କି ?
 It was the happiest day of her life. ତାଙ୍କ ଜୀବନରେ ତାହା ସବୁଠାରୁ ଖୁସିର ଦିନ ଥିଲା |
It doesn't make any difference. ଏଥିରେ କିଛି ଫରକ ପଡ଼େ ନାହିଁ
It doesn't.matter to me. – ଏହାଦ୍ୱାରା ମୋତେ କିଛି ଫରକ ପଡ଼େ ନାହିଁ ।
 It's four O'clock. ଚାରିଟା ବାଜିଛି । '
 Will you please give me either a pen or a pencil ? ଣ ଆପଣ ମୋତେ ଗୋଟିଏ କଲମ ବା ପେନ୍‌ସିଲ ଦେବେକି ?
Both he answers are correct. ଦୁଇଟିଯାକ ଉତ୍ତର ଠିକ୍ ଅଟେ ।
She is neither a teacher nor a student. ସେ ଶିକ୍ଷୟିତ୍ରୀ ନୁହଁନ୍ତି କି ଛାତ୍ରୀ ନୁହଁନ୍ତି ।
None of the two prisoners is guilty ଦୁଇଜଣ କଏଦୀଙ୍କ ମଧ୍ୟରୁ କେହି ଅପରାଧୀ ନୁହନ୍ତି ।
There are many/ a number of students in the class. ଶ୍ରେଣୀରେ ବହୁତ ଛାତ୍ର ଅଛନ୍ତି ।
I have finished two-thirds of this book. ମୁଁ ଏହି ବହିର ଦୁଇତୃତୀୟାଂଶ ପଢ଼ି ସାରିଛି ।
The magistrate ordered his arrest. ମାଜିଷ୍ଟ୍ରେଟ୍ ତାର ଗିରଫ ଆଦେଶ ଦେବେ ।
I'll see him when I go to Mumbai. ମୁଁ ଯେତେବେଳେ ମୁମ୍ବାଇ ଯିବି ତେବେ ତାଙ୍କୁ ଭେଟିବି ।।
I have had my food/meals. ମୁଁ ଖାଦ୍ୟ ଖାଇ ସାରିଛି ।
Time is money. ସମୟମୁଲ୍ୟବାନ ଅଟେ ।
 I am forty-five. ମୋ ବୟସ ପଇଁଚାଳିଶ ବର୍ଷ ।
What can be done now?/What's to be done now? ଏବେ କଣ କରାଯାଇ ପାରିବ ?
Both my hands have been injured. ମୋର ଦୁଇହାତ ଜଖମ ହୋଇ ଯାଇଛି ।
I have given up painting. ମୁଁ ଚିତ୍ରକଳା ଛାଡ଼ି ଦେଇଛି ।