(Negation) ନିଷେଧ

I know nothing in this connection. ମୁଁ ଏ ବିଷୟରେ କିଛି ଜାଣି ନାହିଁ ।
Don't do such a mischief again. ଏଭଳି କୁକର୍ମ ଆଉ ଥରେ କର ନାହିଁ ।
It's not so/like that. ଏହା ଏପରି ନୁହେଁ ।
He couldn't manage to get leave. ତାକୁ ଛୁଟି ମିଳି ପାରିଲା ନାହିଁ ।
 I have no complaints. / I don't have any complaint ମୋର କୌଣସି ଅଭିଯୋଗ ନାହିଁ । I
It's impossible. / It can't be so l de so. ଏପରି ହୋଇ ନ ପାରେ ।
No, I couldn't go, ନାମୁଁ ଯାଇ ପାରିଲି ନାହିଁ ।
I don't know ମୁଁ ଜାଣି ନାହିଁ |
I don't want anything. ମୋ କିଛି ଲୋଡ଼ା ନାହିଁ ।
Nothing. କିଛି ନୁହେଁ ।
How can I do this . ମୁଁ ଏହା କିପରି କରି ପାରିବି ?’’
I can't do this, ମୋ ଦ୍ୱାରା ଏହି କାମ ହେଇ ପାରିବ ନାହିଁ । .
I don't agree/believe, ମୁଁ ମାନିବି ନାହିଁ ।
This is not true. ଏହା ସତ ନୁହେଁ ।
You should not allow this. ତୁମେ ଏଥିପାଇଁ ଅନୁମତି ଦେବା ଉଚିତ ନୁହେଁ ।
Don't find fault with others./Don't criticise others. ଅନ୍ୟର ସମାଲୋଚନା କର ନାହିଁ । ଅନ୍ୟର ଦୋଷ ବାହାର କର ନାହିଁ ।
Don't be proud of your riches/money. ନିଜ ଧନ ପାଇଁ ଗର୍ବ କର ନାହିଁ ।

 Don't cheat anybody. କାହାରିକୁ ଠକ/ଭଣ୍ଡ ନାହିଁ ।
Don't walk on the tall grass: ଲମ୍ବା ଘାସ ଉପରେ ଚାଲ ନାହିଁ ।
Don't be stubborn. ଜିଦ୍ ଖୋର ହୁଅ ନାହିଁ ।
Sorry, I can't buy/afford it.  ମୁଁ ଏହା ଜିଣି ପାରିବି ନାହିଁ ।
Sorry, I don't have any change. ମୋ ପାଖରେ ଖୁଚୁରା ନାହିଁ I
I don't know how to sing. ମୁଁ ଗୀତ ଗାଇ ଜାଣି ନାହିଁ ।
Don't be angry./Don't lose your temper. ମୋଟେ ରାଗ ନାହିଁ ।
Don't be rude to anybody. / Don't speak harshly with anybody. କୌଣସି ଲୋକଙ୍କୁ କର୍କଶ କଥା କୁହ ନାହିଁ ।