(Office) କାର୍ଯ୍ୟାଳୟ
This is a Punjab National Bank cheque. ଏହା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଚେକ ଅଟେ ।
This clerk is a favourite of the officers. ଏହି କିରାଣୀ ଅଧିକାରୀଙ୍କର ପ୍ରିୟ ପାତ୍ର ଅଟେ ।
For how many days would you have to take leave? ତୁମକୁ କେତେ ଦିନପାଇଁ ଛୁଟି ନେବାକୁ ପଡ଼ିବ ? Work pressure is very
heavy these days. ଆଜିକାଲି
କାମ ବହୁତ ଜୋରରେ ଲାଗିଛି ।
I want to make a call. ମୁଁ
ଟେଲିଫୋନ୍ କରିବାକୁ ଚାହେଁ ।
Put up the notice on the notice-board. ନୋଟିସକୁ ନୋଟିସ ବୋର୍ଡରେ ଲଗାଇଦିଅ ।
Is the boss in ? ସାହେବ ଅଛନ୍ତି କି ?
Please sign here. ଏଠାରେ
ଦସ୍ତଖତ କରନ୍ତୁ ।
My application has been accepted. ମୋ ଦରଖାସ୍ତ ମଞ୍ଜୁର ହୋଇଯାଇଛି ।
He didn't / couldn't get leave. ତାକୁ ଛୁଟି ମିଳିଲା ନାହିଁ ।
He has been warned. ତାକୁ
ଚେତାବନୀ ଦିଆଯାଇଛି । '
I'll think over this matter. ମୁଁ
ଏ ବିଷୟରେ ଚିନ୍ତା କରିବି ।
Nalin is a simple and straight forward man. ନଳିନୀ ଜଣେ ସରଳ ଓ ସିଧା ସଳଖ ଲୋକ ଅଟେ ।
He was elected unanimously. ସେ
ସର୍ବସମ୍ମତି କ୍ରମେ ନର୍ବାଚିତ ହେଲେ ।
How long will you take to get ready? ଆପଣଙ୍କୁ ପ୍ରସ୍ତୁତ ହେବାକୁ କେତେ ସମୟ ଲାଗିବ ?
The law and order situation is deteriorating day by day. ଆଇନ ଓ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ି ଯାଉଛି ।
Never underestimate the enemy. ଶତ୍ରୁକୁ କେବେ କମ ବୁଝନ୍ତୁ ନାହିଁ ।
There is a slump in the share market these days. ଆଜିକାଲି
ସେୟାର ବଜାର ମାନ୍ଦା ଚାଲୁଛି ।
There is a boom in the share market. ସେୟାର ବଜାରରେ ଦାମ ବଢ଼ି ଚାଲିଛି ।
She is grumbling all the time. ସେ ସବୁବେଳେ ଗରଗର ହେଉଛନ୍ତି ।
Petrol is highly inflammable. ପେଟ୍ରୋଲ ବହୁତ ଜଲଦି ନିଆଁ ଧରେ ।
He is man of good taste. ତାଙ୍କର
ପସନ୍ଦ ଭଲ ।
Don't look at me like this. ମୋତେ
ଏପରି ଚାହିଁ ନାହିଁ ।
Indira Gandhi had an impressive personality ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିତ୍ଵ ପ୍ରଭାବଶାଳୀ ଥିଲା ।
Make the most of the opportunity. ସୁଯୋଗରୁ ପୁରା ଲାଭ ଉଠାନ୍ତୁ ।
Talking to him is below my dignity. ତାଙ୍କ ସହିତ କଥାବାର୍ତ୍ତା କରିବା ମୋର ମର୍ଯ୍ୟାଦାର ବିରୁଦ୍ଧ
ଅଟେ ।
The two countries signed a peace treaty. ଦୁଇ ଦେଶ ଶାନ୍ତି ସନ୍ଧିରେ ଦସ୍ତଖତ କଲେ ।