(On the Playground) ଖେଳପଡ଼ିଆରେ
I want to see a football/hockey/cricket match today. ମୁଁ ଆଜି ଫୁଟବଲହକି /କ୍ରିକେଟ ଖେଳ ଦେଖୁବାକୁ ଚାହେଁ ।
Which teams are playing the match? ମ୍ୟାଚ କେଉଁ କେଉଁଦଳ ଭିତରେ ହେଉଛି ?
When will the match start? ଖେଳ
କେତବେଳେ ଆରମ୍ଭ ହେବ ?
Who is that player? ସେହି
ଖେଳାଳି ଜଣକ କିଏ ?
Who won the match yesterday? କାଲି ଖେଳରେ କିଏ ଜିତିଲା?
What games do you like? ଆପଣଙ୍କୁ
କେଉଁ ଖେଳ ଭଲ ଲାଗେ ?