(Out of Home) ଘର ବାହାରେ

This shoe is very tight. ଏହି ଜୋତା ବହୁତ କସ ।
Where does this road lead to? ଏହି ସଡ଼କ କୁଆଡ଼େ ଯାଇଛି ।
This road leads to Rohtak.. ଏହି ସଡ଼କ ରୋହତକ ଯାଇଛି ।
Just hold my cycle/bike. ଟିକିଏ ମୋ ସାଇକେଲ ଧର ।
I have to keep awake/wake up at night. ମୋର ରାତିରେ ଚେଇଁବାକୁ ପଡ଼େ ।
Always keep.to the left. ସବୁବେଳେ ବାମ ପଟେ ଚାଲ ।
Always walk on the footpath. ସବୁବେଳେ ଫୁଟପାଥରେ ଚାଲ ।
Beware of pickpockets. ପକେଟମାରକୁ ସାବଧାନ ରୁହନ୍ତୁ ।
I am not fond of theatre/seeing plays. ମୋର ନାଟକ ଦେଖିବାକୁ ସଉକ ନାହିଁ ।
I have changed my house. / I've shifted from the old place ମୁଁ ମୋର ଘର ବଦଳାଇ ଦେଇଛି । Can one get a taxi/cab here? ଣ ଏଠାରେ କୌଣସି ମଟରଗାଡ଼ି ଭଡ଼ାରେ ମିଳି ପାରିବ କି ?
Come what may, we must reach the meeting in time. ଯାହା କିଛି ହେଉ ପଛକେ ଆମକୁ ଠିକ ସମୟରେ ସଭାରେ ପହଞ୍ଚିବାକୁ ପଡ଼ିବ ।
This road is closed to the public. ଏହି ସଡ଼କ ଜନସାଧାରଣ ଲୋକଙ୍କ ପାଇଁ ବନ୍ଦ ଅଛି ।
No entry without permission. ବିନା ଅନୁମତିରେ ଭିତରକୁ ଆସିବା ମନା ।