(Permission) ଅନୁମତି

Do / Should we begin ? ଆରମ୍ଭ କରିବା କି ?
May I go/leave ? ମୁଁ ଯାଇପାରେ କି ?
May I join you ? May I also come along? ମୁଁ ମଧ୍ୟ ଯାଇପାରେ କି ?
Let me go. ମୋତେ ଯିବାକୁ ଦିଅ ।
You may 'go/leave now. ଏବେ ଆପଣ ଯାଇ ପାରନ୍ତି ।
Please permit/allow me to go now. ଏବେ ମୋତେ ଯିବାକୁ ଅନୁମତି ଦିଅନ୍ତୁ ।
Can I use your phone ? . କଣ ମୁଁ ଟେଲିଫୋନ୍ କରିପାରିବି କି ?
Can I switch off the light? ଣ ମୁଁ ବିଜୁଳି ବନ୍ଦ କରିପାରେ କି ?
May I play your video game ? ଣ ମୁଁ ତୁମର ଭିଡ଼ିଓଗେମ ଖେଳି ପାରିବି କି ?
May I come in, please ? ଣ ମୁଁ ଭିତରକୁ ଯାଇପାରେ କି ?
Can I leave my books with you? ଣ ମୁଁ ମୋର ବହି ତୁମ ପାଖରେ ଛାଡ଼ିଯିବି କି ?
Can we smoke in your room ? ଣ ଆମେ ତୁମର କୋଠରୀରେ ସିଗାରେଟ ଟାଣିପାରିବୁ କି ?
Of course, with great pleasure. ହଁବଡ଼ ଖୁସୀର ସହିତ ।
Will you please give me a lift/take me in your car ? ଣ ଆପଣ ମୋତେ ଆପଣଙ୍କ କାରରେ ନେଇ ପାରିବେ କି ?
May I borrow your bike for a while ? ଣ ମୁଁ କିଛି ସମୟ ପାଇଁ ଆପଣଙ୍କ ସାଇକେଲ ନେଇ ପାରିବି କି ? Can I disturb you ? ଣ ମୁଁ ଆପଣଙ୍କୁ କଷ୍ଟ ଦେଇ ପାରେ କି ?
Can I stay in this room? ଣ ମୁଁ ଏହି କୋଠରୀରେ ରହିପାରିବି କି ?
May we rest here for a while ? ଣ ଆମେ ଏଠାରେ ଟିକିଏ ବିଶ୍ରାମ ନେଇ ପାରିବୁ କି ?
May I go to see a movie today ? ଣ ମୁଁ ଆଜି ସିନେମା ଦେଖିବାକୁ ଯାଇ ପାରିବି କି ?