Phrase Prepositions

I was about to go. ମୁଁ ପ୍ରାୟ ଯିବାକୁ ବାହାରିଥିଲି ।
He succeeded by dint of hard work. ସେ କଠିନ ପରିଶ୍ରମ ବଳରେ ସଫଳ ହେଲେ ।
We should be prepared to sacrifice everything for the sake of our country. ଆମେ ଆମ ଦେଶପାଇଁ ପ୍ରତ୍ୟେକ ବିଷୟରେ ତ୍ୟାଗ କରିବାକୁ ପ୍ରସ୍ତୁତ ରହିବା ଉଚିତ୍ ।
 We should act in favour of our friends. ଆମେ ଆମର ମିତ୍ରମାନଙ୍କ ଭଲ ପାଇଁ କାମ କରିବା ଉଚିତ୍ ।
 We must work in order to live. ଆମକୁ ବଞ୍ଚିବାପାଇଁ କାମ କରିବାକୁ ହେବ ।
My friend came to see me inspite of being very busy. ଭାରି ବ୍ୟସ୍ତ ଥାଇ ମଧ୍ୟ ମୋର ମିତ୍ର ମୋତେ ଦେଖା କରିବାକୁ ଆସିଲା ।
Can you give me your bicycle in excahnge for my watch? ତୁମ୍ଭେ କଣ ମୋର ଘଡ଼ି ବଦଳରେ ତୁମର ସାଇକେଲ ଦେଇ ପାରିବ କି ?
He had to leave suddenly in the midst of meeting.ତାଙ୍କୁ ସଭାକାଳରେ ଅଚାନକ ଯିବାକୁ ପଡ଼ିଲା।
Pankanj had to give up studies for want of money. ପଙ୍କଜକୁ ପଇସା ଅଭାବରୁ ପଢ଼ା ଛାଡ଼ିବାକୁ ପଡ଼ିଲା ।