ସ୍ଥାନସୂଚକ (Platial) ଶବ୍ଦରୁ ଗଠିତ ବାକ୍ୟ

The book is on the box. ପୁସ୍ତକଟି ବାକ୍ସ ଉପରେ ଅଛି ।
The computer is on the table.. କମ୍ପ୍ୟୁଟର ମେଜ ଉପରେ ଅଛି ।
The clerk is at the seat. କିରାଣୀ ଆସନରେ ଅଛନ୍ତି ।
There is green paint on the door. କବାଟରେ ସବୁଜ ରଙ୍ଗ ଲାଗିଛି ।
Father is standing at the door. ବାପା ଦୁଆର ମୁହଁରେ ଠିଆ ହୋଇ ଅଛନ୍ତି ।
 I'll see you at home. ମୁଁ ଆପଣଙ୍କୁ ଘରେ ଦେଖା କରିବି ।
Neha is coming into the room. ନେହା ଘର ଭିତରକୁ ଆସୁଛି ।
Rishabh and Richa, both are in the room. ରିଷଭ ଏବଂ ରିଚା ଦୁଇଜଣ ଘର ଭିତରେ ଅଛନ୍ତି ।
 I'll pour some more water into the gláss. ମୁଁ ଗିଲାସରେ ଆଉ ଟିକିଏ ଅଧିକ ପାଣି ଢାଳିଲି ।
 People bathe in the river. ଲୋକମାନେ ନଦୀରେ ଗାଧାନ୍ତି ।. .
 We sit on the bench, but father sits in the arm-chair. ଆମେ ବେଞ୍ଚ ଉପରେ ବସୁ, କିନ୍ତୁ ବାପା ଆରାମ ଚୌକିରେ ବସନ୍ତି । .
 Why don't you sit at the table. ଆପଣ ଟେବୁଲ ପାଖରେ ବସୁ ନାହାଁନ୍ତି କାହିଁକି ?
 Feed the floppy into the computer . ଫ୍ଳପିକୁ କମ୍ପ୍ୟୁଟର ଭିତରେ ପୂରାଇ ଦିଅନ୍ତୁ ।
He went into his house. ସେ ତା ନିଜ ଘର ଭିତରକୁ ଗଲା ।
 The letter was sent by Courier. ଚିଠିଟି କୋରିଅରରେ ପଠାଗଲା ।
Please translate this from Hindi into English. ଏହାକୁ ହିନ୍ଦୀରୁ ଇଂରାଜୀରେ ଅନୁବାଦ କରନ୍ତୁ ।
 The tiger was killed by the hunter. ଶିକାରୀ ଦ୍ୱାରା ବାଘ ମରାଗଲା । ଶିକାରୀ ବାଘ ମାରିଲା।
He stood beside his brother. ସେ ତାର ଭାଇ ପାଖରେ ଠିଆ ହେଲା ।
I play football besides hockey. ମୁଁ ହକି ବ୍ୟତୀତ ଫୁଟବଲ୍‌ ମଧ୍ୟ ଖେଳେ ।
Divide the sweets between Kirti and Saurabh. ମିଠାଇ ଗୁଡ଼ିକୁ କୀର୍ତ୍ତି ଏବଂ ସୌରଭ ମଧ୍ୟରେ ବାଣ୍ଟିଦିଅ
Simla is situated amongst the mountains. ଶିମଳା ପାହାଡ଼ ଗୁଡ଼ିକ ମଧ୍ୟରେ ଅବସ୍ଥିତ ।
He is a man of principles. ସେ ସିଦ୍ଧାନ୍ତ ପ୍ରିୟ ବ୍ୟକ୍ତି ଅଟନ୍ତି ।
 There is bridge over the Yamuna river. ଯମୁନା ନଦୀ ଉପରେ ଗୋଟିଏ ପୋଲ ଅଛି ।
Throw the ball over the wall.ବଲ୍‌କୁ କାନ୍ଥ ଉପରକୁ ପକାଅ ।
Birds are flying over the bridge.ପକ୍ଷୀମାନେ ପୋଲ ଉପରେ ଉଡୁଛନ୍ତି |
Boats are under the bridge.ପୋଲ ତଳେ ଡଙ୍ଗାଗୁଡିକ ଅଛି |
Amar is standing between Raj and Vikas. ଅମରରାଜ ଏବଂ ବିକାଶ ମଝିରେ ଠିଆ ହୋଇଛି ।
Ram is in front of Sitaji, Sitaji is standing behind him. ରାମ ସୀତାଙ୍କ ସାମ୍ନାରେ ଅଛନ୍ତି/ ସୀତ। ତାଙ୍କ ପଛରେ ଠିଆ ହୋଇଛନ୍ତି ।
We are in confusion. The money is in my pocket. Fishes are in the sea. Who is inside ? ଆମେ ଦ୍ୱନ୍ଦରେ ଅଛୁ । ପଇସା ମୋ ପକେଟ୍‌ରେ ଅଛିମାଛମାନେ ସମୁଦ୍ରରେ ଅଛନ୍ତି । ଭିତର କିଏ ଅଛି ।