• ଅରକ୍ଷିତକୁ ଦଇବ ସାହା ।
God tempers the wind to the shorn lamb.
• ଅର୍ଥ ଅନର୍ଥର ମୂଳ ।
Money is the root of all evils.
• ଆଲୋ ମଉସା ଜଡ଼ ପଇସା ।
Money is the root of all trouble.
• ଅଣ୍ଟିଛୁରୀ ତଣ୍ଟି କାଟେ ।
His dog is barking at him.
• ଅଳସୁଆ ମାଗିଖିଆର ଭାଇ ।
An idle man is a brother to a beggar. ।
• ଅର୍ଥ ଦୁନିଆକୁ ଶାସନ କରେ ।
Money rules the world.
• ଅବସର ପ୍ରାପ୍ତ ମଣିଷ ଆନନ୍ଦ ପାଇପାରେ ।
Man of leisure is a man of pleasure.
• ରାଜାନୁଗତ୍ୟେ ଧର୍ମଃ ।
As the king, so are his subjects.
• ଯଥା ରାଜା ତଥା ପ୍ରଜା ।
Like king, like subjects.
• ଯେପରି ରାଜା ସେପରି ପ୍ରଜା ।
As the king, so the subjects.
• ଅତି ସାମାନ୍ୟ ମାତ୍ର ଘୋର ବିପଦ ।
The last straw in camel's back.
• ପୋଡ଼ା ଘା’ରେ ଚୂନ ଲଗାଇବା ।
• To add fuel to fire / the flame.
• କଟା ଘା'ରେ ଚୂନ ଲଗାଇବା
To add insult to injury.
•ଜ୍ୱଳନ୍ତା ନିଆଁରେ କୁଟା ପକାଇବା ।
To rub in.
• ପୋଡ଼ା ଘା’ରେ ଲୁଣ ପକାଇବା |
To flog a dead horse.
• ବୋଝ ଉପରେ ନଳିତା ବିଡ଼ା ।
To Pour water on a drowned mouse.
• କଟା ଘା’ରେ ଲୁଣ ।
To slay the slain.
• ଅମିତ ହେଲେ ଅମୃତ ବିଷ ।
Excess of joy is sorrow.
ପେଟ ପୁରିଲେ ଫେଣୀ ପିତା ।
Excess of delight Palls the appetite.
• ଅଜାଗା ଘା’ ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ ।
A sore in the private part neither can be seen nor can be shown.
ଅତି ବୁଦ୍ଧିଆ ଫାନ୍ଦରେ ପଡେ |
Too much Cunning over reaches itself.
ଅତି ଚାଲାଖିରୁ କାଉ ଅଭକ୍ଷ ଭକ୍ଷେ ।
Too much Cunning undoes.
ଅନିଶ୍ଚିତର ଆଶାରେ ନିଶ୍ଚିତକୁ ତ୍ୟାଗ କରନା ।
Quit not certainly for hope.
ଅଭଦ୍ରଲୋକ ସହିତ ଭଲ ବ୍ୟବହାର କର ।
Give the devil his due.
ଶଇତାନକୁ ତାର ନ୍ୟାର୍ଯ୍ୟ ଦାବି ଦିଅ ।
Render un to caeser the things which are caesar's.
ଅନଭ୍ୟସ୍ତ ବ୍ୟକ୍ତି ଅସୁବିଧା ଭୋଗେ ।
Every shoe fits not every foot.
• ଅନ୍ଧ ହସ୍ତେ ରତ୍ନ ମୁଦି ।
To Cast pearls before swine.
• ଘୁଷୁରୀ ବେକରେ ମାଳ ପିନ୍ଧାଇବା ।
' Honey is not for pig mouth.
• ଅଳସୁଆ ଲୋକ ଜୀବନରେ କିଛି କରିପାରେନା ।
A sleeping fox Catches no popularity.
• ଶୋଇଲା ପୁଅର ଭାଗ ନାହ ।
A sleeping lion Catches no deer.
ବିଦ୍ୟା ଅନନ୍ତ, ଜୀବନ ସଂକ୍ଷିପ୍ତ ।
Art is long, life is short,
ଅବଳାର ମୁଖ ହିଁ ବଳ ।
Arthur Could not tame a women's tongue.
ଅଙ୍ଗେ ବହନ୍ତି ଅନେକ ଛାପ, କେହି ନ ଜାଣନ୍ତି ଭିତର ପାପ
Beads about the neck, the devil in the heart. ?
• ଅଧର ମଧୁର, ହୃଦୟ ଗର ।
A Serpent under the flower.
• ବିଷକୁମ୍ଭଂ ପୟୋ ମୁଖମ୍ ।
An angel's face with a devil's purpose.
• ଜିଭରେ ପିୟୁଷ, ଗର୍ଭରେ ବିଷ ।
All saint without, all devil within.
ଉପରେ ବଡ଼ ସୁନ୍ଦର ଭିତରେ ପୋଡ଼ା ଅଙ୍ଗାର ।
God in his tongue, the devil in his heart."
ତୁଣ୍ଡେ ହରି ପେଟେ ଛୁରୀ |
A honeyed tongue. a heart of gall.
ଚାଟୁଥା ପଛରୁ ଗଳାକୁ କାଟୁଥା ।
Beneath the rose lies the serpent.
ଉପରେ ଚିତ୍ର ପଟ ପଟ, ଭିତରେ ପାପ ଭଟ ଭଟ |
Bees that have honey in their mouth have strings in their tails.
• ପପେ ଅର୍ଜତ ଯେତେ ଧନ, ସେ ନୁହେଁ ସୁଖେ ପ୍ରୟୋଜନ ।
Evil got, evil spent
• ପାପଧନ ପ୍ରାୟଶ୍ଚିତରେ ଯାଏ ।
III gotten goods seldom prosper.
• ଅଭାବେ ସ୍ଵଭାବ ନଷ୍ଟ ।
Necessity knows no law.
ଅକାଳେ/ଆତୁରେ ନିୟମ ନାସ୍ତି |
Necessity has no law.
• ଅସୁବିଧାରେ ପଡ଼ିଲେ ନୀତି ନିୟମ ଲଙ୍ଘନ କରାଯାଇଥାଏ ।
There is no law in furtune.
ଅଭ୍ୟାସ ହେଉଛି ଦ୍ୱିତୀୟ ପ୍ରକୃତି ।
Habit is second nature.
• କୁକୁର ପେଟରେ ଘିଅ ସହେନା ।
Where shall the ox go but he must labour.
• ଢିଙ୍କି ସ୍ୱର୍ଗକୁ ଗଲେବି ଧାନ କୁଟିବା
There is no royal road to learning.
• ଅସଫଳତା ସଫଳତାର ଜନନୀ ।
Failure is the pillar of success.
• ଅଳସୁଆ ଲୋକ ଉନ୍ନତି କରିପାରନ୍ତି ନାହିଁ ।
The idle man cannot prosper.
ଅନ୍ୟର ଭଲ ପାଇଁ ଭଗବାନଙ୍କୁ ପ୍ରାର୍ଥନା କର ।
Pray to God for others benefit.
ଅବସ୍ଥା ଦେଖି ବ୍ୟବସ୍ଥା କର ।
Look before you leap.
ଅଜ୍ଞାତ କୁଳଶିଳସ୍ୟ ବାସଃ ନ ଦେୟ ।
Beware of sheltering a stranger in the house.
• ଅସମ୍ଭବ ଶବ୍ଦଟି ବୋକାମାନଙ୍କର ଭାଷାକୋଷରେ ଲେଖା ହୋଇଥାଏ |
Impossible is a word found in the dictionary of fools.
• ଅପ୍ରିୟ ସତ କହିବ ନାହିଁ ।
Do not rub it in.
• ଅବୁଝାକୁ ବୁଝିବାକୁ ଦିଅନା |
None so blind as those who will not see.
• ଅବିବାହିତ ବ୍ୟକ୍ତି ନିୟନ୍ତ୍ରଣ ଯନ୍ତ୍ର ନଥିବା ଘଣ୍ଟାପରି ।
A bachelor is a watch without a regulator.
ଅର୍ଥେନ ବଳବାନ ସର୍ବଃ ।
Wealth is power.
ଅନ୍ଧଙ୍କ ମଧ୍ୟରେ କଣା ରାଜା ।
A figure amongst ciphers.
ଅନିମନ୍ତ୍ରିତ ବ୍ୟକ୍ତି ଅନାହୁତ ହୁଅନ୍ତି ।
One day guest, the next day a pest
ଆଜିର ଅତିଥି କାଲିକୁ ବୋଝ ।
Uninvited guests sit on throms.
ଅନ୍ତରେ ଗୁହ, ଆଖିରେ ଲୁହ ।
Crocodile tears.
ଅଳ୍ପ କୁହ ବହୁତ ଭାବ ।
Think much, speak little.
• ଅନଭିଜ୍ଞ ବ୍ୟକ୍ତି ସର୍ବଦା ବିପଦର ସମ୍ମୁଖୀନ ହୁଏ ।
Layman posses a problem.
• ଅସ୍ତିର ବ୍ୟକ୍ତି ସମ୍ପଦ କରିପାରେ ନାହିଁ ।
A rolling stone gathers no mass.
• ଅକର୍ମା ଯେଣେ ଯାଏ, ଅପାଳକ ତେଣେ ଧାଏଁ ।
Fortune forsakes the idle.
• ଅସିଠାରୁ ମସିର ବଳ ବେଶି ।
Pen is mighter than sword.
ଅତୋ ନଷ୍ଟ, ତୋ ନଷ୍ଟ .
Catch at the shadow and lose the substance. ।
ଅଧିକନ୍ତୁ ନ ଦୋଷାୟ ।
The more, the merrior.
• ଅସିଆ କାଳର ମସିଆ ।
Too old.
• ଅଧ୍ରୁବ ଅପେକ୍ଷା ଧ୍ରୁବ ବସ୍ତୁର ମୂଲ୍ୟ ବେଶି .
A bird in hand is worth two in the bush.
• ହାତରେଥିବା ମାଛ ନଈରେ ଥିବା ମାଛଠାରୁ ଦୁଇଗୁଣ ମୂଲ୍ୟ ।
One today is better than two tomorrows.
ଅଭିଜ୍ଞତାଦ୍ୱାରା କୌଣସି ବସ୍ତୁର ଭଲମନ୍ଦ ଜାଣିହୁଏ ।
The proof of the pudding lies in the eating
ଅଳ୍ପ ଧନ ବିକଳ ମନ ।
A light purse is a heavy curse.
ଅପମାନିତ ଜୀବନଠାରୁ ମରଣ ଭଲ
Dishonour is worse than death.
• ଅତି ସମ୍ପଦ ବାବୁ ମହା ବିଷମ ।
Much coin, much pain.
• ଅଲଣା କଥା ।
Worthless talk.
• ନିରାଶ୍ରୟକୁ ଈଶ୍ଵର ଭରସା ।
God saves the shorn lamb.
• ଅନଭିଜ୍ଞତା ଦ୍ଵାରା ଅଭିଶାପ ଏବଂ ଶିକ୍ଷା ଏକ ପକ୍ଷ ଯାହାଦ୍ୱାରା ସ୍ଵର୍ଗପ୍ରାପ୍ତି ହୁଏ ।
Ignorance is the Curse of God and education is a wing where we fly to heaven.
ଅଜ୍ଞତା ଭକ୍ତିର ଜନନୀ ।
lgnorance is the mother of devotion. ''.
• ଅର୍ଥ ଅସାଧ୍ୟ ସାଧନ କରିପାରେ ।
Money makes the mare go.
• ଅହିଂସା ହି ପରମ ଧର୍ମ ।
Love is the greatest virtue.
ଅଧ୍ୟୟନ ଛାତ୍ରମାନଙ୍କର ତପସ୍ୟା |
Study is the main pursuit of the students.
ଅସତ୍ୟ ଅପେକ୍ଷା ସତ୍ୟ ବିରଳ । ।
Truth is rarer than fiction.
• ଅବକାଶ ଚିନ୍ତାର ଜନନୀ ।
Leisure is the mother of thought.
• ଅଭିଜ୍ଞତା ସବୁଠାରୁ ବଡ଼ ଶିକ୍ଷକ ।
Experience is the best teacher.
ଅତୀତ ମଧୁର ।
Past is always sweet.
• ଅପଚୟ କରନି, ଅଭାବ ହେବନି
Waste not, want not. As
• ଅନୁତାପ ସବୁଠାରୁ ବଡ଼ ଦଣ୍ଡ | |
Repentance is the best atonement.
ଅନୁତାପ ସବୁଠାରୁ ବଡ଼ ଦଣ୍ଡ ଓ କ୍ଷମା ସବୁଠାରୁ ବଡ଼ ପ୍ରତିଶୋଧ |
A Repentance is the best punishment and forgiveness is the noblest revenge.
ଅଭିଜ୍ଞତା ବିନା ପରିଣାମଦର୍ଶୀ ହେବା ଅସମ୍ଭବ ।
Without experience it is impossible to be farsighted.
• ଅସମ୍ଭବ ଭୀରୁ ମୁଖରେ ଶୋଭାପାଏ ।
Impossibility is the question of a Coward.
• ଅନ୍ଧ ହେବାଠାରୁ ଚକ୍ଷୁଶୂଳ ହେବା ଭଲ ।
Better eye-sore than all blind. Mutt
ଅବୁଝାମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ ।
Such is the Government, so are the people.
ହସତଳେ କାନ୍ଦ ଅଛି ।
The cross on his breast, the devil in his heart.
• ମୁହଁରେ ମଧୁ ପେଟରେ ବିଷ ।
A sweet-tongued knave.
• ଅତି ସ୍ନେହକଲେ ପିଲା ନଷ୍ଟହୁଏ ।
Spare the rod, spoil the child.
• ଅତି ଲାଳ ଦୋଷାବହୀ ।
God tempers the wind to the shorn lamb.
• ଅର୍ଥ ଅନର୍ଥର ମୂଳ ।
Money is the root of all evils.
• ଆଲୋ ମଉସା ଜଡ଼ ପଇସା ।
Money is the root of all trouble.
• ଅଣ୍ଟିଛୁରୀ ତଣ୍ଟି କାଟେ ।
His dog is barking at him.
• ଅଳସୁଆ ମାଗିଖିଆର ଭାଇ ।
An idle man is a brother to a beggar. ।
• ଅର୍ଥ ଦୁନିଆକୁ ଶାସନ କରେ ।
Money rules the world.
• ଅବସର ପ୍ରାପ୍ତ ମଣିଷ ଆନନ୍ଦ ପାଇପାରେ ।
Man of leisure is a man of pleasure.
• ରାଜାନୁଗତ୍ୟେ ଧର୍ମଃ ।
As the king, so are his subjects.
• ଯଥା ରାଜା ତଥା ପ୍ରଜା ।
Like king, like subjects.
• ଯେପରି ରାଜା ସେପରି ପ୍ରଜା ।
As the king, so the subjects.
• ଅତି ସାମାନ୍ୟ ମାତ୍ର ଘୋର ବିପଦ ।
The last straw in camel's back.
• ପୋଡ଼ା ଘା’ରେ ଚୂନ ଲଗାଇବା ।
• To add fuel to fire / the flame.
• କଟା ଘା'ରେ ଚୂନ ଲଗାଇବା
To add insult to injury.
•ଜ୍ୱଳନ୍ତା ନିଆଁରେ କୁଟା ପକାଇବା ।
To rub in.
• ପୋଡ଼ା ଘା’ରେ ଲୁଣ ପକାଇବା |
To flog a dead horse.
• ବୋଝ ଉପରେ ନଳିତା ବିଡ଼ା ।
To Pour water on a drowned mouse.
• କଟା ଘା’ରେ ଲୁଣ ।
To slay the slain.
• ଅମିତ ହେଲେ ଅମୃତ ବିଷ ।
Excess of joy is sorrow.
ପେଟ ପୁରିଲେ ଫେଣୀ ପିତା ।
Excess of delight Palls the appetite.
• ଅଜାଗା ଘା’ ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ ।
A sore in the private part neither can be seen nor can be shown.
ଅତି ବୁଦ୍ଧିଆ ଫାନ୍ଦରେ ପଡେ |
Too much Cunning over reaches itself.
ଅତି ଚାଲାଖିରୁ କାଉ ଅଭକ୍ଷ ଭକ୍ଷେ ।
Too much Cunning undoes.
ଅନିଶ୍ଚିତର ଆଶାରେ ନିଶ୍ଚିତକୁ ତ୍ୟାଗ କରନା ।
Quit not certainly for hope.
ଅଭଦ୍ରଲୋକ ସହିତ ଭଲ ବ୍ୟବହାର କର ।
Give the devil his due.
ଶଇତାନକୁ ତାର ନ୍ୟାର୍ଯ୍ୟ ଦାବି ଦିଅ ।
Render un to caeser the things which are caesar's.
ଅନଭ୍ୟସ୍ତ ବ୍ୟକ୍ତି ଅସୁବିଧା ଭୋଗେ ।
Every shoe fits not every foot.
• ଅନ୍ଧ ହସ୍ତେ ରତ୍ନ ମୁଦି ।
To Cast pearls before swine.
• ଘୁଷୁରୀ ବେକରେ ମାଳ ପିନ୍ଧାଇବା ।
' Honey is not for pig mouth.
• ଅଳସୁଆ ଲୋକ ଜୀବନରେ କିଛି କରିପାରେନା ।
A sleeping fox Catches no popularity.
• ଶୋଇଲା ପୁଅର ଭାଗ ନାହ ।
A sleeping lion Catches no deer.
ବିଦ୍ୟା ଅନନ୍ତ, ଜୀବନ ସଂକ୍ଷିପ୍ତ ।
Art is long, life is short,
ଅବଳାର ମୁଖ ହିଁ ବଳ ।
Arthur Could not tame a women's tongue.
ଅଙ୍ଗେ ବହନ୍ତି ଅନେକ ଛାପ, କେହି ନ ଜାଣନ୍ତି ଭିତର ପାପ
Beads about the neck, the devil in the heart. ?
• ଅଧର ମଧୁର, ହୃଦୟ ଗର ।
A Serpent under the flower.
• ବିଷକୁମ୍ଭଂ ପୟୋ ମୁଖମ୍ ।
An angel's face with a devil's purpose.
• ଜିଭରେ ପିୟୁଷ, ଗର୍ଭରେ ବିଷ ।
All saint without, all devil within.
ଉପରେ ବଡ଼ ସୁନ୍ଦର ଭିତରେ ପୋଡ଼ା ଅଙ୍ଗାର ।
God in his tongue, the devil in his heart."
ତୁଣ୍ଡେ ହରି ପେଟେ ଛୁରୀ |
A honeyed tongue. a heart of gall.
ଚାଟୁଥା ପଛରୁ ଗଳାକୁ କାଟୁଥା ।
Beneath the rose lies the serpent.
ଉପରେ ଚିତ୍ର ପଟ ପଟ, ଭିତରେ ପାପ ଭଟ ଭଟ |
Bees that have honey in their mouth have strings in their tails.
• ପପେ ଅର୍ଜତ ଯେତେ ଧନ, ସେ ନୁହେଁ ସୁଖେ ପ୍ରୟୋଜନ ।
Evil got, evil spent
• ପାପଧନ ପ୍ରାୟଶ୍ଚିତରେ ଯାଏ ।
III gotten goods seldom prosper.
• ଅଭାବେ ସ୍ଵଭାବ ନଷ୍ଟ ।
Necessity knows no law.
ଅକାଳେ/ଆତୁରେ ନିୟମ ନାସ୍ତି |
Necessity has no law.
• ଅସୁବିଧାରେ ପଡ଼ିଲେ ନୀତି ନିୟମ ଲଙ୍ଘନ କରାଯାଇଥାଏ ।
There is no law in furtune.
ଅଭ୍ୟାସ ହେଉଛି ଦ୍ୱିତୀୟ ପ୍ରକୃତି ।
Habit is second nature.
• କୁକୁର ପେଟରେ ଘିଅ ସହେନା ।
Where shall the ox go but he must labour.
• ଢିଙ୍କି ସ୍ୱର୍ଗକୁ ଗଲେବି ଧାନ କୁଟିବା
There is no royal road to learning.
• ଅସଫଳତା ସଫଳତାର ଜନନୀ ।
Failure is the pillar of success.
• ଅଳସୁଆ ଲୋକ ଉନ୍ନତି କରିପାରନ୍ତି ନାହିଁ ।
The idle man cannot prosper.
ଅନ୍ୟର ଭଲ ପାଇଁ ଭଗବାନଙ୍କୁ ପ୍ରାର୍ଥନା କର ।
Pray to God for others benefit.
ଅବସ୍ଥା ଦେଖି ବ୍ୟବସ୍ଥା କର ।
Look before you leap.
ଅଜ୍ଞାତ କୁଳଶିଳସ୍ୟ ବାସଃ ନ ଦେୟ ।
Beware of sheltering a stranger in the house.
• ଅସମ୍ଭବ ଶବ୍ଦଟି ବୋକାମାନଙ୍କର ଭାଷାକୋଷରେ ଲେଖା ହୋଇଥାଏ |
Impossible is a word found in the dictionary of fools.
• ଅପ୍ରିୟ ସତ କହିବ ନାହିଁ ।
Do not rub it in.
• ଅବୁଝାକୁ ବୁଝିବାକୁ ଦିଅନା |
None so blind as those who will not see.
• ଅବିବାହିତ ବ୍ୟକ୍ତି ନିୟନ୍ତ୍ରଣ ଯନ୍ତ୍ର ନଥିବା ଘଣ୍ଟାପରି ।
A bachelor is a watch without a regulator.
ଅର୍ଥେନ ବଳବାନ ସର୍ବଃ ।
Wealth is power.
ଅନ୍ଧଙ୍କ ମଧ୍ୟରେ କଣା ରାଜା ।
A figure amongst ciphers.
ଅନିମନ୍ତ୍ରିତ ବ୍ୟକ୍ତି ଅନାହୁତ ହୁଅନ୍ତି ।
One day guest, the next day a pest
ଆଜିର ଅତିଥି କାଲିକୁ ବୋଝ ।
Uninvited guests sit on throms.
ଅନ୍ତରେ ଗୁହ, ଆଖିରେ ଲୁହ ।
Crocodile tears.
ଅଳ୍ପ କୁହ ବହୁତ ଭାବ ।
Think much, speak little.
• ଅନଭିଜ୍ଞ ବ୍ୟକ୍ତି ସର୍ବଦା ବିପଦର ସମ୍ମୁଖୀନ ହୁଏ ।
Layman posses a problem.
• ଅସ୍ତିର ବ୍ୟକ୍ତି ସମ୍ପଦ କରିପାରେ ନାହିଁ ।
A rolling stone gathers no mass.
• ଅକର୍ମା ଯେଣେ ଯାଏ, ଅପାଳକ ତେଣେ ଧାଏଁ ।
Fortune forsakes the idle.
• ଅସିଠାରୁ ମସିର ବଳ ବେଶି ।
Pen is mighter than sword.
ଅତୋ ନଷ୍ଟ, ତୋ ନଷ୍ଟ .
Catch at the shadow and lose the substance. ।
ଅଧିକନ୍ତୁ ନ ଦୋଷାୟ ।
The more, the merrior.
• ଅସିଆ କାଳର ମସିଆ ।
Too old.
• ଅଧ୍ରୁବ ଅପେକ୍ଷା ଧ୍ରୁବ ବସ୍ତୁର ମୂଲ୍ୟ ବେଶି .
A bird in hand is worth two in the bush.
• ହାତରେଥିବା ମାଛ ନଈରେ ଥିବା ମାଛଠାରୁ ଦୁଇଗୁଣ ମୂଲ୍ୟ ।
One today is better than two tomorrows.
ଅଭିଜ୍ଞତାଦ୍ୱାରା କୌଣସି ବସ୍ତୁର ଭଲମନ୍ଦ ଜାଣିହୁଏ ।
The proof of the pudding lies in the eating
ଅଳ୍ପ ଧନ ବିକଳ ମନ ।
A light purse is a heavy curse.
ଅପମାନିତ ଜୀବନଠାରୁ ମରଣ ଭଲ
Dishonour is worse than death.
• ଅତି ସମ୍ପଦ ବାବୁ ମହା ବିଷମ ।
Much coin, much pain.
• ଅଲଣା କଥା ।
Worthless talk.
• ନିରାଶ୍ରୟକୁ ଈଶ୍ଵର ଭରସା ।
God saves the shorn lamb.
• ଅନଭିଜ୍ଞତା ଦ୍ଵାରା ଅଭିଶାପ ଏବଂ ଶିକ୍ଷା ଏକ ପକ୍ଷ ଯାହାଦ୍ୱାରା ସ୍ଵର୍ଗପ୍ରାପ୍ତି ହୁଏ ।
Ignorance is the Curse of God and education is a wing where we fly to heaven.
ଅଜ୍ଞତା ଭକ୍ତିର ଜନନୀ ।
lgnorance is the mother of devotion. ''.
• ଅର୍ଥ ଅସାଧ୍ୟ ସାଧନ କରିପାରେ ।
Money makes the mare go.
• ଅହିଂସା ହି ପରମ ଧର୍ମ ।
Love is the greatest virtue.
ଅଧ୍ୟୟନ ଛାତ୍ରମାନଙ୍କର ତପସ୍ୟା |
Study is the main pursuit of the students.
ଅସତ୍ୟ ଅପେକ୍ଷା ସତ୍ୟ ବିରଳ । ।
Truth is rarer than fiction.
• ଅବକାଶ ଚିନ୍ତାର ଜନନୀ ।
Leisure is the mother of thought.
• ଅଭିଜ୍ଞତା ସବୁଠାରୁ ବଡ଼ ଶିକ୍ଷକ ।
Experience is the best teacher.
ଅତୀତ ମଧୁର ।
Past is always sweet.
• ଅପଚୟ କରନି, ଅଭାବ ହେବନି
Waste not, want not. As
• ଅନୁତାପ ସବୁଠାରୁ ବଡ଼ ଦଣ୍ଡ | |
Repentance is the best atonement.
ଅନୁତାପ ସବୁଠାରୁ ବଡ଼ ଦଣ୍ଡ ଓ କ୍ଷମା ସବୁଠାରୁ ବଡ଼ ପ୍ରତିଶୋଧ |
A Repentance is the best punishment and forgiveness is the noblest revenge.
ଅଭିଜ୍ଞତା ବିନା ପରିଣାମଦର୍ଶୀ ହେବା ଅସମ୍ଭବ ।
Without experience it is impossible to be farsighted.
• ଅସମ୍ଭବ ଭୀରୁ ମୁଖରେ ଶୋଭାପାଏ ।
Impossibility is the question of a Coward.
• ଅନ୍ଧ ହେବାଠାରୁ ଚକ୍ଷୁଶୂଳ ହେବା ଭଲ ।
Better eye-sore than all blind. Mutt
ଅବୁଝାମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ ।
Such is the Government, so are the people.
ହସତଳେ କାନ୍ଦ ଅଛି ।
The cross on his breast, the devil in his heart.
• ମୁହଁରେ ମଧୁ ପେଟରେ ବିଷ ।
A sweet-tongued knave.
• ଅତି ସ୍ନେହକଲେ ପିଲା ନଷ୍ଟହୁଏ ।
Spare the rod, spoil the child.
• ଅତି ଲାଳ ଦୋଷାବହୀ ।