• ମାଡ଼ିମାରି ଔଷଧ ନାହି ।
There is no argument like that of the stick.
• ମରଣ କାଳେ ଔଷଧ ନାହି ।
Death defies doctors.
• ମରଦକା ବାତ୍, ହାତୀକା ଦାନ୍ତ । 
Not to go back upon one's that is the true manly spirit. 
• ମାଛ ତେଲରେ ମାଛ ଭାଜିବା । 
To gain without spending.
• ମ୍ୟାଓ ଧରେ କେ ।
Who is to bell the cat?
• ମେଘକୁ ଧୂଳି ଫିଙ୍ଗିଲେ ଦେହରେ ପଡ଼େ । 
Puff not against the wind. 
• ମନ ଯାହାର ନିର୍ମଳ ଗଡ଼ିଆ ଜଳ ଗଙ୍ଗାଜଳ । 
The mind is its own temple. 
• ମଲା ଘୋଡ଼ାର ଟାଙ୍କୁ ମାପିବା । 
To whip a dead horse. 
• ମହାଜ୍ଞାନୀ ବ୍ୟକ୍ତି ତୁନି ରହେ, ଅଳ୍ପ ଜାଣିବା ବ୍ୟକ୍ତି ବହୁତ ବଖାଣେ । 
Deep rivers move with silent majestry shallow brooks are noisy. 
• ମନ ଇଚ୍ଛା ମରଣ ମାଗିଲେ ମଧ୍ୟ ମିଳେନି । 
Even deaths cannot be heard for the asking. 
• ମାଛ ଧରିବାକୁ ଯାଇ ପାଣିକୁ ଡରିବା । 
He who would catch fish must not mind getting wet.
• ମୂଷାମାରି ଗୋବର ଶୁଙ୍ଗାଇବା |
।' He breaks his wife's head and then buys plaster for it.
• ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ?
What God wills, no frost can kill. ।
• ରଖେ ହରି ମାରେ କିଏ, ମାରେ ହରି ରଖେ କିଏ?
Inevitable are the decrees of God. 
• ଯାହାକୁ ଈଶ୍ଵର ରକ୍ଷା କରିବେ କେହି ତା’ର କିଛି କରିପାରିବେ ନାହିଁ । 
Who is there can revers the decrees of fate? 
• ବିଧୂର ଲିଖନ, କେ ନାହିଁ କରେ ଖଣ୍ଡନ । 
Who will undo what is ordained by fate? 
• ଯତୋ ଧର୍ମ ତତୋ ଜୟ । 
Where there is religion / justice, there is victory. 
• ଯେଉଁଠାରେ ଧର୍ମ ସେହିଠାରେ ଜୟ । 
Justice triumphs. 
• ଯେ ଦେଶେ ଯାଇ ସେ ଫଳ ଖାଇ । 
When at Rome, play the Roman coin. 
• ଯସ୍ମିନ୍ ଦେଶେ ଯଥାଃଚାର । 
When you are in Rome do as Romans do. 
• ଯେପରି ଦେଶକୁ ସେପରି କାର୍ଯ୍ୟ । 
When you go to Rome, do as the Romans do. 
• ଯୋର ଯା’ର ମୂଲକ ତା’ର । 
Might is right. 
• ଯୋର ଥିବା ଲୋକ ମୁଲକର ଅଧିକାରୀ । 
Survival of the fittest. 
• ଯାହା ପୁଅକୁ ସାପ କାମୁଡ଼େ, ତା ମା’ ପାଳ ଦଉଡ଼ି ଦେଖିଲେ ଡରେ ।
The mother of a burnt child dreads the fire. 
• ଯେ କରଜ କରେ, ସେ କଷ୍ଟରେ ମରେ 
Borrowing is sorrowing. 
• ଯାହା ଘଟିବାର କଥା ନିଶ୍ଚୟ ଘଟିବ ।
What will be, shall be. 
• ଯେଉଁଠାରେ ଶାନ୍ତି ଥାଏ ସେଠାରେ ଈଶ୍ୱର ଥାଆନ୍ତି ।
God is where there is peace. 
• ଯେ କାକ ସେ କାକ, ଯେ ପିକ ସେ ପିକ ।
A hog in armour is still but hog. 
• ଯେତେ ଥାଇ ତେତେ ନାହି । 
Long most, lack most. 
• ଯାହାର ଲୁଣ ଖାଅ, ତାହାର ଗୁଣ ଗାଅ । 
କାଲି Be true to the salt you eat. 
• ଯଥା ପତି ତଥୀ ପତ୍ନୀ | 
A good jack makes jilt. 
• ଯାହାର ଯେତେ ଶୀଘ୍ର ଉଥାନ ହୁଏ, ତା’ର ସେତେ ପତନ ହୁଏ । 
The hasty climber soonest talls. 
• ଯେଉଁଠାରେ ଚାକଚକ୍ୟ ଥାଏ, ପାଠ ନଥାଏ । 
Where there is fashion, there is no lesson. 
• ଯଦି ଭଲ ଉପଦେଶ ଚାହିଁ, ତାହାଲେ ବୃଦ୍ଧ ବ୍ୟକ୍ତିଙ୍କର ପରାମର୍ଶ ନିଅ । 
If you wish good advice, consult an old man. 
• ଯସ୍ତିନ୍ ଦେଶେ ଦ୍ରମୋନାସ୍ତି, ଏରଣ୍ଡାପି ଦ୍ରମାୟତେ | 
In the country of the blind, the one-eyed is the king. 
• ଯେପରି ଲେଖକ, ସେପରି ବହି । 
Like author, like bcok. 
• ଯତ୍ନ ଓ ପରିଶ୍ରମ ସୌଭାଗ୍ୟର ମୂଳ । 
Care and deligence bring good luck. 
• ପରିଶ୍ରମ ଓ ଶ୍ରମ ହି ସୌଭାଗ୍ୟର ପ୍ରତୀ ( ଜନନୀ)
Industry is the mother of success. 
• ଯେଉଁମାନେ ଭଲରେ ବନ୍ତି, ସେମାନେ ଭଲରେ ମରନ୍ତି । 
They die well that live well. 
• ଯେ ସମସ୍ତଙ୍କର ବନ୍ଧୁ ସେ କାହାରି ବନ୍ଧୁ ନୁହେଁ ।
A friend to everybody is friend to nobody. 
• ଯେପରି ମାଲିକ/ମୁନିବ ସେପରି ଚାକର । 
Like master, like servant. 
• ଯେଉଁ ଲୋକ ସ୍ଵଦେଶର ଲୋକଙ୍କୁ ଭଲପାଏ, ସେ ଈଶ୍ୱରଙ୍କ ଦ୍ୱାରା ଆଦୃତ 
He who loves his country men is loved by God. 
• ଯେଉଁ ଗୀତଦ୍ୱାରା ଗଭୀରତମ ଦୁଃଖର ଅନୁଭୂତି ମିଳେ, ତାହା ମଧୁରତା ସଙ୍ଗୀତ! 
Our sweetest songs are those that tell of saddest thoughts. 
• ଯୌବନ କ୍ଷଣସ୍ଥାୟୀ । 
Youth is temporary.
ହାରିବାରୁ ଗୋଳେଇହେବା ଭଲ ନୁହେଁ । 
But me no buts. 
• କ୍ଷମା 'ହି ପରମୋଧର୍ମ । 
Forgiveness is the greatest virtue. 
• କ୍ଷମା କର ଓ ଭୁଲିଯାଅ । 
Forgive and forget.