A pet lamb makes a cross ram.
• ଶାସ୍ତି ନଦେଲେ ପିଲାର ଶାସନ ହୁଏନା ।
Love well, beat well.
• ଅତି ଲୋଭେ ଶୃଗାଳ ମରେ ।
All Covet, all lost.
ଅତି ଲୋଭରେ ତନ୍ତି ମରେ ।
Attempt all, lose all.
• ଚାହିଲେ କରନ୍ତର ବୃଷ୍ଟି, ମୂଳରୁ ହୁଅଇ ବିନଷ୍ଟି ।
Grasp all, lose all.
• ଯତୋ ନଷ୍ଟ ସ୍ତତୋ ଭ୍ରଷ୍ଟି ।
Catch at a shadow and lose a substance.
• ସବୁ ଜିନିଷକୁ ଲୋଭ କରିବା ଲୋକ ସବୁ ହରାଇ ବସେ ।
To grab all is to lose all.
• ଅତୋ ନଷ୍ଟ ତତେ ନଷ୍ଟ ।.
Covet all, lose all.
• ଅଳ୍ପ ଅଳ୍ପ ମିଶି ବହୁତ ହୁଏ ।
 Drops of water make an ocean.
• ବିନ୍ଦୁ ବିନ୍ଦୁ ଜଳଦ୍ଵାରା ସିନ୍ଧୁର ଜନ୍ମ ।
Many drops make a shower.o.
• ଗୋଟି ଗୋଟି ହୋଇ କୋଟିଏ ହୁଏ ।
A penny saved is a penny earned.
• ପଇସାଏ ପଇସାଏ ଟଙ୍କାଏ ହୁଏ ।
 Many a little makes a mickle... is on |
• କଡ଼ା କଡ଼ା ହୋଇ କ୍ରୋଡ଼ପତି ଗଢ଼ା ହୁଅନ୍ତି ।
Light gains make a heavy purses.
• ସାତ ପାଞ୍ଚକା ଲାଠି ଏକ ଜଣକା ବୋଝ ।
Wealth is gained by making a little money at a time.
ରାଇ ଖୁଣ୍ଟ ବେଲ ।
Little drops make an ocean.
• ଅରଣ୍ୟ ରୋଦନ କରିବା ।
To cry in wilderness.
ଲଙ୍କାରେ ହରି ଶବ୍ଦ ।
Crying in wilderness.
• ଅସାର ବ୍ୟକ୍ତିର ଗର୍ଜନ ତର୍ଜନ ହିଁ ସାର ।
Empty vessel sounds much.
• ଫମ୍ପା ମାଠିଆର ଶବଦ ବେଶୀ ।
Empty vessel makes the greatest sound.
କିଛି ନଜାଣେ ବହୁ ବଖାଣେ ।
An empty vehicle jumps much.
ଭୁକିଲା କୁକୁର କାମୁଡ଼େ ନାହି ।
Barking dog seldom bites.
• ଗରଜିଲା ମେଘ ବରଷେ ନାହିଁ ।
Much cry and little wool.
ଖାଲି ମାଠିଆର ବନ ରୋଳ !
ET Thundering clouds seldom rain.
• ଅତି ଲେମ୍ବୁ ଚିପୁଡ଼ିଲେ ପିତା ।
Too much of anything is good-for nothing.
• ଅତି ସର୍ବତ୍ର ବାଧତେ ।
Too much of anything is bad. fra top.
• ଅତି ସର୍ବତ୍ର ଗହିତମ୍ ।
Excess of anything is bad,
' ଅତି ସର୍ବତ୍ର ବର୍ଜୟେତ୍ ।
Too much of a thing is bad.
• ଅନ୍ଧ ନଗରୀ ଅବୁଝା ରାଜା, ଗୋଟିଏ ଟଙ୍କାରେ ଗଉଣିଏ ଖଜା ।
A'fool blunders every inch on
ଅଙ୍ଗାର ଶତ ଧୌତେନ ମଳିନତ୍ୱ ନ ଜାୟତେ |
Black will take no other hue.
• ଆତଙ୍କକାଳେ ଯାଚନ୍ତି କୁଡ଼ା, ଆତଙ୍କ ମେଣ୍ଟିଲେ ଦାନ୍ତ ନେଫଡ଼ା ।
When danger is gone, God is forgotten.
• ଆପଦରେ ମନାସନ୍ତି, ସମ୍ପଦରେ ପାଶୋରନ୍ତି ।
Give the dog a bad name nad hang him.
• କାର୍ଯ୍ୟ ସମୟରେ କାଜୀ, କାର୍ଯ୍ୟ ସରିଗଲେ ପାଜୀ ।
Vows made in storms are forgotten.
• ବାହାଘର ସରିଗଲେ ବେଦୀ ମୁହଁ ପୋଡ଼ା ।
Man's extremity is God's opportunity.
ଆତ୍ମବୁଦ୍ଧି ହିତକାରୀ ।
Self help is the best help.
• ଆଗେ ଘର ତା’ପରେ ପର ।
Home first, the worlds after words, ।
ଘରେ ଜିଣି ବାହରେ ଜିଣି ।
Charity begins at home.
ଆଜିର ଅତିଥି କାଲିର ବୋଝ
 Uninvited guests seldom meet welcome.
• ଅନିମନ୍ତ୍ରିତ ବ୍ୟକ୍ତି ଅନାଦୃତ ହୁଅନ୍ତି ।
Uninvited guests sit on thorns.
• ଆଖିରୁ ଗଲେ ମନରୁ ଯାଏ
Out of sight, out of mind.
 ଆଖୁ ସଙ୍ଗରେ ପୋସୁଙ୍ଗା ମଧ୍ୟ ପାଣି ପାଏ
"Vhen the buffaloes fight crops suffer.
• ଆଜିର ଲାଭ ହିଁ ବଡ଼ ଲାଭ ।
Better an egg today than a hen tomorrow.
.• ଆଜିର ଛାତ୍ର କାଲିର ଜାତି ନିର୍ମାଣ ।
Student of today is the nation builder of tomorrow.
ଆଗ୍ରହ ଏବଂ ଅଧିବ୍ୟସାୟ ପୁରସ୍କାର ଆଣିଦିଏ ।
Earnest and patient toil brings its own reward.
• ଆଳସ୍ୟ କ୍ଷୁଧାର ଜନନୀ ।
Idleness is the mother of hunger.
• ଆଳସ୍ୟ ଓ ପାପ ଦହେଁ ଯାଆଁଳା ଭାଇ ।
Idleness and vice are twin brothers.
• ଆଳସ୍ୟ ଅପେକ୍ଷା ପରିଶ୍ରମ ଶ୍ରେୟସ୍କର ।
Better rub than rust.
ଆପେ ବଞ୍ଚିଲେ ବାପର ନାଆଁ ।
Self preservation is the first law of nature.
• ଆପାତ ଅଭ୍ୟର୍ସ ସବୁବେଳେ ବାସ୍ତବ ବିଭାଷା ଦିଏ ନାହିଁ ।
All that glitters is not gold.
• ଆଗାମୀ ବିପଦ ପୂର୍ବରୁ ସୂଚନା ଦିଏ ।
Coming events Cast their shadows before,
ଆକ୍ୟ ଚିନ୍ତାଧାରା ଅଶାନ୍ତିର କାରଣ ।
Over thinking leads to unhappy result ।
ଆଜିର ଖାଦ୍ୟ କାଲିକି ନାହିଁ ।
To be in a destitute condition.
• ଆସନ୍ନକାଳେ ବିପରୀତ ବୁଦ୍ଧି ।
Whom God will destroy, he first of all drives him mad.
• ଆମ ମଧ୍ୟରେ ଅହିନକୁଳ ସମ୍ବନ୍ଧ/ସମ୍ପର୍କ ।
We are at legger-heads with each other. Billede ।
ଆପ ରଚି ଖାନା, ପର ରଚି ପରନା |
Eat to please thyself, but dress to please other.
ଆଳସ୍ୟ ସମସ୍ତ ପାପର ଜନନୀ ।
An idle mind is the devil's workship.'
 ଯାହାର ଯାହା ସୃଭାବ, ତାହା ବଦଳେ ନାହିଁ ।
That one has not learnt in his boyhood, cann't learn in ad
• ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ ।
The leopard cannot change his spots.
• ପ୍ରକୃତି ନୈବ ମୁଚ୍ୟତେ, ଯଦି ମୁଚ୍ୟତେ ଶନୈ ଶନିଃ
An ethiopian will not change his skin.part
ଯେତେ ଧୋଇଲେ ମ ଅଙ୍ଗାର ଧଳା ହୁଏ ନାହିଁ ।
Crows can never be whiter by washing.
• ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ ।
Black stone will never grow white.
• କୁକୁର ଲାଙ୍ଗୁଡ଼ ବାର ବର୍ଷରେ ସଳଖ ହେବ ନାହିଁ ।
Crows are never the whiter after washing.
• ଅଳସୁଆର ମସ୍ତିଷ୍କ ଶୈତାନର କାରଖାନା ।
A idle mind is devil's workshop.
ଅଳ୍ପ ବିଦ୍ୟା ଭୟଙ୍କରୀ ।
A little learning is a dangerous thing.
ଅନ୍ଧ ଗଡ଼ ନ୍ୟାୟ ।
Half knowledge is dangerous.
• ସାମାନ୍ୟ ବୁଦ୍ଧି ବିଦ୍ୟାର ଅଧିକାରୀ ଗୁରୁତର ପରିସ୍ଥିତି ସୃଷ୍ଟିକରେ ।
Little knowledge is dangerous.
• ଅତି ଦର୍ପେ/ଗର୍ବେ ହତ ଲଙ୍କା ।
Pride goes before the fall.
ଅତି ମାନେ ଚ କୌରବା ।
Pride goes before its fall.
ଅତି ଗର୍ବକଲେ ସବୁ ଅଂଶ ହୁଏ ।
Pride hatch its fall.
• ଗର୍ବକଲେ ଖର୍ବ ହୁଏ ।
Pride must have a fall.
ଆବଶ୍ୟକତା ଉଭାବନର ଜନନୀ ।
Necessity is the mother of invention.
• ଅତି ପରିଚୟେ ଗୌରବ ନଷ୍ଟ ।
Familiarity breads Contempt.
• କୁକୁରକୁ ମୁହଁ ଦେଲେ ଉପରେ ଚଢ଼େ ।
Too much familiarity breads Contempt
• ଅତି ମଧୁର ପୋକ ଖାଏ, ଅତି ସୁଆଦ ରହେ ନାହିଁ ।
Constant guest is never welcome.
• ଅତି ମାତ୍ରାରେ ମିଳାମିଶା କଲେ ସମ୍ମାନ ହ୍ରାସ ପାଏ ।
Let not shoe maker go beyond his last.
• ଅଙ୍ଗୁଳି ପ୍ରବେଶାତ୍ ବାହୁ ପ୍ରବେଶ ।
Give him an inch and he will take all.
• ଅନେକ ପୂଜାରୀରେ ରାନ୍ଧଣା ନଷ୍ଟ ।
Too many Cooks spoil the broth
• ଅତିରିକ୍ତ ବିନୟ ଅହଙ୍କାରରେ ଗଣ୍ୟ ।
Too much humility is Pride. ।
ଅତି ଭକ୍ତି ଚୋରର ଲକ୍ଷଣ ।
Too much courtesy, too much craft.
ଅତି ମାତ୍ରାରେ ଆସକ୍ତି ମୂଳରେ ସ୍ନାର୍ଥ ନିହିତ ଥାଏ ।
Full of courtesy, full of craft.
ଅବସ୍ଥା ଦେଖି ବ୍ୟବସ୍ଥା କର ।
Cut your coat according to your cloth.
• ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ ।
 got, ill spent. I
• ଅନ୍ଧର ଲଉଡ଼ି ।।
Valuable tressure to helpless.
ଅଯଥା ବିପଦ ମଧ୍ୟକୁ ଯିବା ଉଚିତ ନୁହେଁ ।
Don't wake sleeping dog.
ଅଳ୍ପ କଉଡ଼ିରେ କାଣି ମାଇପ ବିଭାହେଲେ ହାଣ୍ଡି ଭାଙ୍ଗି ପଣେ ।
Cheap and nasty.
• ଶସ୍ତାରୁ ତିନି ଅବସ୍ଥା ।
The Cheapest, the worst.
ଶସ୍ତାରେ ହୀନସ୍ଥା ।
Cheap goods are dear in the long run.
• ଅତି ଚଞ୍ଚଳରେ ସବୁ ନଷ୍ଟ ।
Better ever than never.
• ଅତିରିକ୍ତ ବିନୟ ଅହଂକାରରେ ଗଣା ।
Too much humility is pride.
• ଅକାରେ କ’ଣ ଅବା ଖିଆ ନଯାଏ ।
Any food is good enough when there is famine.
ଅନ୍ଧର ରାତି କ’ଣ ବା ଦିନ କ’ଣ ।
Day and night are alike to a blindman.
• ଅଶ୍ୱଥାମା ହତ ଇତ ଗଜ ।
To have recourse to an ambiguty.
• ଅସ୍ତି ନାପ୍ତି ନ ଜାନାତି ।
They do not care to know wheather the purse is full or empty.
• ଆକାଶ କୟାଁ ଚିଲିକା ମାଛି ।
To count one's chickens before they are hatched.
• ଆଗତ ଚଢ଼େଇକୁ ବେସର ବଟା ।
Sell the skin before you catch the hare.
ଆଗ ପାଞ୍ଚ ସବୁ କଞ୍ଚା ।
To build castless in the air.
ଗଛମେ କାଣ୍ଡାଲ ଓଠମେ ତେଲ ।
To sound the trumpet in the air.
• ଛେଳି ନ ଦେଉଣୁ ବେଦା କାଢ଼ିଆ ।
To make castle in the air.
• ନଈ ନ ଦେଖୁଣୁ ଲଙ୍ଗଳା ।
Cry before you are hurt.