• ଇଚ୍ଛା ଥିଲେ ଉପାୟ ବଳେ ଆସେ ।
Where there is a will, there is a way.
• ଇଚ୍ଛାଗୁଡ଼ିକ ଯଦି ଘୋଡ଼ା ହୋଇଥାନ୍ତେ, ତେବେ ଭିକାରିମାନେ ବି ଘୋଡ଼ା ଚଢ଼ି ବୁଲୁଥାନ୍ତେ ।
If wishes were horses, beggers would ride on them.
• ଇଚ୍ଛା କରୁଥିବା ବସ୍ତୁ ପାଇଁ ଯୋଗ୍ୟତା ଥିବା ଉଚିତ୍ ।
First deserve, then desire.
• ଈଶ୍ଵର ମଣିଷ ହୃଦୟର ଅନୁସନ୍ଧାନକାରୀ ।
God is the searcher of human hearts.
• ଈଶ୍ୱରା ଦୁତ ବ୍ୟକ୍ତି ଶୀଘ୍ର ମୃତ୍ୟୁବରଣ କରେ ।
Whom God loves, die in young.
ଈଶ୍ୱର ସବୁଠାରେ ରହି ପାରୁନାହାନ୍ତି ବୋଲି ସେ ଜଗତରେ ‘ମାଆ ସୃଷ୍ଟି କରନ୍ତି ।
God could not be everywhere and therefore he made the mother.
ଈଶ୍ୱର ପ୍ରତ୍ୟେକ ଜିନିଷ ଦେଖି ପାରନ୍ତି ।
God sees everything.
• ଈଶ୍ୱର ସର୍ବଶକ୍ତିମାନ୍ତି ।
, God is almighty.
• ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।
What wills is Good for us.
• ଈଶ୍ଵର ମଙ୍ଗଳମୟ ।
God is always well-wisher to everybody
• ଈଶ୍ଵର ଇଚ୍ଛା କଲେ ସବୁ ହୁଏ ।
When God v ills, all winds bring rain.
• ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ ।
Man proposes, God disposes.
• ଯାହା କରିବେ ସାଇଁ, ତାହା କାହାରି ମନରେ ନାହିଁ ।
God's wrath, no castle is thunder proof.
• ମଣିଷ ଗୋଟେ ଭାବେ, ଦଇବ ଗୋଟେ କରେ ।
God's will be done.
• ଈଶ୍ୱର ଆମ୍ଭମାନଙ୍କୁ ବିପଦରେ ପରୀକ୍ଷା କରନ୍ତି ।
God tastes us in distress.
• ଈଶ୍ଵରଙ୍କ ବିରୁଦ୍ଧରେ କୌଣସି ଶକ୍ତି ନାହିଁ ।
• There is no power୮gainst God.
• ଈଶ୍ଵର ହି ସତ୍ୟ ଓ ସତ୍ୟ ହି ଈଶ୍ଵର ।
God is truth and truth is God.
ଉଡ଼ା କଥାରେ ଗୋଡ଼ ନଥାଏ ।
Rumour has no leg. ।
ଉତ୍ତମ କମିକୁ ଉତ୍ତମ ଫଳ ।
He who would sow well, must reap well.
• ଉଦ୍ୟମୀ ଲୋକଙ୍କୁ ଲକ୍ଷ୍ମୀ ବର ଦିଅନ୍ତି ।
Dailigence is the mother of good luck.
• ଉଚ୍ଚା ଗଛରେ ଝଡ଼ ବେଶ୍ ଲାଗେ ।
High winds blow in the high hills.
• ଡେଙ୍ଗା ମୁଣ୍ଡରେ ଠେଙ୍ଗା ।
. It is tall trees that are first assailed by a storm.
• ଉପକାରର ଫଳ ପ୍ରତ୍ୟୁପକାର ।
One good turn deserves another.
• ଉଷୁନାଧାନ ଗଜା ।
To hope agai.ist hope.
• ଉପାଧୁ ବ୍ୟାଧରେବ ଚ ।
Uneasy lies the head that wears a crown.
Where there is a will, there is a way.
• ଇଚ୍ଛାଗୁଡ଼ିକ ଯଦି ଘୋଡ଼ା ହୋଇଥାନ୍ତେ, ତେବେ ଭିକାରିମାନେ ବି ଘୋଡ଼ା ଚଢ଼ି ବୁଲୁଥାନ୍ତେ ।
If wishes were horses, beggers would ride on them.
• ଇଚ୍ଛା କରୁଥିବା ବସ୍ତୁ ପାଇଁ ଯୋଗ୍ୟତା ଥିବା ଉଚିତ୍ ।
First deserve, then desire.
• ଈଶ୍ଵର ମଣିଷ ହୃଦୟର ଅନୁସନ୍ଧାନକାରୀ ।
God is the searcher of human hearts.
• ଈଶ୍ୱରା ଦୁତ ବ୍ୟକ୍ତି ଶୀଘ୍ର ମୃତ୍ୟୁବରଣ କରେ ।
Whom God loves, die in young.
ଈଶ୍ୱର ସବୁଠାରେ ରହି ପାରୁନାହାନ୍ତି ବୋଲି ସେ ଜଗତରେ ‘ମାଆ ସୃଷ୍ଟି କରନ୍ତି ।
God could not be everywhere and therefore he made the mother.
ଈଶ୍ୱର ପ୍ରତ୍ୟେକ ଜିନିଷ ଦେଖି ପାରନ୍ତି ।
God sees everything.
• ଈଶ୍ୱର ସର୍ବଶକ୍ତିମାନ୍ତି ।
, God is almighty.
• ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।
What wills is Good for us.
• ଈଶ୍ଵର ମଙ୍ଗଳମୟ ।
God is always well-wisher to everybody
• ଈଶ୍ଵର ଇଚ୍ଛା କଲେ ସବୁ ହୁଏ ।
When God v ills, all winds bring rain.
• ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ ।
Man proposes, God disposes.
• ଯାହା କରିବେ ସାଇଁ, ତାହା କାହାରି ମନରେ ନାହିଁ ।
God's wrath, no castle is thunder proof.
• ମଣିଷ ଗୋଟେ ଭାବେ, ଦଇବ ଗୋଟେ କରେ ।
God's will be done.
• ଈଶ୍ୱର ଆମ୍ଭମାନଙ୍କୁ ବିପଦରେ ପରୀକ୍ଷା କରନ୍ତି ।
God tastes us in distress.
• ଈଶ୍ଵରଙ୍କ ବିରୁଦ୍ଧରେ କୌଣସି ଶକ୍ତି ନାହିଁ ।
• There is no power୮gainst God.
• ଈଶ୍ଵର ହି ସତ୍ୟ ଓ ସତ୍ୟ ହି ଈଶ୍ଵର ।
God is truth and truth is God.
ଉଡ଼ା କଥାରେ ଗୋଡ଼ ନଥାଏ ।
Rumour has no leg. ।
ଉତ୍ତମ କମିକୁ ଉତ୍ତମ ଫଳ ।
He who would sow well, must reap well.
• ଉଦ୍ୟମୀ ଲୋକଙ୍କୁ ଲକ୍ଷ୍ମୀ ବର ଦିଅନ୍ତି ।
Dailigence is the mother of good luck.
• ଉଚ୍ଚା ଗଛରେ ଝଡ଼ ବେଶ୍ ଲାଗେ ।
High winds blow in the high hills.
• ଡେଙ୍ଗା ମୁଣ୍ଡରେ ଠେଙ୍ଗା ।
. It is tall trees that are first assailed by a storm.
• ଉପକାରର ଫଳ ପ୍ରତ୍ୟୁପକାର ।
One good turn deserves another.
• ଉଷୁନାଧାନ ଗଜା ।
To hope agai.ist hope.
• ଉପାଧୁ ବ୍ୟାଧରେବ ଚ ।
Uneasy lies the head that wears a crown.
• ଅନୁପସ୍ଥିତିରେ ନିନ୍ଦା ଅଟେ ତା’ ଅଭ୍ୟାସ ।
He has a habit to back biting.
He has a habit to back biting.
• ଅରସିକେଶୁ, ରସସ୍ୟ ନିବେଦନଃ । ।
To waste one's best jack on the dull waited.
ଅଭାଗା ଯଦ୍ୟପି ଚାୟ, ସାଗର ସୁକାୟ ଯାୟ ।
ଅଭାଗା ଯଦ୍ୟପି ଚାୟ, ସାଗର ସୁକାୟ ଯାୟ ।
Once unlucky, always unlucky. ,
· ଅକ୍ଷମତି ବିସ୍ତାରଣ ।
That's enough no more of it.
That's enough no more of it.
'' ଅର୍ଥନ ବଳବାନ ସର୍ବ ।
Wealth is power.
• ଅଗ୍ନିସଙ୍ଗେ ଖେଳ ।
To play with edged tools.
• ଅତି ଚଞ୍ଚଳ ସର୍ବନାଶର କାରଣ ହୋଇଥାଏ ।
Better crave than grave.
• ଅକାଳ କୁଷ୍ମାଣ୍ଡ/କୁଳାଙ୍ଗାର ।
Black sheep.
• ପାଣିରେ କୁମ୍ଭୀର, ଡଙ୍ଗାରେ ବାଘ |
To be between scylla and chary bodies.
ଦୁଇ ନାଆରେ ଗୋଡ଼ ଦେବା ।
Between two stools a person falls to ground.
ଏଣେ ଗୋ ହତ୍ୟା ତେଣେ ବ୍ରହ୍ମ ହତ୍ୟା ।
ଦୁଇ ନାଆରେ ଗୋଡ଼ ଦେବା ।
Between two stools a person falls to ground.
ଏଣେ ଗୋ ହତ୍ୟା ତେଣେ ବ୍ରହ୍ମ ହତ୍ୟା ।
Between two stools we come to the ground.
• ଏଣେ ତେଲ ଘଡ଼ିକି ଆଶା, ତେଣେ ପୁଅ ମୁଣ୍ଡକୁ ଆଶା ।
To fail between two fires.
• ଆତ୍ମବତ୍ ମନ୍ୟତେ ଜଗତ୍ ।
All seems yellow to the jaundiced eye.
ଦୁଷ୍ଟ ଲୋକ ନିକଟରେ ସମସ୍ତେ ଦୁଷ୍ଟ ।
Everything looks yellow to the jaundiced.
ଦୁଷ୍ଟ ଲୋକ ନିକଟରେ ସମସ୍ତେ ଦୁଷ୍ଟ ।
Everything looks yellow to the jaundiced.
• ବଣି ଚଢ଼ି ସମସ୍ତଙ୍କ ଗୋଡ଼କ ହଳଦିଆ ଦେଖେ ।
He judges the world by himself.
He judges the world by himself.
• ପାଣି କେନ୍ଦ୍ରରୀ ମୋ ମନେ ମନେ ଭାରି ସୁନ୍ଦରୀ ।
He that warm things all are so.
• ଉଦ୍ବେଗ ବଳେ ସର୍ବସିଦ୍ଧି ।
Fortune favours the brave.
• ସାହାସୀ ଲୋକ ହି ସର୍ବତ୍ର ଜିଣେ ।
Nothing succeeds like success. ।
ଉତ୍ତମ ପୁସ୍ତକ ରତ୍ନ ସଦୃଶ ।
ଉତ୍ତମ ପୁସ୍ତକ ରତ୍ନ ସଦୃଶ ।
A good book is a treasure. ।
ଉପଦେଶ ଅପେକ୍ଷା ଉଦାହରଣ ଭଲ ।
ଉପଦେଶ ଅପେକ୍ଷା ଉଦାହରଣ ଭଲ ।
Example is better than precept.
• ଉ ୍ସ୍ଥାନ ଓ ପତନ ଜଗତର ଚିରନ୍ତନ ନୀତି ।
Ups and downs are the eternal principle of the world.
• ଉଦ୍ଦେଶ୍ୟହୀନ ଜୀବନ କଧାର ବିହୀନ ନୌକାପରି । ।
Aimless life is a rudderless ship.
• ଋଣ ଶେଷ, ବ୍ୟାଧି ଶେଷ ।
Out of debt, out of danger.
• ଋଣ ଆଣି ଋଣ ଶୁଝିବା ।
To kill petter to pay paul.
To kill petter to pay paul.
• ଗୋରୁ ମାରି ଯୋତା ଦାନ ।
To steal a goose and give the giblets in a loans.
• ଋଣ ଅତଳ ସମୁଦ୍ର ପରି ।
Debt is a bottomless sea.
• ଋଣ ଗ୍ରହୀତା ରଣ ଦାତାର ସେବକ ପରି ।
A borrower is a servant to the lendere ?
• ଏ ଘରେ ମାଉସୀ, ସେ ଘରେ ପିଉସୀ ।
To chase with the hound and to run with the hare.
• ଏ ବର୍ଷର ରୋଗୀ, ଆର ବର୍ଷକୁ ବଇଦ ।
Man learns everything from experience.
ଏକା ମୁଖେ ଦୁଇଟି କଥା ।
ଏକା ମୁଖେ ଦୁଇଟି କଥା ।
To blow not and cold in the same breath."
• ଏକମ୍ ଏକା ଦ୍ୱିତୀୟମ୍ ।
There is only one God without a second.
ଏ କୂଳ ସେ କୂଳ ଦୁଇକୂଳ ଗଲା ।
ଏ କୂଳ ସେ କୂଳ ଦୁଇକୂଳ ଗଲା ।
He who hunts two hares, leaves the one and loses the other.
• ଏ ବିଷୟରେ ତା’ର ଅ, ଆ, କ, ଖ ଜ୍ଞାନ ନାହିଁ ।
He does not know the A, B, C of this subject.
• ଏ ପାପର ପ୍ରାୟଶ୍ଚିତ ନାହିଁ ।
The sin is past all atonement.
• ଏ କହୁଛି ମୋର ଦେଖ, ସେ କହୁଛି ମୋର ଦେଖ ।
One blindman cannot lead another.
•. ଏଇ ପୃଥିବୀ ଈଶ୍ୱରଙ୍କର ଖେଳ ଘର ।
This world is the play house of God.
• ଏଣେ ମାଇଲେ ଗୋ ହତ୍ୟା, ତେଣୁ ମାଇଲେ ବ୍ରହ୍ମ ହତ୍ୟା ।
He is between the two horns of a dilemna.
He is between the two horns of a dilemna.
ଏକ ହାତେ ଛଡ଼ାଇ, ଦୁଇ ହାତେ କୁଣ୍ଡାଇ ।
Scatter with one hand, gather with two.
ଏକ ପାରେ, ଆନ ଖାଏ ।
Scatter with one hand, gather with two.
ଏକ ପାରେ, ଆନ ଖାଏ ।
One sows, another reaps.
• ଏକ ଯାତ୍ରାର ପୃଥକ୍ ଫଳ ।
Success or failure depends on individuals. ।
ଏକ ବ୍ୟବସାୟୀ ଦୁଇ ଜଣଙ୍କ ମଧ୍ୟରେ ପ୍ରାୟ ମେଳ ଘଟେ ନାହିଁ ।
ଏକ ବ୍ୟବସାୟୀ ଦୁଇ ଜଣଙ୍କ ମଧ୍ୟରେ ପ୍ରାୟ ମେଳ ଘଟେ ନାହିଁ ।
Two of a trade never agrees.
• ସ୍ନାଜାତି ପରମହିସକ ।
Two of a trade can never agree.
ଏକ ଏବ ସର୍ବବୃହତ୍ ଧର୍ମ
Virtue is the only friend.
ଏକତାହିଁ ବଳ ।
Union is strength. ।
ଏକତା ଥିଲେ ଉଥାନ ହୁଏ, ବିଭାଗ ହେଲେ ପତନ ହୁଏ ।
ଏକ ଏବ ସର୍ବବୃହତ୍ ଧର୍ମ
Virtue is the only friend.
ଏକତାହିଁ ବଳ ।
Union is strength. ।
ଏକତା ଥିଲେ ଉଥାନ ହୁଏ, ବିଭାଗ ହେଲେ ପତନ ହୁଏ ।
United we stand, devided we fall.
• ଏକ ହାତରେ ତାଳି ବାଜେ ନାହି ।
It takes two to make a quarrel..
ଜଣକଦ୍ଵାରା କଳି କରିବା ଅସମ୍ଭବ ।
ଜଣକଦ୍ଵାରା କଳି କରିବା ଅସମ୍ଭବ ।
It needs two to make a quarrel.
• ଏକା ମାଘରେ ଶୀତ ଯାଏ ନାହିଁ ।
One slip does not end misery.
• ମଣିଷ ଜୀବନରେ ସୁଯୋଗ ବା ଦୁଯୌଗ ଥରେ ଆସେ ନାହିଁ ।
One swallow does not make a sur mer.
One swallow does not make a sur mer.
ମେଘକୁ ଦେଖି ବର୍ଷାକାଳ କୁହାଯାଇ ନପାରେ ।
One flower does not make a garlanc.
One flower does not make a garlanc.
• ଏକାଥରେ ଦୁଇକାମ କରିବା ।
To kill two birds with one stone,
• ଏକା ଦିନକେ କେହି ବଡ଼ ଲୋକ ହୁଏ ନାହି ।
Rome nas not built in a day.
• କୌଣସି ବଡ଼ କାମ ଗୋଟିଏ ଦିନରେ ପୂର୍ଣ୍ଣ ହୋଇପାରେନା ।
Patience is bitter but its fruits is sweet.
• ଏ ମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ।
One gets after his desires.
• ଏ ପୃଥିବୀ ଗୋଟିଏ ରଙ୍ଗମଞ୍ଚ, ଯେଉଁଥିରେ ଆମ୍ଭେମାନେ ଅଭିନେତା, ଅଭିଟେତ୍ରୀ ଓ ଈଶ୍ଵର ନିର୍ଦ୍ଦେଶକ ।
This world is a stage where we are players and God is our director. .
• ଓଠ ଚାଟିଲେ ଶୋଷ ମରେ ନାହି ।
Acog can not be dispelled by a fan.
• କାଳ ଚକ୍ରର ଆବତ୍ତନେ, ଭୁଞ୍ଜନ୍ତି ସୁଖ ଦୁଃଖ ଜନେ ।
Weal and woe coine by turns as the wheel of fortune moves.
ଚକ୍ରବତ୍ ପରିବର୍ତ୍ତିନ୍ତେ ଦୁଃଖାନି ଚ ସୁଖାନି ଚ |
Change of fortune is the lot of life.
• କି ଥିଲା ଏ ଦେଶ କି ହୋଇଛି ଆଜ ।
Oh the times, oh the manners.
• ସେ ରାମ ନାହିଁ କି ସେ ଅଯୋଧା ନାହିଁ ।
Those days are gone by.
• କାଟି ନ ଜାଣି ଜଟୁରୀର ଦୋଷ ।
A bad workman/ carpenter quarrels with his tools.
• କପାଳ ଲିଖନ, କେ କରିବ ଆନ ।
What is lotted cannot be blotted.
• ଭାଗ୍ୟ ଫଳତି ସର୍ବତ୍ର ନ ବିଦ୍ୟା, ନ ଚ ପୌରୁଷ ।
Desting is inevitab.e.
• ଭାଗ୍ୟରେ ଯାହା ଅଛି, ତାହା ନିଶ୍ଚୟ ଘଟିବ ।
Write of face never changes.
• କଷ୍ଟ ନ କଲେ କୃଷ୍ଣ ମିଳେନା।
No pain, no gain.
ଯତ୍ନ ନକଲେ ରତ୍ନ ମିଳେନା ।
No pains, no cain.
ଦୁଃଖ ବିନା ସୁଖ ମିଳେନା ।
ଯତ୍ନ ନକଲେ ରତ୍ନ ମିଳେନା ।
No pains, no cain.
ଦୁଃଖ ବିନା ସୁଖ ମିଳେନା ।
There is no gain, without pain.
ବିନା ସାଧନାରେ ସିଦ୍ଧିଲାଭ ହୁଏନା ।
ବିନା ସାଧନାରେ ସିଦ୍ଧିଲାଭ ହୁଏନା ।
No cross, no crown.'
• କହିବା ସହଜ କରିବା କଷ୍ଟ ।
It is easy to say but difficult to do.
କହିବା ଅପେକ୍ଷା କରିବା କଷ୍ଟକର ।
କହିବା ଅପେକ୍ଷା କରିବା କଷ୍ଟକର ।
One is not so soon healed as hurt.
• କାନ୍ଥ/ଦିଆଲର ମଧ୍ୟ କାନ ଅଛି ।
Even wall have ears.
କାଳସ୍ୟ କୁଟିଳା ଗତି । '
କାଳସ୍ୟ କୁଟିଳା ଗତି । '
Time runs in a devious way.
• କର୍ମ ହି ଧର୍ମ ।
Work is wurkship.
• କର୍ଭବ୍ୟ ହି ଭଗବାନ |
Duty is God.
•କିର୍ତ୍ତୀଶାଳୀ ବ୍ୟକ୍ତି ଅମର ।
Fame gives immortality.
• କର୍ମଠ ବ୍ୟକ୍ତିମାନେ କୋଚିତ୍ ଧନୀ ।
Good workmen are seldom rich..
• କଳା ହିଁ ଜୀବନର ଆଲୋକ
Art is the sun-shine of life.
• କୃଷକ ସମାଜର ମେରୁଦଣ୍ଡ ।
The farmer is the back-bone of the society.
• କହିବା ଅପେକ୍ଷା ନୀରବ ରହିବା ଭଲ ।
Speech is silver, silence's gold.
• କ୍ରୋଧ ଗୋଟିଏ ଖରାପ ଜିନିଷ, ତାହା ସୁନ୍ଦରତମ ମୁଖ ମଣ୍ଡଳକୁ ନଷ୍ଟ କରେ ।
Anger is an evil thai spoils the fairest face.
କାମନା ଚିନ୍ତାର କାରଣ ।
କାମନା ଚିନ୍ତାର କାରଣ ।
Desire is the reason of thought.
• କର କିମ୍ବା ମର ।
Do or die.
• ମନ୍ତ୍ରୀ, ବା ସାଧୟେତ୍ର, ଶରୀରଂ ବା ପାତୟେତ୍ ।
Swim or sink.
• “କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତି ଯୋଗେ ଦେବତା ନର” ।
Society, friendship and love are divinely bestowed upon man.
ଯସ୍ୟ କୀର୍ତ୍ତୀ ସଃ ଜୀବତି ।
We live in deeds not in years. ।
କୋଠ କାମକି କାମରେ ଲେଖା ।
ଯସ୍ୟ କୀର୍ତ୍ତୀ ସଃ ଜୀବତି ।
We live in deeds not in years. ।
କୋଠ କାମକି କାମରେ ଲେଖା ।
Fame gives immortality.
• ତିନି ଘର କୁଣିଆ ଉପବାସ ରହେ ।
Everybody's business is nobody's business.
• ସାତ ପୁଅର ମାଆ ଗଙ୍ଗା ଯାଏ ନାହିଁ ।
· An ass that is common property is always worst saddled.
• କଉ ମାଛର ପ୍ରାଣ ବଡ଼ ଶକ୍ତ ।
A cat has nine lives.
କୁସଙ୍ଗରେ ରହିବା ଅପେକ୍ଷା ଏକା ରହିବା ଭଲ ।
କୁସଙ୍ଗରେ ରହିବା ଅପେକ୍ଷା ଏକା ରହିବା ଭଲ ।
Better alone than in bad company.
• ଦୁଷ୍ଟ ଗୋରୁ ଅପେକ୍ଷା ଶୂନ୍ୟ ଗୁହାଳ ଭଲ ।
Better an empty house than an ill tenant.
ତ୍ୟଜ ଦୁର୍ଜନ ସଂସର୍ଗମ୍ ଭଜସାଧୁ ସମାଗମମ୍ ।
ତ୍ୟଜ ଦୁର୍ଜନ ସଂସର୍ଗମ୍ ଭଜସାଧୁ ସମାଗମମ୍ ।
One blackship spoils the whole flock.
• କଣ୍ଟାଦ୍ଵାରା କଣ୍ଟା କଢ଼ାଯାଏ ।
To set a thief, to catch a thief. ।
କଣ୍ଟକେ ନୈବ କଣ୍ଟକମ୍ ।
କଣ୍ଟକେ ନୈବ କଣ୍ଟକମ୍ ।
Dimond cuts dimond.
• ବିଷସ୍ୟ ବିଷମୌଷଧ ।
One nail drives our another,
• ନିଜେ ନାଶେ ନିଜକୁ ।
Like cures like.
• କାହାର ପୌଷମାସ କାହାର ସର୍ବନାଶ ।
One man's meat is another man's poison.
କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଡ଼ି ଉପରେ କୋରଡ଼ା ।
Mero fiddless while Rome burns, some sit on the heap, some stick in the gap.
ସଂସାରେ କିଏ ଦୁଃଖିତ କିଏ ସୁଖୀ ।
What is sport to the cat is death to the rat.
କଅଁଳ କଥାରେ ପେଟ ପୂରେ ନାହିଁ ।
କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଡ଼ି ଉପରେ କୋରଡ଼ା ।
Mero fiddless while Rome burns, some sit on the heap, some stick in the gap.
ସଂସାରେ କିଏ ଦୁଃଖିତ କିଏ ସୁଖୀ ।
What is sport to the cat is death to the rat.
କଅଁଳ କଥାରେ ପେଟ ପୂରେ ନାହିଁ ।
Wishes can never fills a sack,
• କଥା ମାଜିଲେ ମୋଟ ।
Words make words.
କଥାରେ କଥା ବଢ଼େ ।
Words make words.
କଥାରେ କଥା ବଢ଼େ ।
Words beget words.
କୁସଙ୍ଗେ ସର୍ବଜ୍ଞାନ ଧ୍ୱଂସ ।
One bad example spoils many good prospects.
• କୋପ-ଚାଣ୍ଡାଳକୁ ଶାନ୍ତି ଔଷଧ, ହିଂସାକୁ ପ୍ରେମ ମନୌଷଧ ।
Nothing over comes passion more than passion.
• କିଛି ଲେଖିବା ଆଗରୁ ପ୍ରଥମେ ଚିନ୍ତାକର।
Think before you ink.
• କୌଣସି ଗୋଟିଏ କାମ କରିବା ପୂର୍ବରୁ ଦୁଇଥର ଭାବ ।
Think twice before you act once.
• କହିବାଠାରୁ କରିବା ବଡ଼ ।
Actions speak louder than words.
• ବାକ୍ୟବୀର ଠାରୁ କମିବୀର ବଡ଼ ।
Lead is better than word.
• କେତେକ ଉତ୍ତମ୍ ଅଭ୍ୟାସର ସମଷ୍ଟି ହି ଶୃଙ୍ଖଳା ।
Discipline is nothing but a bundle of good habits.
• କଳାକାର ସର୍ବତ୍ର ପୂଜିତ ହୁଏ ।
He who has an art everywhere a part.
• କୌଣସି ଲୋକ ନିଜର ପ୍ରଶଂସା ଶୁଣିବାକୁ ଅରାଜି ନୁହେଁ ।
None is deaf to self-praise,
• କର୍ତ୍ତବ୍ୟରେ କ୍ଷମାର ସ୍ଥାନ ନାହିଁ ।
Duty has no apology.
• କଥୋପକଥନ ଜ୍ଞାନର ଜନନୀ ।
Conversation is the mother of knowledge.
• କରୁଣା ସକଳ ଧର୍ମର ମେରୁଦଣ୍ଡ ।
Mercy is the back-bone of all religions.
• କୁଣିଆ ଓ ମାଛ ତିନିଦିନ ପରେ ଗଣେଇ ଯାଆନ୍ତି ।
Fish and visitors smell in three days.
କ୍ରୋଧୀ ବ୍ୟକ୍ତି ଅସ୍ତ ।
An angry man is ill man.
An angry man is ill man.
ଶିକ୍ଷା ଠାରୁ ଅଶିକ୍ଷା ଭଲ ।
Mal-education is worse than non-education.
ମନ୍ଦ ଶିକ୍ଷା ଅପେକ୍ଷା ନ ଶିଖିବା ଭଲ ।'
Better untaught than ill-taught.
କଷ୍ଟ ଜୀବନର ପ୍ରଥମ ଓ ଶେଷ ସାଥି" ।
ମନ୍ଦ ଶିକ୍ଷା ଅପେକ୍ଷା ନ ଶିଖିବା ଭଲ ।'
Better untaught than ill-taught.
କଷ୍ଟ ଜୀବନର ପ୍ରଥମ ଓ ଶେଷ ସାଥି" ।
Pain is the beginning and end of life.
• କଷ୍ଟବିନା ସଫଳତା ଅସମ୍ଭବ ।
There is no success without suffering.
• କଉଡ଼ି ଥିଲେ ବାଘ ଦୁଧ ପିଏ ।
Mention money and the carpse will ap.
• କ୍ରୋଧୀ ଥିବା ସମୟରେ ଚିଠିର ଉତ୍ତର ଦିଅ ନାହିଁ ।
Never an wer a letter while you are angry.
• କ୍ରୋଧ ଗୋଟିଏ ଛୋଟ ପାଗଳାମି ।
Anger is a short madness.
• କାବ୍ୟ ପ୍ରତିଭା ଜନ୍ମରୁ ମିଳିଥାଏ ।
Poets are born, not made.
• କେବଳ ସୁନ୍ଦରୀ ନାୟିକାମାନେ ବୀର ପୁରୁଷ ପାଇବାପାଇଁ ହକ୍ଦାର ।
None but the brave deserves the fair.
• ସୌନ୍ଦର୍ଯ୍ୟମୟ ବସ୍ତସବୁକୁ କେବଳ ବୀମାନେ ହି ପ୍ରାପ୍ତ ହେବାର ଯୋଗ୍ୟ ।
Only the brave deserves the fair.
• କୁକୁରକୁ ମୁଁହ ଦେଲେ ଉପରକୁ ଉଠେ ' ।
Let not the shoe-maker go beyond his lost.
• କଡ଼ା ଗଣ୍ଡା କରି ଆଦାୟ କରିବା ।
To extract to the last penny.
• କର୍ତ୍ତା ଇଚ୍ଛାରେ କର୍ମ ।
The master's willis law.
• କଞ୍ଚା ବାଉଁଶରେ ଘୂଣ ଧରେ ।
To be spoiled in early youth.
• କାନକୁ ଟାଣିଲେ ମୁଣ୍ଡ ଆସେ ।
Given the one, the other will follow.
• କର୍ମ କୋଢ଼ିଙ୍କର ଭୋଜନ ବଢ଼େ ।
• କଞ୍ଚା ବାଉଁଶରେ ଘୂଣ ଧରେ ।
To be spoiled in early youth.
• କାନକୁ ଟାଣିଲେ ମୁଣ୍ଡ ଆସେ ।
Given the one, the other will follow.
• କର୍ମ କୋଢ଼ିଙ୍କର ଭୋଜନ ବଢ଼େ ।
Slow to work but quick to eat.
• କୃଣ୍ଡା ଦେଇ ପାଠ ପଢ଼ିବା ।
To became a dunce.
• କୁକୁରକୁ ଘର ନାହିଁ, ମୁଁ ଧପଡ଼ କର ନାହିଁ ।
Idle buse.
• କୁହାମୁଣ୍ଡା କପିଳା ।