• ଶ୍ୟାମ ରାଷି କି କୁଳ ରାଷି?
To fall between two fires.
• ଶୁଭସ୍ୟ ଶୀଘ୍ର ।
• ଶୁଭସ୍ୟ ଶୀଘ୍ର ।
The sooner, the better.
• ହେଳା କଲେ ଭେଳା ବୁଡ଼େ ।
Delay is dangerous.
• ଶରୀର ବ୍ୟାଧୁ ମନ୍ଦିର ।
Body is the seat of all diseases.
• ଶାନ୍ତି ଓ ମୈତ୍ରୀର ଯୁଦ୍ଧ ହିଁ ହିଂସାର ଯୁଦ୍ଧଠାରୁ ସ୍ଥାୟୀ ।
The conquest of love is far more enduring than the con quest of violence.
• ଶୃଙ୍ଖଳା ନଥିଲେ ଉଜ୍ଜଳ ହୁଏନ ।
• ଶୃଙ୍ଖଳା ନଥିଲେ ଉଜ୍ଜଳ ହୁଏନ ।
No discipline, no progress.
• ଶିକ୍ଷା ହି ସମ୍ପତ୍ତି ।
Education is treasure.
• ବସିବା ଅପେକ୍ଷା କାଶିବା ଭଲ ।
Half holiday is better than none.
• ନାହି ମାମୁ ଠାରୁ କଣା ମାମୁ ଭଲ ।
A squint eye is better than no eye.
• ଆଦୌ କିଛି ନଥିବା ଠାରୁ ସାମାନ୍ୟ କିଛି ଭଲ ।
A bad excuse better than none at all.
ଘର ଢିଙ୍କି କୁମ୍ଭୀର ।
A bad excuse better than none at all.
ଘର ଢିଙ୍କି କୁମ୍ଭୀର ।
His kith and kin becomes his enemy.
• ଘର ଶତ୍ରୁ ବିଭୀଷଣ ।
Traitors are the worst enemies.
• ଘରର ଛେଦ, ରାବଣ ଶିରଚ୍ଛେଦ ।
Faith columnist.
• ଘୋଡ଼ା ଛି’ଟଙ୍କାକୁ ଦାନା ନଅ ଟଙ୍କା ।
The cure may be worse than the disease. ।
ଘର ପଛେ ପୋଡ଼ି ଯାଉ ମୁଷା କେଞ୍ଚୁ ପାଉ ।
ଘର ପଛେ ପୋଡ଼ି ଯାଉ ମୁଷା କେଞ୍ଚୁ ପାଉ ।
Cut off one's nose to spite another's face.
• ଘରେ ନାହି ଧନ, ପୁଅ ବାହାକରି ମନ ।
A beggar boasts of riches,
• ଘର ଠାରୁ କୌଣସି ସ୍ଥାନ ପ୍ରିୟ ନୁହେଁ ।
There is no place like home.
• ଘୋଡ଼ା ହେଲେ ଚାବୁର ଅଭାବ ହୁଏ ନାହିଁ ।
Can comitants are never wanted.
• ଘୁ ଘୁ ଦେଖିଛି ଫାନ୍ଦ ଦେଖିନି ।
You must not see things with half an eye.
• ଘୋଡ଼ା ଚିହ୍ନ କାନେ, ଦାତା ଚିହ୍ନ ଦାନେ ।
A horse if known by his ears, the liberal by his gifts.
• ଘଷୁ ଘଷୁ ପଥର ବି କ୍ଷୟ ହୁଏ ।
Little strokes fell great oaks.
• ଘୋଡ଼ା ଡିମ୍ବ ଡିମିରି ଫୁଲ ।
Freak of fancy
• ଚୋର ମନ ଚୋର ଗଣ୍ଡିରେ ।
A guilty mind is always suspicious.
• ଠାକୁର ଘରେ କିଏ? ନା ମୁଁ କଦଳୀ ଖାଇନାହିଁ ।
He declars himself guilty who justifies himself before accusation.
• ଚୋରର ଭାଇ ଗଣ୍ଠିରେ ।
Birds of the same feather flock together.
• ଚିହା ବାହଣର ପଇତା ଦରକାର ନାହିଁ ।
A good wine needs no push.
A good wine needs no push.
• ଚୋର ପଳାଇଲେ ବୁଦ୍ଧି ବାହାରେ ।
After death comes doctor.
After death comes doctor.
ଚୋର ଗଲା ଛ’ ମାସେ କୁକୁର ଭୁକିଲା ।
It is too late 10 lock ihe stable door when the steed / mare is stolen.
It is too late 10 lock ihe stable door when the steed / mare is stolen.
• ନିର୍ବାଣ ଦୀପରେ ତେଲ ଦେଇ ଲାଭ କ’ଣ ।
Everybody is wise after the event.
Everybody is wise after the event.
• ଚୋର ନ ଶୁଣେ ଧର୍ମର କାହାଣୀ ।
The devil would not listen to the scripture.
• ଚନ୍ଦ୍ରରେ ମଧ୍ୟ କଳଙ୍କ ଅଛି ।
There lees to every wine.
• ଗଲୁଣୀ କହୁଛି ଛୁଞ୍ଚିକି ତୋ ପଛରେ ଗୋଟିଏ କଣା ।
The pot calls the kettle black:
• ଯାହାର ଗତି ଅଛି ସେ ଅନ୍ୟର ଗଲତି କାହିକି ଖୋଜିବ ।
The saucepon should not call the kettle black.
• ଚିହ ହାହାକାର ଏ ଛାର ଜୀବନ, ଜୀବନ ନୁହଇ ଜୀବନ୍ତ ମରଣ ।
Life is not a victory but a battle,
• ଚରିତ୍ର ମଣିଷର ପ୍ରଧାନ ଅଙ୍ଗ ।
Character is the main portion of man.
• ଚରିତ୍ର ମଣିଷର ଶ୍ରେଷ୍ଠ ସମ୍ପତ୍ତି ।
Character is the greatest treasure of man.
• ଚିନ୍ତା ଖାଏ ଗଣ୍ଠି, ଲୁଣ ଖାଏ ହାଣ୍ଡି ।
Thought is the greatest treasure of man.
• ଚାଲିଲା ଶଗଡ଼ରେ ହାତ ଦେବ ନାହିଁ ।
Don't wake sleeping dogs.
• ଚୌଦ ପୁରୁଷ ଉଦ୍ଧାର କରିବା ।
To confer, as it were, a great benefit by doing trifle.
• ଚୋରି ବିଦ୍ୟା ନେଇ ଆଣି ଥୋଇ ପାରିଲେ ଭଲ ।
Nothing like stealing if it is goes undected.
Nothing like stealing if it is goes undected.
• ଚୋରର ରାତ୍ରିବାସ ଭଲ ।
Prowling at night is of some good to a thief if he can not steal.
Prowling at night is of some good to a thief if he can not steal.
• ଚୋରକୁ ମାନକରି ଖପରାରେ ଭାତ ଖାଇବା ।
To cut off one's nose to spite one's face.
• ଚୋର ଉପରେ ବାଟପାରି ।
To rub the robber.
• ଚୋରକୁ ଚୋରି କରିବାକୁ କହି ଗୃହସୁକୁ ସାବଧାନ ହେବାକୁ କହେ ।
He runs with the hare and hunts with the hounds.
He runs with the hare and hunts with the hounds.
• ଚେଷ୍ଟାର ଅସାଧ୍ୟ କିଛି ନାହିଁ ।
Nothing succeeds like a serious effort.
• ଚାଚା ଆପନା ପ୍ରା ବାଞ୍ଚା ।
Self-preservation is the first law of the nature.
• ଚକ୍ଷୁ କର ବିବାଦ ଭଞ୍ଜନ କରିବା ।
Nothing succeeds like a serious effort.
• ଚାଚା ଆପନା ପ୍ରା ବାଞ୍ଚା ।
Self-preservation is the first law of the nature.
• ଚକ୍ଷୁ କର ବିବାଦ ଭଞ୍ଜନ କରିବା ।
To keep one's eyes and ears open.
• ଚକ୍ଷୁରେ ଆଙ୍ଗୁଳି ଦେଇ ଦେଖିବା ।
• ଚକ୍ଷୁରେ ଆଙ୍ଗୁଳି ଦେଇ ଦେଖିବା ।
To attract pointed attention towards.
• ବୃନ ଖାଇ ଗାଲ ପୋଡୁଛି, ଦହି ଦେଖିଲେ ଭୟ କରୁଛି ।
A scalded dog fears cold water.
• ଚୁଚୁନ୍ଦ୍ର ମାରିଲେ ହାତ ଗନ୍ଧାଇବ ।
Sue a beggar and get a touse.
•ଚାରି ଦଉଡ଼ି କଟା ।
• ଚୁଚୁନ୍ଦ୍ର ମାରିଲେ ହାତ ଗନ୍ଧାଇବ ।
Sue a beggar and get a touse.
•ଚାରି ଦଉଡ଼ି କଟା ।
Reckless fellow.
• ଚିଙ୍ଗୁଡ଼ି ଚିପିଲେ ମୁଣ୍ଡରେ ଘୁଅ ।
Insignificant to way tail.
• ଚୁମ୍ବକରେ ପ୍ରକାଶ ।
Put it in a nutshell.
• ଚୁପ କର ଟିକେ ଥୟଧର ।
Hold your tongue.
• ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ।
None so deaf as those who won't hear.
• ଚୋରି ମାଲ୍ ଆଖିକୁ ଭଲ ଦିଶେ ।
Stolen waters are sweet.
• ଛୋଟି ସାପର ବିଷ ଟାଣ ।
A little pot is soon hot.
• “ ଛୋଟକୁ ଖାତିର କର ଆଗେ ଭାଇ । ବଡ଼ ବଡ଼ ତା’ ପଛେ ଯିବେ ଗୋଡ଼ାଇଁ” ।
Take care of the pence, the pounds will take care of themselves. ,
• ଛୋଟ ପିଲାମାନେ ପିତା ମାତାଙ୍କୁ ବୋକା ବନାନ୍ତି ଓ ବଡ଼ ପିଲାମାନେ ପିତାମାତାଙ୍କୁ ପାଗଳ ବନାନ୍ତି ।
Children when they are little make parents fools, when they are grown up they make them mad.
• ଛୋଟ କଥାରୁ ବଡ଼ କଥା ଜନ୍ତେ ।
A small spark makes a great fire.
• ସାମାନ୍ୟ ଅଗ୍ନି କଣାରୁ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡ ଉପସ୍ଥିତ ହୁଏ ।
A little leak will sink a great ship.
• ଛିଦ୍ରାନ୍ୱେଷାର୍ଥି ଦୁଃଖ ଭୋଗ କରନ୍ତି ।
Smali causes may do great mischief.
• ଛାତ୍ର ଦେଶର ମେରୁଦଣ୍ଡ ।
The student is the back-bone of the society.
• ଛୋଟ ମୁଖେ ବଡ଼ କଥା ।
Too big a talk for a child.
• ଛାତ୍ରାଣୀ ଅଧ୍ୟୟନଂ ତପ ।
• ଛାତ୍ରାଣୀ ଅଧ୍ୟୟନଂ ତପ ।
Study is the main pursuit of students.
• ଛିଣ୍ଡା କତୁରେ ଶୋଇ ଲକ୍ଷେ ଟଙ୍କାର ସ୍ଵପ୍ନ ଦେଖିବା ।
To dream Alnascar's dream.
To dream Alnascar's dream.
• ଛୁଆ ସମୟରେ ଅତି ଆଦର କଲେ ବଡ଼ ହେଲେ କଥା ମାନେ ନାହିଁ ।
A pet lamb makes a cross ram.
• ଛେଳି ପାଟିକି ପାନ ଗଲା, ପାନ ବୋଇଲା ମୋ ଜୀବନ ଗଲା ।
Beggars on horseback will ride to their divil.
• ଛାଞ୍ଚୁଣୀ ମୁଠା ଅଣ୍ଡିରା ଚଣ୍ଡୀର ଆୟୁଧ ।
Patent inedicine.
• ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ.
Mother and motherland are superior to heaven?
• ଜଣକର ଦୁଃଖ ଅନ୍ୟଜଣେ ଜାଣିପାରେ ନାହିଁ ।
Nobody knows the weight of another's burden.
• ଜଣକର ଦୁଃଖ ଅନ୍ୟଜଣେ ଜାଣିପାରେ ନାହିଁ ।
Nobody knows the weight of another's burden.
• ଯାହାର ଦୁଃଖ ସେହି ଜାଣେ ।
The wearer best knows where the shospinches.
• ପେଟ କଥା ପିଠି ଜାଣେନା ।
He fests at scars who never felt a wound.
• ଜୀବମାତ୍ର ମୃତ୍ୟୁ ଅନିବାର୍ଯ୍ୟ ।
Those who are born must die.
• ଜାତସ୍ୟହି ଧୁବ ମୃତ୍ୟୁ ।
Birth follows death.
• ଜନ୍ମହେଲେ ମୃତ୍ୟୁ ନିଶ୍ଚିତ ।
Death is the boon of everyone who is born.
ଜଣକ ପକ୍ଷରେ ଯାହା ଅମୃତ, ଅନ୍ୟ ପକ୍ଷରେ ତାହା ବିଷ ।
ଜଣକ ପକ୍ଷରେ ଯାହା ଅମୃତ, ଅନ୍ୟ ପକ୍ଷରେ ତାହା ବିଷ ।
One man's meat is another man's poison.
• ଜନମକୁ ବୁଣିଲେ କମକୁ ଫଳ ।
As if the evil, So is the remedy.
• ଯେମିତି ଦିଅଁକୁ ସେମିତି ପୂଜା, ବାଲି ଗରଡ଼ାକୁ ଚାଉଳ ଭଜା ।
Like draws like.
Like draws like.
ଯେପରି କର୍ମ ସେପରି ଫଳ ।
As you sow, so you reap.
As you sow, so you reap.
• ଯେସାକୁ ତେସା, ହାରାମ ୟାଦାକୁ ଟାଙ୍ଗିଆ ପ୍ରସା।
Tit for tat.
• ଶଠେ ଶାଠ୍ୟଂ ସମାଚତ୍ ।
To pay back in one's own coins.
• ଟେକାକୁ ପଥରଟାଏ ।
ଏ Measure for measure.
• ବିଷେ ବିଷ କ୍ଷୟ ।
As you make your bad, so you must lie on it.
• ଅବଶ୍ୟମେବ ଭୋକ୍ତବ୍ୟ କୃତ୍ୟ କର୍ମ ଶୁଭାଶୁଭମ୍ ।
Rightly served.
• କର୍ମଘେନି ଫଳ ।
• କର୍ମଘେନି ଫଳ ।
As you brew, so you drink.
• ଦିଆକୁ ଦିଆ ଅଦିଆକୁ ଦୁଆର ଦିଆ |
• ଦିଆକୁ ଦିଆ ଅଦିଆକୁ ଦୁଆର ଦିଆ |
Deal with the knave as a knave.
• ହତ୍ୟା ବଦଳରେ ଫାଶୀ ।
The wicked must be paid in their owr. coin.
• ଜଣେ ଆମ୍ବ ପାରେ, ଆଉ ଜଣେ ଖାଏ ।
Nothing venture, nothing have. ,
• ଯାହାର ଧନ, ତାହାର ଧନ ନୁହେଁ ।
No risk, no gain.
• ଜୀବନ ବିପଦ ପୂର୍ଣ୍ଣ ।
Life is full of dangers
• ଜୀବନ ହି ସଂଗ୍ରାମ ।
Life is battle wit h out
• ଜୀବନ ପରୀକ୍ଷା ପୂର୍ଣ୍ଣ ।
Life is full of tests / struggles.
• ଜୀବନ ଗୋଳପ ଫୁଲର ଶଯ୍ୟନୁହେଁ, ବରଂ କଣ୍ଡକିତ ଶଯ୍ୟା ।
Life is not a bed of roses rather it is a bed of thorns.
• ଜୀବନର ପରିପୂର୍ଣ୍ଣତା ପାଇଁ ଶିକ୍ଷା ଏକ ପ୍ରଶିକ୍ଷଣ ।
Education is the trair ing for the completion of life.
• ଜୀବନ ଗୋଟିଏ ଜୁଆ ଖେଳ ପରି ।
• ଜୀବନର ପରିପୂର୍ଣ୍ଣତା ପାଇଁ ଶିକ୍ଷା ଏକ ପ୍ରଶିକ୍ଷଣ ।
Education is the trair ing for the completion of life.
• ଜୀବନ ଗୋଟିଏ ଜୁଆ ଖେଳ ପରି ।
Life is like a gamble.
• ଜୀବନ ଏକ ପ୍ରହେଳିକା ।
• ଜୀବନ ଏକ ପ୍ରହେଳିକା ।
Life is a mystery.
• ଜୀବନ ଉପରେ ପଡ଼ିଲେ, ପିମ୍ପୁଡ଼ି ମଧ୍ୟ କାମୁଡ଼େ |
Tread on a worm and it will bite.
• ଜୁଆଖେଳ ସର୍ବନାଶ ଆଡ଼କୁ ଦ୍ରୁତଗାମୀ ରେଳ ।
Gambling is an express train to ruin.
• ଜଣେ ଜ୍ଞାନୀ ଶତୁ ଜଣେ ମୂର୍ଖ ବନ୍ଧୁଠାରୁ ଭଲ ।
A wise enemy s better than a foolish friend.
• ଜୀବନ ଗୋଟିଏ ସ୍ଵପ୍ନ ।
Life is a dream.
• ଜୀବନର ମହାନ ଲକ୍ଷ୍ୟ ଜ୍ଞାନ ନୁହେଁ, କଦବ୍ୟ ।
The great end of life is not knowledge but duty. ।
ଜଣେ ପ୍ରକୃତ ବନ୍ଧୁ ବହୁଜ୍ଞାତଙ୍କ ଅପେକ୍ଷା ଶ୍ରେଷ୍ଠ ।
ଜଣେ ପ୍ରକୃତ ବନ୍ଧୁ ବହୁଜ୍ଞାତଙ୍କ ଅପେକ୍ଷା ଶ୍ରେଷ୍ଠ ।
A true friend is better than a hundred relations. Sery.
• ଜୋର ଯାହାର ମୁଲକ ତାହାର ।
Might is right.
• ଟଙ୍କାରେ କ’ଣ ନ ହୁଏ ।
Money makes everything.
• ଟଙ୍କାରେ ସମସ୍ତେ ବଶ ହୁଅନ୍ତି ।
Everyman has his price.
• ଟଙ୍କାଥଲେ ମଣିଷ ।
Money makes the man.
Money makes the man.
• ଟଙ୍କାରେ ଟଙ୍କା ହୁଏ ।
Money begets or makes money.
• ଟଙ୍କା ଯାହାର ମାମଲା ତା’ର ।
The rich are always powerful. .;
• ଠକିକରି ଶିଖନ୍ତି ବା ଦେଖିକରି ଶିଖନ୍ତି ।
Experience teaches better than wisdom.
• ଠିକ୍ ଭାବେ ଆରମ୍ଭ କଲେ ଫଳ ଭଲ ହୋଇଥାଏ ।
The first stroke in half the battle.
• ଡାକ୍ତର ଚିକିତ୍ସାରେ କିନ୍ତୁ ପ୍ରକୃତି ଭଲ କରେ ।
Doctor treats, nature cures.
• ଡାହାଣୀ ହାତରେ ଛୁଆ ଧରିବାକୁ ଦେବା ।
To set a fox to keep one's geese.
To set a fox to keep one's geese.
• ଡୁବି. ଡୁବି ପାଣି ପିଇବା ।
To act surreptiously.
• ଡାହାଣେ ଆଣିଲେ ଗାଁରେ ବୁଲାଏନା ।
To make both ends meet.
ଜାଲ ନାହିଁ କି ତରବାରୀ ନାହିଁ ନିଧରାମ ମର୍ଦ୍ଦରାଜ ।
ଜାଲ ନାହିଁ କି ତରବାରୀ ନାହିଁ ନିଧରାମ ମର୍ଦ୍ଦରାଜ ।
A carpet night.
• ତୁଳସୀ ଦୁଇ ପତ୍ରରୁ ବାସେ ଓ ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ ।
Morning shows the day.
• ଗଛ ଦୁଇ ପତ୍ରରୁ ଚିତ୍କାଯାଏ ।
The child is the father of mano
The child is the father of mano
• ତୁଣ୍ଡ ବାଇଦ ସହସ୍ର କୋଶ ।
III news runs apace.
ଦୁଃ ସମ୍ବାଦ ଶୀଘ୍ର ବ୍ୟାପେ ।
Bad news travels fast.
ତରତରିଆ କାମରେ ଗଲତି ଥାଏ ।
Haste makes waste.
Bad news travels fast.
ତରତରିଆ କାମରେ ଗଲତି ଥାଏ ।
Haste makes waste.
• ତିନି ତୁଣ୍ଡରେ ଛେଳି କୁର ।
Minniti mu horonto
• ତେଲିଆ ମୁଣ୍ଡରେ ତେଲ ।
To carry coal to New castle.
ତିଳକ ମାଳା ଜପିଲେ ବୈରାଗୀ ହୁଅନ୍ତିନି |
All are not saints that go to church.
ତିଳକୁ ତାଳ କରିବା ।
Do not raise à tempest in a tea-pot.
ତିଳକ ମାଳା ଜପିଲେ ବୈରାଗୀ ହୁଅନ୍ତିନି |
All are not saints that go to church.
ତିଳକୁ ତାଳ କରିବା ।
Do not raise à tempest in a tea-pot.
ଛୋଟ କଥାକୁ ବଡ଼ କରିବା ।
To make a mountain of a mole hill.
• ତେର ବର୍ଷଠାରୁ ଉଣେଇଶି ବର୍ଷ ପର୍ଯ୍ୟନ୍ତ ବଡ଼ ବିପଦ ଜନକ ।
Teen is very dangerous.
• ତା’ର କଥା କାର୍ଯ୍ୟ ସମାନ ।
He is as good as his word.
• ତା’ର ହାତରେ ଜଳ ଗଳେନା।
He is a closefisted man.
• ତେହି ନୋ ଦିବସ ଗତା ।
We have seen better days.
• ତସ୍ତିନ ତୁଷ୍ଟ ଜଗତ୍ ତୁଷ୍ଟମ୍ ।
He satisfied, the world is at peace.
ତା’ର ଅକ୍ଷର ପରିଚୟ ବି ହୋଇନି ।
ତା’ର ଅକ୍ଷର ପରିଚୟ ବି ହୋଇନି ।
He does not know B form a battle dore.
• ତାଳ ପ୍ରମାଣେ ବଢ଼ି ଚୂଳ ପ୍ରମାଣେ କମେ ।
Come by the pound go away by the ownce.
• ତାର ଏକାଦଶ ବୃହସ୍ପତି ।
His stars are in the ascendant.
• ତ୍ରାହି ମଧୁସୂଦନ ।
O save me, my lord.
• ତ୍ରାହି ମଧୁସୂଦନ ।
O save me, my lord.
• ତାହାର ଚକ୍ଷୁରେ (ଅଠା) ଚମଡ଼ା ନାହିଁ ।
He has no delicacy or scruple.
• ତୁମେ ଧରାକୁ ସରା ଜ୍ଞାନ କରୁଛି ।
He has no delicacy or scruple.
• ତୁମେ ଧରାକୁ ସରା ଜ୍ଞାନ କରୁଛି ।
In your pride you spurn at the world.
• ତୁମର ଇହକାଳ ନାହି କି ପରକାଳ ନାହିଁ ।
• ତୁମର ଇହକାଳ ନାହି କି ପରକାଳ ନାହିଁ ।
You are doomed both here and here after.
• ତାହାର ଦୁଃଖର ସୀମା ନାହିଁ ।
• ତାହାର ଦୁଃଖର ସୀମା ନାହିଁ ।
His misery knows no bound.
• ତ୍ୟାଗକର ଦୁର୍ଜନ ସଙ୍ଗ ।
Better alone than in bad company.
• ତାହାରି ତିନି କାଳ ଗଲାଣି ।
He has one foot in the grave.
• ତାହାରି ତିନି କାଳ ଗଲାଣି ।
He has one foot in the grave.
• ତୋଷାମଦ ନିର୍ବୋଧମାନଙ୍କର ପେଷା ।
Flattering is the food of fools.
Flattering is the food of fools.
• ତାତିଲା ପାଣିରେ ଘର ପୋଡ଼ିଯାଏ ନାହି ।
Cattle do not die from crows cursing. 29 ।
ତା’ ହାତରେ ଶାଗ ସିଝିବ ନାହିଁ ।
ତା’ ହାତରେ ଶାଗ ସିଝିବ ନାହିଁ ।
Butter would not melt in his mouth.
• ତିନି ପାଞ୍ଜିରୁ ଯିବା ।
To lose one's good name.
• ତା’ର ବୁଦ୍ଧିଶୁଦ୍ଧି ହଜି ଯାଇଛି ।
His wits are gone wool-gathering.
His wits are gone wool-gathering.
• ତର ତର ନ ହୋଇ Jର୍ଯ୍ୟ ସହକାରେ କାମର ଫଳ ଭଲ ।
A slow fire makes sweet malt.
• ଥଳି ଭିତରେ ହାତୀ ପୂରାଇବା ।
To attempt an impossibility.
• ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର |
Character is the best virtue.
• ଦୁଃଖ ସୁଖ ସମସ୍ତଙ୍କ ଭାଗ୍ୟରେ ପଡେ ।
Every dog has his day.
Every dog has his day.
• ଦୁଃଖ ପରେ ସୁଖ ଆସେ ।
After clouds come fair weather.
After clouds come fair weather.
• ଯଦି ବିପଦ ଗଲା, ତେବେ ( ଜାଣିବ) ସମ୍ପଦ ଆସିଲା ।
Happiness comes after a sorrow.
• ଦୁଃଖ ନଥାଇ ସୁଖ ନାହି ।
No rose without thorn.
• ଦୁଃଖ ବିନା ସୁଖ ଅସମ୍ଭବ ।
• ଦୁଃଖ ବିନା ସୁଖ ଅସମ୍ଭବ ।
There is no rose without thorn.
• ବିନା ବାଧା ବିଘରେ ଭଲ ଜିନିଷ ପାଇବାର ଉପାୟ ନାହିଁ ।
Joy and sorrow are next door neighbours.
• ଦେହ ବହିଲେ ନିତ୍ୟେ ମରି, ସଂସାର ନୁହଇଁ କାହାରି ।
Death comes to all.
• ମନୁଷ୍ୟ ମରଣଶୀଳ ।
Man is mortal.