• ଭୌମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇଁ ।
Death is a ground leveller.
• ଦୀପ ତଳ ଅନ୍ଧାର ।
The nearer the church, the farther from God.
• ମନ୍ଦିର ଯେତିକି ନିକଟ, ଠାକୁରଙ୍କଠାରୁ ସେତିକି ଦୂର ।
Nearest to church, farthest from God.
• ଦାଉ ପଡ଼ିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ ।
• ଦାଉ ପଡ଼ିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ ।
As the wind blows, you must set your sail.
• ବେଳ ଥାଉଁ ଥାଉଁ କାମ କର ।
Make hay while the sun shines.
Make hay while the sun shines.
• ସମୟ ଦେଖି କାମ କର ।
ଏ Strike the iron while it is hot.
ସୁଯୋଗ କେବଳ ଥରେ ଆସେ ।
ସୁଯୋଗ କେବଳ ଥରେ ଆସେ ।
Chance comes once.
• ପୁଣ୍ୟକାଳ ଦଣ୍ଡ ।
Opportunity is wealth, grasp it.
•ଦୂର ବନ୍ଧୁ ସୁନ୍ଦର, ଦୂର ପର୍ବତ ସୁନ୍ଦର ।
•ଦୂର ବନ୍ଧୁ ସୁନ୍ଦର, ଦୂର ପର୍ବତ ସୁନ୍ଦର ।
Distant drumps Sound well.
• ଦୁର ଜିନିଷ ଭଲ ମନେହୁଏ ।
Blue are the hills that are far from us.
• ଦୁଷ୍ଟକୁ ବୋଝାଏ ଠେଙ୍ଗା ।
A rod for a fool.
• ପ୍ରହାରେଣ ଧନଞ୍ଜୟ ।
To give agood drubbing.
• ବାଡ଼େଇ ବାଡ଼େଇ ନୋଳା ଫଟାଇ ଦେବା ।
To beat black and blue.
• ଦେହକୁ ନ ଜଗିଲେ ବୈଦ କ’ଣ କରିବ ।
Temperance is the best physic.
• ଦୁଃଖ ସମୟରେ ଘଡ଼ିକ ଯୁଗେ ।
Grief lengthens the hour.
• ଦୁଃପ୍ରାପ୍ୟ ବସ୍ତୁ ବଡ଼ ସୁଖକର ।
The nearer the bone, the sweeter the meat.
• ଦୁର୍ବଳର କ୍ରୋଧ ଅଧ୍ୟକ ।
A little pot is soon hot.
• ଦୁଃଖ ମଧ୍ୟ ସୁଖରେ ପରିଣତ ହୁଏ ।
• ଦୁଃଖ ମଧ୍ୟ ସୁଖରେ ପରିଣତ ହୁଏ ।
Cloudy mornings turn to clear afternoons.
• ଦାରିଦ୍ର୍ୟ ଆସିଲେ ମିଥ୍ୟା ବନ୍ଧୁଗୁଡ଼ିକ ପୂଳାଇ ଯାଆନ୍ତି ।
When poverty comes, false friends flee.
• ଦୀର୍ଘସୂତ୍ରତା ଓ ବିଳମ୍ବ ଅସଫଳତାର ପିତାମାତା ।
Indecision and delay are the parents of failure.
ଦେଶ ସେବକ ହି ଅମର ।
Patriot is immortal.
Patriot is immortal.
• ଦାରିଦ୍ର୍ୟ ଅପରାଧର ଜନନୀ ।
Poverty is the mother of crimes.
ଦୁଃଖ ମଣିଷର ଚିରସାଥୀ' ।
ଦୁଃଖ ମଣିଷର ଚିରସାଥୀ' ।
Sorrow is the ever companion of man..
• ଦୟା ମଣିଷର ଗୋଟିଏ ଭୂଷଣ ।
Kindness is an ornament of man.
ଦୁଇରେ ଦୁଇ ମିଶି ଚାରି ହୁଏ ।
ଦୁଇରେ ଦୁଇ ମିଶି ଚାରି ହୁଏ ।
Two is company, there is none.
• ଦୁର୍ନାମ ମୃତ୍ୟୁଠାରୁ ବେଶି ଖରାପ ।
Dishonour is worse than death.
• ଅପମାନିତ ଜୀବନଠାରୁ ମରଣ ଭଲ ।
Better death than dishonour.
• ଦାରିଦ୍ର୍ୟ ଚରମ ବିପତ୍ତି ।
Poverty is the worst calamity.
• ଦୁଃଖ ଗୋଟିଏ ସାଘାତିକ ରୋଗ ।
Sorrow is a serious disease.
ଦୟାହୀନ ଲୋକ ଧର୍ମହୀନ ।
ଦୟାହୀନ ଲୋକ ଧର୍ମହୀନ ।
A man without pity is a man without piety.
• ଦୁଃଖର ପରିଣତି ସୁଖରେ ।
Adversity often leads to prosperity.
ଦାଣ୍ଡରୁ ଆସେ ହାଣ୍ଡିରେ ପଶେ ।
He lives from hand to mouth.
ଦାଣ୍ଡରୁ ଆସେ ହାଣ୍ଡିରେ ପଶେ ।
He lives from hand to mouth.
• ଦୁଃଖେ କଷ୍ଟ ଚଳିଯିବା ।
To live form hand to mouth.
ଦେବତାଙ୍କ ପ୍ରିୟ ଲୋକଙ୍କର ଶୀଘ୍ର ମୃତ୍ୟୁ ହୁଏ ।
ଦେବତାଙ୍କ ପ୍ରିୟ ଲୋକଙ୍କର ଶୀଘ୍ର ମୃତ୍ୟୁ ହୁଏ ।
Those whom the Gods love die young.
• ଦୃଷ୍ଟ ପୂର୍ବ ହୋଇ ଅଦୃଷ୍ଟ ପ୍ରତୀତି, ସୁନ୍ଦର ପଣର ଚିରନ୍ତନ ରୀତି ।
A thing of beauty is joy forever.
• ଦାରିଦ୍ର୍ୟ ଆହାର ଖୋଜେ, ଧନୀ ଖୋଜେ କ୍ଷୁଧା ।
The poor man seeks for food, the rich man for appetite.
• ଦୁଧଭାତ ଦେଇ କାଳସର୍ପ ପୋଷିବା ।
To cherish a serpent in one's bosoma.
To cherish a serpent in one's bosoma.
• ଦୁଃଖର ସମୟ ଶୀଘ୍ର କଟେନା । |
Heaviness of heart drags out time. Ta g
Heaviness of heart drags out time. Ta g
• ଦୁଃଖାଜିତ ଧନ ସୁଖରେ ବ୍ୟୟକର ।
To eat happily one's bread of labour.
• ଦାନ୍ତ ଥିଲେ ହେଁ ଦାନ୍ତର ମର୍ଯ୍ୟାଦା ଜାଣେନା
Blessings are not valued till they are gone.
• ଦଶଜଣ ମିଶି କାର୍ଯ୍ୟକଲେ ହାର ଜିତିକୁ ଲାଜ ନଥାଏ ।
Two deads are better than one.
• ଦୈତ୍ୟକୁଳେ ପ୍ରହ୍ଲାଦ ।
A son unlike his father.
• ଦେଶଭେଦେ ପ୍ରଥା ଭେଦ ।
• ଦେଶଭେଦେ ପ୍ରଥା ଭେଦ ।
Customs vary from country to country. ।
ଦାରିଦ୍ରତା ଗୁଣ ନଷ୍ଟ କରେ ।
ଦାରିଦ୍ରତା ଗୁଣ ନଷ୍ଟ କରେ ।
An empty pocket is the worst of crimes.
ଦେବା ନ ଜାଣନ୍ତି କୁତୋ ମାନବା ।
It passes all understanding human or divine.
It passes all understanding human or divine.
• ଦିନକୁ ରାତି କରିବା ।
To utter a down night falsehood.
ଦଶଚକ୍ରେ ଭଗବାନ ଭୂତ ।
The opinion of the majority may turn a good m n into a devil.
ଦଶଚକ୍ରେ ଭଗବାନ ଭୂତ ।
The opinion of the majority may turn a good m n into a devil.
ଦେଶର ବାଣୀ ଦୈବର ବାଣୀ ।
The voice of the people is the voice of the God.
• ଦାନ କରିବା ବସ୍ତୁର କ୍ଷୁଣ ବଛାଯାଏ ନାହିଁ ।
Beggars can not be the choosers.
• ଦୁଃଖୁ ସମୟରେ ସମସ୍ତେ ଭଗବାନ ପୂଜା କରନ୍ତି କିନ୍ତୁ ସୁଖରେ କେହି ପଚାରନ୍ତି ।
When the denger is gone, God is forgotten.
When the denger is gone, God is forgotten.
• ଦାରୁଭୂତ ମୁରାରୀ ।
Dumb founded.
• ଦୁଃଖ ସମୟରେ ଘଡ଼ିସନ୍ଧି ଯୁଗେ ।
Grief lengthens the hour.
A ଦୋଷ ବାହାର କରିବା ସହଜ ।
To find fault is easy.
To find fault is easy.
• ଦୁନିଆରେ ସବୁକିଛି ଅସ୍ଥାୟୀ ଅଟେ ।
Good marks man may miss.
• ଦାରିଦ୍ରତା କଳହର କାରଣ ।
Poverty breeds strife.
Poverty breeds strife.
• ଧୈର୍ଯ୍ୟଧରି ଅପେକ୍ଷାକଲେ ଫଳ ମିଳେ ।
All things come to him who waits.
All things come to him who waits.
• ଜୋରିଥିବା ରାକ ମୁଲକର ଅଧୁକାରୀ ।
Survival of the fittest.
• ଜୀରାରୁ ଶିରା କାଢ଼ିବା ।
To saw the saw dust.
• ଛେନାରୁ ଚୋପା ଛଡ଼େଇବା ।
To examine very minutely
• ଜଣେ ଅଧିକ ଉଚ୍ଚାଭିଳାଷୀ ହେବା ଉଚିତ ନୁହେଁ କାରଣ ତାହା, ଦୁଃଖ ଆଣିଦିଏ ।
One should not be over ambitious. This leads to misery.
ଜଳରେ ବାସକରି କୁମ୍ଭୀର ସଙ୍ଗେ ବାଦ ।
ଜଳରେ ବାସକରି କୁମ୍ଭୀର ସଙ୍ଗେ ବାଦ ।
It is hard to sit at Rome and strive with the Pope.
• ପାଣି ଭିତରେ ଘର କରି କୁମ୍ଭୀର ସଙ୍ଗରେ କଳି ।
To live in Rome and strife with the pope.
• ( ସ୍ତ୍ରୀ) ଜୋରୁ, ଗୋରୁ, ଧାନ ତିନିରଖ ବିଦ୍ୟମାନ ।
Be mindful of your wife, kine, and paddy.
• ଜୋତା ସଲେଇଠାରୁ ଚଣ୍ଡୀପାଠ ।
All types of works..
• ଜଳ ଆଗେ ନା ପୃଷ୍ଠା ଆଗେ ( ପାଣି ଆଗେ ଶୋଷ ଆଗେ) ।
It is necessity that drives one.
ଜୟକାଳେ କ୍ଷୟ ନାହିଁ ।
Nothing succeeds like success.
ଜାତିଗଲା ପେଟ ପୂରିଲାନି ।
ଜୟକାଳେ କ୍ଷୟ ନାହିଁ ।
Nothing succeeds like success.
ଜାତିଗଲା ପେଟ ପୂରିଲାନି ।
To loss bothsides.
• ଜୀବ ଦେଇଛି ଯେ, ଆହାର ଦେବ ସେ ।
2. God never sends mouths but he sends meat.
2. God never sends mouths but he sends meat.
• ଜଉକୁ ନିଆଁ |
Fire and lard.
• ଜୋକ ମୁହଁରେ ଲୁଣ ।
To humble one completely.
• ଜୀବନରେ ପରିହାସ, - କାଞ୍ଚନେ ଲବଣ ସଦୃଶ ।
Jokes are the salt of life.
• ଜଣେ ବଢ଼େଇକରି କହିବାବେଳେ ଏହାକୁ ପ୍ରୟୋଗ କରନ୍ତି ।
All his geese are swans.
, ଜଣକୁ ଭଲ ପାଇଲେ ତା’ର ସବୁ କିଛି ଭଲ ପାଇବା ଉଚିତ ।
Love me, love my dog.
• ଟଙ୍କାଠାରୁ ବଡ଼ ସାଥୀ ଆଉ କେହି ନାହି ।
• ଟଙ୍କାଠାରୁ ବଡ଼ ସାଥୀ ଆଉ କେହି ନାହି ।
There is no companion like penny.
• ଟଙ୍କା ମହୁଠାରୁ ମିଠା ଓ ସୂର୍ଯ୍ୟ କିରଣଠାରୁ ଉଜ୍ବଳ ।
• ଟଙ୍କା ମହୁଠାରୁ ମିଠା ଓ ସୂର୍ଯ୍ୟ କିରଣଠାରୁ ଉଜ୍ବଳ ।
Money is sweeter than honey and brighter than sun-shine.
• ଟଙ୍କାଠାରେ ସତ୍ୟ ହାରେ ।
When money speaks, truth remains silent.
• ଧୀରେ ପାଣି ପଥର କାଟେ ।
• ଟଙ୍କାଠାରେ ସତ୍ୟ ହାରେ ।
When money speaks, truth remains silent.
• ଧୀରେ ପାଣି ପଥର କାଟେ ।
Slow and steady win the race.
• ଅଧ୍ୟବସାୟ ଫଳରେ ସାଫଲ୍ୟ ଲାଭ ଘଟେ |
• ଅଧ୍ୟବସାୟ ଫଳରେ ସାଫଲ୍ୟ ଲାଭ ଘଟେ |
Constant dropping wears the stone.
• ଧୀର ଧୀର ଚାଲିକି, ସରିନୁହେଁ ଘୋଡ଼ା ପାଲିଙ୍କି ।
Little strokes fell great oaks.
• ଧର୍ମ ନିମନ୍ତେ ଧର୍ମପଥ, ନହୁଡ଼ ହୋଇ ଅସଂଯତ ।
Sel / not virtue to purchase wealth.
• ଧର୍ମର ଯୁଦ୍ଧ ହି ପ୍ରକୃତରେ ପ୍ରଧାନ ଓ ମୂଲ୍ୟବାନ ଯୁଦ୍ଧ ।
• The chiefest conquest is the conquest by the law of piety.
• ଧର୍ମ ଜାତିର ମେରୁଦଣ୍ଡ ।
Religion is the back-bone of a nation.
Religion is the back-bone of a nation.
ଧୈର୍ଯ୍ୟଶୀଳ ହେଲେ ସ୍ଵର୍ଗଭୋଗ କରି ହୁଏ ।
Be temperate and enjoy the heaven.
Be temperate and enjoy the heaven.
• ଧାର କରିବା ଅପେକ୍ଷା କିଣିବା ଭଲ ।
Better buy than borrow.
• ଧାନ କଲେ ସଫଳତା ମିଳେ ।
Meditation brings success.
• ଧନ ହି ଜାତି ଜୀବନର ରକ୍ତ ସ୍ରୋତ ।
Money is the life blood of the nation.
• ଧନ ହି ଜ୍ଞାନ, ଗାରିମା ଓ ଶକ୍ତିର ଏକତ୍ର ସମାବେଶ ।
Money is wisdom, knowledge, power all combined.
Money is wisdom, knowledge, power all combined.
ଧୈର୍ଯ୍ୟ ପ୍ରତ୍ୟେକ ଜିନିଷକୁ ଜୟ କରି ପାରେ ।
Patience conquers everything.
Patience conquers everything.
• ଧର୍ମସଂ ତଦ୍ଧ ନିହିତ ଗୃହାୟାମ୍ ।
The essence of religion is in the heart of the believer.
• ଧୂଳି ମୁଠାଏ ଧଇଲେ ସୁନା ମୁଠାଏ ହୁଏ ।
When fortune favours everything succeeds.
• ଧମୌରକ୍ଷତି ଧାମିକମ୍ । ।
Virtue keeps the virtures.
• ଧନ ନିମନ୍ତେ ଧର୍ମପଥ, ନହଡ଼ି ହୋଇ ଅସଂଯତ ।
Seel not virtue to purchase wealth.
ଧର୍ମର କଳ ବତାସେ ଉଡ଼େ ।
ଧର୍ମର କଳ ବତାସେ ଉଡ଼େ ।
Virtue proclaims itself.
• ଧାନ ବୋଲତେ କାନ ଶୋନା |
To misunderstanding.
• ଧରେ ମାଛି ନା ଛ ଏଁ ପାଣି ।
• ଧରେ ମାଛି ନା ଛ ଏଁ ପାଣି ।
A cat loves fish, but she is loath to wet her feet.
• ଧୋବାର କୁକୁର, ନା ଘରର ନା ବାହାରର ।
Whistling maid and crowing hen, are neither fit for goods no men.
• ଧନୀ ଲୋକ ପିତଳ ମୁଦି ପିନ୍ଧିଲେ ସୁନା ମୁଦି ।
Caesar's wife must be above suspicion.
• ନାନା ମୁନିଙ୍କର ନାନା ମତ ।
Many men, many minds.
• ନାନା ମୁନିନ୍ୟ ମତୟଣ୍ଡ ଭିନ୍ନା ।
• ନାନା ମୁନିନ୍ୟ ମତୟଣ୍ଡ ଭିନ୍ନା ।
Doctors differ.
• ଭିନ୍ନ କଥା ତୁଣ୍ଡ ତୁଣ୍ଡ ।
All feet fread not in the shoe.
• ମୁନି ଗୋଟିଏ ବାକ୍ୟ ଗୋଟିଏ ।
Two of a trade do not agree.
• ନକଲ କଲେ ଲାଭ ମିଳେନି ।
Imitation has no intelligence.
• ନିଜ ଗୋଡ଼ରେ ନିଜେ ଠିଆ ହେବା ।
To stand on one's own feet.
To stand on one's own feet.
• ନିମ୍ବ ତିଅଣ ପଛକୁ ଗୁଣ ।
Adversity is a blessing in disguise.
• ନେଇ ଆଣି ଥୋଇ ଜାଣିଲେ ଚାରି ବିଦ୍ୟା ଭଲ ।
You are a fool to steal if you can not conceal.
• ନୀରବତା ଶାନ୍ତି ଦିଏ ।
Silence gives peace.
• ନିୟମ କାନୁନ ନଷ୍ଟହୋଇ ଯାଇପାରେ କିନ୍ତୁ ପୁସ୍ତକ କେବେ ନଷ୍ଟ ହୁଏନା ।
Laws die, books never.
• ନୀରବତା ପରି ଜ୍ଞାନ ଆଉ କିଛି ନାହିଁ ।
No wisdom like silence.
• ନିୟମାନୁବର୍ତ୍ତିତା ସକଳ କାର୍ଯ୍ୟର ଆତ୍ମା ସ୍ୱରୂପ।
Punctuality is the soul of all business.
• ନାରୀ ପୁରୁଷର ହୃତପିଣ୍ଡ ସ୍ୱରୂପ ।
Woman is the heart of man.
• ନଗଦ ଧନ ଚମତ୍କାର ଔଷଧ ପରି ।
Ready money is a wonderful medicine.
• ନିଜ କାମ ନିଜେ କର ।
Mind your own business.
• ନିଜ କାମ ନିଜେ କର ।
Mind your own business.
• ନିଜ ଚରଖାରେ ତେଲ ଦିଅ ।
Oil your own machine.
• ନିଜ ବ୍ୟବସାୟରେ ମୁଣ୍ଡ ଖେଳାଅ ।
Grease your own wheel.
• ନିର୍ବୋଧ ଭୋଜିକରେ, ଜ୍ଞାନୀ ଲୋକ ତାକୁ ଖାଏ ।
Fools make feast, wise men eat them.
• ନୂଆ ଚାକର ପ୍ରଥମେ ଭଲ କାମ କରେ ।
New brooms sweep well.
ନିଃଶବ୍ଦରେ ଈଶ୍ୱର ଆମ୍ଭର କାର୍ଯ୍ୟକଳାପି,ଦେଖନ୍ତି ।
God sees us without a bell.
ନିଃଶବ୍ଦରେ ଈଶ୍ୱର ଆମ୍ଭର କାର୍ଯ୍ୟକଳାପି,ଦେଖନ୍ତି ।
God sees us without a bell.
• ନିନ୍ଦୁକ ହାଡ଼କୋରି ଖାଇଯିବା କୁକୁର ପରି ।
A slanderer is a cur that will bite to the bone.
• ନିଆଁ ନଥିଲେ ଧୂଆଁ ବାହାରେ ନାହିଁ ।
No smoke, without fire.
• ନିଜର ସମ୍ମାନ ନିଜ ହାତରେ ।
Respect yourself that you may be respected by others.
ନିଜ ଗୋଡ଼ରେ ନିଗେ କୁରାଢ଼ୀ ମାରିବା ।
Dig one's own grave.
• ନିଜ ଫାନ୍ଦରେ ନିଜେ ପଡ଼ିବା ।
.To hoist with one's own petard.
ନା ରାମ ନା ଗଙ୍ଗା ।
.To hoist with one's own petard.
ନା ରାମ ନା ଗଙ୍ଗା ।
To keep mum.
• ନିଜ କୁତ୍ସା ଗାଇବା ।
To wash one's dirty linen in public.
• ନିଜ ଭଉଣୀ ଭାତ ପାଏନା ଶାଳୀ ଖାଏ ମଣ୍ଡା ମିଠାଇ ।
• ନିଜ ଭଉଣୀ ଭାତ ପାଏନା ଶାଳୀ ଖାଏ ମଣ୍ଡା ମିଠାଇ ।
Sausage for the master, beef steak for the dog.
• ‘ଚିରା ଖାଲେର ଖୋଦାଇ ରାଖାଲ ।
God is the defender of the defence less,
• ନୀଚ୍ଚ ଯଦି ଉଚ୍ଚ ଭାସେ, ସୁବୁଦ୍ଧି ଉଡାଏ ହସେ ।
• ନୀଚ୍ଚ ଯଦି ଉଚ୍ଚ ଭାସେ, ସୁବୁଦ୍ଧି ଉଡାଏ ହସେ ।
Let the dog bark.
• ନିଜ ବେଳକୁ ଆଁଟିଉଁଟି, ପର ବେଳକୁ ଦାନ୍ତ କପାଟି ।
To provide for one's own personal comfort and interests at the cost others.
• ନେଇ ଜାଣେ, ଦେଇ ଜାଣେନା ।
Sweet is wine, but sour's the payment.
• ନିଜ ଜିନିଷ ସମସ୍ତଙ୍କୁ ଭଲ ଦିଶେ ।
Everyone fhinks his own geese swans.
• ନିଜ ଜିନିଷ ସମସ୍ତଙ୍କୁ ଭଲ ଦିଶେ ।
Everyone fhinks his own geese swans.
• ନିଜ ଦହିକୁ କେହି ଖଟା କହେନା ।
Every cook praises his own broth.
• ପ୍ରତ୍ୟେକ ନିଜ ନିଜର ଜିନିଷକୁ ଭଲ କହନ୍ତି ।
• ପ୍ରତ୍ୟେକ ନିଜ ନିଜର ଜିନିଷକୁ ଭଲ କହନ୍ତି ।
Every potter praises his pot.
• ନିୟମାର୍ତ୍ତା ବଳହୀନେ ନ ଲଭ୍ୟ ।
• ନିୟମାର୍ତ୍ତା ବଳହୀନେ ନ ଲଭ୍ୟ ।
Not for the weak or faint-hearted is the knowledge of God or spritual knowledge.
• ‘ ନଷ୍ଟ ଯଶ ଭଙ୍ଗା କାଚ’ ମିହତ ଗଲେ ନ ଆସେ ଆଉ ।
Credit lost is broken glass.
• ନହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗା ।
A sleeping fox catches no.poultry.
A sleeping fox catches no.poultry.
• ନ ଭୂତଃ ନ ଭବିଷ୍ୟତଃ ।
What never happens.
• ନାକେ ତେଲ ଦିଅ ଭୂମାନେ ।
To be careless about what happens.
• ନିର୍ବୋଧ ପ୍ରମାଦକୁ ଡରେନା ।
Who knows nothing, doubt nothing.
ନମୋ ନମ କରେ ସାରା ।
ନମୋ ନମ କରେ ସାରା ।
To do something perfunctorily.
• ନଳିନୀ ଗତ ଜଳମତି ତରଳମ୍ ।
A perishable thing.
• ନାହି ଖବର ଭଲ ଖବର ।
No news is good news.
• ନଷ୍ଟକର ନାହିଁ ।
Waste not
• ନାହି ଖବର ଭଲ ଖବର ।
No news is good news.
• ନଷ୍ଟକର ନାହିଁ ।
Waste not
• ନ ଚ ଦୈବାତ୍ ପରଂ ବଳେ ।
Nothing is might like fate.
• ନିଜେ ମଲେ ସ୍ୱର୍ଗ ଦେଖିବ ।
If you want a thing weldone, do it yourself.
• ନିଜକୁ ନିଜେ ପ୍ରଶଂସା କରିବାର ମୂଲ୍ୟ ନ ଥାଏ ।
Self praise is no recommendation.
• ନ ଛୋଡ଼ ବନ୍ଧା ।
obstinate.
• ନିନ୍ଦୋଷୀର କୌଣସି ଭୟ ନାହିଁ ।
The innocent have nothing to fear.
The innocent have nothing to fear.
• ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତତଃ ପିତରି ପ୍ରୀତିମାପନ୍ତେ ପ୍ରିୟନ୍ତେ ସର୍ବ ଦେବତା ।
Father comes before all and should be teh sole object of devotion.
Father comes before all and should be teh sole object of devotion.
• ପରର ଅମଙ୍ଗଳ ପାଞ୍ଚିଲେ ନିଜର ଅମଙ୍ଗଳ ହୁଏ ।
Harm watch, harm catch.
• ପର ପାଇଁ ଯେ ଗାତ ଖୋଳେ, ସେ ସେହି ଗାତରେ ପଡ଼େ ।
Harm set, harm get.
• ଯେ ପାଞ୍ଚ ପରର ମଦ, ତା’ ପନ୍ଦ ପାଞ୍ଚନ୍ତି ଗୋବିନ୍ଦ ।
He who spites against the wind spits against his own face.
He who spites against the wind spits against his own face.
• ଭୟ କଲେ ଭୟ ମାଡ଼ିଆସେ ।
Do evil and look for the like.
• କଣ୍ଡା ପକାଇଲେ ନିଜେ ସେହି କଣ୍ଟାରେ ପଡ଼େ ।
• କଣ୍ଡା ପକାଇଲେ ନିଜେ ସେହି କଣ୍ଟାରେ ପଡ଼େ ।
Harm seek, harm find.
• ଆପେ ଖୋଳିବା ଗାତରେ ଆପେ ପଡ଼େ ।
• ଆପେ ଖୋଳିବା ଗାତରେ ଆପେ ପଡ଼େ ।
The bitter is sometimes bit.
• ପତ୍ୟେକ ଦୁଃଖ ପଛରେ ସୁଖ ଅଛି ।
Every cloud has a silver lining.
• ପ୍ରାଣୀର ଭଲ ମନ୍ଦ ବାଣୀ, ସାଙ୍ଗ ପାଖରୁ ତାହା ଜାଣି ।
Aman is known by the company, he keeps.
• ସାଙ୍ଗ ଦେଖି ଲୋକ ଚିହ୍ରାଯାଏ ।
Virtue and vice are born of the company one keeps.
• ପିତା ମାତାଙ୍କର ଜୀବନ ପିଲାର ନକଲ ବହି
Parents life is the child's copy book.
• ପଇସା ନେବଗଣି, ପାଣି ପିଇବ ଛାଣ ।
• ପଇସା ନେବଗଣି, ପାଣି ପିଇବ ଛାଣ ।
Prevention is better than cure.
• ପୃଥିବୀ କ୍ଷଣ କ୍ଷଣକେ ଆନ, ଏ ଘଡି କଥା ସେ ଘଡ଼ିକି ନାହି । ।
There are many a slip between the cup and the lip.
• ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ବ୍ୟସ୍ତ ଥାଏ ।
• ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ବ୍ୟସ୍ତ ଥାଏ ।
Everyman is for himself.
• ପୋଡ଼ିଗଲା ତିଅଣରେ କି ସୁଆଦ ?
A cracked bell can never sound well.
• ପବିତର ଉହାଡ଼େ ଥାଇଁ ।
To be well sheltered.
• ପାକଲା ଧାନରେ ମହି ଦେବା ।
To do a great injury.
• ପୁରୁଣା କଥାକୁ ବାହାର କରିବା ।
To rake of an old story.
• ପର ଧନରେ ପୌଢାରି ।
To pass off as one's own what belongs to another.
• ପର ଧନରେ ପୌଢାରି ।
To pass off as one's own what belongs to another.
• ପର ମୁଣ୍ଡରେ ନଡ଼ିଆ ଭାଙ୍ଗିବା ।
To pull the chestnuts out of fire for another,
• ଭଣ୍ଡାରୀ ମୁଣ୍ଡରେ ଅଠା ।
To make a cat's paw of a person.
• ପିଆଦର ଶଶୁରବାଡ଼ି ।
One who is not allowed to enjoy rest.
• ପେଟରେ ଆସୁଛି ମୁହଁରେ ଆସୁନି ।
Not to remember a thing alright.
• ପେଟର କଥା ପେଟରେ ରଖିବା ।
To keep counsel.
• ପରିହସ୍ତ ଧନ ।
Count not on money that is still to come.
• ପର କେବେହେଁ ପର କଥା ବୁଝେନା ।
The wearer best knows where the shoe pinches.
ଦୁଃଖୀ ତା’ର ଦୁଃଖ ଜାଣେ ।
ଦୁଃଖୀ ତା’ର ଦୁଃଖ ଜାଣେ ।
One cannot really feel for another.
• ପୁନଃ ମୂଷିକୋ ଭଜ୍ୟ ।
Back to your own.
• ପ୍ରଶଂସାକୁ କେବେ ବିଶ୍ଵାସ କରନାହିଁ ।
Never trust a sweet tongue.
• ପଞ୍ଚ ମୁଖେ ହରି ।
Voice of the people is voice of God.
• ବହୁ ଲୋକଙ୍କ ହୃଦୟରେ ଯେଉଁ ଭାବ ଜାଗ୍ରତ ହୁଏ,
Public voice is the voice of God.
• ପ୍ରତ୍ୟେକ ଦିନ ପୂର୍ବ ଦିନ ଅପେକ୍ଷା ଭଲ ।
Eachday is better than the one before.
• ପାପ ଧନରେ ଉନ୍ନତି କରାଯାଇ ପାରେ ନାହି ।
III - gotten money seldom prospers.
• ପ୍ରଶଂସାକୁ କେବେ ବିଶ୍ୱାସ କରନାହି ।
Never trust a sweet tongue.
• ପଠନ ସମୟରେ ଛାତ୍ର ଅନ୍ୟ ବିଷୟ ପ୍ରତି ମନଦେବା ଉଚିତ୍ ନୁହେଁ ।
A student should not attened to other things while reading.
• ପୁଣି କାଳିଆ ଫେରିଲା ।
History repeats itself.
• ପୁଅ ବାର ତେର କେତେ ବାର ।
Agolden chance of opportunity
• ପ୍ରଥମ ଚୁମ୍ବନ ଦନ୍ତ ଭଗ୍ନ ।
• ପ୍ରଥମ ଚୁମ୍ବନ ଦନ୍ତ ଭଗ୍ନ ।
Wrong at the very beginning.
• ପ୍ରକୃତ ସତ୍ୟର ପରୀକ୍ଷା ନାହିଁ ।
• ପ୍ରକୃତ ସତ୍ୟର ପରୀକ୍ଷା ନାହିଁ ।
Pure gold does not fear the flame.
• ପ୍ରତ୍ୟେକ ଖରାପ ସହିତ ଭଲ ମିଶି ରହିଛି ।
There is a silver-lining to every dark.
• ପଇସାପତ୍ର କାରବାରରେ ଗଲତି ହେଲେ ବନ୍ଧୁତ୍ବ ନଷ୍ଟ ହୁଏ ।
• ପଇସାପତ୍ର କାରବାରରେ ଗଲତି ହେଲେ ବନ୍ଧୁତ୍ବ ନଷ୍ଟ ହୁଏ ।
Short reckonings make long friends.
• ପ୍ରତିଜ୍ଞା ବୁଝି ସୁଝି କରି ଶୀଘ୍ର କାର୍ଯ୍ୟରେ ପରିଣତ କର ।
Be slow to promise but quick to perform.
• ଫଳନ୍ତୀ ଗଛ ଫୋପଡ଼ା ସହେ ।
The nobler, the humbler.
• ଫଳନ୍ତୀ ଗଛ ଖପଡ଼ ମାଡ଼ଖାଏ ।
• ଫଳନ୍ତୀ ଗଛ ଖପଡ଼ ମାଡ଼ଖାଏ ।
The more noble, the more humble.
• ଫଳରୁ ଗଛ ଚିତ୍କାଯାଏ ।
A tree is known by its fruits.
• କଥାବାର୍ତ୍ତାରୁ ଲୋକର ଚରିତ୍ର ଜଣାପଡ଼େ ।
The proof of the pudding is in the eating.
• ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।
A fiend in need is a friend indeed.
• ଅସୁବିଧା ସମୟରେ ଯିଏ ସାହାଯ୍ୟରେ ସେହି ପ୍ରକୃତ ବନ୍ଧୁ ।
Adversity is the only balance to weigh friends.
• ବିପଦ ମଧ୍ୟରେ ଗୁଣର ପରୀକ୍ଷା ହୁଏ ।
Suffering is the test of virtue.
• ବିପଦ କେବେହେଲେ ଏକୁଟିଆ ଆସେ ନାହିଁ ।