• ଭଗବାନଙ୍କ ସୃଷ୍ଟିରେ ସମସ୍ତେ ସମାନ ।
All are equal in God's creation.
• ଭଗ୍ନ ଯଷ୍ଟିର ଉପରେ ଭରା ଦେବା ।
Lean on a broken reed.
• ଭବାବ ତରଣେ ନୌକା ।
The main support in life.
• ଭାଇ ଭାଇ ଠାଇ ଠାଇ ।
Brothers will part ।
• ଭୂତେର ବେଗାର ଖଟା ।
• ଭାଇ ଭାଇ ଠାଇ ଠାଇ ।
Brothers will part ।
• ଭୂତେର ବେଗାର ଖଟା ।
To work for nothing.
• ଭଲ ନୁହେଁ କି ମନ୍ଦ ନୁହେଁ ।
• ଭଲ ନୁହେଁ କି ମନ୍ଦ ନୁହେଁ ।
To be indifferent. ।
• ଭାବି ଭାବି ସୁଖି ଯାଇଛି ।
To eat one's heart. ।
• ଭାତର ହାଣ୍ଡି ଢ଼ଙ୍ଗ ଢ଼ଙ୍ଗ କରୁଛି ।
• ଭାତର ହାଣ୍ଡି ଢ଼ଙ୍ଗ ଢ଼ଙ୍ଗ କରୁଛି ।
There is no food to eat.
• ଭଙ୍ଗାମାନ ଜୋଡ଼ା ଲାଗେନା ।
Credit lost is like a broken glass.
• ଭୂତବାପେର ଶ୍ରାଦ୍ଧ କର |
To make a mess of things.
• ଭୁତ ମୁଖେ ରାମ ରାମ |
The devil listening to the scriptures.
• ଭାବି ଅମଙ୍ଗଳର ପୂର୍ବ ଲକ୍ଷଣ ।
Handwriting on th wall.
• ଭାଗ୍ୟ ଫଳତି ସର୍ବତ୍ର ।
Fate rules everywhere.
• ଭାଲୁ ଲାଙ୍ଗୁଡ଼ ଧରିବା ।
To catch a traitor.
• ଭାଲୁ ଲାଙ୍ଗୁଡ଼ ଧରିବା ।
To catch a traitor.
• ଭୋକ ବେଳେ ଖାଅ ।
Eat when you need.
• ଭଲ କାମ କର ଏବଂ ଭୁଲିଯାଅ ।
Do good and forget it.
Eat when you need.
• ଭଲ କାମ କର ଏବଂ ଭୁଲିଯାଅ ।
Do good and forget it.
• ଭଲ କର୍ମର ଭଲ ଫଳ ।
He who would sow well, must reap well.
• ମିଠା କଥାରେ ପେଟ ପୂରେ ନାହି ।
Sweet words butter no parsnips.
• ଖାଲି କଥାରେ ଚଡ଼ା ତିନ୍ତେ ନାହି ।
Fair words butter no parsnips.
• ସିଧା ଆଙ୍ଗୁଠିରେ ଘିଅ ଉଠେ ନାହିଁ ।
• ଖାଲି କଥାରେ ଚଡ଼ା ତିନ୍ତେ ନାହି ।
Fair words butter no parsnips.
• ସିଧା ଆଙ୍ଗୁଠିରେ ଘିଅ ଉଠେ ନାହିଁ ।
We can not live on love only.
• ମୌନେ ସମ୍ମତି ଲକ୍ଷଣ ।
silence gives consent.
• ମାନବ ସେବା ହିଁ ମାଧବ ସେବା ।
Service to mankind is service to God.
• ଗରିବ ସେବା ହି ଭଗବାନଙ୍କ ସେବା ।
Service ot humanity is service to almighty.
• ମିଳନ ବିଚ୍ଛେଦ ଦୁନିଆର ଚିରନ୍ତନ ନୀତି ।
Meeting and parting is the eternal go of the world.
• ମଦଘଡ଼ା, କାମ ସରିଲେ ଗଡ଼ ଗଡ଼ା ।
Eaten bread is soon forgotten.
• ଲାଭ ପୂର୍ବରୁ ଖର୍ଚ୍ଚର ଯୋଜନା କରିବା |
A beggar can never be bankrupt.
• ମୁଣ୍ଡ ନାହି ମୁଣ୍ଡ ବ୍ୟଥା ।
Bachlor's wives and maid's children are always well-taught.
• ମହତ୍ ଲୋକ ଏକ ପ୍ରକାର ଚିନ୍ତା କରନ୍ତି । ଏହି
• ମହତ୍ ଲୋକ ଏକ ପ୍ରକାର ଚିନ୍ତା କରନ୍ତି । ଏହି
Great minds think alike.
• ସୁଖ ଦ ଫିଟିଲେ, ଦୁଃଖ ଯାଏ ନାହିଁ ।
Knock, knock, the door is opened.
• ମହର୍ଗରୁ ଯାଇ କାନ୍ତାରରେ ପଡ଼ିବା ।
To go from the flying pan into the fire.
• ଗୋଟିଏ ବିପଦ ଦୁର କରିବା ବେଳକୁ ଆଉ ଗୋଟିଏ ବିପଦ ଆସୁଛି ।
Out of the frying pan into the fire.
• ମାଟିର ଏ ଘଟ ନିଶ୍ଚୟ ମିଶିବ ମାଟିରେ ।
Dust thou art to dust returnth.
• ମହତ ଗଲେ ନ ଆସେ ଆଉ ।
Credit lost in broken glass.
• ମିଥ୍ୟ ସମ୍ବାଦ ଶୀଘ୍ର ବ୍ୟପେ ।
• ମହତ ଗଲେ ନ ଆସେ ଆଉ ।
Credit lost in broken glass.
• ମିଥ୍ୟ ସମ୍ବାଦ ଶୀଘ୍ର ବ୍ୟପେ ।
A false report rides fast.
• ମନୁଷ୍ୟ କବ୍ୟର ଦାସ ।
Man is the servant of duty.
• ମଦ ପିଇଲେ ଜ୍ଞାନ ପଳାଇ ଯାଏ ।
When ale is in, wit is out.
• ମିଥ୍ୟ ବନ୍ଧୁଠାରୁ ଶତ୍ର ଶ୍ରେୟସ୍କର ।
Better an open enemy than a false friend.
ମୂଳରୁ ନ ହେଉଥିବା କାର୍ଯ୍ୟ ବିଳମ୍ବରେ ହେବା ଭଲ ।
ମୂଳରୁ ନ ହେଉଥିବା କାର୍ଯ୍ୟ ବିଳମ୍ବରେ ହେବା ଭଲ ।
Better late tharı never.
• ମୃତ୍ୟୁର ସମୟ ଅସମୟ ଜ୍ଞାନ ନାହିଁ ।
Death keeps no calender.
• ମୃତ୍ୟୁ ବିରୁଦ୍ଧରେ କୌଣସି ଔଷଧ ନାହି ।
Death keeps no calender.
• ମୃତ୍ୟୁ ବିରୁଦ୍ଧରେ କୌଣସି ଔଷଧ ନାହିଁ ।
There is no medicine against death.
• ମୃତ୍ୟୁ କଦାପି ଘୁଞ୍ଚି ପାରିବ ନାହିଁ ।
Death cannot be postponed.
• ମିଥ୍ୟାବାଦୀମାନେ ଶପଥ କରିବାକୁ ସବୁବେଳେ ପ୍ରସ୍ତୁତ ।
Liars are always eady to take an oath.
• ମନୁଷ୍ୟ ଜୀବନ କର୍ମ-ଶୃଙ୍ଖଳରେ ବନ୍ଧା ।
Human life is a chain of actions.
• ମଣିଷ ସ୍ଵାଧୀନ ଭାବର ଜନ୍ମଲାଭ କରେ; ମାତ୍ର ପରିଶେଷରେ ସେ ସାଂସାରିକ ଜଞ୍ଜାଳରେ ପଡ଼ି ସର୍ବତ୍ର ବାନ୍ଧି ହୋଇଯାଏ ।
Man is born free but everywhere he is in chains.
ମୃତ୍ୟୁ ଧନୀ ଦରିଦ୍ର ଜାଣେନା ।
Death does not distinguish rich and poor. j
• ମନୁଷ୍ୟ ପରିସ୍ଥିତିର ଦାସ ।
Man is the servent of circumstances.
ମୃତ୍ୟୁ ଧନୀ ଦରିଦ୍ର ଜାଣେନା ।
Death does not distinguish rich and poor. j
• ମନୁଷ୍ୟ ପରିସ୍ଥିତିର ଦାସ ।
Man is the servent of circumstances.
• ମଣିଷ ଗୋଟିଏ ସାମାଜିକ ପ୍ରାଣୀ ।
Man is a social animal.
• ମନୁଷ୍ୟ ବିବେକଶୀଳ ।
• ମନୁଷ୍ୟ ବିବେକଶୀଳ ।
Man is a rational being.
• ମୃତ୍ୟୁ ପରେ ସମ୍ମାନ ମିଳେ ।
Honour comes after death.
• ମନୁଷ୍ୟ ଚରିତ୍ର ତାହାର ବାକ୍ୟାଳପ ଦ୍ୱାରା ଜଣାପଡ଼େ ।
Talk is the substance of man's character.
• ମଣିଷ ନିଜର ଜୀବିକା ପାଇଁ କଠିନ ପରିଶ୍ରମ କରିବା ଦରକାର ।
Man should labour hard for his own livelihood.
• ମାରିତ ହାତୀ, ଲୁଟିତ ଭଣ୍ଡାର ।
Let us pitch our aims high.
ମୁହଁରୁ ମନକଥା ଜଣାପଡ଼େ ।
ମୁହଁରୁ ମନକଥା ଜଣାପଡ଼େ ।
Face is the index of the mind.
• ଯାନ୍ ଯାଉ, ମାନ୍ ଥାଉ ।
Honour above life.
• ସବୁ ଯାଉ ମହତ୍ ଥାଉ ।
• ସବୁ ଯାଉ ମହତ୍ ଥାଉ ।
A good is better than bags of gold.
• ଯେଉଁମାନେ ଭଲ ଓ ସତ୍ୟ ପାଇଁ ଯୁଦ୍ଧ: କରନ୍ତି, ଈଶ୍ବର ସେମାନଙ୍କୁ ସାହାଯ୍ୟ କରନ୍ତି ।
God helps those who fight for goodness and truth.
• ଯାହାର ଚିନ୍ତା ତା ପାଖରେ ।
The station master minds the train but the school master trains the mind.
The station master minds the train but the school master trains the mind.
ଯେଉଁ ମୁହୁଉଁଟି ନଷ୍ଟ ହୋଇଯାଏ, ତାହା ସବୁଦିନ ପାଇଁ ନଷ୍ଟ ହୋଇଯାଏ ।
The moment lost is lost for ever.
The moment lost is lost for ever.
• ଯେଉଁ ବ୍ୟକ୍ତି ଅନ୍ୟକୁ ଠକାଇବାକୁ ଚେଷ୍ଟାକରେ ଶେଷରେ ସେ ନିଜେ ଠକିଯାଏ ।
The man who tries to cheat others cheats himself in the longrun.
The man who tries to cheat others cheats himself in the longrun.
• ଯୌବନ ଜୀବନର ବସନ୍ତରତୁ ।
Youth is the spring of life.
• ଯୁଦ୍ଧ ବିଜ୍ଞାନର ଜନନୀ ।
War is the mothre.of science.
• ଯେଉଁ ଭାଷା ସର୍ବସାଧାରଣଙ୍କର ବୋଧଗମ୍ୟ ନୁହେଁ, ତାହା ମୃତ ।
The language which is beyond the comprehension of men is dead.
• ଯୌବନ ମଣିଷ ଜୀବନର ସ୍ଵଯୁଗ ।
Youth is life's golden age.
• ଯେଉଁ ଘରେ ମା’ ନାହି ସେ କି ଘର ? |
What is the home without a mother?
• ଯୁବାବସ୍ଥା ଭୁଲର ସମୟ । ମବସ୍ଥା ଯୁଦ୍ଧର ସମୟ ଓ ବାର୍ଦ୍ଧକ୍ୟାବସ୍ଥା ଅନୁତାପର/ସମୟ ।
Youth is blunder, man-hood is struggle, old age is regret.
• ଯୁଦ୍ଧପରେ ଶାନ୍ତି ଆସେ ।
Peace follows war.
• ଯୁଦ୍ଧପରେ ଶାନ୍ତି ଆସେ ।
Peace follows war.
• ଯେତେ ବେଶି ସେତେ ଖୁସି ।
The more, the merrior.
• 'ଯାହା ପାଇଁ ପ୍ରତିକାର ନାହିଁ, ତାହା ସହ୍ୟ କରିବା ଉଚିତ୍ ।
What can not be cu ed must be endured.
• ଯେତେ ଦିନ କମଳାଙ୍କ କୃପାର୍ଥିବ ।
As long as fortune smiles on one."
• ଯାହାର କାର୍ଯ୍ୟ ତାକୁ ସାଜେ ।
A cobbler should stick to his last.
• ଯାହାର ନାମ ଭଜା ଚାଉଳ, ତା’ର ନାମ ମୁଢ଼ି ।
• ଯାହାର କାର୍ଯ୍ୟ ତାକୁ ସାଜେ ।
A cobbler should stick to his last.
• ଯାହାର ନାମ ଭଜା ଚାଉଳ, ତା’ର ନାମ ମୁଢ଼ି ।
Six of the one and half a dozen of the other.
• ଯାହାର ସଙ୍ଗେ ଯାର ମଜେ ମନ କିବା ହାଡ଼ି କିବା ଡୋମ, ।
Love is blind and lovers can not see the pretty follies that themselves commit.
• ଯେପରି ଗଛି; ସେପରି ଫଳ ।
As is the tree, so is the fruit.
• ଯେଉଁଠି ବାଘର ଭୟ ସେଇଠି ସନ୍ଧ୍ୟା ।
Danger often comes where danger is feared.
• ଯେ ଗଲା ଲଙ୍କା, ସେ ହେଲା ରାବଣ | .
He who gets the power, misuses it.
He who gets the power, misuses it.
• ଯାର କାମ ତା’ର ମନେ ନାହିଁ, ସାହିପଡ଼ିଶାର ନିଦ ନାହିଁ ।
Though he is careless to make his marks, others are mov ing mountains for him.
• ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ ।
Like thoughts, like success.
• ଯଥା ପୂର୍ବ ତଥା ପରଂ ।
In a state of deadlock.
• ଯାହାର ଛୁଆ ଯେତେ ପାଆନ୍ତି, ତା’ର ଛୁଆ ସେତେ ଖୋଜନ୍ତି ।
The more one has, the more one desires. ।
• ଯେପରି ଦେବତା ସେପରି ଭୋଗ ।
• ଯେପରି ଦେବତା ସେପରି ଭୋଗ ।
Like saint, like offering.
• ଯେପରି ଦେବତା ସେପରି ଦେବୀ ।
Like man, like wife.
• ଯେ ପିଣ୍ଡ ଦେଇଛି, ସେ ମୁଣ୍ଡ ଦେବ ।
God never sends mouths, but he sends food.
God never sends mouths, but he sends food.
• ଯେ ରକ୍ଷକ, ସେ ହି ଭକ୍ଷକ ।
Law makers are law breakers.
Law makers are law breakers.
• ଯେତେ ପାଇବ, ସେତେ ଚାହିବ ।
The more they get, they more they want.
• ଯାହା ତୁମ ମନକୁ ପସନ୍ଦ, ତାହା କର ।
• ଯାହା ତୁମ ମନକୁ ପସନ୍ଦ, ତାହା କର ।
Better wear your shoes than your bad clothes.
• ଯେ ନିଜକୁ ନିଜେ ଜ୍ଞାନୀ ଭାବେ, ସେ ଅନ୍ୟଙ୍କ ନିକଟରେ ମୂଖି ।
Fool to others to himself a rage.
• ଯିଏ ଏକା ଥରକେ ଦୁଇଟି କାମ କରିବାରେ ଲାଗେ, ସେ କୌଣସି କାର୍ଯ୍ୟ କରିପାରେ ନାହିଁ |
He who hunts two hares, loses both.
ଯାହା ନ କରିବ ଆପ, ତାହା ନ କରିବ ବାପ ।
ଯାହା ନ କରିବ ଆପ, ତାହା ନ କରିବ ବାପ ।
If you want a thing well done do it yourself.
• ଯାହାକୁ ଯିଏ ବିରିକୁ ଚାଉଳ ଭିଜାଇ ଦିଏ ।
The tongue ever turns to the aching tooth.
• ରକ୍ତ ଦାନ ମହତ ଦାନ ।
Blood is thicker than water.
• ରୂପ ସୌନ୍ଦର୍ଯ୍ୟ ଜଗତରେ ବିକାଏ ।
Beauty is a good client.
• ରାଜାର ନନ୍ଦିନୀ ପ୍ୟାରୀ ଯାହା କୁହେ ବା କରେ ତା’ ଶୋଭାପାଏ ।
Caesar's wife is above suspicion.
• ରାମେ ମାରଲେ ଓ ମରବ, ରାବଣ ମାରିଲେ ଓ ମରିବ ।
To be on the horns of a dilemma.
• ରୂପେ କାଲୋ, ଗୁଣେ ଆଲୋ ।
Handsome is that handsome dose.
Handsome is that handsome dose.
ରୋଖା କଡ଼ି ଗୋଖା ମାଲ ।
God value for ready money,
God value for ready money,
• ରହସ୍ୟ ଜଣା ହୋଇଛି ।
The cat is out of the bag.
• ରକ୍ତ ମାଂସର ଶରୀରରେ ଏହା ସହ୍ୟ କରାଯାଇ ପାରେନା ।
It is beyond human endurance.
• ରୋଗୀ ଲୋକ ସମୟେ ସମୟେ ସୁସୁ ଅପେକ୍ଷା ବେଶି ବଞ୍ଚୁ ।
Cracking doors hang the longest.
ମା’ ଲକ୍ଷ୍ମୀ ଚଞ୍ଚଳା ।
Riches have wings.
• ଧନ ଅଥୟ ।
Fortune is fickle.
• ଶିକ୍ଷା ତପସ୍ୟା ବ୍ୟତୀତ ଅନ୍ୟ କିଛି ନୁହେଁ ।
Learning is nothing but meditation.
• ଶବ୍ଦ ମାଧ୍ୟମରେ ସୌନ୍ଦର୍ଯ୍ୟନୁଭବର ପ୍ରକାଶ ଦରଣ ହି କବିତା ।
Poetry is the realisation of beauty expressed in words.
• ଶୋଷ ପାଣି ପାଖକୁ ଯିବ ନା ପାଣି ଶୋଷ ପାଖକୁ ଆସିବ ।
Whether Mohammad will go to the mountain or the - mountain will come to Mohammad.
Whether Mohammad will go to the mountain or the - mountain will come to Mohammad.
• ଶ୍ରମ ତିକ୍ତ କିନ୍ତୁ ଶ୍ରମର ପଠନ ମଧୁର |
Patience is bitter but its fruit is sweet.
• ଶିକ୍ଷା ଦେବା ପିଲା ଖେଳ ନୁହେଁ ।
Teaching is not child's play.
• ଶୁଖିଲାପରେ ଗରଗର ହୁଏ ।
Fools have an abundance of vanity.
• ଶବ୍ଦ ମାଧ୍ୟମରେ ସୌନ୍ଦର୍ଯ୍ୟାନୁଭବର ପ୍ରକଟୀକରଣ ହିଁ କବିତା ।
Poetry is the realisation of beauty expressed in words.
• ଷାଠିଏ ମୁହଣ ଘିଅ ହେବ ନା ରାଧା ନାଚିବ ।
If the sky falls, we shall catch larks.
• ନଅ ମହଣ ଘିଅ ପୋଡ଼ାହେବ ନା ରାଧା ନାଚିବ ।
You may as well burn nine maunds of ghee as get Radha to dance.
• ସ୍ଵାସ୍ଥ୍ୟ ହିଁ ସମ୍ପଦ ।
Health is wealth.
• ସମୟ ଓ ସ୍ରୋତ କାହାରିକୁ ଅପେକ୍ଷା କରେ ନାହିଁ ।
Time and tide waits for none.
• ସମୁଦ୍ରକୁ ଶଙ୍ଖ ପାଣି ।
A drop in the ocean.
• ସବ୍ ଜାତା କୁଛି ଜାନତା ନେହି ।
A jack of all trades is master of none.
• ସବୁ ଭଲ ଯାହାର ଶେଷ ଭଲ ।
All is well that ends well.
• ମଧୁରେଣ ସମାପୟେତ୍ ।
He laugh's best who laughs last.
He laugh's best who laughs last.
ଶେଷ ରକ୍ଷା ହି ରକ୍ଷା ।
Sweet is the course which achieves an end.
Sweet is the course which achieves an end.
• ସକଳ ରୋଗୀର ଗୋଟିଏ ପଥ୍ୟ ନୁହେଁ, ସକଳ ରୋଗୀର ଗୋଟିଏ ଔଷଧ ନୁହେଁ ।
What is sauce for the gender is not sauce for the goose.
• ସର୍ବନାଶ ସମୁପୁନ୍ତେ ଅଦ୍ଧି ତ୍ୟଜତି ପଣ୍ଡିତଃ |
Better give the wool than the whole skin.
ସମୟ ହି ରତ୍ନ ।
ସମୟ ହି ରତ୍ନ ।
Time is treasure.