• ସମୟ ହି ଧନ ।
Time is money.
• ସାହିତ୍ୟ ସମୁଦ୍ର ପରି ।
Literature is like a sea.
• ସୁସ୍ଥ ଶରୀର ବିନା ଶିକ୍ଷା ଅପୂର୍ଣ୍ଣାଙ୍ଗ ରହେ ।
Without sound and energetic health no education is per fect.
ସୁ ଉପଦେଶର ମୂଲ୍ୟ ଅତୁଳନୀୟ ।
Good advice is beyond price.
ସୁ ଉପଦେଶର ମୂଲ୍ୟ ଅତୁଳନୀୟ ।
Good advice is beyond price.
• ସୌନ୍ଦର୍ଯ୍ୟ ଶକ୍ତିମାନ ସତ, ମାତ୍ର ଅର୍ଥ ସର୍ବଶକ୍ତିମାନ୍ ।
Beauty is potent, but money is omnipotent.
• ସାବଧାନତା ଜ୍ଞାନର ଜ୍ୟେଷ୍ଠ ପୁତ୍ର ।
Caution is the eldest child of wisdom.
• ସନ୍ତାନହୀନ ବ୍ୟକ୍ତି ସେହ କରିବା ଜାଣେନା ।
He that no children knows not how to love.
• ସନ୍ତୋଷ ରାଜ୍ୟଠାରୁ ବଡ଼ ।।
Content is more than a kingdom. ସ୍ଵର୍ଗର
• ‘ପାଉଁଶ ମର୍ତ୍ତ୍ୟର ଭାତରୁ ଭଲ ।
• ‘ପାଉଁଶ ମର୍ତ୍ତ୍ୟର ଭାତରୁ ଭଲ ।
Divine ashes are better than earthly meals.
• ସମସ୍ତ ମଧୁର ଭାଷୀ ବ୍ୟକ୍ତି ବନ୍ଧୁ ନୁହଁନ୍ତି ।
All are not friends that speak us fair.
• ସୁଯୋଗର ସଦ୍ ବ୍ୟବହାର କରିବା ଉଚିତ୍ ।
When fortune smiles, embrace her.
• ସ୍ଵର୍ଗ ଭୂପତିତ ହେଲେ ମଧ୍ୟ ଅନ୍ୟାୟର ପ୍ରତିରୋଧ କରିବା ଉଚିତ ।
• ସ୍ଵର୍ଗ ଭୂପତିତ ହେଲେ ମଧ୍ୟ ଅନ୍ୟାୟର ପ୍ରତିରୋଧ କରିବା ଉଚିତ ।
Injustice should be checked even if the sky falls.
• ସାଧୁ ଲୋକମାନେ ଈଶ୍ବରଙ୍କ ଦ୍ବାରା ଆଦୃତ ହୁଅନ୍ତି ।
The virtuous are liked by God.
• ସାହସୀମାନେ ସାହସିକ କାର୍ଯ୍ୟପାଇଁ ପ୍ରସ୍ତୁତ ଅଟନ୍ତି ।
• ସାହସୀମାନେ ସାହସିକ କାର୍ଯ୍ୟପାଇଁ ପ୍ରସ୍ତୁତ ଅଟନ୍ତି ।
Brave hearts are ready for bold deeds.
• ସନ୍ତୋଷ ହି ବିପୁଳ ଅର୍ଥଠାରୁ ଅଧୁକ ମୂଲ୍ୟବାନ ।
Contentment is more valuable than a mint of money.
• ସାଧାରଣ ଲୋକଙ୍କର ଇଚ୍ଛାଥାଏ, କିନ୍ତୁ ବଡ଼ ବଡ଼ ଲୋକଙ୍କର ସୁଖ ଥାଏ ।
Ordinary men have the wish but the great men have the weal.
• ସମାନ ଦାବି କରାଯାଇ ପାରେନା ।
Respect can not be demanded.
• ସମ୍ବାଦପତ୍ର କର୍ମବ୍ୟସ୍ତ ଜୀବନର ବାସ୍ତବିକ ଚିତ୍ର ।
Newspaper is the real picture of busy life.
• ସତ୍ ପରିଶ୍ରମର ନିଶ୍ଚୟ ପୁରସ୍କାର ଅଛି ।
Honest labour has its own reward.
• ସାହାତ୍ୟ ଜୀବନର ବ୍ୟାଖ୍ୟା ।
Literature is the interpretation of life.
• ସାହାତ୍ୟ ଜୀବନର ବ୍ୟାଖ୍ୟା ।
Literature is the interpretation of life.
• ସମ୍ପତ୍ତି ନଷ୍ଟହେଲେ ପ୍ରାୟ କିଛି ନଷ୍ଟ ହୁଏ ନାହିଁ, ସ୍ୱାସ୍ଥ୍ୟ ନଷ୍ଟହେଲେ କିଛି ନଷ୍ଟ ହୁଏ । ଚରିତ୍ର ନଷ୍ଟ ହେଲେ ପ୍ରତ୍ୟେକ ଜିନିଷ ନଷ୍ଟ ହୋଇଯାଏ ।
When wealth is lost, nothing is lost, when health is lost, something is lost, when character is lost, everything is lost.
• ସତ୍ୟ ଚାରିଆଡ଼େ ଜୟଲାଭ କରେ ।
Truth triumphs everywhere.
• ସ୍ତ୍ରୀ ବୁଦ୍ଧି ପ୍ରଳୟଙ୍କରୀ ।
Woman's knowledge is dangerous.
• ସତ୍ୟ ଚାରିଆଡ଼େ ଜୟଲାଭ କରେ ।
Truth triumphs everywhere.
• ସ୍ତ୍ରୀ ବୁଦ୍ଧି ପ୍ରଳୟଙ୍କରୀ ।
Woman's knowledge is dangerous.
• ସବୁବେଳେ କର୍ମବ୍ୟସ୍ତ ରହି ନ ଖେଳିଲେ ମଣିଷ ବୋକା ହୋଇଯାଏ ।
All work and no play makes jack a dull boy.
• ସୁଯୋଗ ମିଳିଲେ ସାଧୁ ମଧ୍ୟ ଚୋର ପାଲିଟେ ।
Open door will tempt a saint.
• ଫାଙ୍କ ପାଇଲେ ସମସ୍ତେ ଚୋର ହୁଅନ୍ତି |
Opportunity makes a man thief.
• ସମଦୁଃଖୀ ପାଇଲେ ଦୁଃଖ ଲାଘବ ହୁଏ ।
Two in disdress makes sorrowless.
• ସମ୍ବାଦପତ୍ର ପୃଥିବୀର ଦର୍ପଣ ।
Newspaper is the mirror of the world.
• ସମ୍ବାଦପତ୍ର ପୃଥିବୀର ଦର୍ପଣ ।
Newspaper is the mirror of the world.
• ସୌନ୍ଦର୍ଯ୍ୟ ଜୀବନର ପୁଷ୍ପ ।
Beauty is a good client,
Beauty is a good client,
• ସ୍ତ୍ରୀ ପୁରୁଷର ଅଦ୍ଧାଙ୍ଗିନୀ ।
Wife is the husband's treasury.
• ସ୍ତ୍ରୀ ଘରର ଚାବି ସଦୃଶ ।
Wife is the sky of the house.
• ସମସ୍ତଙ୍କୁ ପ୍ରେମ କର, ଅ ଲୋକଙ୍କୁ ବିଶ୍ବାସ କରି, କାହାରି ଅନିଷ୍ଟ କରନାହିଁ ।
Love all, trust a few, do wrong to none.
• ସ୍ତ୍ରୀ ବିନା ଜୀବନ ନାହି ।
No life without wife.
• ସଙ୍ଗୀତ ଆତ୍ମାର ଖାଦ୍ୟ ।
Music is the mirror of the society.
• ସ୍ଵାବଲମ୍ବୀ ବ୍ୟକ୍ତିର ଈଶ୍ଵର ସହାୟ ।
God helps those who helps themselves.
ସହାନୁଭୂତି ସୁନାଠାରୁ ଶ୍ରେଷ୍ଠଧନ ।
Sympathy is better than gold.
ସହାନୁଭୂତି ସୁନାଠାରୁ ଶ୍ରେଷ୍ଠଧନ ।
Sympathy is better than gold.
ସ୍ଵାସ୍ଥ୍ୟ ହିଁ ଭଗବାନଙ୍କର ମନୁଷ୍ୟ ପ୍ରତି ସର୍ବୋତ୍କୃଷ୍ଟ ଦାନ ।
Health is the greatest of gifts.
• ସାହିତ୍ୟହୀନ ଜୀବନ, ମୃଗପରି ।
Life without literature is dead.
• ଶବ୍ଦ ମାଧ୍ୟମରେ ସୌନ୍ଦର୍ଯ୍ୟାନୁଭବର ପ୍ରକଟୀକରଣ ହିଁ କବିତା ।
Poetry is the realisation of beauty expressed in words.
• ସତ୍ୟ ଓ ସୌନ୍ଦର୍ଯ୍ୟର ସମଷ୍ଟି ହି କବିତା ।
Poetry is truth & welling in beauty.
ସଜ ମାଉଁସରେ ପୋକ ପକାଇବା ।
ସଜ ମାଉଁସରେ ପୋକ ପକାଇବା ।
To find a fly in the ointment.
• ସେଥିରେ ଗୋଟିଏ କେଁ ଅଛି ।
There is a fly in the ointment.
• ସେ ଜଳ ଉଚ୍ଚ ନିଚ୍ଚ କହିବାର ଲୋକ ନୁହେଁ ।
He calls a spade a spade.
• ମୁଁ କନ୍ୟାକୁ କଳା ବୋଲି କହେ ।
He is not the man to call a black crow white.
• ସଂସର୍ଗଜା ଦୋଷଗୁଣା ଭବନ୍ତି ।
• ସଂସର୍ଗଜା ଦୋଷଗୁଣା ଭବନ୍ତି ।
Virtue and vice are born if the company one keeps.
• ସ୍ୱନାମା ପୁରୁଷୋଧନ୍ୟ |
Blessed is the man who is known by his own name.
• ସତ୍ୟ ବୃୟାତ୍ ପ୍ରିୟଂ ବ୍ରୟାତ୍ ନ ବୃୟାତ୍ ସତ୍ୟ ପ୍ରିୟ ।
Speak the plesant truth but spare the unpleasant one.
• ସବୁ ଶିଆଳର ଏକ ରା।
• ସବୁ ଶିଆଳର ଏକ ରା।
Keep good company and you shall be of the number.
• ସାତ ସମୁଦ୍ର ଦେର ନଦୀ ପାର ।
A very remote corner of the world.
• ସବୁ ତୁମର, ଚାବି କାଠିଟି ଆମ୍ଭର ।
I pull the wores.
• ସୁଖ ଦୁଃଖ କ୍ରମାନୁୟେ ଆସେ ।
Sorrow follows in the wake of joy.
• ସର୍ବାଙ୍ଗ ଘା, ଔଷଧ ଦେବି କେଉଁଠି?
An irremediable estate.
(ଠିକ୍) ସମୟରେ ଏକ, ଅସମୟରେ ଭେ ଦଶ ।
(ଠିକ୍) ସମୟରେ ଏକ, ଅସମୟରେ ଭେ ଦଶ ।
A stick in time saves nine.
ସୁଖ ଅପେକ୍ଷା ସ୍ଵସ୍ତି ଭଲ ।
ସୁଖ ଅପେକ୍ଷା ସ୍ଵସ୍ତି ଭଲ ।
Peace is more covetable than physical comforts.
• ସନ୍ତୁଷ୍ଟସ୍ୟ ସଦା ସୁଖ୍ୟ ।
A contented mind is a continual feast.
• ସବୁ ଗଲାବେଳେ ପଣ୍ଡିତମାନେ ଅଧା ତ୍ୟାଗ କରନ୍ତି ।
Of two evils, choose the lesser.
• ସ୍ୱଧର୍ମେ ନିଧନ ଶ୍ରେୟ ।
Nothing like being true to one's nature.
• ସିଧା ଆଙ୍ଗୁଳିରେ ଘିଅ ଉଠେ ନାହି ।
Plain dealing won't do.
• ସବ୍ ଲାଲ୍ ହୋ ଯାୟେଗା ।
The same and awaits everybody.
• ସାବଧାନୀର ବିନାଶ ନାହିଁ!
The cautious suff'r no loss.
• ସଙ୍ଗଦୋଷ ଗ୍ରାମ ନଷ୍ଟ ।
A rotten apple injuries its companions.
• ଦୁର୍ଜନ ସଙ୍ଗେ କଲେ ବାସ, ନିୟେ ଘଟିବ ସର୍ବନାଶ ।
It is not always at the moonlight.
It is not always at the moonlight.
• ସନ୍ତୋଷ ପରମ ସୁଖ ।
Contenment is happiness."
• ସମୟ ସୁଯୋଗ ଛାଡ଼ ନାହି ।
Take time by fore lock."
ସର୍ବନାଶ ସମୁପୁନେ ଅଦ୍ଧି ଖର୍ହତି ପଣ୍ଡିତଃ ।
ସର୍ବନାଶ ସମୁପୁନେ ଅଦ୍ଧି ଖର୍ହତି ପଣ୍ଡିତଃ ।
Better give the wool than the whole skin.
• ସ୍ତ୍ରୀ ହୋଇ ଯେବେ ନଥିବ ଗୁଣ ଧୋଇ ପିଇବ କି ସୁନ୍ଦର ପଣ?
Beauty is only skindeep.
ସାହସୀ ଲୋକର ସର୍ବତ୍ର ଜିତାପଟ ।
Faint heart never won fair lady.
• ସମସ୍ତଙ୍କୁ ଖୁସି କରାଇବାକୁ ଚାହୁଁଥିବା ଲୋକ କାହାକୁ ଖୁସି କରାଇ ପାରେନା
He who tries to please everybody pleases none.
He who tries to please everybody pleases none.
ସବୁ କଥାରେ କାନ ଦିଅ ନାହି ।
Listen not to all that is spoken.
• ସହ କୌଶଳ ଦେଖାଇ ହେଉଥିବା ବିଦ୍ୟା ବିଦ୍ୟା ନୁହେଁ ।
The perfection of art is to conceal it.
• ସତ୍ୟ ବଳ ଦିଏ ।
A good cause makes a stout heart.
• ହାତୀ ଗଳିଯାଏ, ପିମ୍ପୁଡ଼ିକୁ ବାଟ ମିଳେନା ।
• ସତ୍ୟ ବଳ ଦିଏ ।
A good cause makes a stout heart.
• ହାତୀ ଗଳିଯାଏ, ପିମ୍ପୁଡ଼ିକୁ ବାଟ ମିଳେନା ।
Penny wise, pound foolish.
• ହାତୀ ମଲେ ଲକ୍ଷେ, ହାତୀ ଜିଇଁଲେ ଲକ୍ଷେ ।
The very ruins of the greatness is great.
• ହିଂସା ପ୍ରଣୋଦିତ ତରବାରୀର ଯୁଦ୍ଧ ଯୁଦ୍ଧ ନୁହେଁ ।
The conquest of the sword is no conquest at all.
• ହାସ୍ୟ ଜୀବନର ସୂର୍ଯ୍ୟରଶ୍ମି ସ୍ୱରୂପ ।
Laughter is life's sun-shine.
• ହାସ୍ୟ ସବୁଠାରୁ ବଡ଼ ଔଷଧ ।।
Laughter is the best medicine.
• ହାତୀ ବିଶ୍ୱସ୍ତେ ପ୍ରାଣୀମାନଙ୍କ ମଧ୍ୟରେ ଗୋଟିଏ ।
Elephant is one of the faithful animal.
• ହୀନ ଅବସ୍ଥାରେ ଦିନ କଟାଇବା ।
• ହାତୀ ବିଶ୍ୱସ୍ତେ ପ୍ରାଣୀମାନଙ୍କ ମଧ୍ୟରେ ଗୋଟିଏ ।
Elephant is one of the faithful animal.
• ହୀନ ଅବସ୍ଥାରେ ଦିନ କଟାଇବା ।
To lead the life of a dog.
• ହାଲ ହରକତ ସବୁ ବୁଝିପାରୁଛି ।
To know chalk from chease.
• ହାତରୁ ଟେକା ଛାଡ଼ିଲେ ଆଉ ଫେରେନା |
The shaft once shot, does not return.
• ହାତଦେଇ କି ହାତୀ ଠେଲାଯା |
• ହାତଦେଇ କି ହାତୀ ଠେଲାଯା |
Trees do not fall at the first stroke.
• ହସିବାକୁ ହେଲେ ଦୁଃଖ ହି ହେବ ।
One does not know whether to laugh or weep.
• ହସ୍ତଗତ ଅ ଭଲ, ପର ହସ୍ତଗତ ଅଧୁକ କିଛି ନୁହେଁ ।
A bird in the hand is worth two in the bush.
• ହାଟ ମଝିରେ ହାଣ୍ଡି ଭାଙ୍ଗିବା ।
To wash one's dirty linen in public.
• ହଉଁ କଉଁ ବିଧାତା ।
A disposer of all things.
• ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବା ।
To drop a bucket in an empty well.
• ହାଣ୍ଡିରେ ଥାଏ, ଗୋଡ଼ରେ ପାଇଲେ ଗାଧୋଇ ଯାଏ ।
Strain at night in public and swallow a camel in secret.
• ହାତ ବାରିସୀ ।
Right hand man.:
• ହାତରୁ ଖାଇ ଗଣ୍ଠିଲି ବୋହିବା ।
To drop a bucket is on empty well.
• ହରିହର ଆତ୍ମା ଏକ, ଆତ୍ମା ।
Hand and glove with eachother.
• ମନର ଅଗୋଚର ପାପ ନାହି ।
There is nothing either good or bad, but thinking makes it so.
• ମନର ଅଗୋଚର ପାପ ନାହିଁ ।
There is nothing either good or bad, but thinking makes it
SO. ଓ ମଶା ମାରିତେ କାମାନ ଦାଗା ।
To take a hammer to spread a plaster.
• ମାଧୁଭାବେ ଗୁଡ଼ ଦଦ୍ୟାତ୍ ।
Srop gap.
• ମାତଙ୍ଗ ପଡ଼ିଲେ ବିକେ, ପତଙ୍ଗ ତେ କିନା ବଲେ ।
When an elephant is down little creature make fun of him.
• ମୁଣ୍ଡରେ ହାତ ଦେଢ଼ ଘସିପଡ଼ିବା!
• ମୁଣ୍ଡରେ ହାତ ଦେଢ଼ ଘସିପଡ଼ିବା!
To be compictely upset:
• ମା’ ମାନେ ହି ଜାତିର ଭାଗ୍ୟ ନିୟନ୍ତା ।
The hand that rocks the cradles rules the world.
• ମୂର୍ଖର ନାହିଁ ହେତୁବାଦ, ବାଜିରୁଖି କରେ ମାତ୍ର ।
Wager is a fool's argument.
• ମୋର ବୁଦ୍ଧି ତୋର କଡ଼ି, ଆୟୁଦୁ’ ଜନେ ଫଲାର କରି ।
My brain and your money let us pool them together.
• ମେଘ ନ ଚାହିଁତେ ଜଳ ।
A gain beyond expection.
• ମିଷ୍ଟାନ୍ନ ମିତରେ ଜନାଃ।
All except the parents and the daughter expect to be feasted.
• ମହାଜନୋ ଯେନ ଗତଃ ସ ପନ୍ଥା ।
To follow in the footsteps of the wise.
• ମହାଜନୋ ଯେନ ଗତଃ ସ ପନ୍ଥା ।
To follow in the footsteps of the wise.