(Quarrel) କଳହ
Why are you losing your temper? ଆପଣ ନିଜ ସୀମା ବାହାରକୁ କାହିଁକି ବାଲି ଯାଉଛନ୍ତି ।
Beware, don't utter it again! ସାବଧାନ, ଏକଥା ଆଉ ଥରେ ମୁହଁରେ ଧରନ୍ତୁ ନାହିଁ ।
You are very short tempered. ତୁମେ ବଡ଼ ଚିଡି ଚିଡ଼ା ସ୍ଵଭାବର ଅଟ ।
He has got on my nerves. ସେ ମୋତେ ନାକେଦମ କରି ରଖିଚି ।
Come what may ! ଯାହା ହେବାର ଥିଲା ହେଲା ।
What harm / wrong have done to you? ମୁଁ ତୁମର କ’ଣ ଖାଇଯାଇଛି ?
You'll have to mend your ways. ତୁମେ ନିଜକୁ ସୁଧାରିବାକୁ ପଡ଼ିବ ।
Why do you quarrel with him unnecessarily? କାହିଁକି ତାହା ସହିତ ଅଯଥାରେ ଝଗଡ଼ା କରୁଛ ?
Don't get worked up / excited. ଉତ୍ତେଜିତ ହୁଅ ନାହିଁ ।
Now settle the matter somehow. ଏବେ ଯେ କୌଣସି ଉପାୟରେ କଥା ମେଣ୍ଟାଇ ଦିଅ ।
Are you in your senses? କ’ଣ ଆପଣଙ୍କ ହୋସ ଠିକରେ ଅଛି ତ ?
Get out of my sight. / Get lost. ମୋ ସାମ୍ନାରୁ ଦୂର ହୋଇଯାଅ ।
How are you concerned with our affairs ! । ଆମ କଥାରେ ଆପଣଙ୍କର କି ସମ୍ବନ୍ଧ ?