(Refusal) ସ୍ୱୀକୃତି ନ ଦେବା

I won't be able to come. ମୁଁ ଆସି ପାରିବି ନାହିଁ ।
I won't be able to do as your wish. ଆପଣ ଯାହା ଚାହାନ୍ତି ତାହା ମୁଁ କରିବି ନାହିଁ ।
I don't want to come. ମୁଁ ଆସିବାକୁ ଚାହୁଁନାହିଁ ।
I'm sorry to refuse. ମୁଁ ଦୁଃଖିତ ମୋତେ ପ୍ରତ୍ୟାଖାନ କରିବାକୁ ପଡୁଛି ।
They won't agree to this. ସେମାନେ ଏଥିରେ ରାଜି ହେବେ ନାହିଁ ।
It's not possible/impossible. ଏହା ସମ୍ଭବ ନୁହେଁ ।
I regret, I can't accept this proposal. ମୁଁ ଦୁଃଖିତଏହି ପ୍ରସ୍ତାବ ଗ୍ରହଣ କରିପାରୁ ନାହିଁ ।
You don't agree with me, do you? ଆପଣ ମୋ ବିଚାର ସହିତ ସମ୍ମତ ନୁହନ୍ତିହୁଅନ୍ତି କି ?
It can't be arranged. ଏହା ବ୍ୟବସ୍ଥା କରିହେବ ନାହିଁ ।
She's averse to this idea /to it. / She does not like it. ତାଙ୍କୁ ଏହା ପସନ୍ଦ ନୁହେଁ ।