(Request) ପ୍ରାର୍ଥନା
Please wait. ଟିକିଏ ରୁହନ୍ତୁ ।
Please come back. ଫେରି ଆସନ୍ତୁ ।
Let it be, ଏହା ଛାଡ଼ି ଦିଅନ୍ତୁ ।
Please come here, ଟିକିଏ ଏଠାକୁ ଆସନ୍ତୁ ।
Please reply/answer, ଉତ୍ତର ଦିଅନ୍ତୁ ।
Please wake him up, ଟିକିଏ ତାଙ୍କୁ ଉଠାଅ ।
Hope to hear from you, ଆଶା, ତୁମେ ଚିଠି ଲେଖିବ ।
Will you do me a favour ? ମୋର ଗୋଟିଏ କାମ କରିବ ?
Let me work. ମୋତେ କାମ କରିବାକୁ ଦିଅ ।
Let me see. ଟିକିଏ ଦେଖିବାକୁ ଦିଅ ତ ।
Let them relax, ସେମାନଙ୍କୁ ଆରାମ କରିବାକୁ ଦିଅ ।
Please give me a pencil and paper, ଟିକିଏ କାଗଜ ଓ ପେନସିଲ ଦିଅ ।
Please do come day after tomorrow. Don't forget. ପହରି ଦିନ ନିଶ୍ଚୟ ଆସିବ । ଭୁଲିବ ନାହିଁ । Please repeat. / Pardon. I beg your pardon. ପୁଣି କହନ୍ତୁ ।
Could you move / Shift a little. ଟିକିଏ ଘୁଞ୍ଚିବେ କି ?
Can you see me day after tomorrow?କ’ଣ ଆପଣ ପହରି ଦିନ ମୋତେ ଦେଖାକରିପାରିବେ କି ? Please forgive me. ମୋତେ କ୍ଷମା କର ।
Will you please open the window. ଟିକିଏ ଖିଡିକି । ଝରକା ଖୋଲି ଦେବେ କି ?
All are requested to reach in time. ସମସ୍ତଙ୍କୁ ଅନୁରୋଧ ଠିକ୍ ସମୟରେ ପହଞ୍ଚିବେ ।