(To Servant) ଚାକର/ଚାକରାଣୀଙ୍କ
ସହିତ
Come here, boy. ଏ
ପିଲା ଏଠିକି ଆସ ।
Bring the food. ଖାଇବା
ଆଣ ।
Get me a glass of water. ଗିଲାସେ
ପାଣି ଆଣ ।
Go and post these letters. ଯାଅ
ଓ ଚିଠିଗୁଡ଼ିକ ଲେଟର ବାକ୍ସରେ ପକାଇ ଦିଅ।
Wash the clothes: ଲୁଗା
ଧୋଇ ଦିଅ ।
Hurry up. / Make haste. ଜଲଦି
କର ।
Lift/Pick up/Carry the bundle. ବଣ୍ଡଲ ଉଠାଅ ।
Give me half a bread / Chapati. ମୋତେ ଅଧା ପାଉଁରୁଟି ଦିଅ ।
You go now, I have to do some work. ଏବେ ତୁ ଯା, ମୋତେ
କିଛି କାମ କରିବାକୁ ଅଛି ।
Don't make a noise. ପାଟି
ତୁଣ୍ଡ କର ନାହିଁ ।
Go and see why the child is weeping/crying. ଦେଖ ପିଲାଟି କାହିଁକି କାନ୍ଦୁଛି ?
Give me a pencil and a piece of paper. ମୋତେ ଟିକିଏ କାଗଜ ଓ ପେନସିଲ ଦିଅ ।
Wait here until I'm back.ଯେ
ପର୍ଯ୍ୟନ୍ତ ମୁଁ ନ ଆସିଛି ଏଇଠି ବସି ରୁହ ।
You may go now. ଏବେ
ତୁମେ ଯାଇ ପାର ।
Wake me up at 4 o'clock. ମୋତେ
ଚାରିଟାବେଳେ ଉଠାଇ ଦେବ ।
Light the lamp. ବତୀ
ଜଳାଅ ।
Switch on / off the light. ବିଜୁଳି
ବତୀ ଜଳାଅ, ଲିଭାଅ ।
Move aside. ଟିକିଏ
ପାଖେଇ ଯାଅ ।
Use your mind/brains. ନିଜ
ବୁଦ୍ଧି ଖଟାଅ ।
Don't forget to come early tomorrow. କାଲି ଶୀଘ୍ର ଆସିବାକୁ ଭୁଲିବେ ନାହିଁ ।
Go and relax for a while. ବାସ, ଯାଅ ଏବେ କିଛି ସମୟ ଆରାମ କର ।
(On Meeting) ଦେଖା
ସାକ୍ଷାତ ବେଳେ ।
It's been nice seeing you. ଆପଣଙ୍କୁ
ଦେଖି ବଡ଼ ଆନନ୍ଦ ଲାଗିଛି ।
When do I see you again?/ When shall we meet again ? ଆଉ ପରେ କେବେ ଦେଖା ହେବ ?
I am glad to see you. ଆପଣଙ୍କୁ
ଭେଟି ବହୁତ ଖୁସି ଲାଗିଲା ।
There is something important to do. ଗୋଟିଏ ଜରୁରୀ କାମ ଆସିଗଲା ।
Why didn't you come that day ଆପଣ ସେଦିନ ଆସିଲେ ନାହିଁ କାହିଁକି ?
You are mistaken. / You are at fault. ତୁମେ ଭୁଲ କରୁଛ ।
You are late by half an hour. ଆପଣ ଅଧଘଣ୍ଟାଏ ଡେରି କରିଛନ୍ତି ।
We have come too early. ଆମେ
ବହୁତ ଆଗରୁ ଆସିଛୁ ।
How are you? ଆପଣଙ୍କ
ଖବର କ’ଣ ?
Introduce me to him. ତାଙ୍କ
ସହିତ ମୋର ପରିଚୟ କରାଇ ଦିଅ ।
Wire about your welfare. ଆପଣଙ୍କ
ଭଲ ମନ୍ଦ ବିଷୟରେ ତାର ପଠାଅ।
Take exercise daily/everyday. ପ୍ରତିଦିନ ବ୍ୟାୟାମ କର ।
I haven't heard about him for long. ବହୁ ଦିନରୁ ତାର କୌଣସି ଖବର ଶୁଣି ନାହିଁ ।
Let's have some good news. କିଛି
ଭଲ ଖବର ଶୁଣାଅ ।
Your letter has just been received. ଆପଣଙ୍କ ଚିଠି ଏଇମାତ୍ର ମିଳିଛି ।
Write immediately on reaching. ପହୁଞ୍ଚିବା ପରେ ସାଙ୍ଗେ ସାଙ୍ଗେ ଚିଠି ଲେଖିବ । '
Don't forget it./Keep it in mind. ଭୁଲିଯିବ ନାହିଁ ।
Let me know when he comes. ସେ
ଆସିବା ପରେ ମୋତେ ଜଣାଇ ଦିଅ ।
See you again. ପୁଣି
ଦେଖା ହେବ ।
Give/convey my regards to him. ତାଙ୍କୁ ମୋର ପ୍ରଣାମ ଜଣାଇ ଦିଅ ।
Do write to me sometimes/off and on କେବେ କେମିତି ନିଶ୍ଚୟ ଚିଠି ଲେଖ ।
Please give me your address. ମୋତେ
ତୁମର ଠିକଣା ଦେଇଯାଅ ।
Meet me next Sunday." ଆଗାମୀ
ରବିବାର ମୋତେ ଭେଟ କର ।
Have you arranged/fixed up a meeting with her/him? କ'ଣ
ତୁମେ ତାଙ୍କ ସହିତ ଦେଖା କରିବା ନିଧାର୍ଯ୍ୟ କରିଦେଇଛ |
It was nice meeting him. ତାଙ୍କ
ସହିତ ଭେଟି ବହୁତ ଖସି ଲାଗିଲା ।
You are always welcome. ଆପଣ ଯେ କୌଣସି ସମୟରେ ଆସନ୍ତୁ ।
There is no need for formality. / Don't be formal. ଔପଚାରିକତା କରନ୍ତୁ ନାହିଁ ।
I am not on good terms with him. ମୋର ତାଙ୍କ ସହିତ ସମ୍ପର୍କ ବିଗିଡ଼ି ଯାଇଛି ।
We have an excellent / perfect relationship with each other. ଆମ ମଧ୍ୟରେ ପରସ୍ପର ସମ୍ବନ୍ଧ ବହୁତ ଭଲ ।
Thanks for a pleasant /
wonderful / lovely evening! ଆଜିର
ମଧୁର