(Weather) ପାଣିପାଗ
It kept drizzing throughout the
night. କାଲି ସାରା ରାତି ଧିରେ
ଧିରେ ବର୍ଷା ହେଉଥିଲା ।
The sky is overcast. ଆକାଶରେ
କଳା ବାଦଲ ଛାଇ ରହିଛି ।
It is very terribly hot/cold today. ଆଜି ତ ଭାରି ଗରମ୍/ଥଣ୍ଡା ପଡ଼ିଛି ।
The heat has made me giddy. ଗରମରେ
ମୁଣ୍ଡ ବୁଲାଉଛି ।
Even an umbrella is useless in heavy rain. ଜୋର ବର୍ଷାରେ ଛତା ବି କାମ ଦିଏନାହିଁ ।
It is getting colder day by day. ଦିନକୁ ଦିନ ଥଣ୍ଡା ବଢ଼ିଯାଉଛି ।
It is getting cold in Simla these days. ଆଜିକାଲି ସିମଳାରେ ଦେହଥରା ଶୀତ ପଢୁଛି ।
The lamp will go off/blow off because of strong wind. Let it remain
inside. ଭାରି ପବନରେ ଦୀପ ଲିବିଯିବ, ଏହା ଭିତରେ ରଖିଦିଅ ।
Hot winds are blowing these days. ଆଜିକାଲି ବଡ଼ ଗରମ ପବନ ବହୁଛି ।
You are perspiring. ଆପଣଙ୍କର
ଝାଳ ବହୁଛି ।
I am shivering. ମୁଁ
ଥୁରୁ ଥୁରୁ ହେଉଛି । I
I did not get drenched. ମୁଁ
ଓଦା ହେଲିନାହିଁ ।
It's terribly dusty. ବହୁତ
ଧୂଳି ଉଡୁଛି । ।
I hope the weather will remain pleasant. ଆଶାକରେ ପାଗ ଭଲ ରହିବ ।
There is a nip in the air. ପବନ
ଶୀତୁଆ ରହିଛି ।
A strom is raging outside. The weather has turned bad. ବାହାରେ ତୋଫାନ ହେଉଛି । ପାଗ ଭାରି ଖରାପ ହୋଇଗଲାଣି ।
It's raining heavily. ଖୁବ୍
ଜୋରରେ ବର୍ଷା ହେଉଛି ।
There was a hail-storm this morning. / It hailed this morning. ଆଜି ସକାଳେ କୁଆ ପଥର ପଡ଼ିଥିଲା।
It's very humid. ଆର୍ଦ୍ରତା
ବହୁତ ବଢ଼ି ଯାଇଛି ।
The wind is almost still. ପବନ
ପ୍ରାୟ ନିଶ୍ଚଳ ।
Collwind is blowing. . ସାମାନ୍ୟ
ଥଣ୍ଡା ପବନ ବହୁଛି ।
The rain prevented me from going. ବର୍ଷା ଯୋଗୁଁ ମୁଁ ଯାଇ ପାରିଲି ନାହିଁ ।